Home Left

ସରପଞ୍ଚଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା

କଟକ ସଦର,୨୧ା୫(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ବୁଧବାର ଆଗତ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଯାଇଛି। କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ।…

ପାକିସ୍ତାନକୁ ଦେଖି ବାଂଲାଦେଶର ପଶିଲା ବୁଦ୍ଧି, ଭାରତ ଆଗରେ କଲା ସରେଣ୍ଡର!

ଢାକା,୨୧।୫: ପାକିସ୍ତାନର ପରିସ୍ଥିତିରୁ ଶିକ୍ଷା ନେଇଛି ବାଂଲାଦେଶ। ବାଂଲାଦେଶ ଭାରତ ସହିତ ଚାଲିଥିବା ବାଣିଜ୍ୟ ଉତ୍ତେଜନା ଆଗରେ ମୁଣ୍ଡ ନୁଆଁଇବାକୁ ନିଷ୍ପତ୍ତି ନେଇଛି। ପରିସ୍ଥିତିକୁ ଆହୁରି ଖରାପ ନ କରିବା ପାଇଁ, ବାଂଲାଦେଶ ସ୍ପଷ୍ଟ କରିଛି ଯେ ଏହା କୌଣସି ପ୍ରତିଶୋଧମୂଳକ…

ସୀମାନ୍ତରେ ଗୁଳିବିନିମୟ: ୩୦ରୁ ଅଧିକ ମାଓବାଦୀ ନିହତ

ମାଲକାନଗିରି,୨୧ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ବଡ଼ଧରଣର ଗୁଳିବିନିମୟ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଛନ୍ତି। ଯବାନଙ୍କ ଏନକାଉଣ୍ଟରରେ ୩୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା…

ମୌସୁମୀକୁ ନେଇ ଆସିଲା ବଡ଼ ଅପଡେଟ! ପୂର୍ବାନୁମାନ ପୂର୍ବରୁ କେରଳରେ କରିବ ପ୍ରବେଶ, ଜାଣନ୍ତୁ କେବେ ପହଞ୍ଚିବ ଓଡ଼ିଶା

ନୂଆଦିଲ୍ଲୀ,୨୧।୫: ଏବେ ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ପଞ୍ଜାବ ଏବଂ ଦିଲ୍ଲୀ ଏନସିଆର ଭଳି ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରବଳ ଗରମ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ପାଣିପାଗ ବିଭାଗ (IMD) ସତର୍କ କରାଇ ଦେଇଛି ଯେ ଆଗାମୀ କିଛି ଦିନ…

‘ଚଳିତବର୍ଷ ହେବ କଲେଜ ନିର୍ବାଚନ’

ଭୁବନେଶ୍ୱର,୨୧ା୫: ଚଳିତବର୍ଷ ରାଜ୍ୟରେ ଅନୁଷ୍ଠିତ ହେବ କଲେଜ ନିର୍ବାଚନ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କଲେଜ ନିର୍ବାଚନ ନେଇ ସରକାର ଚିନ୍ତା କରୁଛନ୍ତି। କଲେଜ ନିର୍ବାଚନ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ।…

ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ

ଭୁବନେଶ୍ୱର,୨୧ା୫: ଓଡ଼ିଶାରେ ପହଞ୍ଚିଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ। ବୁଧବାର ସେ ସେଣ୍ଟ୍ରାଲ ଟୁଲ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର(CTTC)ଗସ୍ତ କରିଛନ୍ତି। CTTC ପରିଦର୍ଶନ ସମୟରେ ସେ ଚନ୍ଦ୍ରାୟାନ ଓ ଗଗନାୟନ ଭଳି ISROର ଆଗାମୀ ମିଶନ ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରଫେସର ଅଲ୍ଲୀ ଖାନ୍‌ଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ, ‘ଅପରେଶନ ସିନ୍ଦୂର’ ଉପରେ ପୋଷ୍ଟ କରି…

ନୂଆଦିଲ୍ଲୀ,୨୧ା୫: ବୁଧବାର ସୁପ୍ରିମକୋର୍ଟ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲ୍ଲୀ ଖାନ ମହମ୍ମୁଦାବାଦ୍‌ଙ୍କୁ  ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ‘ଅପରେଶନ ସିନ୍ଦୂର’ ସମ୍ପର୍କରେ ସୋସିଆଲ ମିଡିଆ ପୋଷ୍ଟ ପାଇଁ ହରିୟାଣା ପୋଲିସ ଏଫ୍‌ଆଇଆରରେ ତାଙ୍କୁ ମେ’ ୧୮ରେ ଗିରଫ କରାଯାଇଥିଲା ଏବଂ ସେବେଠାରୁ…

ବାର୍‌ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର

ମହାକାଳପଡ଼ା,୨୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ଗ୍ରାମରେ ଜଙ୍ଗଲି ଦନ୍ତା ବାର୍‌ହା ଆକ୍ରମଣରେ ୩ ଜଣ ଆହତ ହୋଇ ମେଡିକାଲ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାର୍‌ହା ଆକ୍ରମଣରେ…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ଶାହିଦି ଆଫ୍ରିଦି: ଭିଡିଓ ଶେୟାର କରି କହିଲେ କଞ୍ଚା ମିଛ

ଇସଲାମାବାଦ୍‌,୨୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ପରେ ମଧ୍ୟ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦି ଆଫ୍ରିଦି ଭାରତ ବିରୋଧରେ ନିରନ୍ତର ପ୍ରଚାର ଚଳାଇଛନ୍ତି। ଏହି ସମ୍ପର୍କରେ ଆଫ୍ରିଦ ଏକ ନୂତନ ଭିଡିଓ ଷେୟାର କରିଛନ୍ତି, ଏଥିରେ ସେ ଦାବି…

ତେଜରାତି ଦୋକାନୀରୁ ଚାରି ଚାରିଟା ହୋଟେଲ  ମାଲିକ: କେମିତି ହେଲେ ମାଲାମାଲ : ସବୁ କହିଦେଲେ ପ୍ରିୟଙ୍କାଙ୍କ ବାପା…

ପୁରୀ,୨୦।୫ : ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି ।  ତେବେ…

ପର୍ଯ୍ୟଟକ ହେଲେଣି ସତର୍କ, ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ଏହିସବୁ ଦେଶ ହେବ ଛାରଖାର, ଜାଣନ୍ତୁ କିଏ କରିଛନ୍ତି ଏହି ଭବିଷ୍ୟବାଣୀ

ସୋଫିଆ,୨୧।୫: ଜାପାନର ରହସ୍ୟମୟ ମାଙ୍ଗା କଳାକାର ଏବଂ କଥିତ ଭବିଷ୍ୟଦ୍ବକ୍ତା ରିଓ ତାତସୁକି ଆଜି ଜାପାନୀ ବାବା ଭାଙ୍ଗା ଭାବରେ ଜଣାଶୁଣା। ତାଙ୍କ ପୁସ୍ତକ ‘ଦି ଫ୍ୟୁଚର ଆଇ ସ’ ମାଧ୍ୟମରେ ସେ କିଛି ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଯାହା…

ଗୋରୁ ଚୋରି କରୁଥିବାବେଳେ ଲୁଟେରାଙ୍କୁ ଧରିଲେ ଗ୍ରାମବାସୀ: ଜଣେ ଥାନାରେ ଅଟକ

ନୂଆଦିଲ୍ଲୀ,୨୧।୫: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅଞ୍ଚଳରୁ ରାତିରେ ଗୋରୁମାନଙ୍କୁ ଚାଲାଣ କରିବା ପାଇଁ ଏକ ଗାଡ଼ିରେ ଲୋଡ୍‌ କରୁଥିବା ସମୟରେ ଧରି ପକାଇଛନ୍ତି ଗ୍ରାମବାସୀ। ସୂଚନା ମୁତାବକ, ଗତ ବୁଧବାର ରାତିରେ କାଏମା ଅରଖପଦା ଗ୍ରାମରୁ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri