ଏବେ ପ୍ରତି ଶନିବାର ବନ୍ଦ ରହିବ ବ୍ୟାଙ୍କ? ଜବାବ ରଖିଲେ ସରକାର
ନୂଆଦିଲ୍ଲୀ,୩୦।୭: ଭାରତୀୟ ବ୍ୟାଙ୍କର୍ସ ଆସୋସିଏସନ (IBA) ପକ୍ଷରୁ ପ୍ରତି ଶନିବାର ବ୍ୟାଙ୍କ ଛୁଟି ଘୋଷଣା କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ସରକାର ସ୍ପଷ୍ଟ ଉତ୍ତର ଦେଇଛନ୍ତି। ୨୮ ଜୁଲାଇ ୨୦୨୫ରେ ଲୋକ ସଭାରେ ଅର୍ଥ ମନ୍ତ୍ରଣାଳୟ ଜଣାଇଛି ଯେ ଏହି…
ସୁଷମାଙ୍କୁ ମିଳିଲା ଗୁରୁଦାୟିତ୍ୱ: ହେଲେ ଭାଜପା ନଗର ସଭାପତି
ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଭାଜପା ଦିଗପହଣ୍ଡି ନଗର ସଭାନେତ୍ରୀ ଭାବେ ସୁଷମା ଗୌଡ଼ଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ଭାଜପା ଜିଲା ସଭାପତି ସରୋଜ ସାବତ ଏନେଇ ଘୋଷଣା କରିଛନ୍ତି। ପୂର୍ବରୁ ସୁଷମା ଦିଗପହଣ୍ଡି ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ପରେ…
VIDEO: ଇସ୍ରୋର ମହଙ୍ଗା ଅନ୍ତରୀକ୍ଷ ମିଶନ ‘NISAR’ ଲଞ୍ଚ, ପୃଥିବୀ ଉପରେ ରଖିବ ତିକ୍ଷ୍ଣ ନଜର
ଶ୍ରୀହରିକୋଟା,୩୦।୭: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ସବୁଠାରୁ ମହଙ୍ଗା ଅନ୍ତରୀକ୍ଷ ମିଶନ ‘ନିସାର’ (NASA-ISRO Synthetic Aperture Radar) ଲଞ୍ଚ କରିଛି। ବୁଧବାର ଅନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ଅନ୍ତରୀକ୍ଷ କେନ୍ଦ୍ରରୁ ସା ୫ଟା ୪୦ ମିନିଟରେ ଏହାକୁ…
ଅବିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ: ରାଗିଗଲେ ଲେକେ ପରେ…
ବାଲେଶ୍ୱର ,୩୦।୭(ବାଞ୍ଛାନିଧି ଦେ): ପିଟିଏ ମିଟିଂ ଚାଲିଥିବା ବେଳେ ଜଣେ ମହିଳା ଅଭିଭାବକଙ୍କୁ ମାଡ ମାରି ହଟହଟା ହୋଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ଏଭଳି ଘଟଣା ଘଟିଛି ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଉଇଟିକିରିସ୍ଥିତ ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ।…
‘ନାରୀ-ପୁରୁଷଙ୍କୁ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନର ଆବଶ୍ୟକତା ଜରୁରୀ’
ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): ଅନେକ ସମୟରେ ନାରୀନିର୍ଯାତନା, ବଳାତ୍କାର ଭଳି ଘଟଣା ବୃଦ୍ଧି ପାଉଥିବା ବେଳେ ଏଥିରେ ନାବାଳିକାମାନେ ମଧ୍ୟ୍ୟ ବାଦ ପଡ଼ିନାହାନ୍ତି। ତେଣୁ ଏବେ ସମାଜରେ ଏଭଳି ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି। ବିଶେଷ କରି ଯୌନଉତ୍ପୀଡନ…
ଟମ୍ କ୍ରୁଜ୍, ଆନା ଡି ଆର୍ମାସ୍ଙ୍କ ଡେଟିଂ ଗୁଜବ: ହାତ ଧରି ଏକାଠି ବୁଲିବାର ନଜର ଆସିଲେ
ଆମେରିକା: ହଲିଉଡ୍ର ଷ୍ଟାର ଅଭିନେତା ଟମ୍ କ୍ରୁଜ୍ (୬୩) ଓ ଆନା ଡି ଆର୍ମାସ୍ (୩୭) ନିକଟରେ ଆମେରିକାର ଭର୍ମଣ୍ଟରେ ହାତ ଧରି ବୁଲୁଥିବାର ଦେଖାଯାଇଛି, ଯାହା ସେମାନଙ୍କ ମଧ୍ୟରେ ଚାଲିଥିବା ଡେଟିଂ ଗୁଜବକୁ ଆହୁରି ଜୋରଦାର କରିଛି। ରିପୋର୍ଟ ଅନୁସାରେ,…
Tsunami Alert: ସୁନାମି ପରେ ଖାଲି କରାଗଲା ଜାପାନର ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ, ବନ୍ଦର ବନ୍ଦ
ଟୋକିଓ,୩୦।୭: ବୁଧବାର (୩୦ ଜୁଲାଇ, ୨୦୨୫) ସକାଳେ ରୁଷିଆର କାମଚାଟକା ଉପଦ୍ୱୀପରେ ୮.୭ ତୀବ୍ରତାର ଭୂମିକମ୍ପ ହେବା ପରେ ଚାଇନା, ପେରୁ ଏବଂ ଇକ୍ୱେଡର ସମେତ ପ୍ରଶାନ୍ତ ମହାସାଗରର ଅନେକ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି।…
ଭୂକମ୍ପ-ସୁନାମି ପୂର୍ବରୁ କାହିଁକି ଅସ୍ଥିର ହୁଅନ୍ତି ପ୍ରାଣୀ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ନୂଆଦିଲ୍ଲୀ,୩୦।୭: ରୁଷିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ, ଜାପାନ ଏବଂ ଆମେରିକାର ସମୁଦ୍ର ଉପକୂଳରେ ସୁନାମିର ବଡ଼ ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି, ସମ୍ପୃକ୍ତ ଦେଶଗୁଡ଼ିକ ଉପକୂଳ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରିଛନ୍ତି ଯାହା ଦ୍ୱାରା ସମୟ…
ଦୁଇ ଗର୍ଭବତୀଙ୍କୁ କୁମ୍ଭୀର ଭରା ନଦୀରେ ଭାର କରି ବୋହି ଆଣିଲେ ପରିବାର ଲୋକେ
ରାଜନଗର,୩୦ା୭(ଭାସ୍କର ରାତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପାଣି ଘେରରେ ଥିବା ବନ୍ଧପଡ଼ା ପଞ୍ଚାୟତର ଚକିବାଙ୍କ ଗ୍ରାମର ପ୍ରସନ୍ନ କୁମାର ରାଉତଙ୍କ ସ୍ତ୍ରୀ ସଂଘମିତ୍ରା ରାଉତ ଗର୍ଭଯନ୍ତ୍ରଣା ପାଇବାରୁ ଲୋକେ ଟ୍ରଲି ସାହାଯ୍ୟରେ ଭରା କୁମ୍ଭୀର ଥିବା ପାଣିରେ ବୋହି ନେଉଛନ୍ତି।…
ଭୂକମ୍ପରେ ଥରୁଥିଲା ହସ୍ପିଟାଲ ବିଲଡିଂ, ହଲୁଥିବା ବେଡ ଉପରେ ରୋଗୀର ଅପରେଶନ କଲେ ଡାକ୍ତର, ଦେଖନ୍ତୁ ଭିଡ଼ିଓ
ମସ୍କୋ,୩୦।୭: ଯଦି ମାଟି, ଝରକା, ଦ୍ୱାର, ବିଛଣା, ଏପରିକି ହସ୍ପିଟାଲର ସମ୍ପୂର୍ଣ୍ଣ କୋଠା ଥରୁଛି, ତେବେ ଏପରି ପରିସ୍ଥିତିରେ ରୋଗୀଙ୍କ ଉପରେ ଜଣେ ଡାକ୍ତରଙ୍କ ଦ୍ୱାରା ସଫଳ ଅସ୍ତ୍ରୋପଚାର କରିବା ସମ୍ଭବ କି? ହୁଏତ କେହି ଏହାର ଉତ୍ତର ଦେବେ ନାହିଁ,…
ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ: ବେନ୍ ଷ୍ଟୋକ୍ସ ବାଦ୍, ଇଂଲଣ୍ଡ ଦଳରେ ୪ ପରିବର୍ତ୍ତନ, ଏହି ଖେଳାଳି ନେବେ ନେତୃତ୍ୱ
ଲଣ୍ଡନ,୩୦।୭: ଭାରତ ବିପକ୍ଷ ପଞ୍ଚମ ଓ ଶେଷ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ଦଳକୁ ବଡ଼ ଝଟ୍କା ଲାଗିଛି। ଦଳର ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କାନ୍ଧରେ ଗୁରୁତର ଆଘାତ ହେତୁ ଏହି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଇଂଲଣ୍ଡ ଓ…
ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା
ଭୁବନେଶ୍ୱର,୩୦।୭: ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ଦୂଷଣ ରୋକିବା ପାଇଁ ଓଡ଼ିଶା ସରକାର ସରକାରୀ ଅଫିସ୍ଗୁଡ଼ିକରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ କଡ଼ା କଟକଣା ଲଗାଇଛନ୍ତି। ଏହି ସଂପର୍କରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ…
Archives


