୩୦ବର୍ଷ ପରେ ଶନିଙ୍କ ବିରଳ ଗୋଚର, ୬ରାଶି ହେବେ ମାଲାମାଲ୍‌, ଅଚାନକ ଆସିବ ଟଙ୍କା!

ଶନି ଗ୍ରହଙ୍କ ଚଳନ ରାଶିଙ୍କ ପାଇଁ ବେଶ୍‌ ଗୁରୁତ୍ବ ବହନ କରିଥାଏ । କୁହାଯାଏ ଯେ ଯେଉଁମାନଙ୍କର କୁଣ୍ଡଳୀରେ ଶନିଙ୍କ ସ୍ଥିତି ଦୃଢ଼ ରହିଥାଏ, ସେମାନେ ଜୀବନରେ ବହୁତ ସଫଳତା ପାଆନ୍ତି। କିନ୍ତୁ ଯେଉଁମାନଙ୍କର କୁଣ୍ଡଳୀରେ ଶନି ଦଶା ଚାଲିଥାଏ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଆରମ୍ଭ ହୋଇଛି ବର୍ଷ ୨୦୨୬ । ନୂଆ ବର୍ଷ ଆରମ୍ଭ ସହିତ ଶନିଙ୍କ ଗତି ପରିବର୍ତ୍ତନ ହେବାକୁ ଯାଉଛି, ଯାହା ତିନୋଟି ରାଶିର ଭାଗ୍ୟକୁ ଉଜ୍ଜ୍ୱଳ କରିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଜାନୁଆରୀ ୨୦ରେ ଶନି ଦେବ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ।

ମେଷ: ଶନିଙ୍କ ସୁପ୍ରଭାବ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ଏହା ପ୍ରଭାବ ଆପଣଙ୍କ କ୍ୟାରିୟରରେ ଉପରେ ପଡିବ । ଆପଣ ପଦୋନ୍ନତି ଏବଂ ସଫଳତା ପାଇବେ । ଏହା ବ୍ୟତୀତ ଆପଣ ସହକର୍ମୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ମଧ୍ୟ ପାଇବେ । ଆକସ୍ମିକ ଭାବେ ଧନ ଲାଭ ହେବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଶୁଭ ହେବ ।

ବୃଷ : ଶନିଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଫିଟିବାକୁ ଯାଉଛି । କ୍ୟାରିୟର ଦୃଷ୍ଟିକୋଣରୁ, ଏହି ସମୟ ଏହି ରାଶି ପାଇଁ ବହୁତ ଭଲ ରହିବ । ଏହି ରାଶିର ବ୍ୟକ୍ତି ବିଶେଷ ଯେଉଁମାନେ ବ୍ୟବସାୟ କରନ୍ତି ସେମାନେ ଏହି ସମୟ ମଧ୍ୟରେ ବିଶେଷ କାରବାର କରିବା ସହ ଲାଭ ଅର୍ଜନ କରିବେ ।

କନ୍ୟା: ଶନିଙ୍କ ଗତି ଚଳନରେ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ସେମାନଙ୍କର ଇଚ୍ଛା ପୂରଣ ହେବା ସହିତ କ୍ୟାରିୟରରେ ସଫଳତା ହାସଲ କରିବେ । ଏହି ସମୟ ମଧ୍ୟରେ ସେମାନେ ନୂତନ ଚାକିରି ମଧ୍ୟ ପାଇପାରନ୍ତି ।

ତୁଳା: ଶନିଙ୍କ ଦୃଷ୍ଟିକୋଣରୁ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । କ୍ୟାରିଅରରେ ଲାଭ ହେବା ସହ ସମସ୍ତ ପ୍ରୟାସ ସଫଳ ହେବ । ପଦୋନ୍ନତି ସୂଚନା ମଧ୍ୟ ପାଇପାରନ୍ତି । ବ୍ୟବସାୟରେ ଲାଭ ମିଳିବ ।

ଧନୁ ରାଶି: ଶନିଙ୍କ ଚଳନ ହେତୁ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କୁ ଅନୁକୂଳ ଫଳ ମିଳିବ । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ତାଙ୍କ କ୍ୟାରିୟର ଗଢ଼ିବାର ସୁଯୋଗ ପାଇବେ । କାର୍ଯ୍ୟରେ ଥିବା ଅଧିକାରୀମାନେ ମଧ୍ୟ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ ।

ମକର ରାଶି: ଶନିଙ୍କ ପ୍ରତ୍ୟକ୍ଷ ଗତି ଏହି ରାଶିର ଲୋକଙ୍କ ପାଇଁ ଆର୍ଥିକ ଲାଭ ଆଣିବ । ଏହି ସମୟ ମଧ୍ୟରେ ଆପଣ ଅଧିକ ଅର୍ଥ ରୋଜଗାର କରିବାରେ ସଫଳ ହେବେ । ନୂତନ ଚାକିରିର ସୁଯୋଗ ପାଇପାରିବେ


Enter your email to get our daily news in your inbox.

All Right Reserved By Dharitri.Com

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri