Home Left

ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ

ସାଲେପୁର,୧।୮: କଟକ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏମରଜେନ୍ସିରେ ଅଫିସ ନ ଆସିବା ଏବଂ ବାୟୋମେଟ୍ରିକ ନ ଲଗାଇବାରୁ ଦରମା ବନ୍ଦ ମାହାଙ୍ଗା ବ୍ଲକର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ…

ପାଳନ ହେବ ସ୍ବାଧୀନତା ଦିବସ: ପରେଡ୍‌ ପଡ଼ିଆ ପରିଦର୍ଶନ କଲେ ବିଡିଓ, ଯନ୍ତ୍ରୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): ଆଉ ମାତ୍ର ୧୫ ଦିନର ସମୟ ରହିଲା। ସାରା ଦେଶ ପାଳନ କରିବ ସ୍ବାଧୀନତା ଦିବସ। ସବୁଠି ଶୁଭିବ ଜାତୀୟ ସଙ୍ଗୀତ। ନାଚି ଉଠିବେ ସମସ୍ତେ। ଜାତୀୟ ପତାକାକୁ ନେଇ ସବୁଠି ଉତ୍ସବମୁଖର ଆଉ ଏହି ଦିବସ ପାଳନ…

ଆମ୍ୟୁଜମେଣ୍ଟ ପାର୍କର ଛାତିଥରା ଭିଡିଓ, ଦେଖନ୍ତୁ ଆଖି ପିଛୁଳାକେ କେମିତି ଛିଡି ପଡିଲା ୩୬୦ ଡିଗ୍ରୀର ଝୁଲା

ରିୟାଦ,୧।୮: ସାଉଦି ଆରବର ତାଇଫ ସହରରେ ଅବସ୍ଥିତ ଏକ ମନୋରଞ୍ଜନ ପାର୍କ ବା ଆମ୍ୟୁଜମେଣ୍ଟ ପାର୍କରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାର୍କରେ ଥିବା ଏକ ୩୬୦ ଡିଗ୍ରୀ ଘୁରୁଥିବା ଝୁଲା ହଠାତ ଭାଙ୍ଗଯାଇଛି। ଏହି ଦୁର୍ଘଟଣାରେ ୨୩ ଜଣ ଆହତ…

୧୩ ବର୍ଷ ପରେ ଭାରତୀୟ ଫୁଟବଲ ଦଳରେ ଭାରତୀୟ କୋଚ: ଖାଲିଦ ଜାମିଲ ନିଯୁକ୍ତ

ନୂଆଦିଲ୍ଲୀ,୧।୮: ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ (AIFF) ଶୁକ୍ରବାର ଖାଲିଦ ଜାମିଲଙ୍କୁ ଭାରତୀୟ ପୁରୁଷ ଫୁଟବଲ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି। ୨୦୧୧-୧୨ରେ ସାଭିଓ ମେଡେଇରାଙ୍କ ପରେ ଜାମିଲ ହେଉଛନ୍ତି ପ୍ରଥମ ଭାରତୀୟ କୋଚ। ଜାମିଲ ମାନୋଲୋ ମାର୍କେଜଙ୍କ…

ତୁର୍କୀକୁ ମହଙ୍ଗା ପଡ଼ିଲା ପାକିସ୍ତାନକୁ ସାହାଯ୍ୟ କରିବା, ଏବେ କାନ୍ଦୁଛି…

ଅଙ୍କାରା,୧।୮: ତୁର୍କୀ ତାର ସମସ୍ତ ଅହଂକାର ହରାଇଛି। ପାକିସ୍ତାନ ସହିତ ବନ୍ଧୁତା ପାଇଁ ତୁର୍କୀକୁ ଭାରୀ ମୂଲ୍ୟ ଦେବାକୁ ପଡିଛି। ହଁ, ପାକିସ୍ତାନକୁ ସମର୍ଥନ କରିବା ଯୋଗୁ ତୁର୍କୀକୁ ବହୁତ କ୍ଷତି ସହିବାକୁ ପଡିଛି। ପାକିସ୍ତାନକୁ ସମର୍ଥନ କରିବାର ତୁର୍କୀର ବାଜି…

Malegaon Blast case: ପୂର୍ବତନ ATS ଅଧିକାରୀଙ୍କ ବୟାନକୁ ନେଇ ଚାଞ୍ଚଲ୍ୟ, କହିଲେ ମୋହନ ଭାଗବତଙ୍କୁ ଗିରଫ କରିବାକୁ…

ନୂଆଦିଲ୍ଲୀ,୧।୮: ମହାରାଷ୍ଟ୍ରରେ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ତଦନ୍ତ କରିଥିବା ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ଦଳ (ATS)ର ଜଣେ ପୂର୍ବତନ ପୋଲିସ ଅଧିକାରୀ ଗୁରୁବାର (୩୧ ଜୁଲାଇ ୨୦୨୫) ଦାବି କରିଛନ୍ତି ଯେ ତାଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ…

ଏମିତି ବି ଆସେ ମୃତ୍ୟୁ: ଆକାଶରୁ ଖସିଲା… ଦାନ୍ତ ଘଷୁଘଷୁ ଚାଲିଗଲା ଜୀବନ

ବଲାଙ୍ଗୀର,୧ା୮(ସୁନୀଲ ମହାନ୍ତି): ମୃତ୍ୟୁ କେତେବେଳେ କାହାକୁ କେଉଁ ରୂପରେ ଆସିବ ତାହା କେହି କହିପାରିବେନି। ଦାନ୍ତ ଘଷୁଘଷୁ ଆକାଶରୁ ପଡ଼ିଲା ମୃତ୍ୟୁର ଫାଶ ଆଉ ତା’ପରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ଏପରି ଏକ ଅଭାବନୀୟ ଘଟଣା ଘଟିଛି, ବଲାଙ୍ଗୀର ଜିଲା…

ପିଏମ୍‌ କିଷାନ ଟଙ୍କା ଆସିବା ପୂର୍ବରୁ ଶୀଘ୍ର କରନ୍ତୁ ଏହି କାମ, ନଚେତ୍‌ ଅଟକିଯିବ ପଇସା

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀ ଲାଭ ଉଠାନ୍ତି। ଏହି ଯୋଜନା ଅଧୀନରେ, ସରକାର ବର୍ଷକୁ ୬୦୦୦ ଟଙ୍କା ଦିଅନ୍ତି। ସରକାର ତିନୋଟି କିସ୍ତିରେ ଏହି ଟଙ୍କା ପଠାନ୍ତି। ଏପର୍ଯ୍ୟନ୍ତ ଏହି ଯୋଜନାର…

ଆଜିଠୁ ପରିବର୍ତ୍ତନ ହେଲା ଏସବୁ ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ

ନୂଆଦିଲ୍ଲୀ,୧।୮: ଅଗଷ୍ଟ ୨୦୨୫ ଆରମ୍ଭ ସହିତ, କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି, ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନଗୁଡ଼ିକ UPI କାରବାର, LPG ସିଲିଣ୍ଡର ମୂଲ୍ୟ ଏବଂ SBI…

ବିଲମାଳରେ ଆଉ ଦେଖବାକୁ ମିଳୁନି ସାଧବ ବୋହୂ

ବୁଗୁଡ଼ା,୧ା୮(କାଳୀଚରଣ ଦାଶ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଆମ ଧରଣୀ ରାଣୀ। ଏହି ଧରଣୀ ରାଣୀର କୋଳ ସବୁଜ ବନାନୀ ସହ ବିଭିନ୍ନ ବୃକ୍ଷଲତା, ରଙ୍ଗ ବେରଙ୍ଗର ପଶୁ ପକ୍ଷୀ, କୀଟ ପତଙ୍ଗରେ ପରିପୂର୍ଣ୍ଣ। ତନ୍ମଧ୍ୟରୁ ଏହି ବର୍ଷା ଋତୁରେ ପ୍ରତ୍ୟେକ ପୁରପଲ୍ଲୀରେ…

ଟାରିଫ ମାମଲାରେ ନିଜ ବନ୍ଧୁଙ୍କୁ ବି ଭୁଲିଗଲେ ଟ୍ରମ୍ପ! ଲଗାଇଦେଲେ ଏତେ ପ୍ରତିଶତ ଟାରିଫ

ଜେରୁଜେଲମ,୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ବିଶ୍ୱର ଅନେକ ଦେଶକୁ ଚକିତ କରିଛି। ଟ୍ରମ୍ପ ପ୍ରଶାସନ ମୋଟ ୯୬ଟି ବାଣିଜି୍ୟକ ଅଂଶୀଦାର ଦେଶ ଉପରେ ଶୁଳ୍କ ଲାଗୁ କରିଛି। ଏହି ସମସ୍ତ ଦେଶ ଉପରେ ୧୦ ରୁ…

Rohit Sharma Net Worth: ରୋହିତ ଶର୍ମାଙ୍କ ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍‌

ମୁମ୍ବାଇ,୧।୮: କ୍ରିକେଟର ରୋହିତ ଶର୍ମା କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୫ରେ ‘ହିଟମ୍ୟାନ’ଙ୍କ ମୋଟ ସମ୍ପତ୍ତି ୨୧୮ କୋଟିରୁ ୨୮୦ କୋଟି ଟଙ୍କା ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି। ରୋହିତ ଏବେ ଟେଷ୍ଟ ଏବଂ ଟି୨୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri