ବଦଳିପାରେ ଏଟିଏମ୍ରୁ ଟଙ୍କା କାଢ଼ିବା ନିୟମ; ଦୁଇଟି ଉଠାଣ ମଧ୍ୟରେ ୬-୧୨ ଘଣ୍ଟା ସମୟ ଧାର୍ଯ୍ୟ ବିଚାର
ନୂଆଦିଲ୍ଲୀ,୨୮-୮: ଏଟିଏମ୍ରୁ ଟଙ୍କା ଉଠାଇବା ଆଜି ସାଧାରଣ ଘଟଣା ହୋଇଗଲାଣି। ତେବେ ଏହା ସାଙ୍ଗକୁ ଏଟିଏମ୍ ଠକାମୀ ମଧ୍ୟ ସେହି ଅନୁପାତରେ ବଢ଼ିବାରେ ଲାଗିଛି। ଗ୍ରାହକଙ୍କୁ ଏଥିରୁ ରକ୍ଷା କରିବା ଲାଗି ଦିଲ୍ଲୀ ଷ୍ଟେଟ୍ ଲେଭଲ ବ୍ୟାଙ୍କର୍ସ କମିଟି(ଏସ୍ଏ୍ଲବିସି) କେତେକ ପରାମର୍ଶ…
ମାନ୍ଦାବସ୍ଥା ବିରୋଧରେ ଅସ୍ତ୍ର ହେବ ଆର୍ବିଆଇ ପୁଞ୍ଜି
ମୁମ୍ବାଇ,୨୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ସରକାରଙ୍କୁ ଲାଭାଂଶ ବାବଦରେ ୧.୭୬ ଲକ୍ଷ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ଏହି ପୁଞ୍ଜି ମୋଦି ସରକାରଙ୍କ ଲାଗି ମାନ୍ଦାବସ୍ଥା ସହ ଲଢ଼ିବାରେ ଉପଯୁକ୍ତ ଅସ୍ତ୍ର ହେବାକୁ ଯାଉଛି। ଏହା ନିବେଶ ବଢ଼ାଇବା ସହ…
ଖସୁଛି ଆର୍ଥିକ ଅଭିବୃଦ୍ଧି ହାର; ତ୍ୱରିତ ସୁଧାର ସମ୍ଭାବନା କମ୍
ନୂଆଦିଲ୍ଲୀ, ୨୮-୮: ଦେଶର ଆର୍ଥତ୍କ ଅଭିବୃଦ୍ଧି ହାର ଖସୁଛି। ଏଥିରେ ତୁରନ୍ତ ସୁଧାର ଆସିବାର ସମ୍ଭାବନା କମ୍ ରହିଥିବା ବଜାର ବିଶେଷଜ୍ଞମାନେ କହୁଛନ୍ତି। ଦେଶ ମଧ୍ୟରେ ବିଗିଡିଥିବା ଆର୍ଥତ୍କ ଢାଞ୍ଚାରେ ତ୍ୱରିତ ଉନ୍ନତି ଆସୁ ନ ଥିବାରୁ ଏହାର ପ୍ରଭାବ ଅର୍ଥନୈତିକ…
ମନକୁ ହାଲକା କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…
ବିଭିନ୍ନ ସମସ୍ୟା ଯୋଗୁ ମନ ବେଳେବେଳେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର ଆଦାନପ୍ରଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବନ୍ଧୁ ବାନ୍ଧବଙ୍କ ସହିତ କଥାବାର୍ତ୍ତା ହେଲେ ମନର ବୋଝ ହାଲକା ହୋଇଯାଇଥାଏ। ସେହିପରି କର୍ମକ୍ଷେତ୍ରରେ…
ପୌର ପାଳିକାର ସ୍ବଚ୍ଛସାଥୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ :୩୬ ପଦବୀ, ୧୯୫ ଆବେଦନକାରୀ
ପାରାଦୀପ,୨୮ା୮(ସ୍ବ.ପ୍ର.): ରାଜ୍ୟର ସମସ୍ତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ଏବେ ସରକାର ସ୍ବଚ୍ଛ ସାଥୀ ଓ ଓ୍ବାର୍ଡ ଅଫିସର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ପାରାଦୀପ ପୌରାଞ୍ଚଳ ପାଇଁ ମଙ୍ଗଳବାର ସ୍ବଚ୍ଛ ସାଥୀ ପଦବୀ ନିମନ୍ତେ…
ଏହିସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତିଦିଏ ଛତୁ…
ଛତୁ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା କେବଳ ସ୍ବାଦିଷ୍ଠ ନୁହେଁ, ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ପୋଷକ ତତ୍ତ୍ୱରେ ଭରପୂର ଥିବା ଛତୁକୁ ଆୟୁର୍ବେଦ ଶାସ୍ତ୍ରରେ ଔଷଧ ଭାବେ ଗ୍ରହଣ କରାଯାଏ। ଏହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି…
ହାର୍ଦ୍ଦିକଙ୍କ ଜୀବନରେ ନୂଆ ପ୍ରେମିକା
ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ବିଗତ ଦିନରେ ବଲିଉଡ୍ ଅଭିନେତ୍ରୀ ଈଶା ଗୁପ୍ତା, ଉର୍ବଶୀ ରୌତେଲା ଏବଂ ପରିଣୀତି ଚୋପ୍ରାଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଛି। ହେଲେ ଏମାନଙ୍କ ଭିତରୁ କୌଣସିଟି…
ଭାରତୀୟ କନ୍ସୁଲ ଜେନେରାଲଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ
କୋଣାର୍କ, ୨୭।୮(ଡି.ଏନ.ଏ)-ବ୍ରିଟେନର ସ୍କଟଲାଣ୍ଡଠାରେ ଅବସ୍ଥାପିତ ଭାରତୀୟ କନ୍ସୁଲ ଜେନେରାଲ ହିତେଶ ରାଜପାଲ ମଙ୍ଗଳବାର ଅପରାହ୍ନରେ ସପରିବାର କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ରାଜପାଲ ପରିବାର ସହ ସୂର୍ଯ୍ୟମନ୍ଦିର ମୁଖ୍ୟଫାଟକ ସମ୍ମୁଖରେ ପହଞ୍ଚତ୍ବା ପରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ତାଙ୍କୁ…
ଜେଲ୍ ଗଲେ ସ୍ତ୍ରୀ ହତ୍ୟାକାରୀ ଗଣେଶ, ହତ୍ୟା ପରେ କଟା ମୁଣ୍ଡକୁ ଧରି ଆତ୍ମସମର୍ପଣ କରିଥିଲେ
କାକଟପୁର, ୨୭।୮(ଡି.ଏନ୍.ଏ.)-ଚରିତ୍ର ଉପରେ ସନ୍ଦେହ କରି ନିଜ ସ୍ତ୍ରୀଙ୍କୁ ନୃଶଂସ ଭାବେ ପିଟିପିଟି ହତ୍ୟା କରି ମୁଣ୍ଡଗଣ୍ଡି ଅଲଗା କରି କଟା ମୁଣ୍ଡକୁ ଧରି ଥାନାରେ ଆତ୍ମସମର୍ପଣ କରିଥିବା ଅସ୍ତରଙ୍ଗ ବ୍ଲକ ରାଇବେରୁଆଁ ଗ୍ରାମର ଗଣେଶ ବେହୁରାଙ୍କୁ ଜେଲ୍ ଯିବାକୁ ପଡ଼ିଛି।…
ଓଡ଼ିଶା ଆସିବେ ଜଗା କାଳିଆ, ସପ୍ତାହେ ଭିତରେ ହେବ ତାରିଖ ଘୋଷଣା
ଭୁବନେଶ୍ୱର, ୨୭ା୮(ବ୍ୟୁରୋ)- ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା ହୋଇ ଚିକିତ୍ସାଧୀନ ଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ୍ଶୀଘ୍ର ଓଡ଼ିଶା ଆସିବେ। ସେମାନଙ୍କର ପରବର୍ତ୍ତୀ ଚିକିତ୍ସା ଓ ରହଣି ପାଇଁ କଟକ ଏସ୍ସିବିରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ…
ଅରୁଣ ଜେଟ୍ଲିଙ୍କ ନାମରେ ନାମିତ ହେବ କୋଟ୍ଲା ଷ୍ଟାଡିୟମ
ନୂଆଦିଲ୍ଲୀ, ୨୭ା୮ (ପି.ଟି.)-ସ୍ଥାନୀୟ ଫିରୋଜ ଶାହ କୋଟ୍ଲା ଷ୍ଟାଡିୟମର ନାମ ଅରୁଣ ଜେଟ୍ଲୀ ଷ୍ଟାଡିୟମ ନାମରେ ନାମିତ ହେବ। ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ମଙ୍ଗଳବାର ଏସଂକ୍ରାନ୍ତରେ ନିଷ୍ପତ୍ତି ନେଇଛି। ଶନିବାର ପରଲୋକ ଗମନ କରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ…
ପ୍ରକାଶ ପାଇଲା ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ, ଟପ୍ ୧୦ରେ ବୁମ୍ରା
ଦୁବାଇ, ୨୭ା୮ (ପି.ଟି.)- ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ବ୍ୟାଟ୍ସମ୍ୟାନ ତାଲିକାରେ ଭାରତ ଅଧିନାୟକ ବିରାଟ କୋହଲି ଷ୍ଟିଭ୍ ସ୍ମିଥ୍ଙ୍କଠାରୁ ପୂର୍ବଭଳି ୬ ପଏଣ୍ଟ ବ୍ୟବଧାନରେ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ସ୍ପିଡ୍…

