ସୁପ୍ରିମକୋର୍ଟରେ ଖାରଜ ହେଲା ଶ୍ରୀମନ୍ଦିର ମାମଲା
ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରସଙ୍ଗ ନେଇ ସୁପ୍ରିମ୍କୋର୍ଟରେ ୨ଟି ମାମଲା ରୁଜୁ ହୋଇଥିଲା। ଏହାକୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବି.ପି. ଦାସ କମିଶନଙ୍କ ସୁପାରିସରେ କାମ ଚାଲିଛି ବୋଲି ଆଡଭୋକେଟ ଜେନେରାଲ…
ଗୁରମୀତ୍ ରାମ ରହିମଙ୍କ ପାରୋଲ ଆବେଦନ ଖାରଜ
ଚଣ୍ଡିଗଡ଼,୨୭।୮: ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍ ରାମ ରହିମ ସିଂହଙ୍କୁ ପଞ୍ଜାବ ଓ ହରିୟାଣା କୋର୍ଟ ପକ୍ଷରୁ ବଡ଼ ଝଟ୍କା ଲାଗିଛି। ମଙ୍ଗଳବାର ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗୁରମୀତ୍ଙ୍କ ପାରୋଲ ଆବେଦନକୁ ୪ର୍ଥ…
ଧୋନୀଙ୍କ ଘରକୁ ଆସିଲା ନୂଆ ଅତିଥି, ଖୁସିରେ ନାଚି ଉଠିଲେ ଜିଭା
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଘରକୁ ଏକ କୁନି ଅତିଥି ଆସିଛି, ଯାହାକୁ ଦେଖି ଧୋନୀଙ୍କ ଝିଅ ଜିଭା ଖୁସିରେ ଝୁମି ଉଠିଛନ୍ତି। ସେହି ଅତିଥି ଜଣକ ହେଉଛି କୁକୁର ଛୁଆ। କୁନି କୁକୁର ଛୁଆକୁ…
ବାରମୁଳାରୁ ୨ ଆତଙ୍କବାଦୀ ଗିରଫ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ଶ୍ରୀନଗର,୨୭।୮: ଜମ୍ମୁ-କଶ୍ମୀର ବାରମୁଳାରୁ ୨ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏହା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏନେଇ ସିଆର୍ପିଏଫ୍ ୫୩ ବାଟାଲିୟନ୍ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସିଆର୍ପିଏଫ୍, ଭାରତୀୟ ସେନା…
ରମେଶ ପାଓ୍ବାର ଭାରତ-ଏ’ର ବୋଲିଂ କୋଚ୍
ମୁମ୍ବାଇ, ୨୭।୮- ପ୍ରାକ୍ତନ ଭାରତୀୟ ସ୍ପିନର ରମେଶ ପାଓ୍ବାରଙ୍କୁ ଭାରତ-ଏ କ୍ରିକେଟ୍ ଦଳର ବୋଲିଂ କୋଚ୍ ନିଯୁକ୍ତ କରାଯାଇଛି। ଘରୋଇ ଭାରତ-ଏ ଗୁରୁବାରଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱି-ପାକ୍ଷିକ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି ସିରିଜରେ ଭାରତ-ଏ ୫ଟି ଏକଦିବସୀୟ…
ଭାରସାମ୍ୟ ହରାଇ ଓଲଟିଲା ବାଉଁଶ ବୋଝେଇ ଅପେରା ଗାଡ଼ି
ଆନନ୍ଦପୁର,୨୭। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ୫୩ ନଂ. ରାଜ୍ୟ ରାଜପଥ ବାଲୁଙ୍କେଶ୍ୱର ଛକଠାରେ ମଙ୍ଗଳବାର (ନଂ.ଓଆର୦୫-ଏଫ୦୮୨୧) ବିଶିଷ୍ଟ ଏକ ୧୦ ଚକିଆ ବାଉଁଶ ବୋଝେଇ ଅପେରା ଗାଡ଼ି ଓଲଟି ପଡିଛି। ଉକ୍ତ ଗାଡ଼ିଟି ଫକିରପୁର ଗ୍ରାମ ପାର୍ଶ୍ୱରୁ…
ଚିଦାମ୍ବରମଙ୍କ ହେବ ଲାଏ ଡିଟେକ୍ଟର ଟେଷ୍ଟ: ସିବିଆଇ
ନୂଆଦିଲ୍ଲୀ,୨୭।୮: ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡରେ ଅଛନ୍ତି। ଅଗଷ୍ଟ ୩୦ ପର୍ଯ୍ୟନ୍ତ ସେ ସିବିଆଇ ହେପାଜତରେ ରହିଥିବା ବେଳେ ତାଙ୍କୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଜେରା କରାଯାଉଛି। ଜେରା ସମୟରେ ଚିଦାମ୍ବରମଙ୍କଠାରୁ…
ଗ୍ରାମ ଜଙ୍ଗଲରୁ କାଠ କାଟିବା ଅଭିଯୋଗ: ୨ ଟ୍ରକ୍ ଅଟକ
କୋରାପୁଟ,୨୭।୮(ସ୍ବ.ପ୍ର.): କୋରାପୁଟ ବ୍ଲକର ପଦ୍ମପୁର ଗ୍ରାମବାସୀ ସୋମବାର ବିଳମ୍ବିତ ରାତିରେ ୨ଟି କାଠ ବୋଝେଇ ଟ୍ରକ୍କୁ ଅଟକ ରଖିଛନ୍ତି। ଗ୍ରାମ ଜଙ୍ଗଲରୁ କାଠ କାଟିଥିବା ଅଭିଯୋଗରେ ଏହି ୨ ଟ୍ରକ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପଦ୍ମପୁର ପଞ୍ଚାୟତରେ ଗ୍ରାମ ଜଙ୍ଗଲକୁ…
ଦିବ୍ୟାଙ୍ଗଙ୍କୁ ବି ଛାଡିଲେନି: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଅତିରିକ୍ତ ରାଜସ୍ବ ନିରୀକ୍ଷକ
ଜୟପୁର, ୨୭।୮(ନି.ପ୍ର.): କୋରାପୁଟ ଜିଲା ଜୟପୁରସ୍ଥିତ ନନ୍ଦପୁର ବ୍ଲକର ବଲଡ଼ା ରାଜସ୍ବ ମଣ୍ଡଳର ଅତିରିକ୍ତ ରାଜସ୍ବ ନିରୀକ୍ଷକ କୈଳାସ ଚନ୍ଦ୍ର ବିଶ୍ୱାଳ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମିଜମା ମାମଲାର ସମାଧାନ ପାଇଁ ସେ ଦିବ୍ୟାଙ୍ଗ…
ଛାତ୍ର ସଂସଦ ନିର୍ବାଚନ ବାତିଲ ଘଟଣା: ଏବିଭିପି ପକ୍ଷରୁ ଦେବଗଡ଼ କଲେଜ ସମ୍ମୁଖରେ ପ୍ରତିବାଦ
ଦେବଗଡ଼,୨୭।୮(ଡି.ଏନ୍.ଏ.): ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରତିବାଦରେ ମଙ୍ଗଳବାର ଦେବଗଡ଼ ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କୁ ନିନ୍ଦା କରାଯାଇଛି । ଛାତ୍ରମାନେ କଲେଜ ସମ୍ମୁଖରେ ବିଭିନ୍ନ ନାରାବାଜି ଦେବାସହ ପ୍ରତିବାଦ ଜଣାଇ ସାହୁଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।…
ନିଷ୍କାସନ ହୋଇପାରୁନି ବର୍ଷାଜଳ: ଦୁର୍ଦ୍ଦଶାରେ ୨୦ଗଁ।ର ଗ୍ରାମବାସୀ
ଗୋପ,୨୭।୮(ଡି.ଏନ୍.ଏ.): ନାଗପୁର-ନୟାହାଟ ପୂର୍ତ୍ତ ବିଭାଗ ରାସ୍ତାରେ ତିନିତିଅର, ବେଦପୁର, ବାଲିକନ୍ଦଳ ଆଦି ଗ୍ରାମ ନିକଟରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ପ୍ରାୟ ୨୦ ଗାଁର ଗ୍ରାମବାସୀ ଯାତାୟାତରେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ବର୍ଷାଜଳ ଜମି ରହିବା ଯୋଗୁ ରାସ୍ତାରେ ବଡ଼…
ପୁଣି ବିବାଦରେ ପପୁ ପମ୍ପମ୍: ରାନୁଙ୍କୁ ଅନୁକରଣ କରୁଥିବାର ଭିଡିଓ ଭାଇରାଲ, କଟୁ ସମାଲୋଚନା କରୁଛନ୍ତି ପ୍ରଶଂସକ
ଭୁବନେଶ୍ୱର, ୨୭।୮(ବ୍ୟୁରୋ): ପୁଣି ବିବାଦରେ କମେଡିଆନ୍ ପପୁ ପମ୍ପମ୍ ଓରଫ ତତ୍ତ୍ୱ ପ୍ରକାଶ ଶତପଥି। ନିକଟରେ ନିଜର ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନେୟାଁ’ ପୋଷ୍ଟରକୁ ନେଇ ସେ ବିବାଦ ଘେରକୁ ଆସିଥିବା ବେଳେ ଏବେ ସେ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଥିବା ଗାୟିକା…

