ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କ ପୁଅ ଗିରଫ
ରାୟପୁର,୩।୯: ଜାଲ୍ ପ୍ରମାଣପତ୍ର ମାମଲାରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତଙ୍କୁ ମଙ୍ଗଳବାର ପୋଲିସ ତାଙ୍କ ବାସଭବନରୁ ଗିରଫ କରିଛି। ଅମିତ ପ୍ରମାଣପତ୍ରରେ ନିଜ ଜାତି, ଜନ୍ମସ୍ଥାନ ଏବଂ ତିଥି ଭୁଲ୍ ଦେଇଥିବା ଅଭିଯୋଗ ହୋଇଥିଲା। ଗତ ଫେବ୍ରୁଆରୀ…
୬୨୦୦ ଫୁଟ ଉଚ୍ଚରେ ଚେତାଶୂନ୍ୟ ହୋଇପଡ଼ିଲେ ଟ୍ରେନର: ପ୍ରଥମ ଥର ବିମାନ ଅବତରଣ କଲେ ଛାତ୍ର
କାନବେରା,୩।୯: ଅଷ୍ଟ୍ରେଲିଆରେ ବିମାନ ଉଡାଣର ପ୍ରଶିକ୍ଷଣ ଦିଆଯାଉଥିବା ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଝି ଆକାଶରେ ଜଣେ ଛାତ୍ରଙ୍କୁ ଏକ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। କାରଣ ପ୍ରଶିକ୍ଷଣ ଦେଉଥିବା ଟ୍ରେନର ୬୨୦୦ଫୁଟ ଉପରେ ଚେତାଶୂନ୍ୟ ହୋଇଯାଇଥିଲେ।…
ଧୋନୀଙ୍କୁ ପଛରେ ପକାଇ ବିରାଟ ହେଲେ ସବୁଠୁ ସଫଳ ଅଧିନାୟକ
ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୨୫୭ ରନରେ ପରାସ୍ତ ସିରିଜ୍କୁ ୨-୦ରେ କ୍ଲିନ୍ସୁଇପ୍ କରିଛି। ସିରିଜ୍ ହାତେଇବା ସହ ଅଧିନାୟକ ବିରାଟ କୋହଲି ଭାରତର ସବୁଠୁ ସଫଳତମ ଅଧିନାୟକ ହୋଇପାରିଛନ୍ତି। ଏହାସହ ସେ…
କାବୁଲରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
କାବୁଲ,୩।୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। କେତେଗୁଡ଼ିଏ ଅନ୍ତଃରାଷ୍ଟ୍ରୀୟ ସଂଗଠନର କାର୍ଯ୍ୟାଳୟ ଥିବା ସ୍ଥାନରେ ଏହି ଦୁର୍ଘଟଣା…
ଦୁଇ ଭଉଣୀଙ୍କ ପାଇଁ ଟାଟୁ କଲେ ହର୍ଷବର୍ଦ୍ଧନ
ବଲିଉଡ୍ ଅଭିନେତା ଅନିଲ କପୁରଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ ଦୁଇ ଭଉଣୀଙ୍କ ନାଁରେ ଟାଟୁ କରିଛନ୍ତି। ନିଜ ଇନଷ୍ଟାଗ୍ରାମରେ ସେ ଏକ ଫଟୋ ଶେୟାର୍ କରି ଏହାର ଖୁଲାସା କରିଛନ୍ତି। ହର୍ଷବର୍ଦ୍ଧନ ଭଉଣୀ ସୋନମ ଏବଂ ରିଆ କପୁରଙ୍କ ନାଁରେ…
ଏମ୍ସ ଏମ୍ବିବିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଇରମିମଙ୍କୁ ଅଭିନନ୍ଦନ ଜଣାଇଲା ସେନା
ରାଜୌରୀ,୩।୯: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ପ୍ରଥମ ଗୁଜ୍ଜର ମହିଳା ଭାବେ ଚଳିତ ବର୍ଷ ଅଲ୍ ଇଣ୍ଡିଆ ଇନଷ୍ଟୃଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ର ଏମ୍ବିବିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଇରମିମ ଶମିମ। ତାଙ୍କର ଏହି ସଫଳତା ପାଇଁ ସୋମବାର ଭାରତୀୟ ସେନା ପକ୍ଷରୁ…
ଚେହେରା ଅନୁସାରେ ଇୟରିଂ
ବଜାରରେ ବିଭିନ୍ନ ପ୍ରକାରର ଇୟରିଂ ମିଳିଥାଏ। ହେଲେ କେଉଁ ଇୟରିଂ କିଭଳି ଚେହେରାକୁ ମାନିବ ଏନେଇ ଅନେକେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି। ଏହି ଦ୍ୱନ୍ଦ୍ୱକୁ ଦୂରେଇବା ପାଇଁ ଆପଣାନ୍ତୁ ନିମ୍ନୋକ୍ତ କିଛି ଟିପ୍ସ.. ଲମ୍ବା ଚେହେରା – ଯଦି ଆପଣଙ୍କ ଚେହେରାର ଆକାର…
ପିଲାଙ୍କୁ କରନ୍ତୁ ସଂସ୍କାରୀ
ଛୋଟ ପିଲା ମାଟି ପିଣ୍ଡୁଳା। ଏହି ସମୟରୁ ସେମାନଙ୍କୁ ଆଚାର ବ୍ୟବହାର ଶିଖାଇଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଆଦର୍ଶ ପିଲା ଭାବରେ ଗଢ଼ିପାରିବେ। ତେବେ ଏ ନେଇ ଯେଉଁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡିଥାଏ ଜାଣନ୍ତୁ ସେ…
କେଶ କଳା କରିବାର ଘରୋଇ ଉପାୟ
ଆଜିକାଲି କେଶ ପାଚିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅସମୟରେ ବି କେଶ ପାଚି ଯାଉଛି। ତେବେ ଆପଣ ଚାହିଁଲେ ଏହି ସମସ୍ୟାକୁ ଘରୋଇ ଉପଚାର ଦ୍ୱାରା ଦୂରେଇ ପାରିବେ। ଜାଣନ୍ତୁ ସେ ନେଇ କିଛି ଟିପ୍ସ… ଅଁଳା ଖଣ୍ଡକୁ ନଡ଼ିଆ…
ସଫଳତା ପଛରେ.. ଗୁରୁଙ୍କ ହାତ
ପ୍ରତ୍ୟେକଙ୍କ ଜୀବନରେ ଗୁରୁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଆନ୍ତି। ସେମାନଙ୍କର ପ୍ରେରଣା ଆମକୁ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଯଥେଷ୍ଟ ସାହାଯ୍ୟ କରିଥାଏ। ସେହିପରି ବିିଭିନ୍ନ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା କେତେଜଣ ମହିଳା ନିଜ ଗୁରୁଙ୍କସ୍ମୃତିକୁ ମନେ ପକାଇ…
ମହଙ୍ଗା ପଡିଲା ଜେଲ୍ରେ ଅପରାଧୀଙ୍କ ଜନ୍ମଦିନ ପାଳିବା: ଜେଲର୍ ନିଲମ୍ବିତ
ପାଟନା,୩।୯: କିଛିଦିନ ତଳେ ବିହାରର ସୀତାମଢି ଜେଲ୍ରେ ଜଣେ ଅପରାଧୀଙ୍କ ଜନ୍ମଦିନ ପାଳିବା ଏବେ ଜେଲର୍ଙ୍କ ପାଇଁ ମହଙ୍ଗା ପଡିଛି। ଅପରାଧୀ ଜଣଙ୍କ ଜନ୍ମଦିନ ପାଳିବା, କେକ୍ କାଟିବା ଓ ଜେଲ୍ରେ ଥିବା ଅନ୍ୟକଏଦୀଙ୍କୁ ଭୋଜିରେ ଆପ୍ୟାୟିତ କରିବାର ଏକ ଭିଡିଓ…
ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା କୋଠା
ନୂଆଦିଲ୍ଲୀ,୩।୯: ଦିଲ୍ଲୀର ସିଲମପୁର ଅଞ୍ଚଳରେ ଥିବା ୪ମହଲା ବିଶିଷ୍ଟ କୋଠା ଘର ସୋମବାର ବିଳମ୍ବିତ ରାତିରେ ଭୁଶୁଡ଼ିପଡ଼ିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ୍ୟୁ…

