Home Left

କୁଳଭୂଷଣଙ୍କୁ ଆଜି ମିଳିବ କୂଟନୈତିକ ସହାୟତା

ଇସ୍‌ଲାମାବାଦ,୨ା୯ପି.ଟି.): ପାକିସ୍ତାନରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଇସ୍‌ଲାମାବାଦ ସୋମବାର ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଜରିଆରେ ଆଇନଗତ ସହାୟତା ଯୋଗାଇଦେବ ବୋଲି ରବିବାର ଘୋଷଣା କରିଛି। କନ୍‌ସୁଲାର ସମ୍ପର୍କିତ ଭିଏନା ଚୁକ୍ତିନାମା, ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ…

ମାଳଦ୍ୱୀପରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍‌

ନୂଆଦିଲ୍ଲୀ,୨ା୯:ମାଳଦ୍ୱୀପ ପାର୍ଲାମେଣ୍ଟରେ ରବିବାର ଅନୁଷ୍ଠିତ ଚତୁର୍ଥ ଦକ୍ଷିଣ ଏସିଆ ବାଚସ୍ପତି ସମ୍ମିଳନୀରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଏହାକୁ ନେଇ ହଟ୍ଟଗୋଳ ହୋଇଛି। ସମିଟ୍‌ରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଉପରେ ଆଲୋଚନା ଚାଲିଥିବାବେଳେ ପାକ୍‌ ଉପବାଚସ୍ପତି କାସିମ୍‌ ସୁରି ୩୭୦…

ଟେକ୍ସାସ୍‌ରେ ଗୁଳି: ୭ ମୃତ

ହଷ୍ଟନ,୨ା୯(ପି.ଟି.): ଆମେରିକାର ଟେକ୍ସାସରେ ଗୁଳିକାଣ୍ଡ ଘଟି ୭ ଜଣ ନିହତ ହୋଇଥିବାବେଳେ ୨୧ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଟ୍ରାଫିକ୍‌ ଅଧିକାରୀମାନେ ଅଟକାଇବା ପରେ ସେ ଆଖିବୁଜା ଗୁଳି ଚଳାଇଥିଲା। ମିଡ୍‌ଲ୍ୟାଣ୍ଡ ଏବଂ ଓଡେସା ସହରରେ ଏହି ଗୁଳିକାଣ୍ଡ ଘଟିଛି। ପୋଲିସ ଗୁଳିରେ…

ଆଇଏସ୍‌ଆଇଠାରୁ ଟଙ୍କା ନେଇଛି ଭାଜପା

ଭୋପାଳ,୨ା୯: ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇଠାରୁ ଭାଜପା ଓ ବଜରଙ୍ଗ ଦଳ ଟଙ୍କା ନେଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭା ସଦସ୍ୟ ଦିଗ୍‌ବିଜୟ ସିଂ ଅଭିଯୋଗ କରିଛନ୍ତି। ତାଙ୍କର ଏହି ଚାଞ୍ଚଲ୍ୟକର ବୟାନ ଗୈରିକ ଦଳରେ ହଇଚଇ ସୃଷ୍ଟି…

ଶିରୀନ୍‌ ହେବେ ଆମେରିକା ବିଚାରପତି

ଓ୍ବାଶିଂଟନ,୨ା୯(ପି.ଟି.): ଭାରତୀୟ ବଂଶୋଦ୍ଭବ ଆଟର୍ନି ଶିରୀନ୍‌ ମାଥ୍ୟୁସ୍‌ ଆମେରିକାର ଏକ ଜିଲା କୋର୍ଟ ବିଚାରପତି ହେବାକୁ ଯାଉଛନ୍ତି। କାଲିଫର୍ନିଆ ସଦର୍ନ ଜିଲା କୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ମନୋନୀତ କରିଛନ୍ତି। ସଦର୍ନ ଜିଲାରେ ସଂଘୀୟ ବିଚାରପତି ହେବାରେ…

କଂଗ୍ରେସ ବିଧାୟକଙ୍କ ବେଡରୁମ୍‌ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

ପାଟନା,୨।୯:ବିହାର ଜମୁଇର କଂଗ୍ରେସ ବିଧାୟକ ସୁଧୀର କୁମାର ଏବଂ ତାଙ୍କ ସ୍ତ୍ରୀଙ୍କ ବେଡରୁମ୍‌ ଟିକ୍‌ଟକ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ସୁଧୀର କହିଛନ୍ତି। ସୂଚନାଯୋଗ୍ୟ, ଜମୁଇର…

ଆରମ୍ଭ ହେଲା ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ

ଭୁବନେଶ୍ୱର,୨ା୯(ବ୍ୟୁରୋ) : ଓଡ଼ିଶାରେ ଆରମ୍ଭ ହୋଇଛି ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ’ ବ୍ୟବସ୍ଥା। ପ୍ରଥମ ପାଇଲଟ୍‌ ପ୍ରକଳ୍ପ ଭାବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ରବିବାରଠାରୁ ଲାଗୁ କରାଯାଇଛି। ଏହି ନୂଆ ବ୍ୟବସ୍ଥା ଅନୁଯାୟୀ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ…

ମେଗା ମିଲିଅନ ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟାର ଶୁଭାରମ୍ଭ

ଯାଜପୁର ଅଫିସ,୨ା୯: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟା ପାଇଁ ମେଗା ମିଲିଅନ ଲଞ୍ଚ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ ରଞ୍ଜନ କୁମାର ଦାସ ଏହାକୁ ଉଦଘାଟନ କରି ଠିକ ଓ ନିର୍ଭୁଲ ତାଲିକା ପ୍ରଣୟନ…

୭୫ ମିଟର ଭିତରେ ସୀମିତ ରହିବ ଉଚ୍ଛେଦ

ପୁରୀ ଅଫିସ,୨ା୯ : ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ କରାଯିବ। ଏହି ପରିସୀମା ମଧ୍ୟରେ ଥିବା ମଠ ଓ ମନ୍ଦିରର ଗାଦିଘର ଏବଂ ଦେବଦେବୀଙ୍କ…

୫ ପର୍ଯ୍ୟନ୍ତ ବର୍ଷା : ଆଜି ୫ ଜିଲାକୁ ଅରେଞ୍ଜ, ୧୫କୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨ା୯(ବ୍ୟୁରୋ) : ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ଆଜି ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ବର୍ଷା ପରିମାଣ ବଢ଼ିବା ସହ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ।…

ନିଯୁକ୍ତିରେ ଜାଲିଆତି ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି

ବରୀ,୨ା୯(ସ୍ବ.ପ୍ର) : ବରୀ ବ୍ଲକ ବାଲିଆ ପଞ୍ଚାୟତ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟରେ କର୍ମଚାରୀ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହି ଅଭିଯୋଗ ଜିଲାପାଳଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ହୋଇଛି। ନିରପେକ୍ଷ ତଦନ୍ତ କରାଗଲେ କର୍ମଚାରୀ…

ୟେମେନ ଜେଲକୁ ସୌଦିର ଟାର୍ଗେଟ: ବୋମାମାଡ଼ରେ ଶତାଧିକ ଯୁଦ୍ଧବନ୍ଦୀ ନିହତ

ସନା,୨ା୯(ଏଏଫ୍‌ପି): ହଉତି ବିଦ୍ରୋହୀଙ୍କ ଦଖଲରେ ଥିବା ୟେମେନର ଧମାରସ୍ଥିତ ଏକ ଜେଲକୁ ସୌଦି ନେତୃତ୍ୱାଧୀନ ସେନା ରବିବାର ଟାର୍ଗେଟ କରିଛି। ଆକାଶମାର୍ଗରୁ ବୋମାମାଡ଼ କରାଯିବା ଫଳରେ ଶତାଧିକ ଯୁଦ୍ଧବନ୍ଦୀ ନିହତ ହୋଇଛନ୍ତି। ଏହାକୁ ସାମରିକ ମେଣ୍ଟର ସବୁଠୁ ଘାତକ ଆକ୍ରମଣ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?