Home Left

ପୁରୁଣା ବାଇକ୍‌ ବିକିବା ପୂର୍ବରୁ କଦାପି କରନ୍ତୁ ନାହିଁ ଏଭଳି ଭୁଲ୍‌, ନଚେତ କୋର୍ଟ-କଚେରୀ ଦୌଡ଼ି ଦୌଡ଼ି ଥକିବେ!

ନୂଆଦିଲ୍ଲୀ,୧୭।୮: ଯଦି ଆପଣ ଆପଣଙ୍କର ପୁରୁଣା ବାଇକ ବିକ୍ରି କରିବାକୁ ଭାବୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ। କାରଣ ଅନେକ ଲୋକ ବାଇକ ବିକ୍ରୟ କରିବା ପରେ ଅସାବଧାନ ହୋଇଯାଆନ୍ତି। ଆବଶ୍ୟକୀୟ କାଗଜପତ୍ର ପୂରଣ କରନ୍ତି ନାହିଁ, ଯାହା ପରେ…

କିଲର ହ୍ବେଲ ସହିତ ଷ୍ଟଣ୍ଟ କରୁଥିବା ବେଳେ ମାରିନ ଟ୍ରେନରଙ୍କ ମୃତ୍ୟୁ, ଭିଡିଓ ହେଉଛି ଭାଇରାଲ, ଏବେ ଖୋଲିଛି ରହସ୍ୟ

ସମ୍ପ୍ରତି, ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ଯେ ‘ଜେସିକା ରାଡକ୍ଲିଫ’ ନାମକ ଜଣେ ସାମୁଦ୍ରିକ ପ୍ରଶିକ୍ଷକଙ୍କୁ ଏକ ଶୋ’ ସମୟରେ ପାଣି ଭିତରେ ଟାଣି ନେଇ ଏକ ଅର୍କା (ହତ୍ୟାକାରୀ ତିମି) ହତ୍ୟା…

PF ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏଭଳି ସହଜ ଉପାୟ, ମୋବାଇଲରେ ହିଁ…

ନୂଆଦିଲ୍ଲୀ,୧୭।୮: ଯଦି ଆପଣ ଚାକିରି କରନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ଆପଣଙ୍କ ପିଏଫ ଆକାଉଣ୍ଟରେ ଜମା ହେଉଥିବା ପିଏଫ ବିଷୟରେ ଅବଗତ ରହିବା ଆବଶ୍ୟକ। ପ୍ରାୟତଃ ଲୋକମାନେ ସେମାନଙ୍କ ପିଏଫ୍‌ ବାଲାନ୍ସ ବିଷୟରେ ସୂଚନା ପାଇବା ପାଇଁ ଅଫିସ କିମ୍ବା…

ଏୟାରପୋର୍ଟରେ ବଦଳ ହେଲା ମୃତଦେହ, ସିଲିଗୁଡ଼ିରେ ପହଞ୍ଚିଲା ବାଲେଶ୍ବର ଯୁବକଙ୍କ ମୃତ ଶରୀର

ବାଲେଶ୍ୱର,୧୭।୮: ବାଲେଶ୍ବର ଜିଲା ସୋରରେ ଏକ ଅଭାବନୀୟ ଘଟଣାରେ ଶବ ଅଦଳବଦଳ ହୋଇଥିବା ଜଣାପଡ଼ିଛି। ମୂଳିସିଂ ଗାଁର ରାକେଶ, ଯିଏ ବେଙ୍ଗାଳୁରୁରେ ସଫ୍ଟୱେର ଇଞ୍ଜିନିୟର ଥିଲେ, ଶୁକ୍ରବାର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିଲେ। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ବେଙ୍ଗାଲୁରୁ ଏୟାରପୋର୍ଟ…

ବଳଙ୍ଗା ପୀଡ଼ିତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ୍‌, ପୁରୀ ଏସ୍‌ପି ଦେଲେ ବଡ଼ ନିର୍ଦ୍ଦେଶ

ପୁରୀ,୧୭।୮: ପୁରୀ ବଳଙ୍ଗା ଥାନା ଅଧୀନରେ ଜଣେ ପୀଡ଼ିତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ଘଟଣାକୁ ନେଇ ପୁରୀ ଏସ୍‌ପି ପୀନାକ ମିଶ୍ର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ଏହି ସମ୍ବେଦନଶୀଳ ଘଟଣାର ଭିଡିଓ କିଏ ଓ…

ରାଜନୈତିକ ଦଳର ଜନ୍ମ ନିର୍ବାଚନ ଆୟୋଗଙ୍କ ରେଜିଷ୍ଟ୍ରେଶନରୁ ହୋଇଥାଏ: ECI

ନୂଆଦିଲ୍ଲୀ,୧୭।୮: ଭୋଟ ଚୋରି ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନ ରବିବାର ଖବରତାଦା ସମ୍ପିଳନୀରେ ମାଧ୍ୟମରେ କଡ଼ା ଜବାବ ରଖିଛନ୍ତି। ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର କହଛନ୍ତି, ନିବାଚନ ଆୟୋଗ ପାଇଁ କେହି ପକ୍ଷ କି ବିପକ୍ଷ ନ ଥାନ୍ତି ବରଂ…

ପାକିସ୍ତାନକୁ ଆଉ ଏକ ପଣଡୁବୀ ଜାହାଜ ହସ୍ତାନ୍ତର କଲା ଚାଇନା, ଭାରତ ମହାସାଗରରେ ବୃଦ୍ଧି ପାଇଲା ଶତ୍ରୁର ଶକ୍ତି

ନୂଆଦିଲ୍ଲୀ,୧୭।୮: ଚାଇନା ପାକିସ୍ତାନକୁ ଆଠଟି ହଙ୍ଗୋର ଶ୍ରେଣୀ ପଣଡୁବୀ ମଧ୍ୟରୁ ତୃତୀୟଟି ହସ୍ତାନ୍ତର କରିଛି, ଯାହା ଭାରତର ନିକଟବର୍ତ୍ତୀ ହିନ୍ଦୁ ମହାସାଗରରେ ପାକିସ୍ତାନ ନୌସେନାର ଉପସ୍ଥିତି ବୃଦ୍ଧି କରିବାରେ ସହାୟକ ହେବ। ଚାଇନାର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଅନୁସାରେ, ଏହି…

ଟ୍ରମ୍ପଙ୍କୁ ମୋଦିଙ୍କ କଡ଼ା ବାର୍ତ୍ତା, କହିଲେ ଯଦି ଦେଶରେ ଅଛ ତେବେ ମେଡ ଇନ ଇଣ୍ଡିଆ…

ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀ-ଏନସିଆରରେ ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପର ଉଦଘାଟନ କରିଥିଲେ। ପ୍ରକଳ୍ପର ଉଦଘାଟନ ପରେ ସେ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଅଭିଭାଷଣ ସମୟରେ ସେ ‘ଭୋକାଲ ଫର୍‌ ଲୋକାଲ’ ମନ୍ତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ…

ଟାରିଫ ଟେନସନ ମଧ୍ୟରେ ଭାରତୀୟ ବଜାରରୁ ମୁହଁ ମୋଡ଼ୁଛନ୍ତି ବିଦେଶୀ ନିବେଶକ: ଅଗଷ୍ଟ ପ୍ରଥମ ଦୁଇ ସପ୍ତାହରେ କାଢିନେଲେ ୨୧,୦୦୦ କୋଟି

ନୂଆଦିଲ୍ଲୀ,୧୭।୮: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଟେନସନ, ଟଙ୍କାର ମୂଲ୍ୟହ୍ରାସ ଓ କମ୍ପାନୀମାନଙ୍କର ପ୍ରଥମ ତ୍ରୈମାସିକରେ ଦୁର୍ବଳ ଫଳାଫଳ ଯୋଗୁଁ ବିଦେଶୀ ସାଂସ୍ଥାନିକ ନିବେଶକ (ଏଫଆଇଆଇ) ଭାରତୀୟ ସେୟାର ବଜାରରୁ ଲଗାତାର ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ଅଗଷ୍ଟର ପ୍ରଥମ ଦୁଇ…

ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ ପଡ଼ିବ: ଇସି

ନୂଆଦିଲ୍ଲୀ,୧୭।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ଭୋଟ ଚୋରି ଅଭିଯୋଗକୁ ନେଇ ରବିବାର (୧୭ ଅଗଷ୍ଟ ୨୦୨୫) ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ସ୍ପଷ୍ଟ ଜବାବ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ରେଞ୍ଜରଙ୍କ ଲାଞ୍ଚନେବା ଭିଡିଓ ଭାଇରାଲ

ବୁଗୁଡ଼ା, ୧୭।୮(କାଳିଚରଣଦାଶ):ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର ଜଣେ କାଠ ମାଫିଆଙ୍କ ଠାରୁ ୫ହଜାର ଟଙ୍କା ନେଉଥିବା ଭିଡିଓ ଭାଇରଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୁଗୁଡ଼ା ବନବିଭାଗ କାର୍ଯ୍ୟାଳୟରେ ଜଣେ କାଠ ମାଫିଆ ନିଜ ଗାଡି ଛାଡିବା ପାଇଁ…

ଏକତରଫା ପ୍ରେମ ପାଇଁ ମହିଳାଙ୍କ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ: ମ୍ୟୁଜିକ ସ୍ପିକରରେ ଲୁଚାଇ ଉପହାର ଦେଲେ ବୋମା

ଛତିଶଗଡ଼,୧୭।୮: ଛତିଶଗଡ଼ର ଖୈରାଗଡ଼-ଛୁଇଖଦାନ-ଗଣ୍ଡାଇ ଜିଲାର ମାନପୁର ଗାଁରେ ଜଣେ ୨୦ ବର୍ଷୀୟ ଯୁବକ ଓ ତାଙ୍କର ୬ ସହଯୋଗୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ବିନୟ ବର୍ମା ଜଣେ ଇଲେକ୍ଟ୍ରିକ ମେକାନିକ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri