ଭାରତର ଚନ୍ଦ୍ର ଅଭିଯାନ
ଚନ୍ଦ୍ର ହେଉଛି ପୃଥିବୀର ଏକମାତ୍ର ଉପଗ୍ରହ ଏବଂ ଆମମାନଙ୍କ ସବୁଠାରୁ ଅଧିକ ପରିଚିତ ଜ୍ୟୋତିର୍ବିଦୀୟ ପିଣ୍ଡ। ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମହାକାଶ ଯୁଗ ଆରମ୍ଭ ହେବା ପରେ ରୁଷ୍ ଓ ଆମେରିକା ଚନ୍ଦ୍ର କକ୍ଷକୁ କେତେଗୁଡ଼ିଏ ଯାନ ପଠାଇ ଏହା ସମ୍ବନ୍ଧରେ…
ନିଯୁକ୍ତି ବୃଦ୍ଧି କରିବ ପର୍ଯ୍ୟଟନ
ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟମୟୀ ସାଂସ୍କୃତିକ ପରମ୍ପରା, କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର, ହସ୍ତତନ୍ତ ଓ ହସ୍ତଶିଳ୍ପର ଚମତ୍କାରିତା ସମସ୍ତଙ୍କୁ ଆକର୍ଷିତ କରେ। ପୁରୀ, ଗୋପାଳପୁର, ଚନ୍ଦ୍ରଭାଗା, ପାରାଦୀପ,ଚାନ୍ଦିପୁର ଆଦି ବେଳାଭୂମିର ନୈସର୍ଗିକତା, ସାତକୋଶିଆ ଗଣ୍ଡର ଭୀମକାନ୍ତ ଦୃଶ୍ୟ ମଧ୍ୟରେ ଲୁଚି ରହିଥିବା ଅପୂର୍ବ…
ନିଷ୍କ୍ରିୟ ସିଆଇସି
ସେପ୍ଟେମ୍ବର ୧୪ ସୁଦ୍ଧା ସେଣ୍ଟ୍ରାଲ ଇନ୍ଫରମେଶନ କମିଶନ (ସିଆଇସି) ବା କେନ୍ଦ୍ରୀୟ ସୂଚନା ଆୟୋଗ ମୁରବିହୀନ ହୋଇଯାଇପାରେ। ମୁଖ୍ୟ ସୂଚନା ଆୟୋଗ ହୀରାଲାଲ ସମାରିଆ ଅବସର ନେବା ପରେ ଯଦି ସରକାର ତ୍ୱରିତ ପଦକ୍ଷେପ ନ ନିଅନ୍ତି, ତେବେ ଦେଶର ଟ୍ରାନ୍ସପରେନ୍ସି…
ରୋହିତ-ବିରାଟଙ୍କ ପରେ ସନ୍ୟାସ ନେଲେ ଆଉ ଜଣେ ଭାରତୀୟ କିମ୍ବଦନ୍ତୀ, ୩୭ ବର୍ଷ ବୟସରେ…
ନୂଆଦିଲ୍ଲୀ,୨୩।୮: ୨୦୨୫ ବର୍ଷ କ୍ରିକେଟ ପ୍ରେମୀଙ୍କ ପାଇଁ ବହୁତ ଖରାପ ହୋଇଛି। ଏହି ବର୍ଷ ଏପର୍ଯ୍ୟନ୍ତ ଅନେକ ବଡ଼ ଖେଳାଳି ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ରୋହିତ ଶର୍ମା, ବିରାଟ କୋହଲି, ଷ୍ଟିଭ ସ୍ମିଥ, ଆଣ୍ଡ୍ରେ ରସେଲ, ନିକୋଲାସ…
ଟାଟା ପାୱାରର ନୂତନ ଅଭିଯାନ
ଭୁବନେଶ୍ୱର,୨୩।୮: ଟାଟା ପାଓ୍ବାରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ନୂତନ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍କମ୍ଗୁଡ଼ିକ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍), ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍…
ଆଜି ୨୦ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ୟେଲୋ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୨୩।୮: ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପାଇଁ ୨୦ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ କରିଛି। ସେହି ଜିଲାଗୁଡିକ…
ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ୨ ପ୍ରକଳ୍ପ କାର୍ଯ୍ୟକ୍ଷମ
ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ):ଗ୍ରାମୀଣ ଏବଂ ଶିଳ୍ପକ୍ଷେତ୍ର ଲାଗି ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଦିଗରେ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ବରଗଡ଼ ଜିଲାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍ ଭିତ୍ତିଭୂମି ପ୍ରକଳ୍ପ ସଫଳତାର ସହ ସମାପ୍ତ ହୋଇ…
ଲର୍ଡ ସ୍ବରାଜ ପଲ୍ଙ୍କ ପରଲୋକ: ଭାରତ-ବ୍ରିଟେନ୍ ସମ୍ପର୍କର ଥିଲେ ସେତୁ
ଲଣ୍ଡନ/ନୂଆଦିଲ୍ଲୀ,୨୩ା୮(ପି.ଟି.):ଏନ୍ଆର୍ଆଇ ଶିଳ୍ପପତି ଲର୍ଡ ସ୍ବରାଜ ପଲ୍ଙ୍କ ଗୁରୁବାର ସନ୍ଧ୍ୟାରେ ଲଣ୍ଡନ୍ରେ ପରଲୋକ ହୋଇଯାଇଛି। ଏହି ୯୪ ବର୍ଷୀୟ ପରୋପକାରୀ ଉଦ୍ୟୋକ୍ତା ତଥା ବ୍ରିଟେନ୍ର କାପାରୋ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠାତା କିଛିଦିନ ହେଲା ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
କାନାଡା ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସମସ୍ତ ଆମେରିକୀୟ ସାମଗ୍ରୀ ଉପରୁ ହଟିବ ପ୍ରତିଶୋଧମୂଳକ ଟାରିଫ୍
ଓଟାଓ୍ବା,୨୩।୮: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଶୁକ୍ରବାର ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ପ୍ରତିଶୋଧମୂଳକ ଟାରିଫ୍ ହଟାଇବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆମେରିକା-ମେକ୍ସିକୋ-କାନାଡା ଚୁକ୍ତି (USMCA) ଅଧୀନରେ ଆସୁଥିବା ସମସ୍ତ ଉତ୍ପାଦକୁ ମୁକ୍ତ କରିବା ପାଇଁ ୱାଶିଂଟନ…
ଭାରତକୁ ପୁଣି ଫେରିବ TikTok! ସରକାର ଦେଲେ ଏହି ଜବାବ
ନୂଆଦିଲ୍ଲୀ,୨୩।୮: ଶୁକ୍ରବାର ଭାରତ ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ TikTok ଉପରୁ ପ୍ରତିବନ୍ଧକ ଉଠାଇବା ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ। ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ କିଛି ବ୍ୟବହାରକାରୀ ଦାବି କରିଥିଲେ ଯେ ସେମାନେ TikTok ୱେବସାଇଟ…
ସଲମାନ୍ଙ୍କ ଶୋ’ରେ Undertakerଙ୍କ ଏଣ୍ଟ୍ରି! ଚକିତ ହେବେ ଦର୍ଶକ…
ମୂମ୍ବାଇ: ଖୁବ୍ଶୀଘ୍ର ପରଦାକୁ ଆସିବ ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ ବସ ୨୦୨୫’। ଏହି ସିଜନରେ କେଉଁ କେଉଁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ, ସେନେଇ ଅନେକ ଚର୍ଚ୍ଚା ହୋଇଆସୁଥିଲା। କିନ୍ତୁ ଏବେ ସେଥିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସଲମାନ ଖାନଙ୍କ…
ସାର ଯୋଗାଣ ନ ହେଲେ ଆନ୍ଦୋଳନ
ନୂଆପଡ଼ା,୨୨ା୮ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ୟୁରିଆ ସାରର କୃତ୍ରିମ ଅଭାବ ଦେଖାଦେଇଛି। ଡିଲରମାନେ ମନଇଚ୍ଛା ଦରରେ ସାର ବିକ୍ରୟ କରୁଛନ୍ତି। ଏହା ପ୍ରତିବାଦରେ ଶୁକ୍ରବାର ଜିଲା କଂଗ୍ରେସ କମିଟି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛ। କମିଟିର ଜିଲା ସଂଯୋଜକ ଘାସିରାମ ମାଝିଙ୍କ…
Archives


