ମିଗ୍-୨୧ର ଶେଷ ଉଡ଼ାଣ
ବିକାନେର, ୨୬ା୮ (ପି.ଟି.): ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍-୨୧ ଇତିହାସ ହେବାକୁ ଯାଉଛି। ୬୨ ବର୍ଷ ଧରି ସେବା ପ୍ରଦାନ ପରେ ଆସନ୍ତା ମାସ ୨୬ରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମିଗ୍-୨୧ ବିମାନ ଆନୁଷ୍ଠାନିକ ଭାବେ…
ପ୍ରମାଣ ଅଭାବରୁ ଏଏସ୍ଆଇ ନିର୍ଦ୍ଦୋଷରେ ଖଲାସ
ଭବାନୀପାଟଣା,୨୫ା୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଫାଣ୍ଡିର ପୂର୍ବତନ ଏଏସ୍ଆଇ ରାଜେନ୍ଦ୍ର କୁମାର ପଟ୍ଟନାୟକ ଓ ଗ୍ରାମରକ୍ଷୀ ଗୌରାଙ୍ଗ ବାଗ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଗତ ୨୪ା୮ା୨୦୧୬ରେ ଏମ୍ .ରାମପୁର ଥାନା ଦେଓଗାଁର ମଣ୍ଟୁ ସାହୁଙ୍କଠାରୁ ୫ ହଜାର…
ଆମେରିକାକୁ ବାଏ-ବାଏ… ଭାରତ କରିଦେଲା ବଡ ଖେଳ, ଏବେ କେବଳ ବିଶ୍ୱସ୍ତ ବନ୍ଧୁମାନଙ୍କ ସହିତ କରୁଛି କାରବାର
ନୂଆଦିଲ୍ଲୀ,୨୫ା୮: ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ‘ଇଣ୍ଡିଆ-ଜାପାନ ଏନର୍ଜି ଡାଏଲଗ’ରେ କାର୍ବନ କ୍ୟାପଚର, ଗ୍ରୀନ କେମିକାଲ, ବାୟୋଫ୍ୟୁଲ, କ୍ଲିନ ହାଇଡ୍ରୋଜେନ ଓ ଅତ୍ୟାଧୁନିକ ଜଳବିଦ୍ୟୁତ ପ୍ରଯୁକ୍ତିରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଚୁକ୍ତି ହୋଇଛି। ଏହା ଏକ ପ୍ରାଥମିକ…
ଧାରଣାରତ ରାଜସ୍ଵ କର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନ ସରକାରଙ୍କ ଚେତାବନୀ
ଭୁବନେଶ୍ୱର,୨୫ା୮: ରାଜ୍ୟରେ ଧାରଣାରତ ରାଜସ୍ଵ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ଵ ବିଭାଗ ଚେତାବନୀ ଦେଇଛି। ଏ ନେଇ ସମସ୍ତ ଜିଲାପାଳଙ୍କୁ ରାଜସ୍ଵ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ଚିଠିରେ ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କ ତାଲିକା…
ବୌଦ୍ଧରୁ ଆସୁଥିଲା ଚାଉଳ ଗାଡ଼ି , ଚଢାଉ ବେଳେ ଜଣାପଡିଲା…
ବଲାଙ୍ଗୀର, ୨୫।୮ ( ସୁନିଲ ମହାନ୍ତି): ବଲାଙ୍ଗୀରରେ ପୁଣି ଧରାପଡ଼ିଛି ଗଞ୍ଜେଇ । ଏକ ଚାଉଳ ବୋଝେଇ ମିନି ଟ୍ରକ -ତୁଷୁରା-ଗୁଡ଼ଭେଲା ରାସ୍ତା ଦେଇ ଯାଉଥିବା ବେଳେ ତୁଷୁରା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତେନ୍ତୁଳିଖୁଣ୍ଟି କଲେଜ ନିକଟରେ ଟ୍ରକ ଡ୍ରାଇଭର…
ନୂଆପଡ଼ା ଜିଲାକୁ ୟୁରିଆ ସାର ଯୋଗାଣ
ନୂଆପଡ଼ା,୨୫ା୮ (ମକାରୁ ବେମାଲ): ନୂଆପଡ଼ା ଜିଲାକୁ ସୋମବାର ୨୬ ହଜାର ୯୦୦ ବ୍ୟାଗ ୟୁରିଆ ସାର ଯୋଗାଣ ହୋଇଛି। ଜିଲାର ୨୬ ସମବାୟ ସମିତି ମଧ୍ୟରୁ ନୂଆପଡ଼ା ସମବାୟ ସମିତିକୁ ୭୪୫ ବସ୍ତା, ପରକୋଟ ୩୧୪, ବେଲଟୁକରି ୭୨୪ ବସ୍ତା, ସରାବଙ୍ଗ…
ପ୍ରେମ ପାଇଁ ଭାଜପା ନେତାଙ୍କ ପୁଅକୁ ଆକ୍ରମଣ: ମିଛ କହି ଘରୁ ଘୋଷାଡି ଘୋଷାଡି ନେଇ…
ପୁରୁଷୋତ୍ତମପୁର,୨୫।୮ (ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ସହର ପୁରୁଣାପୋଷ୍ଟଅଫିସ ସାହିରେ ରବିବାର ରାତିରେ ବରିଷ୍ଠ ଭାଜପାନେତା ପୃଥିବୀରାଜ ମହାପାତ୍ରଙ୍କ ପୁଅ ଶୁଭଅର୍ପିତ ମହାପାତ୍ରଙ୍କୁ ଆକ୍ରମଣ କରାଯାଇଛିି। ଏହା ସହ ଅପହରଣ କରିନେବାକୁ ଉଦ୍ୟମ ଅଭିଯୋଗରେ ପୋଲିସ ସୋମବାର ତିନିଜଣଙ୍କୁ ଗିରଫକରି କୋର୍ଟ…
ଭାରତୀୟ ଦଳ ପ୍ରସ୍ତୁତ ରହିଛି: ମୁଖ୍ୟ କୋଚ୍
ବେଙ୍ଗାଲୁରୁ,୨୫ା୮: ଜାତୀୟ କ୍ୟାମ୍ପରେ ଟପ୍ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତୀୟ ଫୁଟବଲ ଦଳ ଆଗାମୀ କାଫା ନେଶନ୍ସ କପ୍ ଲାଗି ପ୍ରସ୍ତୁତ ଥିବା ନୂଆ ମୁଖ୍ୟ କୋଚ୍ ଖାଲିଦ ଜମିଲ ସୋମବାର କହିଛନ୍ତି। ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଚାମ୍ପିୟନ ମୋହନ…
ଜମି ବିକ୍ରି କରିବାକୁ ଲାଗିଲା ନିଶା: ମୃତ ବ୍ୟକ୍ତିଙ୍କୁ ଜୀବିତ କରି ରଚୁଥିଲେ ଷଡଯନ୍ତ୍ର, ହେଲେ…
ଗଞ୍ଜାମ,୨୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ଫର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦),…
Video: ଯାଜପୁରରେ ବନ୍ୟା ବିଭୀଷିକା; ଘାଇ ମୁହଁରୁ ଫସି ଥିବା ଶିଶୁ, ମହିଳା ଉଦ୍ଧାର
ଯାଜପୁର,୨୫।୮: ଯାଜପୁର ଜିଲାରେ ବୈତରଣୀ ନଦୀର ବନ୍ୟାଜଳ ତାଣ୍ଡବ ରଚିଛି। ଦଶରଥପୁର ଅଞ୍ଚଳର କଟିକଟା ଗାଁର ବୃଦ୍ଧ ଭାଗବତ ମାଝୀ (୭୨)ଙ୍କ ବନ୍ୟାଜଳରେ ବୁଡ଼ି ମୃତ୍ୟୁ ହୋଇଛି। ସେ ନଦୀପଠାରେ ଥିବା ଘରେ ଜୁହାର ହେବା ସମୟରେ ଗୋଡ଼ ଖସି ପଡ଼ିଥିଲେ।…
ଟ୍ରମ୍ପଙ୍କ ଟାରିଫ୍ ଉପରେ ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ସିଧା ଶୁଣାଇଦେଲେ…
ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦର ଖୋଡାଲଧାମ ଗ୍ରାଉଣ୍ଡରେ ୫,୪୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ଟାରିଫ୍ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ…
ବିସିସିଆଇକୁ ଝଟକା: ମୁଖ୍ୟ ସ୍ପନସରଶିପ୍ରୁ ଓହରିଲା ଡ୍ରିମ ୧୧
ନୂଆଦିଲ୍ଲୀ,୨୫ା୮: ଫାଣ୍ଟାସି ସ୍ପୋଟର୍ସ କମ୍ପାନୀ ଡ୍ରିମ ୧୧ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ସ୍ପନସରଶିପ୍ ଚୁକ୍ତିରୁ ଓହରି ଯାଇଛି। ଏଥିଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ନୂଆ ସ୍ପନସର ଖୋଜା ପ୍ରକ୍ରିୟା ଆରମ୍ଭ କରାଯାଇଛି। କିନ୍ତୁ ଆସନ୍ତା ମାସରେ…
Archives


