ବିଜୟ ହଜାରେ ଟ୍ରଫି: କର୍ନାଟକକୁ ଚତୁର୍ଥ ଟାଇଟଲ
ବେଙ୍ଗାଲୁରୁ, ୨୫।୧୦(ପି.ଟି.)- ନିଜ ଜନ୍ମଦିନରେ ଅଭିମୁନ୍ୟ ମିଥୁନ୍ ହ୍ୟାଟ୍ରିକ ଉଇକେଟ ନେବା ସହ କର୍ନାଟକକୁ ବିଜୟ ହଜାରେ ଟ୍ରଫିରେ ଚାମ୍ପିୟନ କରାଇଛନ୍ତି। ଦେଶର ସର୍ବବୃହତ୍ ଦିନିକିଆ ଟୁର୍ନାମେଣ୍ଟ ବା ଦିନିକିଆ ରଣଜୀ ଟ୍ରଫି ରୁପେ ପରିଚିତ ବିଜୟ ହାଜାରେ ଟ୍ରଫିରେ ଏଥର…
ପକେଟ ମନି ସଞ୍ଚୟ କରି ଗରିବ ପିଲାଙ୍କ ମୁହଁରେ ହସ ଫୁଟାଇଲେ ସ୍କଟଲାଣ୍ଡରୁ ଆସିଥିବା ପରିବାର
ଆଲିଗଢ,୨୫।୧୦: ସଂସ୍କୃତିରୁ ହିଁ ସଂସ୍କାରର ଜନ୍ମ ହୋଇଥାଏ। ଭାରତୀୟ ସଂସ୍କୃତିର ଏହି ସଂସ୍କାର ପାଇଁ ସାତ ସମୁଦ୍ର ପାର ହୋଇ ଦୀପାବଳି ମନାଇବାକୁ ଆସିଛନ୍ତି ସ୍କଟଲାଣ୍ଡର ଗୋଟିଏ ପରିବାର। ଭାରତରେ ରହୁଛନ୍ତି ସେମାନଙ୍କ ନିଜ ପରିବାର। ଭାରତର ମୂଳବାସିନ୍ଦା ଅଭିଷେକ ଅଗ୍ରଓ୍ବାଲ୨୦୦୨ରୁ…
ଗଙ୍ଗାହାର, ବୁଢାବଳଙ୍ଗରେ ଜଳପତ୍ତନ ବୃଦ୍ଧି
ବଡ଼ସାହି,୨୫ା୧୦(ସ୍ବ.ପ୍ର)- ଶିମିଳିପାଳରୁ ବାହାରିଥିବା ଗଙ୍ଗାହାର ଓ ବୁଢାବଳଙ୍ଗ ନଦୀ ବଡ଼ସାହି ବ୍ଲକର ଉଭୟ ପଟ ଦେଇ ପ୍ରବାହିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହି ଦୁଇ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଅପରାହ୍ନରେ…
ଜେଜେପି ସର୍ତ୍ତର ଉତ୍ତର ରଖିଲେ ହୁଡ୍ଡା
ନୂଆଦିଲ୍ଲୀ,୨୫।୧୦: ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ହରିୟାଣାରେ ସରକାର ଗଠନକୁ ନେଇ କିଛି ମତ ରଖିଥିଲେ। ହରିୟାଣା ବିଧାନସଭା ନିର୍ବାଚନରେ ଜେଜେପି ତୃତୀୟ ନମ୍ବର ଦଳ ଭାବେ ଉଭା ହୋଇଛି।…
ରଣବୀରଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଆଲିଆ
ମୁମ୍ବାଇ: ବଲିଉଡ୍ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ କିଛିଦିନ ହେବ ଚର୍ଚ୍ଚା ହେଉଛି। ନିକଟରେ ଉଭୟଙ୍କ ବିବାହକୁ ନେଇ ଏକ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ହେଲେ ଉକ୍ତ କାର୍ଡରେ…
ଅସୁସ୍ଥତା ଯୋଗୁ ପାଞ୍ଚ କେଜି କମିଲା ବିଗ୍ ବିଙ୍କ ଓଜନ, ଚିନ୍ତାବ୍ୟକ୍ତ କଲେ ପ୍ରଶଂସକ
ମୁମ୍ବାଇ: ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ ବିଗ୍ ବି ଅମିତାଭ ବଚ୍ଚନ। ଫଳରେ ତାଙ୍କୁ ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ଏବେ ସେ ସୁସ୍ଥ ହୋଇ କେବିସିର ଶୁଟିଂକୁ ଫେରିଛନ୍ତି। ହେଲେ ଅସୁସ୍ଥତା ଯୋଗୁ…
ଦୀପାବଳିରେ ଲକ୍ଷ୍ମୀଙ୍କୁ ଲାଗି କରନ୍ତୁ କ୍ଷୀରି
ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ରାତିରେ ଘରେ ସାତଟି ଗୁଆ ଘିଅ ଦ୍ୱୀପ ଜଳାଇବା ସହିତ ଲକ୍ଷ୍ମୀ ଗଣେଶଙ୍କୁ ପୂଜା କଲେ…
ଧନତେରାସରେ ‘କନ୍ୟା ସୁମଙ୍ଗଳା ଯୋଜନା’ ଭେଟି ଦେଲେ ଯୋଗୀ
ଲକ୍ଷ୍ନୌ,୨୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସମସ୍ତ ଜିଲାଙ୍କ ପାଇଁ ‘କନ୍ୟା ସୁମଙ୍ଗଳା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଧନତେରାସ ଅବସରରେ ମହିଳା କଲ୍ୟାଣ ବିଭାଗ ପକ୍ଷରୁ ଲୋକଭବନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଆଦିତ୍ୟନାଥ ଝିଅମାନଙ୍କ ପାଇଁ ୧୨୦୦କୋଟି ଟଙ୍କାର ଏହି…
ମା’ ହେବାକୁ ଯାଉଛନ୍ତି ବିପାଶା !
ମୁମ୍ବାଇ: ଚଳଚ୍ଚିତ୍ର ‘ଆଲୋନ୍’ର ଶୁଟିଂ ସେଟ୍ରେ ପ୍ରେମ ଓ ତା’ ପରେ ୨୦୧୬ରେ କରନ୍ ସିଂ ଗ୍ରୋଭରଙ୍କୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ବିପାଶା ବାସୁ। ଏବେ କିନ୍ତୁ ତାଙ୍କୁ ନେଇ ଭିନ୍ନ ଏକ ଚର୍ଚ୍ଚା ହେଉଛି। ସେଇଟି ହେଲା…
ଧନ୍ତେରସରେ ଜମୁଛି ଗହଣା କ୍ରୟ, ଶୋ’ରୁମ୍ରେ ଗ୍ରାହକଙ୍କ ଭିଡ
ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଆଜି ଧନ୍ତେରସ। ଏହି ଦିନ ସୁନା କିଣିଲେ ଶୁଭ ବୋଲି କୁହାଯାଉଥିବାରୁ ରାଜ୍ୟର ପ୍ରମୁଖ ଶୋ’ରୁମ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମନଲୋଭା ଅଫର୍ ସହ ବ୍ୟବସାୟୀମାନେ ସ୍ବତନ୍ତ୍ର ଡିଜାଇନର ଗହଣା ବଜାରକୁ ଆଣିଛନ୍ତି।…
ଶରିଫଙ୍କୁ ମିଳିଲା ଜାମିନ
ଇସ୍ଲାମାବାଦ,୨୫।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜାମିନ ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣ ପାଇଁ ଶୁକ୍ରବାର ଏହି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଚୌଧୁରୀ ସୁଗାର ମିଲ୍ ମାମଲାରେ ଶରିଫ ଜେଲ୍ରେ ରହିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟ…
ଯିଏ ଆମ ସର୍ତ୍ତ ମାନିନେବେ ଆମେ ତାଙ୍କୁ ସହଯୋଗ କରିବୁ: ଜେଜେପି
ଚଣ୍ଡିଗଡ,୨୫।୧୦: ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ତାଙ୍କ ପିତା ଅଜୟ ଚୌତାଲାଙ୍କୁ ତିହାର ଜେଲ୍ରେ ସାକ୍ଷାତ୍ କରିଛନ୍ତି। ଏହାପରେ ସେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ହରିୟାଣାରେ ସରକାର ଗଠନକୁ ନେଇ କିଛି ମତ ରଖିଛନ୍ତି।…
Archives


