Home Left

ପ୍ରସିଦ୍ଧ ଦେବଗଡ ଗଣେଶ ମେଳା: ଏତିକି ଟଙ୍କାରେ ନିଲାମ ହେଲା ଶ୍ରୀଗଣେଶଙ୍କ ଆଶୀର୍ବାଦ ଲଡୁ

ଦେବଗଡ,୫।୯(ଶଶାଙ୍କ ଶେଖର ଝାଙ୍କର):ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବଗଡ ଗଣେଶ ମେଳାର ନବମ ଦିନରେ ଶ୍ରୀଣେଶଙ୍କ ଆଶୀର୍ବାଦ ଲଡୁ ନିଲାମ ହୋଇଛି। ଏହି ନିଲାମରେ ଭାଗ୍ୟଶାଳୀ ବିଜେତା ଭାବେ ଦୁବାଇରେ ରହୁଥିବା ‘ପାୱାର ଅଫ ଷ୍ଟକ୍ସ’ର ସିଇଓ କଲା ଗ୍ରାମର ଶୁଭାଶିଷ ପାଣିଙ୍କ…

ପାରିବାରିକ ସମ୍ପତ୍ତି ବିଭାଜନ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବନି

କଟକ,୫।୯: ଓଡ଼ିଶା ହାଇକୋର୍ଟ ନିକଟରେ ରାୟ ଦେଇଛନ୍ତି ଯେ ପାରିବାରିକ ସମ୍ପତ୍ତି ବିଭାଜନ ମାମଲାରେ ଜଣେ ପକ୍ଷକୁ ତାଙ୍କର ପିତୃତ୍ୱ ନିର୍ଣ୍ଣୟ ପାଇଁ ଡିଏନଏ ପରୀକ୍ଷା କରିବାକୁ ବାଧ୍ୟ କରିବା ଅନୁଚିତ ଏବଂ ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ପ୍ରଦତ୍ତ…

ଗୋମାଂସ ବିକ୍ରି ପାଇଁ ପ୍ରସ୍ତୁତିବେଳେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୬ ଅଟକ

ଦେବଗଡ,୫।୯(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା ତଥା ତିଲେଇବଣି ବ୍ଲକ ଅନ୍ତର୍ଗତ କେନ୍ଦେଇଜୁରୀ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଉକ୍ତ ଗ୍ରାମର ୬ ଜଣ ଯୁବକଙ୍କୁ ଥାନାକୁ ନେଇ ଅଟକ ରଖିବା ସହ ପଚରାଉଚରା ଚଳାଇଛି । ସାଇଣ୍ଟିଫିକ୍‌ ଟିମ…

ଅଭିଯୁକ୍ତଙ୍କ ଘରେ ପୀଡ଼ିତାଙ୍କୁ ପୁଣି ବଳାତ୍କାର: ପୂରା ଘଟଣା ଜାଣିଲେ…

ଭୋପାଳ,୫ା୯:ମଧ୍ୟପ୍ରଦେଶରେ ବଳାତ୍କାର ହୋଇଥିବା ଜଣେ ନାବାଳିକାଙ୍କୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଅଭିଯୁକ୍ତଙ୍କ ପରିବାରକୁ ପଠାଇଥିବାବେଳେ ସେଠାରେ ସେ ପୁନର୍ବାର ବଳାତ୍କାରର ଶିକାର ହୋଇଛନ୍ତି। ଏହି ମାମଲାରେ ପନ୍ନା ଜିଲା ପୋଲିସ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସମେତ ମହିଳା ଓ…

ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସମ୍ପର୍କ ‘ଏବେ ନାହିଁ’, ବିଶ୍ୱ ନେତାଙ୍କୁ ଚେତାବନୀ

ନ୍ୟୁୟର୍କ/ୱାଶିଂଟନ,୫।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ ଥିଲା, କିନ୍ତୁ “ଏବେ ତାହା ନାହିଁ,” ବୋଲି ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ଉପଦେଷ୍ଟା ଜନ ବୋଲ୍ଟନ କହିଛନ୍ତି। ସେ ଚେତାବନୀ…

ଦେଶରେ ଶିଶୁ ମୃତ୍ୟୁହାର ୨୫କୁ ହ୍ରାସ: ୧୦ ବର୍ଷ ମଧ୍ୟରେ ମୃତ୍ୟୁହାର ୩୭.୫% କମିଛି

ନୂଆଦିଲ୍ଲୀ,୫।୯(ପି.ଟି.):ଦେଶରେ ଶିଶୁ ମୃତ୍ୟୁ ହାର (ଆଇଏମ୍‌ଆର୍‌) ୨୦୧୩ରେ ୪୦ ଥିବାବେଳେ ଏବେ ତାହା ୨୫କୁ ହ୍ରାସ ପାଇଛି। ଅର୍ଥାତ୍‌ ୧୦ ବର୍ଷ ମଧ୍ୟରେ ମୃତ୍ୟୁହାର ୩୭.୫% କମିଛି। ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ଦ୍ୱାରା ଜାରି ୨୦୨୩ର ନମୁନା ପଞ୍ଜୀକରଣ ସିଷ୍ଟମ…

ଗୁରୁ ଦିବସ: ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଚିନ୍ତାଧାରା ଜୀବନରେ ଆଣେ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିବର୍ଷ ସେପ୍ଟେମ୍ବର ୫ରେ ଭାରତରେ ଶିକ୍ଷକ ଦିବସ ବା ଗୁରୁ ଦିବସ ପାଳନ କରାଯାଏ। ଏହି ଦିନ ଦେଶର ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ହୋଇଥିଲା। ଡକ୍ଟର ରାଧାକୃଷ୍ଣନ ଜଣେ ମହାନ ଦାର୍ଶନିକ, ଶିକ୍ଷକ, ଲେଖକ ଏବଂ ରାଜନେତା…

ନୂଆଦିଲ୍ଲୀରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ…

ଭୁବନେଶ୍ୱର,୪।୯: ନୂଆଦିଲ୍ଲୀରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଓଡ଼ିଶା ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ…

ବଡ଼ ନିଷ୍ପତ୍ତି ନେଲେ ନବୀନ, ମହିଳାଙ୍କୁ ପୁଣି ଗୁରୁଦାୟିତ୍ୱ

ଭୁବନେଶ୍ୱର,୪।୯: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଏକ ବଡ ଘୋଷଣା କରିଛନ୍ତି। ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପୁଣି ଦାୟିତ୍ୱ ଦିଆଯାଇଛି। ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏହାସହ…

SCOରୁ ଶେହବାଜ-ମୁନିର ଫେରିବା ପରେ ଚାଇନା ନେଲା ଏମିତି ନିଷ୍ପତ୍ତି, ଟେନସନରେ ଭାରତ

ବେଜିଂ,୪।୯: ଚାଇନା ଏବଂ ପାକିସ୍ତାନ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବାକୁ ଏବଂ ଆତଙ୍କବାଦକୁ ଦୂର କରିବା ପାଇଁ ମିଳିତ ଭାବରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଗୁରୁବାର (ସେପ୍ଟେମ୍ବର ୪)ରେ ଚାଇନା ସରକାରୀ ଏଜେନ୍ସି…

ଯୁବକଙ୍କୁ ଚାପି ଦେଇ ଚମ୍ପଟ ମାରିଲା ମାଇନିଂ ଟ୍ରକ, ଘଟଣାସ୍ଥଳରେ…

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ ଡୁବୁଲି ଛକ ସ୍ଥିତ ତଟରକ୍ଷୀବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମାଇନିଂ ଟ୍ରକ ଚପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ ମାଟିଖାଲ ଗ୍ରାମର ନାରାୟଣ ପ୍ରଧାନ (୩୩) ।…

ରାୟଗଡ଼ା ଜିଲା ପାଇଁ ସଭାପତି ଘୋଷଣା କଲା ବିଜେଡି, ଜଗନ୍ନାଥ ସାରକାଙ୍କୁ ଗୁରୁଦାୟିତ୍ୱ

ରାୟଗଡା,୪।୯ (ରଞ୍ଜନ ପଣ୍ଡା): ବିଜେଡି ରାୟଗଡ଼ା ଜିଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ। ଏନେଇ ଗୁରୁବାର ବିଧିବଦ୍ଧ ଘୋଷଣା କରିଛନ୍ତି। ତେବେ ଜିଲାରେ ଦଳୀୟ କାର୍ଯ୍ୟକୁ ସୁରୁଖୁରୁ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri