ସରକାରଙ୍କ ବଡ଼ ଘୋଷଣା, ଲୋନ ନେବା ପୂର୍ବରୁ ଦେବାକୁ ପଡିବ…
ନୂଆଦିଲ୍ଲୀ,୫।୯: ଯେତେବେଳେ ଆପଣ କାର, ବାଇକ କିମ୍ବା ଘର ପାଇଁ ଋଣ ନିଅନ୍ତି, ସେତେବେଳେ ପ୍ରଥମେ ଆପଣଙ୍କର ସିଭିଲ ସ୍କୋର ଯାଞ୍ଚ କରାଯାଏ। ଏପରି ଲୋକଙ୍କୁ ସରକାର ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବର୍ତ୍ତମାନ ବ୍ୟାଙ୍କଗୁଡ଼ିକର ନିୟମ ହେଉଛି ଯେ ଯଦି…
ନୂଆ ପଦକ୍ଷେପ: ଗୁରୁଙ୍କ ପ୍ରତିମୂର୍ତ୍ତି ତିଆରି କରି ପାଳିଲେ ଗୁରୁଦିବସ, ସମାଜ ପାଇଁ ପାଲଟିଲେ ଉଦାହରଣ
ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ତଥା ଗଞ୍ଜାମ ବ୍ଲକର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀର ୟୁଥ୍ଫର୍ ଭିଲେଜ ପକ୍ଷରୁ ପବିତ୍ର ଗରୁଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଯାହାକି ଏହା ସମଗ୍ର ମାନବ ସମାଜ ଲାଗି ଏକ ଉଦାହରଣ ପାଲଟିବା ସହ…
ପାଣି ଶେଷ କରିଦେଲା ଭାରତ-ପାକିସ୍ତାନ ସୀମା ବିବାଦ! ବନ୍ୟାରେ ଧୋଇଗଲା ୩୦ କିଲୋମିଟର ବାଡ଼
ନୂଆଦିଲ୍ଲୀ,୫।୯: ଚଳିତ ବର୍ଷର ବନ୍ୟା ପଞ୍ଜାବରେ ତାଣ୍ଡବ ରଚିଛି। ଏହି ସମୟରେ, ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଭାରତ-ପାକିସ୍ତାନ ସୀମାରେ ଥିବା ଆରାଜି ଆଡଭାନ୍ସ ବନ୍ଧ ଧୋଇ ହୋଇଯାଇଛି। ଏହାକୁ ରକ୍ଷା କରିବା ପାଇଁ ଗ୍ରାମବାସୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ…
ଏଣିକି ବୟସ ଜାଲିଆତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ମନ୍ତ୍ରୀ କହିଲେ ବିଭାଗୀୟ ଅଧିକାରୀଙ୍କୁ…
ଭୁବନେଶ୍ୱର,୫ା୯: ବୟସ ଜାଲିଆତି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ବୟସ ଜାଲିଆତି କଲେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶେଷକରି ଭତ୍ତା ପାଇଁ ବୟସ ଜାଲିଆତି କରୁଥିବା ଲୋକଙ୍କ ଉପରେ ତର୍ଜମା ଚାଲିଛି। ତନ୍ନ…
“ମୋ ଟଙ୍କା ଖାଇଯାଉଥିଲା”: ଛାଡପତ୍ର ବିବାଦକୁ ନେଇ ପତ୍ନୀଙ୍କୁ ଗୁଳି କରି ହତ୍ୟା କଲେ ସ୍ୱାମୀ
ନୂଆଦିଲ୍ଲୀ,୫।୯: ଉତ୍ତର ପ୍ରଦେଶର ଗୋରଖପୁରରେ ବୁଧବାର ଏକ ଜନଗହଳିପୂର୍ଣ୍ଣ ବଜାରରେ ବିଶ୍ୱକର୍ମା ଚୌହାନ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ମମତା ଚୌହାନ (୩୨)ଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ବୋଲି ପୋଲିସ କହିଛି। ଘଟଣା ପରେ…
ଆରମ୍ଭ ହେଲା କଂଗ୍ରେସର ‘ସଙ୍ଗଠନ ସୃଜନ ଅଭିଯାନ’: ଏହାର ମୂଳ ଲକ୍ଷ୍ୟ ହେଉଛି….
ବଲାଙ୍ଗୀର, ୫।୯(ସୁନୀଲ ମହାନ୍ତି): ଜିଲାରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଚାଲିଥିବା ‘ସଙ୍ଗଠନ ସୃଜନ ଅଭିଯାନ’ କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ବଲାଙ୍ଗୀର ଜିଲାରେ ଆରମ୍ଭ ହୋଇଛି। ସ୍ଥାନୀୟ ସାମ୍ବାଦିକ ଭବନ ଠାରେ…
ବନ୍ଧାହେଲେ ୨ ମହିଳା: ୬୦ ଲିଟର ଦେଶୀମଦ ଜବତ
ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ମମତା ଦଳେଇଙ୍କୁ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଶୁକ୍ରବାର ସକାଳେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତାଙ୍କ ନିକଟରୁ ୪୦…
ନେତା-କର୍ମୀଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ଆଲୋଚନା, ସଭାପତି ଚୟନ ନେଇ ଚାଲିଛି କସରତ
ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲା (ପୂର୍ବ) ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଙ୍ଗଠନ ସୃଜନ ଅଭିଯାନ ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦ ତୃଣମୂଳସ୍ତରରେ ଥିବା ନେତୃମଣ୍ଡଳୀ ଓ କର୍ମୀଙ୍କଠାରୁ ତଥ୍ୟ ସଂଗ୍ରହ କରି ସଭାପତି…
GST ହାର ହ୍ରାସର ଲାଭ ଜନସାଧାରଣ ନିକଟରେ ପହଞ୍ଚିବା ଜରୁରୀ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୫।୯: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୨ ସେପ୍ଟେମ୍ବରରେ ଜିଏସଟି ୨.୦ ଲାଗୁ ହେବା ପରେ ସରକାରଙ୍କର ପ୍ରମୁଖ ଅଗ୍ରାଧିକାର ହେଉଛି ଟିକସ ହାର ହ୍ରାସର ଲାଭ ଜନସାଧାରଣଙ୍କୁ ପହଞ୍ଚିବା ସୁନିଶ୍ଚିତ କରିବା। ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି…
ଜଣେ ମହିଳାଙ୍କ ୧୫ ସ୍ବାମୀ… ସମସ୍ତେ ପଞ୍ଜାବରୁ ଯାଇ ଇଂଲଣ୍ଡ ପହଞ୍ଚିଲେ: ଆଉ ତା’ପରେ ଆସିଲା ଟ୍ବିଷ୍ଟ୍
ଚଣ୍ଡିଗଡ,୫।୯: ପଞ୍ଜାବରୁ ଏକ ଠକେଇ ଘଟଣା ସାମ୍ନାକୁ ଆସିଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାରେ ଜଣେ ବ୍ୟକ୍ତି ଇଂଲଣ୍ଡ ଯିବା ପାଇଁ ଭିଜା ଆପ୍ଲାଏ କରିବାକୁ ଯାଇଥିଲେ। କାରଣ ତାଙ୍କ ସ୍ତ୍ରୀ ଇଂଲଣ୍ଡରେ ରୁହନ୍ତି। କିନ୍ତୁ ତାଙ୍କର ଭିଜା ହୋଇ…
‘ବି’ରେ ବିଡ଼ି ‘ବି’ରେ ବିହାରରୁ ଏବେ ‘ସି’ରେ କଂଗ୍ରେସ ‘ସି’ରେ କରପଶନ ପର୍ଯ୍ୟନ୍ତ ପହଞ୍ଚିଲାଣି ରାଜନୀତି, ଜାଣନ୍ତୁ କ’ଣ ଏହି ବିବାଦ
ନୂଆଦିଲ୍ଲୀ,୫।୯: କେରଳ କଂଗ୍ରେସ କେନ୍ଦ୍ର ସରକାରଙ୍କ GST ସଂସ୍କାର ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ବିବାଦ ସୃଷ୍ଟି କରିଛି। କିନ୍ତୁ, ବର୍ତ୍ତମାନ ଏହି ପୋଷ୍ଟକୁ X ରୁ ହଟାଇ ଦିଆଯାଇଛି। ତମାଖୁ ଉତ୍ପାଦ ଉପରେ GST ହ୍ରାସକୁ ଉଦ୍ଧୃତ କରି…
ଫୁଲୁଛି ହୀରାକୁଦ, ଚଳିତବର୍ଷ ଖୋଲିବ ସର୍ବାଧିକ ୨୪ ଗେଟ୍
ସମ୍ବଲପୁର,୫ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ଅଧିକ ୪ଟି ସ୍ଲୁଇସ୍ ଖୋଲାଯାଇ ମୋଟ ୨୦ଟି ସ୍ଲୁଇସ ଗେଟ୍ରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ୩ଟି ପର୍ଯ୍ୟାୟରେ ଅଧିକ ୧୦ଟି…
Archives


