ଦୁର୍ଘଟଣା ମୁହାଁ କେଲୁଅ ନଦୀବନ୍ଧ: ନିର୍ବାଚନ ପରେ ସଠିକ୍ ଢଙ୍ଗରେ ହେଉନି ପୂର୍ତ୍ତ ବିଭାଗ କାମ
ଧର୍ମଶାଳା,୨।୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କାଏମା ବ୍ରିଜ ଠାରୁ ମିର୍ଜାପୁର ନଦୀବନ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏ ନେଇ ପ୍ରତ୍ୟେକ ଦିନ ଦୁର୍ଘଟଣା ଦେଖିବାକୁ ମିଳୁଛି। ବାଇକ ଓ ସାଇକେଲ ଆରୋହୀଙ୍କ ସମେତ ଚାରିଚକିଆ…
ଏହି ଦେଶକୁ କାହିଁକି କୁହାଯାଏ କଳା ସୁନାର ଦେଶ, ଜାଣନ୍ତୁ…
ଯେତେବେଳେ ‘କଳା ସୁନାର ଦେଶ’ ନାଁ ଆସେ ସେତେବେଳେ ପ୍ରାୟତଃ ପ୍ରଥମେ କୁଏତ୍ର ନାଁ ମନକୁ ଆସେ। କଳା ସୁନା ଯାହାର ଅର୍ଥ ଅଶୋଧିତ ତୈଳ। ଏହା କୁଏତର ପରିଚୟକୁ ବଦଳାଇ ଦେଇଥିଲା। ୧୯୩୮ରେ ତୈଳ ଆବିଷ୍କାର ପୂର୍ବରୁ କୁଏତ ଏକ…
BCCIକୁ ଶକ୍ତ ଚାପୁଡ଼ା ଦେଲା ପାକିସ୍ତାନ: କାହିଁକି ଏମିତି କହିଲେ ରାଜ୍ୟ ସଭା ଏମ୍ପି
ନୂଆଦିଲ୍ଲୀ,୨।୨: ପାକିସ୍ତାନ ICC ପୁରୁଷ T20 ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ଫେବୃଆରୀ ୧୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ମ୍ୟାଚ ହେବ ନାହିଁ। ରାଜ୍ୟ ସଭା ଏମ୍ପି ପ୍ରିୟଙ୍କା ଚତୁର୍ବେଦୀ…
ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବା ପାକିସ୍ତାନକୁ ପଡ଼ିବ ମହଙ୍ଗା
ନୂଆଦିଲ୍ଲୀ,୨।୨: ଆସନ୍ତା ୭ରୁ ଆରମ୍ଭ ହେବ ଟି୨୦ ବିଶ୍ୱକପ୍। ହେଲେ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋଠାରେ ଭାରତ ବିପକ୍ଷରେ ହେବାକୁ ଥିବା ହାଇଭୋଲ୍ଟେଜ୍ ଲିଗ୍ ମ୍ୟାଚ୍କୁ ପାକିସ୍ତାନ ବର୍ଜନ କରିଛି। ପାକିସ୍ତାନର ମ୍ୟାଚ୍ ବର୍ଜନ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଆଲୋଚନା…
ଟ୍ରେନ୍ରେ ହଠାତ୍ ଲାଗିଲା ନିଆଁ, ତୁରେକେଲା ରୋଡ୍ ଷ୍ଟେସନରେ…
ବଲାଙ୍ଗୀର,୨।୨(ସୁନିଲ କୁମାର ମହାନ୍ତି/ଗୁରୁଦ୍ୱାଲ ହିଂସ): କଣ୍ଟାବାଞ୍ଜି ଷ୍ଟେସନରୁ ରାୟପୁର ବିଶାଖପାଟଣା ଦେଇ ଯାଉଥିବା ଏକ ମାଲବାହୀ ଟ୍ରେନରେ ନିଆଁ । ତୁରେକେଲା ରେଳ ଷ୍ଟେସନରେ ସୋମବାର ଏକ କୋଇଲା ବୋଝେଇ ମାଲଗାଡିରେ ନିଆଁ ଲାଗି ଥିବାର ଜଣା ପଡ଼ିଛି । ନିଆଁ…
ନନ୍ଦନକାନନ ନୂଆ ନିର୍ଦ୍ଦେଶକ ହେଲେ IFS ସନତ କୁମାର ଏନ
ବାରଙ୍ଗ,୨।୨(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦ୍ଦେଶକ ହେଲେ IFS ସନତ କୁମାର ଏନ। ପୂର୍ବରୁ ସନତ କୁମାର ଏନ ଉପନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ । ତେବେ ନିର୍ଦ୍ଦେଶକ ଥିବା ମନୋଜ ଭି. ନାୟରଙ୍କୁ SPCB ମେମ୍ବର ସେକ୍ରେଟାରୀ ଦାୟିତ୍ୱ…
ମଧ୍ୟବିତ୍ତଙ୍କ ପାଇଁ ବଜେଟରେ କ’ଣ ଅଛି? ଏହି ପ୍ରଶ୍ନ ଶୁଣି ଏମିତି ରିଆକ୍ସନ ଦେଲେ ଅର୍ଥମନ୍ତ୍ରୀ, ଯାହା ହେଉଛି ଭାଇରାଲ
ନୂଆଦିଲ୍ଲୀ,୨।୨: ରବିବାର, ଫେବୃଆରୀ ୧ରେ ବଜେଟ ୨୦୨୬ ଉପସ୍ଥାପନ ପରେ, ସରକାର ଏହାର ଘୋଷଣାଗୁଡ଼ିକୁ ପ୍ରମୁଖ ସଫଳତା ବୋଲି କହୁଥିବା ବେଳେ, ମଧ୍ୟବିତ୍ତ ବର୍ଗ ପୁଣି ଥରେ ଉପେକ୍ଷିତ ଅନୁଭବ କରୁଛନ୍ତି। ଏହି ସମୟରେ, ବଜେଟ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ସମୟରେ,…
ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା: ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ
ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଏହି ବିଷୟରେ ବାରମ୍ବାର ବିଭାଗୀୟ ଯନ୍ତ୍ରୀକୁ ଅବଗତି କରାଯାଇଥିଲେ…
ମୋମୋ ଦରକାର ଯଦି ସୁନା ଆଣ….ଘରୁ ୮୫ ଲକ୍ଷର ଅଳଙ୍କାର ଚୋରି କରି ଦୋକାନୀକୁ ଦେଲା ବାଳକ
ଲକ୍ଷ୍ନୌ,୨।୨: ଉତ୍ତର ପ୍ରଦେଶର ଦେଓରିଆ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କିଛି ମୋମୋ ବିକ୍ରେତାଙ୍କ ବିରୋଧରେ ଜଣେ ପିଲାକୁ ତାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଏବଂ ରୂପା ଅଳଙ୍କାର ଚୋରି କରିବାକୁ ପ୍ରଲୋଭିତ କରିଥିବା…
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଉଡ଼ାନ-୨୦୨୬’: କ୍ରୀଡ଼ା ପ୍ରାଙ୍ଗଣରେ ପ୍ରତିଭାର ମହୋତ୍ସବ
ଥୁଆମୂଳ ରାମପୁର, ୨।୨ (ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ଉଡ଼ାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରଧାନଶିକ୍ଷକ ଲକ୍ଷ୍ମୀଧର…
ପାକିସ୍ତାନ ଉପରେ ଖପ୍ପା ହେଲେ ଗାଭାସ୍କର! କହିଲେ-‘ICC ନେଉ କଡ଼ା ଆକ୍ସନ, ପରବର୍ତ୍ତି ସମୟରେ ଏମିତି କରିବାକୁ ତିନିଥର ଭାବିବ ପାକିସ୍ତାନ’
ନୂଆଦିଲ୍ଲୀ,୨।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାର ପ୍ରାୟ ଛଅ ଦିନ ପୂର୍ବରୁ, ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ ତାଙ୍କ ଦଳ ଆଗାମୀ ବିଶ୍ୱକପରେ ଅଂଶଗ୍ରହଣ କରିବ, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ ବିପକ୍ଷରେ ଲିଗ ମ୍ୟାଚ ଖେଳିବ…
ଛାତ୍ରୀଙ୍କୁ ମାଗଣା ଲାପଟପ ଦେବେ ସରକାର, ଏମିତି କରନ୍ତୁ ଆପ୍ଲାଏ…
ନୂଆଦିଲ୍ଲୀ,୨।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି ଏବଂ ଆପଣଙ୍କର ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଛନ୍ତି, ତେବେ କିଛି ପ୍ରୟାସ କରନ୍ତୁ ଏବଂ ଏଥିପାଇଁ ପ୍ରସ୍ତୁତି କରନ୍ତୁ। ଦିଲ୍ଲୀ ସରକାର ରାଜଧାନୀରେ CBSE ଛାତ୍ରୀଛାତ୍ରଙ୍କୁ ମାଗଣା ଲାପଟପ ପ୍ରଦାନ କରିବାକୁ ଯୋଜନା…

