Home Left

GST ପରେ ଏବେ ଆଉ ଏକ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି ସରକାର, ଟ୍ରମ୍ପ ଟାରିଫ ଟେନସନରୁ ଫ୍ରି ହେବେ ବ୍ୟବସାୟୀ

ନୂଆଦିଲ୍ଲୀ,୫।୯: GST (ସାମାନ୍ୟ ସାମଗ୍ରୀ ଏବଂ ସେବା ଟିକସ) ରେ ସଂସ୍କାର ପରେ, କେନ୍ଦ୍ର ସରକାର ଏବେ ଆମେରିକାର ନୂଆ ଶୁଳ୍କ ଦ୍ୱାରା ଅସୁବିଧାରେ ପଡ଼ିଥିବା ରପ୍ତାନିକାରୀଙ୍କ ପାଇଁ ଆଶ୍ୱସ୍ତି ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ସୂତ୍ରକୁ ଉଦ୍ଧୃତ କରି…

ଜଙ୍ଗଲରେ ମାଟିତଳେ ପୋତିଥିଲେ ମଦ, ଅବକାରୀ ବିଭାଗ ଚଢାଉ କରି…

ଆଠଗଡ଼,୫।୯: କଟକ ଜିଲା ଖୁଣ୍ଟୁଣି ଥାନା ଡାଳୁଅ ଏବଂ ଖଣ୍ଡୁଆଳି ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ବୁଧବାର ବଡ଼ ଧରଣର ଚଢାଉ କରାଯାଇଛି। ଚଢାଉ ବେବେ ମାଟି ତଳୁ ବିପୁଳ ପରିମାଣର ଦେଶୀମଦ ଜବତ କରାଯାଇଛି। ମାଟି ତଳୁ ୧୯୯୫ ଲିଟର…

“ରୁଷିଆ ତେଲ କିଣିବା ବନ୍ଦ କର”, ଭାରତ ଉପରେ ଚାପ ନ ଚାଲିବା ପରେ ୟୁରୋପ ଉପରେ କ୍ଷୁବ୍ଧ ଟ୍ରମ୍ପ

ନୂଆଦିଲ୍ଲୀ, ୪।୯: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ୟୁରୋପୀୟ ନେତାମାନଙ୍କ ସହ ଏକ ବୈଠକରେ କହିଛନ୍ତି ଯେ ଇଉରୋପୀୟ ଦେଶଗୁଡ଼ିକ ରୁଷିଆରୁ ତେଲ କିଣା ବନ୍ଦ କରିବା ଆବଶ୍ୟକ, କାରଣ ଏହା ରୁଷିଆର ୟୁକ୍ରେନ ବିରୋଧରେ ଯୁଦ୍ଧକୁ ଆର୍ଥିକ ସହାୟତା…

ବିଶ୍ୱରେ ମାଡ଼ିଆସୁଛି ଆଉ ଏକ ସଙ୍କଟ: ଜାତିସଂଘ ସାଧାରଣ ସଭାରେ ଚିନ୍ତା ପ୍ରକଟ କଲା ଭାରତ

ନୂଆଦିଲ୍ଲୀ,୫।୯: ଜାତିସଂଘ ସାଧାରଣ ସଭାରେ ଭାରତ ୟୁକ୍ରେନର ପରିସ୍ଥିତି ଏବଂ ଯୁଦ୍ଧ ଯୋଗୁ ଇନ୍ଧନ ମୂଲ୍ୟ ଉପରେ ଚିନ୍ତା ପ୍ରକାଶ କରିଛି। ଭାରତ କହିଛି ଯେ, ଏହି ସଂଘର୍ଷ ଯୋଗୁ ଗ୍ଲୋବାଲ ସାଉଥ ଦେଶଗୁଡ଼ିକ ବହୁତ ପ୍ରଭାବିତ ହେଉଛନ୍ତି। କୂଟନୈତିକ ପ୍ରୟାସ…

ନୂଆ ବିବାଦରେ ଫସିଲେ ଟ୍ରମ୍ପ, ମାମଲା ଦାୟର

ଓ୍ବାଶିଂଟନ,୫।୯: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନ୍ୟାସନାଲ ଗାର୍ଡ ନିୟୋଜନକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ଡିସିର ଆଟର୍ଣ୍ଣି ଜେନେରାଲ ବ୍ରାଏନ ସ୍କୱାଲ୍ବ ଏହାକୁ ବେଆଇନ ବୋଲି କହି ଫେଡେରାଲ କୋର୍ଟର ଦ୍ୱାରସ୍ଥ…

ଗୁରୁଦିବସରେ ଦିଲ୍ଲୀରେ ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୫ା୯: ଆଜି ପବିତ୍ର ଗୁରୁଦିବସ ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଛି…

ଗୁରୁ ଦିବସରେ ଅଘଟଣ: ପିଲା ବସିଥିବାବେଳେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି…

ବାସୁଦେବପୁର ୫।୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କିଷ୍ମତକୃଷ୍ଣପୁର ପଞ୍ଚାୟତରେ ବହୁମା ଘେରି ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ଅବସରରେ ହଠାତ୍‌ ସ୍କୁଲ ଛାତ ଖସି ପଡିବାରୁ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରୀମାନେ ହେଲେ…

ବାଂଲାଦେଶରେ ଆରମ୍ଭ ହେଲା ଆମେରିକାର ଖେଳ? US ଆର୍ମି ଅଫିସରଙ୍କ ମୃତଦେହ ମିଳିବା ପରେ ଉଠୁଛି ପ୍ରଶ୍ନ

ଢାକା,୫।୯: ବାଂଲାଦେଶରେ ବିଦ୍ରୋହ ପୂର୍ବରୁ ଶେଖ ହସିନା ଅଭିଯୋଗ କରିଥିଲେ ଯେ ଆମେରିକା ଏକ ବେସ୍‌ ଚାହୁଁଥିଲା। ତାଙ୍କ ବିଦ୍ରୋହ ପରେ ମଧ୍ୟ ଅନେକ ଅଭିଯୋଗ ଆସିଛି ଯେ ୟୁନୁସଙ୍କ ଆଗମନ ପରେ ବାଂଲାଦେଶରେ ଆମେରିକାର ହସ୍ତକ୍ଷେପ ବୃଦ୍ଧି ପାଇଛି। ଏବେ…

ତାତିଲେ ମହିଳା, ଆମ ବସ୍‌ ଅଟକାଇବାରୁ ଯାତ୍ରୀମାନେ…

ପାଟଣା,୫ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା, ପିଛୁଳାବେଡ଼ା ଓ ରହୁଣି ଦୁମା ଗାଁକୁ ଆମ ବସ୍‌ ଯାଉ ନ ଥିବାରୁ ଶୁକ୍ରବାର ଶତାଧିକ ମହିଳା ଏକତ୍ରିତ ହୋଇ ଜମୁଳେଇବେଡ଼ା ଛକ ନିକଟରେ ବସ୍‌କୁ ଦୀର୍ଘ ୪ଘଣ୍ଟା…

ଅତି ଚତୁରତାର ସହ ପିତ୍ତଳକୁ ସୁନା ଇଟା କହି ଏମିତି କରୁଥିଲେ ବେପାର, ଜଣାପଡିବା ପରେ…

ନୀଳଗିରି, ୪।୯(ପ୍ରଶାନ୍ତ ବିଶ୍ୱାଳ):  ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ବିଭିନ୍ନ ସମୟରେ ହନୁମାନ ପଇସା କାରବାର ହୋଇଆସୁଥିବା ବେଳେ ଗୁରୁବାର ନକଲି ସୁନା ଇଟା କାରବାର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଅତି ଚତୁରତାର ସହ ପିତ୍ତଳକୁ ତରଳାଇ…

ଗ୍ୟାସ ସିଲିଣ୍ଡର ଲଗାଇବାବେଳେ ଫାଟିଲା, ଉଡିଗଲା ଘର ଛାତ

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ରୋଷେଇ ଘର ଛାତ ଉଡ଼ିଯାଇଛି। ଏହି ଦୁର୍ଘଟଣାରେ ପ୍ରଫୁଲ୍ଲ ପାତ୍ର ନାମକ ଜଣେ ଯୁବକ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ…

GST ରିହାତି ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟ୍ରମ୍ପଙ୍କ ଟାରିଫକୁ ମାତ୍ ଦେବେ ମୋଦି

ନୂଆଦିଲ୍ଲୀ, ୫।୯: ଦ୍ରବ୍ୟ ଏବଂ ସେବା (ଜିଏସଟି)ର ଏକୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ କେନ୍ଦ୍ର ସରକାର ଏବେ ଆମେରିକାର ୫୦% ଟାରିଫରୁ ପ୍ରଭାବିତ ରପ୍ତାନିକାରୀଙ୍କ ପାଇଁ ରିହାତି ପଦକ୍ଷେପ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri