ଆମେରିକା ଓ୍ବେବ୍ସାଇଟ୍ ହ୍ୟାକ୍
ଓ୍ବାଶିଂଟନ,୬ା୧, (ପି.ଟି./ଆଇଏଏନ୍ଏସ୍): ଆମେରିକା ଓ ଇରାନ ପରସ୍ପରକୁ ଟାର୍ଗେଟ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଆମେରିକାର ଏକ ସରକାରୀ ଓ୍ବେବ୍ସାଇଟ୍ ଶନିବାର ହ୍ୟାକ୍ ହୋଇଯାଇଛି। ଇରାନର ହ୍ୟାକରମାନେ ଏପରି କରିଥିବା ଦାବି କରିଛନ୍ତି। ହ୍ୟାକର୍ସଙ୍କ ମତରେ ଓ୍ବେବ୍ସାଇଟ୍…
ନିୟମ ମାନୁନାହାନ୍ତି ବ୍ୟବସାୟୀ, ସ୍କୁଲ ପାଖରେ ପୋଡ଼ା ହେଉଛି ଇଟାଭାଟି
ନାଉଗାଁ,୬।୧ (ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ପୋଡ଼ାହେଉଛି। ସରକାରୀ ନିୟମକୁ ବେଖାତିର କରି ବ୍ୟବସାୟୀମାନେ ସ୍କୁଲ ଓ ଜନଗହଳି ସ୍ଥାନ ଆଦିରେ ଇଟାଭାଟିରେ ନିଆଁ ଲଗାଉଛନ୍ତି। ଏ ନେଇ ତହସିଲ ବା ରାଜସ୍ବ କାର୍ଯ୍ୟାଳରେ…
ଶୀତଦିନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ, ଆପଣାନ୍ତୁ କିଛି ଟିପ୍ସ
ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶୀତଦିନ ବେଶ୍ କଷ୍ଟଦାୟକ ହୋଇଥାଏ। ପ୍ରବଳ ଥଣ୍ଡା ଯୋଗୁ ଆଣ୍ଠୁଗଣ୍ଠି ବିନ୍ଧା ଅଧିକ ପରିମାଣରେ ହୋଇଥାଏ। ତେଣୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। * ଆଣ୍ଠୁଗଣ୍ଠି…
ହାଡ଼ଭଙ୍ଗା ଶୀତ ସତ୍ୱେ ମୋହନ ବାଗାନର ବିଜୟ
ଶ୍ରୀନଗର, ୫ା୧ (ପି.ଟି.)-ହାଡ଼ଭଙ୍ଗା ଶୀତ ସତ୍ୱେ ଏଠାରେ ରବିବାର ଅନୁଷ୍ଠିତ ଏକ ଆଇ-ଲିଗ୍ ମ୍ୟାଚରେ ମୋହନ ବାଗାନ ୨-୦ ଗୋଲରେ ରିୟଲ କଶ୍ମୀରକୁ ପରାସ୍ତ କରିଛି। ମ୍ୟାଚ ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟଭାବେ ଶେଷ ହୋଇଥିଲା। କୋଲକାତା ଦଳ ପକ୍ଷରୁ ଦ୍ୱିତୀୟାର୍ଦ୍ଧରେ ଜୋସେବା…
ଗୋଟେ ଓଭରରେ ୬ ଛକା ଲଗାଇ ସଦ୍ୱନ୍ତ୍ର କ୍ଲବରେ କାର୍ଟର
ଅକ୍ଲାଣ୍ଡ,୫।୧- ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଲିଓ କାର୍ଟର ରବିବାର ଗୋଟେ ଓଭରରେ ୬ ଛକା ମାରି ସ୍ବତନ୍ତ୍ର ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଘରୋଇ ଟି୨୦ ଟୁର୍ନାମେଣ୍ଟ ସୁପର ସ୍ମାଶରେ କାନ୍ଟବରି କିଙ୍ଗ୍ସ ପକ୍ଷରୁ ଖେଳୁଥିବା କାର୍ଟର ନର୍ଦନ ନାଇଟ୍ସ ବିପକ୍ଷରେ ଏହି…
ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦: ଟସ୍ ପରେ ବର୍ଷା ଆରମ୍ଭ
ଗୁଆହାଟୀ,୫।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ବର୍ଷା ଯୋଗୁ ଖେଲ ଆରମ୍ଭ ହୋଇପାରିନାହିଁ। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ବିରାଟ କୋହଲି। ଟସ୍ ପଡିବାର ୨୦…
ଉତ୍ତରପ୍ରଦେଶରେ ପଶିଲେ ୨ ଆତଙ୍କବାଦୀ: ହାଇଆଲର୍ଟ ଜାରି
ଲକ୍ଷ୍ନୌ,୫।୧: ଆଇଏସ୍ ଆତଙ୍କବାଦୀ ସଂଗଠନର ୨ ସନ୍ଦିଗ୍ଧ ଆତଙ୍କବାଦୀ ଉତ୍ତରପ୍ରଦେଶରେ ପ୍ରବେଶ କରିଛନ୍ତି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଭାରତ-ନେପାଳ ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ସୂଚନା ମିଳିବା ପରେ ସୀମାନ୍ତ…
ସୋଲେମାନୀ ନିହତ ଘଟଣା: ଆମେରିକାର ୭୦ ସହରରେ ବିରୋଧ ପ୍ରଦର୍ଶନ ଜାରି
ଓ୍ବାଶିଂଟନ୍,୫।୧: ଇରାନ୍ର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୋଲେମାନୀ ଆମେରିକା ଏୟାର ଷ୍ଟ୍ରାଇକରେ ମୃତ୍ୟୁ ହେବାପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଏହା ବିରୋଧରେ ଆମେରିକାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି। ହ୍ବାଇଟ୍ ହାଉସ୍ ଆଗରେ…
ସିଏଏ ହିଂସାରେ ମୃତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ଦେବ ସମାଜବାଦୀ ପାର୍ଟି
ଲକ୍ଷ୍ନୌ,୫।୧: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ହିଂସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସାହାଯ୍ୟ ଦେବା ପାଇଁ ସମାଜବାଦୀ ପାର୍ଟି(ଏସ୍ପି) ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ପାର୍ଟି ପକ୍ଷରୁ ଟୁଇଟ୍ ଯୋଗେ କୁହାଯାଇଛି। ଭାରତ…
ବିଷାକ୍ତ ଖାଦ୍ୟ ନେଲା ମାଖନ ହାତୀ ଜୀବନ
ବନ୍ତଳା, ୫।୧(ଡି.ଏନ.ଏ.)-ଅନୁଗୋଳ ବନଖଣ୍ଡ ପୁପୁଣ୍ଡା ସେକ୍ସନ ବିଟ୍ ଅଧୀନ ବୃନ୍ଦାବନପୁର ଗ୍ରାମରୁ ରବିବାର ସକାଳେ ଏକ ମାଖନ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ। ବିଷାକ୍ତ ଖାଦ୍ୟ ଖାଇ ହାତୀଟିର ମୃତ୍ୟୁ ହୋଇଥିବା ବନ…
ଶ୍ରୀ ଜଂଘା ବଡ଼ଦେଓ ବାର୍ଷିକ ପୂଜା: ବିଧାୟକଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଚର୍ଚ୍ଚା
ବଇଣ୍ଡା, ୫।୧(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଆମ୍ବଶରମୁଣ୍ଡା ଗ୍ରାମରେ ରବିବାର ଅନୁଷ୍ଠିତ ଶ୍ରୀ ଜଂଘା ବଡ଼ଦେଓଙ୍କ ବାର୍ଷିକ ପୂଜା ଉତ୍ସବରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୂଜା ଉତ୍ସବ ଉପଲକ୍ଷେ କଳସ…
‘ଧାନର ଏନ୍ତୁଡ଼ି ଶାଳ ଓଡ଼ିଶାର ମାଟି’
ବାଲେଶ୍ୱର ଅଫିସ,୫।୧-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆପାଢ଼ୀ ସ୍ଥିତ ନୂତନ ପରିସରରେ ସ୍ନାତକୋତ୍ତର ପରିଷଦ ତରଫରୁ ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ, ପନିପରିବାର ଉପାଦେୟତା ଏବଂ ଏହାର ସଂରକ୍ଷଣ ଜନିତ ସଚେତନତା ଉପରେ ଶନିବାର ‘ଏକ୍ସଟ୍ରା ମୁରାଲ ବକ୍ତୃତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆନ୍ତର୍ଜାତିକ…
Archives


