ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ମଥୁରାକୁ ଦହି ବିକିଗଲେ ଗୋପାଙ୍ଗନା
ବରଗଡ଼ ଅଫିସ,୪।୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ପଞ୍ଚମ ଦିବସ। ଏହି ଦିବସରୁ ଆରମ୍ଭ ହୋଇଛି ଗୋପୀ, ଗୋପାଙ୍ଗନାଙ୍କ ଦହି ବିକା ଦୃଶ୍ୟାଭିନୟ। ଚନ୍ଦ୍ରସେଣାଙ୍କ ସମେତ ଗୋପୀ,ଗୋପାଙ୍ଗନାମାନେ ଯମୁନା(ଜୀରାନଦୀ) ପାରି ହୋଇ ଗୋପପୁର(ଅମ୍ବାପାଲି)ରୁ ମଥୁରାନଗରୀ(ବରଗଡ଼)କୁ ପ୍ରବେଶ କରି…
ଓଜନ କମାଉଛନ୍ତି ଆମିର
ମୁମ୍ବାଇ: ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ତାଙ୍କ ଅପ୍ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ପାଇଁ ନିଜର ଓଜନ ପ୍ରାୟ ୨୦ କିଲୋ ବୃଦ୍ଧି କରିଥିଲେ। ଏବେ କିନ୍ତୁ ଆଉ କିଛି ସିନ୍ର ଶୁଟିଂ ପାଇଁ ତାଙ୍କୁ ଓଜନ…
୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ
ଜୟପୁର,୪।୧(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଶ୍ମଶାନରେ ପୋତି ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର…
ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର : ଜଣେ ଗିରଫ
ମାଲକାନଗିରି,୪।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଶୁକ୍ରବାର ରାତିରେ ଜଣକୁ ଗିରଫ କରିଛି । ସେ ହେଲେ ଜୟପୁର ଇରିଗେସନ କଲୋନୀର ଧନୁର୍ଜୟ ନାୟକ। ଧନୁର୍ଜୟ ଉକ୍ତ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ…
୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଗୁଡ୍ ନ୍ୟୁଜ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର, କରିନା କପୁର ଖାଁ, କିଆରା ଆଡଭାନୀ ଓ ଦିଲ୍ଜିତ ଦୋସାଞ୍ଜଙ୍କ ଅଭିନୀତ ଫିଲ୍ମ ‘ଗୁଡ୍ ନ୍ୟୁଜ’ ଏବେ ୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏବେ ପର୍ଯ୍ୟନ୍ତ ଫିଲ୍ମ ବକ୍ସ ଅଫିସରେ…
ଜୁଆ ଯୋଗୁ ବୁଡ଼ିଯାଇଥିଲା କ୍ୟାରିୟର
ଲଣ୍ଡନ,୪ା୧(ଏଏଫ୍ପି)- ଜୁଆ ଯୋଗୁ ଉଜ୍ଜ୍ୱଳମୟ କ୍ୟାରିୟର ପ୍ରଭାବିତ ହୋଇଥିବା ସ୍ବୀକାର କରିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ଓ୍ବେନ୍ ରୁନି। ଚଳିତ ସପ୍ତାହରେ ଡର୍ବି ପାଇଁ ପଦାର୍ପଣ କରିଥିବା ରୁନି କହିଛନ୍ତି, ଜୁଆରେ ପ୍ରାରମ୍ଭିକ ସଫଳତା ଯୋଗୁ ଫୁଟବଲ ପ୍ରତି ବିମୁଖ ହୋଇସାରିଥିଲି।…
ଶିଶୁ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସଚ୍ଚିନ
ନୂଆଦିଲ୍ଲୀ,୪।୧: ରାଜସ୍ଥାନର କୋଟାରେ ଶିଶୁ ମୃତ୍ୟୁ କମିବାର ନାଁ ନେଉନାହିଁ। ଶନିବାର ସୁଦ୍ଧା କୋଟାର ଜେକେ ଲୋନ ହସ୍ପିଟାଲରେ ପ୍ରାୟ ୧୦୭ଜଣ ଶିଶୁଙ୍କର ମୃତ୍ୟୁ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଶନିବାର ଏହି ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ…
ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବିକ୍ରାନ୍ତ
ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମେସି ଅପ୍ କମିଂ ଫିଲ୍ମ ‘ଛପାକ୍’ର ପ୍ରମୋଶନରେ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ଛପାକ୍’ରେ ଦୀପିକା ପାଦୁକୋନ୍ଙ୍କ ସହ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ନଜରକୁ ଆସିବେ। ବିକ୍ରାନ୍ତ ନିଜର ପର୍ସନାଲ ଓ ପ୍ରଫେଶନାଲ ଲାଇଫ୍ ପାଇଁ ସବୁବେଳେ…
ଜାଣନ୍ତି ଫାଶୀରେ ବ୍ୟବହୃତ ଦଉଡ଼ି ପରେ କ’ଣ ହୋଇଥାଏ
ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁଯାୟୀ ଜଘନ୍ୟ ଅପରାଧୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥାଏ। ମାତ୍ର ଫାଶୀ ପରେ ଏହି ଦଉଡ଼ି କେଉଁ କାମରେ ବ୍ୟବହାର କରାଯାଇଥାଏ ହୁଏତ ଅଧିକାଂଶ ଜାଣି ନ ଥିବେ। ଜାଣନ୍ତୁ ଏ ସମ୍ପର୍କରେ… ଏହି ଦଉଡ଼ିକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି।…
ସିଏଏ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା
ମୁଜଫରନଗର,୪।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ ମୁଜଫରନଗର ଗସ୍ତ କରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ହିଂସାର ଶିକାର ହୋଇଥିବା ପୀଡ଼ିତଙ୍କୁ ଓ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଶନିବାର ରୁକେୟା ପରଓ୍ବିନ ନାମକ ଯୁବତୀଙ୍କୁ ସେ ଭେଟିଥିଲେ। ଆଗକୁ…
ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତିଙ୍କ ପରଲୋକ
ଚେନ୍ନାଇ,୪।୧: ତାମିଲନାଡୁ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଏଆଇଏଡିଏମ୍କେ ନେତା ପିଏଚ୍ ପାଣ୍ଡିଆନଙ୍କ ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ତାମିଲନାଡୁର ଥିରୁନେଲଭେଲି ଜିଲାରେ ପାଣ୍ଡିଆନଙ୍କ ଜନ୍ମ…
ତେନ୍ଦୁଲକରଙ୍କ ହୃଦୟ ଜିଣିଲେ ଦିବ୍ୟାଙ୍ଗ
ମୁମ୍ବାଇ,୪ା୧- ଛତିଶଗଡ଼ର ଦାନ୍ତଓ୍ବୋଡାରେ ରହୁଥିବା ଦିବ୍ୟାଙ୍ଗ ଶିଶୁ ନିଜ କ୍ରିକେଟ ଖେଳ ବଳରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ହୃଦୟ ଜିଣି ନେଇଛନ୍ତି। ତାଙ୍କ ନାମ ମଡ୍ଡା ରାମ। ସେ ଭଲ କ୍ରିକେଟ ଖେଳନ୍ତି। ସାଙ୍ଗମାନଙ୍କ ସହ ସେ କ୍ରିକେଟ ଖେଳୁଥିବା…
Archives


