Home Left

ଗାଳି ହେବାରୁ ନିଷ୍ପତ୍ତି ବଦଳାଇଲେ ଅମ୍ପାୟର

ମୋହାଲି,୩।୧-ସ୍ଥାନୀୟ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମଠାରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଜାବର ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ଆଉଟ୍‌ ହେବା ପରେ କ୍ରିଜ୍‌ ଛାଡ଼ିବାକୁ ମନା କରିଥିଲେ। ଅମ୍ପାୟରଙ୍କୁ…

ଯୁବ ବ୍ୟବସାୟୀ ହତ୍ୟା ଘଟଣା: ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ

ତିହିଡ଼ି,୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ଅମୃତପୁର ଗ୍ରାମର ରତ୍ନାକର ଖୁଣ୍ଟିଆ ନାମକ ଜଣେ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଶୁକ୍ରବାର ପୂର୍ବାହ୍ନରେ ଗ୍ରାମବାସୀ ତିହିଡ଼ି ଥାନା ଘେରାଉ କରିଛନ୍ତି। ଏହା…

ଆଇସ୍‌-ସ୍ନୋ ଫେଷ୍ଟିଭାଲ୍‌: ୧୪ ଦେଶର କଳାକାର ନିର୍ମାଣ କରିଛନ୍ତି ୨ ଶହ କଳାକୃର୍ତ୍ତି

ବେଜିଂ,୩।୧: ଚାଇନାରେ ଆଇସ୍‌-ସ୍ନୋ ଫେଷ୍ଟିଭାଲ୍‌ ଆରମ୍ଭ ହୋଇଛି। ସ୍ଥାନୀୟ ହେଲୋଙ୍ଗୟାଙ୍ଗ୍‌ ପ୍ରଦେଶର ହାର୍ବିନ୍‌ଠାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ୧୪ ଦେଶର କଳାକାର ଯୋଗଦେଇ ୨ ଶହ ଆକର୍ଷଣୀୟ କଳାକୃର୍ତ୍ତି ନିର୍ମାଣ କରିଛନ୍ତି। ୬ ଲକ୍ଷ ବର୍ଗ ମିଟରରେ ଥିବା ଏହି…

ଗୁରୁଙ୍କୁ ମନେପକାଇ ଭାବୁକ ହେଲେ ସଚିନ

ଗୁରୁ ରମାକାନ୍ତ ଆଚରେକରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇ ଭାବୁକ ହୋଇଛନ୍ତି ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର। ଗୁରୁଙ୍କର ଏକ ପୁରୁଣା ଫଟୋ ଶେୟାର୍‌ କରି ସଚିନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଚରେକର୍‌ ସାର୍‌, ଆପଣ…

ମାଛକାନ୍ଦଣାରେ ପର୍ଯ୍ୟଟକଙ୍କ ଭିଡ଼

ରାଇସୁଆଁ,୩।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଭାଟୁଣିଆଁ ଗ୍ରାମ ନିକଟରେ ବହିଯାଇଛି ମାଛକାନ୍ଦଣା ନଦୀ। ଏହାର ପଥୁରିଆ ତଥା ମନଲୋଭା ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଭାଟୁଣିଆରେ ଏହା ଅବସ୍ଥିତ ହୋଇଥିବା…

ଅନ୍ତିମ ସଂସ୍କାର ପାଇଁ ଶ୍ୱଶୁରଙ୍କ ମୃତଦେହକୁ କାନ୍ଧରେ ବୋହି ନେଲେ ୪ ବୋହୂ

ପାଟନା,୩।୧: ବିହାରରେ ପରମ୍ପରାକୁ ଭାଙ୍ଗି ଶ୍ୱଶୁରଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ୪ ବୋହୂ କାନ୍ଧରେ ବୋହି ନେଇଛନ୍ତି। ଏବେ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ନଓ୍ବାଦ୍‌ ଜିଲାର ଆକବରପୁରର ପାନ୍ତି ଗାଁରେ…

ଓଏସ୍‌ଆର୍‌ଟିସି ଗ୍ୟାରେଜରେ ଶତାଧିକ ଗହମ ବସ୍ତା: ତାଲା ପକାଇଲେ ଯୋଗାଣ ବିଭାଗ ଅଧିକାରୀ

ଓଡ଼ଗାଁ,୩।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଅଫିସ ସାମ୍ନାରେ ଥିବା ଓଏସ୍‌ଆର୍‌ଟିସି ଗ୍ୟାରେଜ ନବ ନିର୍ମିତ ଅଫିସ କୋଠରି ଭିତରେ ଶତାଧିକ ଗହମ ବସ୍ତା ଥିବା ଦେଖିବାକୁ ମିଳିଛି। ବେଆଇନ ଭାବେ ଗହମ ମହଜୁଦ ଥିବା ଜାଣିି ପରିଷଦ ସଦସ୍ୟମାନେ ଏହା…

ଜମିରୁ କୃଷକ ପାଇଲେ ପ୍ରାଚୀନ ମୂର୍ତ୍ତି, ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ

ପାଟନା: ବିହାରର ଜଣେ କୃଷକ ଜମିରେ ଗାତ ଖୋଳୁଥିବା ସମୟରେ ଏକ ପ୍ରାଚୀନ ମୂର୍ତ୍ତି ପାଇଛନ୍ତି। ଯାହାର ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ ହେବ। ଏହି ମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି। କୃଷକ ଜଣକ ପ୍ରତିଦିନ ଜମିରେ କାମ…

ସୋଧି ରୟାଲ୍ସ ସ୍ପିନ୍‌ ବୋଲିଂ ପରାମର୍ଶଦାତା

ଜୟପୁର,୩।୧- ନ୍ୟୁଜିଲାଣ୍ଡ ଲେଗ୍‌ ସ୍ପିନର ଇଶ ସୋଧି ଆଇପିଏଲ୍‌ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସଙ୍କୁ ଦଳର ସ୍ପିନ୍‌ ବୋଲିଂ ପରାମର୍ଶଦାତା ଓ ଅପରେଶନ ଏକ୍‌ଜିକ୍ୟୁଟିଭ ଭାବେ ନିଯୁକ୍ତ କରାଯାଇଛି। ୨୭ ବର୍ଷୀୟ ଲେଗ୍‌ ସ୍ପିନର ରୟାଲ୍ସ ଦଳର ବୋଲିଂ କୋଚ୍‌ ସାଇରାଜ ବାହୁତୁଲେ…

ଫୁଲଝର ଆର୍ଡେଣ୍ଟ ଷ୍ଟିଲ୍‌ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ରାଇସୁଆଁ,୩।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତରେ ଥିବା ଆର୍ଡେଣ୍ଟ ଷ୍ଟିଲ୍‌ପ୍ଲାଣ୍ଟରେ ଗୁରୁବାର ରାତିରେ କୌଣସି କାରଣରୁ ଯନ୍ତ୍ରାଶଂରେ ନିଆଁ ଲାଗିଯାଇଥିଲା। ରାତିରେ ଲଘୁଚାପ ଜନିତ ବର୍ଷା ଯୋଗୁ ନିଆଁ ଆୟତ୍ତ ହୋଇଥିବା ଜଣାପଡ଼ିଛି। ତେବେ ମହବିଲ ଲିକ୍‌ ହୋଇ…

ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି

ଓ୍ବାଶିଂଟନ,୩।୧: ଆମେରିକା ଇରାକ୍‌ର ବାଗଦାଦ୍‌ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଏବେ ଏହାର ପ୍ରଭାବ ଅଶୋଧିତ ତୈଳ ବଜାରରେ ପଡ଼ିଛି। ଏହାଯୋଗୁ ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ପାଇଛି। ଅଶୋଧିତ ତୈଳ ଦାମ ବ୍ୟାରେଲ୍‌ ପିଛା…

ହାର୍ଦ୍ଦିକଙ୍କ ପ୍ରତି ବର୍ଣ୍ଣବୈଷମ୍ୟ କମେଣ୍ଟକୁ ବିରୋଧକଲେ ଫ୍ୟାନ୍ସ

ନୂଆଦିଲ୍ଲୀ,୩।୧- ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ତାଙ୍କ ବାନ୍ଧବୀ ସର୍ବୀୟ ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କ ସହ ନିର୍ବନ୍ଧ ହୋଇଛିି। ସୋସିଆଲ ମିଡିଆରେ କିଛି ଫଟୋ ଶେୟାରକରି ହାର୍ଦ୍ଦିକ ଏ ନେଇ ଘୋଷଣା କରିଥିଲେ। ଟୁଇଟର, ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ଶେୟାର କରାଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri