ବାଥ୍ ରୁମ୍ରେ ଥିଲେ, ଭାରତର ୫ଟି ଉଇକେଟ୍ ଯିବାପରେ ପଡିଆକୁ ଆସି ୧୭୫ ରନ୍ର ବିସ୍ଫୋରକ ଇନିଂଶ ଖେଳିଥିଲେ ମହାନ ଖେଳାଳି
ଭାରତୀୟ କ୍ରିକେଟ ଦଳର ମହାନ ଅଲରାଉଣ୍ଡର କପିଳ ଦେବଙ୍କ ଆଜି ୬୧ତମ ଜନ୍ମଦିବସ। ୧୯୫୯ ମସିହା ଆଜିର ଦିନରେ ସେ ଚଣ୍ଡୀଗଡରରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ କ୍ୟାରିୟରରେ ଉଭୟ ବ୍ୟାଟ୍ ଏବଂ ବଲ୍ରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ମୋଟ…
ଏ.ଆର୍. ରହମାନ୍ଙ୍କୁ ପୂରିଲା ୫୩: ଅସଫଳ ହୋଇ ଆତ୍ମହତ୍ୟା କରିବାକୁ ବହୁଥର କରିଥିଲେ ଉଦ୍ୟମ…
ମୁମ୍ବାଇ: ସଙ୍ଗୀତକାର ଏ.ଆର୍.ରହମାନ୍ ସୋମବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏ.ଏସ୍. ଦିଲ୍ଲୀପ୍ କୁମାର ମୁଦଲିଆର ଥିଲା। ତାଙ୍କ ଭଉଣୀ ୧୯୮୬ରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଏହି…
ୟୁପିରେ ପଶିଛନ୍ତି ଆତଙ୍କବାଦୀ
ବସ୍ତି(ୟୁପି),୬ା୧(ପି.ଟି.): ଉତ୍ତରପ୍ରଦେଶରେ ଆଇଏସ୍ର ଦୁଇଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଭାରତ-ନେପାଳ ସୀମା ଅନ୍ତର୍ଗତ ମହାରାଜଗଞ୍ଜ, କୁଶିନଗର ଏବଂ ସିଦ୍ଧାର୍ଥ ନଗର ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁଦୁଲ ସମାଦ ଓ…
ନିଜ ଦେଶ କଥା ଚିନ୍ତାକର: ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଓଓ୍ବାଇସିଙ୍କ ସମାଲୋଚନା
ହାଇଦ୍ରାବାଦ,୬ା୧(ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତୀୟ ମୁସଲମାନଙ୍କ ସମ୍ପର୍କରେ ମୁଣ୍ଡ ନ ଖେଳାଇ ନିଜ ଦେଶ କଥା ଚିନ୍ତା କରନ୍ତୁ ବୋଲି ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି। ହାଇଦ୍ରାବାଦ ନିକଟସ୍ଥ ସାଙ୍ଗାରେଡ୍ଡୀ ସହରରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)…
ଲେଉଟିବ ଶୀତ: ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ପୁଣି ଥରେ ବଢ଼ିବ ଶୀତ। ସୋମବାରଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇବା ସହ ଘନ କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। କିଛିଦିନ ହେବ ରାଜ୍ୟରେ ବର୍ଷା ପାଗ ରହୁଥିବାରୁ…
ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ ମରାମତି କାର୍ଯ୍ୟରେ ବିଳମ୍ବ: ରାଜପଥ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍
ଚଣ୍ଡିଖୋଲ,୬ା୧(ଡ଼ି.ଏନ.ଏ)- ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ଡେଥ୍ ଜୋନଭାବେ ପରିଗଣିତ ହେବା ପରେ ଜିଲା ପ୍ରଶାସନ ପାଇଁ ଚିନ୍ତା ବଢ଼ି ଯାଇଥିଲା। ସେଥିପାଇଁ ବାରମ୍ବାର ବୈଠକ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଡିସେମ୍ବର ୩୧ ସୁଦ୍ଧା ଏହି ଜାତୀୟ ରାଜପଥର ମରାମତି…
ବେଆଇନ ବାଲି ଖାଦାନ ଅଣାୟତ୍ତ: ବାରଣ ସତ୍ତ୍ୱେ ବ୍ୟବହାର ହେଉଛି ମେଶିନ
ଯାଜପୁର ଅଫିସ,୬ା୧- ଯାଜପୁର ଜିଲାରେ ରାଜନୈତିକ ଛତ୍ରଛାୟା ତଳେ ବେଆଇନ ଲଘୁ ଖଣିଜ ସମ୍ପଦ ଲୁଟ ସୀମା ଲଂଘିଛି। ଟାସ୍କଫୋର୍ସ କମିଟି, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ବିଧାନସଭାରେ ଆଲୋଚନା ଆଦି କୌଣସି ଧାର ଧାରୁନାହିଁ। ମାନୁଆଲ (ହସ୍ତଚାଳିତ) ମାଇନିଂ ଲିଜ ନେଇ…
କେନିଆରେ ଆମେରିକା ସେନାଘାଟିକୁ ଟାର୍ଗେଟ
ନାଇରୋବି,୬ା୧(ଏପି): ଆମେରିକା ଓ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାର ପ୍ରଭାବ ଏବେ ଅନ୍ୟ ଦେଶଗୁଡ଼ିକରେ ଅନୁଭୂତ ହେଲାଣି। ସୋମାଲିଆର ଚରମପନ୍ଥୀ ସଙ୍ଗଠନ ଅଲ୍-ଶବାବ୍ ରବିବାର ଭୋର ସମୟରେ କେନିଆସ୍ଥିତ ଆମେରିକାର ଏକ ସେନାଘାଟିକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ଆମେରିକାର…
ଖାଦାନରୁ କଳାପଥର ଲୁଟ ରୋକିବାରେ ପ୍ରଶାସନ ବିଫଳ: ପାର୍ଶ୍ୱ ରାସ୍ତାରେ ଚାଲିଛି ପରିବହନ
ଯାଜପୁର ଅଫିସ,୬।୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନରେ ଥିବା ବିଭିନ୍ନ ଖାଦାନରୁ କଳାପଥର ଲୁଟ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଚଢେଇଧରା-ଢେଙ୍କାନାଳ ଓ ଡଙ୍କାରୀ-୫୩ ନମ୍ବର ଜାତୀୟ ରାଜପଥ ଆଦି ୫ଟି ସ୍ଥାନରେ ଲୁହା…
ପରିଚାଳନା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି ଅଧ୍ୟକ୍ଷ, ଉପାଧ୍ୟକ୍ଷ: ଆର୍ଏମ୍ସି ଦାୟିତ୍ୱ ତୁଲାଉଛନ୍ତି କିରାଣି
ରାହାମା,୬।୧ (ଡି.ଏନ୍.ଏ.): ରାହାମା ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ପରିଚାଳନାଗତ ତ୍ରୁଟି ଯୋଗୁ ନାନା ଅସୁବିଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଆର୍ଏମ୍ସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବଜାର ପରିଚାଳନା କ୍ଷେତ୍ରରେ ଗୁରୁତ୍ୱ ଦେଉ…
୬୧ ବର୍ଷରେ ପାଦଦେଲେ କପିଲ୍ ଦେବ: ୧୯୮୩ରେ ଭାରତ ପାଇଁ ଆଣିଥିଲେ ପ୍ରଥମ ବିଶ୍ୱକପ୍
ନୂଆଦିଲ୍ଲୀ,୬।୧: ଅଲ୍ରାଉଣ୍ଡର କ୍ରିକେଟ୍ ତାରକା କପିଲ୍ ଦେବ୍ ସୋମବାର ୬୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୫୯ ଜାନୁୟାରୀ ୬ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କପିଲ୍ ଦେବ୍ ରାମଲାଲ୍ ନିଖଞ୍ଜ୍। ତାଙ୍କର ପ୍ରଭାବଶାଳୀ ଖେଳ ପାଇଁ ପ୍ରଶଂସକ…
ଇରାକ ପାର୍ଲାମେଣ୍ଟରେ ସହମତି: ବିଦା ହେବେ ଆମେରିକା ସୈନ୍ୟ
ବେରୁଟ,୬ା୧(ଏପି): ଇରାକରୁ ଆମେରିକା ସୈନ୍ୟଙ୍କୁ ବିଦା କରାଯିବ। ଦେଶରୁ ଆମେରିକା ସେନାକୁ ବିତାଡ଼ିତ କରିବା ପାଇଁ ରବିବାର ଇରାକ ପାର୍ଲାମେଣ୍ଟରେ ସହମତି ପ୍ରକାଶ ପାଇଛି। ପାର୍ଲାମେଣ୍ଟ ସଦସ୍ୟମାନେ ଦେଶରୁ ବିଦେଶୀ ସାମରିକ ଉପସ୍ଥିତି ହଟାଇବା ପାଇଁ ଅଣାଯାଇଥିବା ଏକ ସଂକଳ୍ପନାମା ସପକ୍ଷରେ…
Archives


