ଜମାକାରୀଙ୍କୁ ବ୍ୟାଙ୍କରୁ ମିଳୁନି ଟଙ୍କା: ବ୍ୟାଙ୍କ ସମ୍ମୁଖରେ ଧାରଣା ପାଇଁ ଚେତାବନୀ
ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ମୁଖ୍ୟରାସ୍ତା କଡ଼ରେ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ବହୁ ସଂଖ୍ୟକ ଜମାକାରୀଙ୍କ ଟଙ୍କା ମିଳୁ ନ ଥିବା ଅଭିଯୋଗ ହୋଇଛି। ଅନେକ ଜମାକାରୀଙ୍କ ସ୍ଥାୟୀ ଜମା ରାଶି…
SI ନିଯୁକ୍ତି: ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୮ା୯: ରାଜସ୍ଥାନରେ ୨୦୨୧ ସବ ଇନ୍ସପେକ୍ଟର (SI) ନିଯୁକ୍ତି ରଦ୍ଦ କରିବା ସିଙ୍ଗଲ ବେଞ୍ଚର ଆଦେଶ ଉପରେ ରାଜସ୍ଥାନ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛି। ସୋମବାର (୮ ସେପ୍ଟେମ୍ବର ୨୦୨୫) ଡିଭିଜନ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଥିଲା। ଚୟନ ପ୍ରାର୍ଥୀଙ୍କ…
ଜମ୍ମୁ-କଶ୍ମୀରର ଏକମାତ୍ର ଆପ୍ ବିଧାୟକ ଗିରଫ, ଯାଇପାରେ ପଦବୀ
ନୂଆଦିଲ୍ଲୀ,୮ା୯: ଜାମ୍ମୁ ଓ କାଶ୍ମୀରର ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ମେହରାଜ ମଲିକଙ୍କୁ ସୋମବାର ଦୋଡା ଜିଲାରେ ଜନସାଧାରଣରେ ଶାନ୍ତି ନଷ୍ଟ କରିବା ଅଭିଯୋଗରେ ପବ୍ଲିକ ସେଫଟି ଆକ୍ଟ (ପିଏସଏ) ଅଧୀନରେ ଗିରଫ କରାଯାଇଛି। ଏହା ପ୍ରଥମ ଥର ପାଇଁ…
କାଦୁଅ ହେଲା କାଳ: ଚାଲିଗଲା ଜଣଙ୍କ ଜୀବନ
ଭଞ୍ଜନଗର,୮ା୯(ବାବୁଲା ପ୍ରଧାନ): ତାରସିଂ ଥାନା ଅନ୍ତର୍ଗତ ଭୂରୁଡୁପଲ୍ଲୀରେ ସୋମବାର ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭୂରୁଡୁପଲ୍ଲୀର ପ୍ରକାଶ ଚନ୍ଦ୍ର ମହାନ୍ତି (୫୫) । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି।…
ଭାରତ-ଇସ୍ରାଏଲ ମଧ୍ୟରେ ବଡ଼ ଚୁକ୍ତି, ୩.୯ ବିଲିୟନ ଡଲାର ବାଣିଜ୍ୟ ପାଇଁ…
ନୂଆଦିଲ୍ଲୀ,୮।୯: ଭାରତ ଓ ଇସ୍ରାଏଲ ସୋମବାର ନୂଆଦିଲ୍ଲୀରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ସ୍ୱାକ୍ଷର କରି ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିଛନ୍ତି। ଏହି ଚୁକ୍ତି ଦ୍ୱାରା ପରସ୍ପର ନିବେଶକୁ ପ୍ରୋତ୍ସାହନ ଓ ସୁରକ୍ଷା ପ୍ରଦାନ କରାଯିବ। ଇସ୍ରାଏଲର ଅର୍ଥ ମନ୍ତ୍ରଣାଳୟ…
ଧର୍ମଶାଳାରେ ଭୁଷୁଡୁଛି ବିଜେଡି ଗଡ: ୧୦ ରେ ଭାଜପାର ମହାମିଶ୍ରଣ ପାଇଁ ସଜବାଜ
ଧର୍ମଶାଳା,୮।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଆଗକୁ ବିଜେଡି ଗଡ ଭୁଷୁଡି ଯିବ ବୋଲି ଆଲୋଚନା ଜୋର୍ ଧରିଛି। ନିର୍ବାଚନ ପରଠାରୁ ମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ବିଜେଡି କର୍ମୀମାନେ…
OPSC’କୁ ସଫଳ ନହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୮।୯: ଓଡ଼ିଶା ସୂଚନା ଆୟୋଗ ‘ଓଡ଼ିଶା ଲୋକସେବା ଆୟୋଗ’ (ଓପିଏସସି)କୁ ନିଯୁକ୍ତି ପରୀକ୍ଷାରେ ଅସଫଳ ପ୍ରାର୍ଥୀଙ୍କ ସାକ୍ଷାତକାର ନମ୍ବର ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ମନୋଜ ପରିଡ଼ା ଏହି ସମ୍ପର୍କରେ ଏକ ଆଦେଶ ଜାରି କରିଛନ୍ତି।…
ଅଟୋରେ ଜାଉଥିଲା ଗଞ୍ଜେଇ ଧରିପକାଇଲା ପୋଲିସ
ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସୋମବାର ପୁରୀ ସହର ବାସେଳୀସାହି ଥାନା ମାଟିତୋଟା ସାହିର ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଗ୍ରାମରେ ରହୁଥିବା ସୁକାନ୍ତ ମଲ୍ଲିକ ଓରଫ ଟିମାଙ୍କୁ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ କରିଛି। ଥାନା…
ରାସ୍ତାରୁ ଗୃହପାଳିତ ପ୍ରାଣୀ ହଟାଯାଉ ବୁଲା ଗାଈ, ଗୋରୁଙ୍କ ପାଇଁ ଦୁର୍ଘଟଣା ବଢୁଛି
ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଅବାଧରେ ଦିନ ରାତି ରାସ୍ତାରେ ବୁଲୁଥିବା ଗୃହପାଳିତ ପ୍ରାଣୀ (ଗାଈ, ଗୋରୁ, କୁକୁର, ଘୁଷୁରୀ, ମାଙ୍କଡ) ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ସମୟରେ ବିପଦର କାରଣ ହେଉଛନ୍ତି। ଏଥିସହ ଦୈନନ୍ଦିନ ଛୋଟ ବଡ…
ଏସିଆ କପ୍ ମହିଳା ହକି: ସୁପର-୪ରେ ଭାରତ
ହାଙ୍ଗ୍ଝୋ,୮ା୯: ନବନୀତ କୌର ଓ ମମ୍ତାଜ ଖାନ୍ଙ୍କ ହ୍ୟାଟ୍ରିକ୍ ବଳରେ ଭାରତ ଏସିଆ କପ୍ ମହିଳା ହକି ଟୁର୍ନାମେଣ୍ଟର ପୁଲ୍ ‘ବି’ରେ ୩୪ ର଼୍ୟାଙ୍କିଙ୍ଗପ୍ରାପ୍ତ ସିଙ୍ଗାପୁରକୁ ୧୨-୦ ଗୋଲରେ ପରାସ୍ତ କରିଛି। ଏଥି ସହିତ ଦଳ ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟ ପାଇଁ…
ପ୍ଲେୟର ଅଫ୍ ଦି ମନ୍ଥ ଦୌଡ଼ରେ ସିରାଜ
ଦୁବାଇ,୮ା୯:ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଭାରତୀୟ ପେସ୍ ବୋଲର ମହମ୍ମଦ ସିରାଜଙ୍କ ନାମ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ଲେୟର ଅଫ୍ ଦି ମନ୍ଥ୍ ପୁରସ୍କାର ସକାଶେ ସୁପାରିସ କରାଯାଇଛି। ପୁରସ୍କାର ଦୌଡ଼ରେ…
୧୪ରୁ ରାମଚଣ୍ଡୀଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା
ଛତ୍ରପୁର/ଗଞ୍ଜାମ,୮ା୯(ସନ୍ତୋଷ ପାଢ଼ୀ/ବିଦ୍ୟାଧର ସାହୁ): ଛତ୍ରପୁର ନିକଟବର୍ତ୍ତୀ ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ପର୍ବତ ଶିଖରେ ବିରାଜିତ ମା’ ରାମଚଣ୍ଡୀଙ୍କ ପୀଠରେ ଆସନ୍ତା ୧୪ ତାରିଖ ମୂଳାଷ୍ଟମୀରୁ ଷୋଡଶ ଦିନାତ୍ମକ ଶାରଦୀୟ ପୂଜା ଆରମ୍ଭ ହୋଇ ୨୯ ତାରିଖ ମହାଷ୍ଟମୀ…
Archives


