ସାମ୍ପ୍ରତିକ ସମୟର କାଳନେମୀ
ରାମାୟଣର ଏକ ଚରିତ୍ର କାଳନେମୀ ମାନେ ମାରୀଚ ନନ୍ଦନ ତଥା ଦଶାନନଙ୍କ ପାରିଷଦର ଜଣେ ମନ୍ତ୍ରୀଙ୍କ କାରନାମା ସମ୍ପର୍କରେ ସମସ୍ତେ ଜାଣିଥିବେ। ଏ ଚରିତ୍ର ନିଜର ଅବାଞ୍ଛିତ ଲୋଭ ସମ୍ବରଣ ନିମନ୍ତେ ହନୁମାନଙ୍କ ସମ୍ମୁଖରେ ସାଧୁ ବେଶରେ ଚିକଣିଆ କଥା କହି…
ପାଗଳ ପ୍ରେମିକ ଦଳ
ଆମ ସମୟର ଜଣେ ପ୍ରଥିତଯଶା ମାନବବାଦୀ କବି ସୂର୍ଯ୍ୟ ମିଶ୍ରଙ୍କର ଏକ କାବ୍ୟଗ୍ରନ୍ଥର ନାମ ‘ପାଗଳ ପ୍ରେମିକ ଦଳ’। ପ୍ରାୟ ୨୦ ବର୍ଷ ପୂର୍ବରୁ ପ୍ରକାଶିତ ଏହି କବିତା ସଂକଳନର ଶୀର୍ଷକ କବିତାର କେତୋଟି ପଂକ୍ତି ଥିଲା ପ୍ରେମୀମାନଙ୍କ ଚରିତ୍ର ଚିତ୍ରଣର…
ନୂତନ ଜଙ୍ଗଲ ସୃଷ୍ଟିରେ ହାତୀର ପ୍ରମୁଖ ଭୂମିକା ରହିଛି: ତଥାଗତ
ଯୋଡ଼ା/କେନ୍ଦୁଝର,୯ା୯(ମାନସ ମହାନ୍ତି/ନରେଶ ପଟ୍ଟନାୟକ/ଦୀପକ ମିଶ୍ର):ହାତୀ ଭଳି ବନ୍ୟପ୍ରାଣୀ ବଞ୍ଚିବା ଦରକାର। ହାତୀର ନିଜସ୍ବ ଚଲାପଥ ସେ ନିଜେ ବାଛିଥାଏ। ହାତୀର ମୃତ୍ୟୁ ମଧ୍ୟ ତାର ନିଜସ୍ବ ଚିହ୍ନିତ ସ୍ଥାନରେ ହୋଇଥାଏ। ହାତୀ ଏକ ବିଶାଳ ବନ୍ୟପ୍ରାଣୀ ହୋଇଥିବାରୁ ସେ ଜଙ୍ଗଲରେ ବିଚରଣ…
ବରଗଡ ସହରରେ ପ୍ରଶାସନର ଉଚ୍ଛେଦ ଅଭିଯାନ: ଉପରେ ଶାନ୍ତ, ଭିତରେ କୁହୁଳୁଛି
ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରସ୍ଥିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରା ବ୍ରିଜ୍ ରାସ୍ତା ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘବର୍ଷର ଦାବି ରହିଛି। ତେବେ ପ୍ରଶାସନିକ ଉଦାସୀନତା ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ବର୍ତ୍ତମାନ ସୁଦ୍ଧା ଏହି ରାସ୍ତାରୁ ଜବରଦଖଲ…
କ୍ରସ୍ଭୋଟିଂ ଉପରେ ନଜର
ନୂଆଦିଲ୍ଲୀ,୯ା୯(ପି.ଟି.): ଉପରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବାବେଳେ ଶାସକ ଏନ୍ଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବାକୁ ଯାଉଛି। ପାର୍ଲାମେଣ୍ଟର ଉଭୟ ସଦନର ସଦସ୍ୟମାନେ ସଂସଦ ଭବନରେ…
ସ୍ବଦେଶୀ ମେଳା କରିବାକୁ ଏନ୍ଡିଏ ଏମ୍ପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ନୂଆଦିଲ୍ଲୀ,୯ା୯(ପି.ଟି.): ଭାରତ ତିଆରି ସାସଗ୍ରୀଗୁଡ଼ିକର ପ୍ରଚାରପ୍ରସାର କରାଇବା ସହ ଜିଏସ୍ଟି ହ୍ରାସ ଉପରେ ବ୍ୟବସାୟୀ ଓ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଏନ୍ଡିଏ ଏମ୍ପିମାନେ ନିଜ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସ୍ବଦେଶୀ ମେଳା ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପରାମର୍ଶ…
ଘୂର୍ଣ୍ଣିବଳୟ ସକ୍ରିୟ: ଏହି ଦିନଠାରୁ କମିବ ବର୍ଷା
ଭୁବନେଶ୍ୱର,୯ା୯(ବନ୍ଦନା ସେଠୀ):ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୫ ଜିଲାରେ ଅତିପ୍ରବଳ ବର୍ଷା ହୋଇଥିବାବେଳେ ୨ ଜିଲାରେ ପ୍ରବଳ, ୬ ଜିଲାରେ ସ୍ବାଭାବିକ, ୪ ଜିଲାରେ ଅଭାବୀ, ୧୧ ଜିଲାରେ ଅତିଅଭାବୀ ଏବଂ ବାକି ୨…
ଗଜରା ପିନ୍ଧିଥିବାରୁ ଏୟାରପୋର୍ଟରେ ଅଭିନେତ୍ରୀଙ୍କୁ ୧.୧୪ ଲକ୍ଷ ଜରିମାନା
ମେଲବୋର୍ନ,୯ା୯:ସାଧାରଣତଃ ଦକ୍ଷିଣ ଭାରତୀୟ ମହିଳାମାନେ କେଶରେ ଗଜରା ଲଗାଇବାକୁ ପସନ୍ଦ କରିଥାନ୍ତି। ତେବେ ମାଲୟାଲମ ଅଭିନେତ୍ରୀ ନାଭ୍ୟା ନାୟାରଙ୍କ ପାଇଁ ଏହା ମହଙ୍ଗା ପଡ଼ିଛି। ୧୫ ସେ.ମି. ଲମ୍ବା ମଲ୍ଲୀଫୁଲର ଗଜରା ପିନ୍ଧିଥିବାରୁ ଅଷ୍ଟ୍ରେଲିଆର ମେଲବୋର୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ଉପରେ…
ନେପାଳରେ ଉପଦ୍ରବୀ Gen-Z ଙ୍କ ପ୍ରଦର୍ଶନ: ବ୍ୟାନ ଉଠାଇବାକୁ ଅସ୍ୱୀକାର କଲେ ପ୍ରଧାନମନ୍ତ୍ରୀ ଓଲି
ନୂଆଦିଲ୍ଲୀ,୮।୯: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ୨୬ଟି ସୋସିଆଲ ମିଡିଆ ଓ ଯୋଗାଯୋଗ ଆପ୍ ଉପରେ ଲାଗୁ ବ୍ୟାନ ଉଠାଇବାକୁ ଅସ୍ୱୀକାର କରିଛନ୍ତି। ଏହି ବ୍ୟାନ ବିରୋଧରେ ହିଂସାତ୍ମକ ବିକ୍ଷୋଭରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ସୋମବାର କ୍ୟାବିନେଟ…
ମହିଳାଙ୍କୁ ଜୀଅନ୍ତା ନିଆଁ ଲଗାଇଦେଲେ: ନିଜେ ସ୍କୁଟି ଚଲାଇ ହସ୍ପିଟାଲରେ ପହଞ୍ଚିଲେ, ହେଲେ…
ନୂଆଦିଲ୍ଲୀ,୮।୯: ଉତ୍ତର ପ୍ରଦେଶର ଫାରୁଖାବାଦରେ ୩୩ ବର୍ଷୀୟ ବିବାହିତା ମହିଳା ନିଶା ସିଂହଙ୍କୁ ଦୀପକ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସାଙ୍ଗମାନେ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଅଗଷ୍ଟ ୬ରେ ଘଟିଥିଲା। ନିଶା ତାଙ୍କ ବାପାଙ୍କ ଘରକୁ…
ଚର୍ଚ୍ଚାରେ ହାର୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା, ଏସିଆ କପ୍ ପୁରସ୍କାର ରାଶିର ୭ ଗୁଣ
ଦୁବାଇ,୮।୯: ଏସିଆ କପ ୨୦୨୫ ମଙ୍ଗଳବାର, ୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି, ଯେଉଁଥିରେ ଭାରତୀୟ ଦଳ ପ୍ରଥମ ମ୍ୟାଚ ୧୦ ସେପ୍ଟେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ବିପକ୍ଷରେ ଖେଳିବ। ଏହା ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ତାଙ୍କ ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ…
୫-ଟି କଲେଜରେ ଅନିୟମିତତା ଅଭିଯୋଗ: ପ୍ରଥମ ଦିନରେ ୩ କଲେଜରେ ଭିଜିଲାନ୍ସର ଛାନଭିନ
ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ୫-ଟି କଲେଜ କାମରେ ଅନିୟମିତତା ହୋଇଥିବା ନେଇଁ ଗତ ଜୁଲାଇ ମାସରେ କଳାହାଣ୍ଡି ଛାତ୍ର ସଂଘ ପକ୍ଷରୁ ଭିଜିଲାନ୍ସ ଠାରେ ଅଭିଯୋଗ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ସୋମବାର ଭବାନୀପାଟଣାସ୍ଥିତ…
Archives


