Home Left

ପ୍ରଥମେ ବୋଲିଂ କରିବ ଭାରତ

ଅକ୍‌ଲାଣ୍ଡ,୨୪।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପୂରା ମ୍ୟାଚ୍‌ରେ ପିଚ୍‌ ବ୍ୟାଟିଂ ଉପଯୋଗୀ ରହିବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ନିଷ୍ପତ୍ତି ନେଇଛନ୍ତି।…

କୋରୋନା ଭାଇରସ ଭୟ: ଉହାନରେ ଫସିଛନ୍ତି ୨୫ ଭାରତୀୟ

ବେଜିଂ,୨୪।୧: ଚାଇନାରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ୨୫ରେ ପହଞ୍ଚତ୍ଛି। ଏହି ରୋଗରେ ୮୩୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଉହାନ ସହରରେ ଆକ୍ରନ୍ତଙ୍କ ସଂଖ୍ୟ ଅଧିକ ବୋଲି ଜଣାପଡିଛି। ସହରରେ ୨୫ ଭାରତୀୟ ଛାତ୍ରୀଛାତ୍ର ଫସିରହିଥିବା ସୂଚନା ମିଳିଛି।…

ବାଲ୍‌ ପୁରସ୍କାର ବିଜେତାଙ୍କୁ ଭେଟିଲେ ମୋଦି: କହିଲେ, ତୁମମାନଙ୍କଠାରୁ ମୋତେ ପ୍ରେରଣା ମିଳୁଛି

ନୂଆଦିଲ୍ଲୀ,୨୪।୧: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪୯ଜଣଙ୍କୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ପ୍ରଦାନ କରିଛନ୍ତି। ଚଳିତବର୍ଷ ପୁରସ୍କାର ବିଜେତାଙ୍କୁ ଶୁକ୍ରବାର ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି…

ହଷ୍ଟେଲରେ ଲାଗିଲା ନିଆଁ: ଜିଅନ୍ତା ଜଳିଗଲେ ଏମ୍‌ବିବିଏସ୍‌ ଛାତ୍ରୀ

ବରେଲି, ୨୪।୧: ଉତ୍ତର ପ୍ରଦେଶର ବରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଏକ ମେଡିକାଲ କଲେଜ ହଷ୍ଟେଲରେ ନିଆଁ ଲାଗିଯିବା ଫଲରେ ଜଣେ ଏମବିବିଏସ୍‌ ଛାତ୍ରୀ ଜୀଅନ୍ତା ଜଳିଯାଇଛନ୍ତି। ମୃତ ଛାତ୍ରୀ ଜଣଙ୍କ ହେଲେ ସୁକୀର୍ତ୍ତି ଶର୍ମା। ସେ…

ପାଞ୍ଚ ଷ୍ଟାଡିୟମରେ ଟେଷ୍ଟ

ଭାରତରେ ଏବେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌କୁ ୫ଟି ଷ୍ଟାଡିୟମରେ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚିନ୍ତାକରିବା ଆବଶ୍ୟକ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ମତ ଦେଇ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି।…

ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ଗୋଳନ୍ଥରାରୁ ଉଦ୍ଧାର: ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ଶିଶୁପୁତ୍ର ଅପହରଣ ମାମଲାରେ ଖାରବେଳନଗର ଥାନା ପୋଲିସ ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳର ମହିଳାଙ୍କୁ ଗିରଫ କରିଛି। ସେ ହେଲେ ଗୋଳନ୍ତରା ଥାନା ଅନ୍ତର୍ଗତ ଦୁମୁଦୁମି ଗ୍ରାମ ଛକ ନିକଟରେ ଏକ କ୍ଲିନିକ୍‌ରେ କାମ କରୁଥିବା…

କିଏ କେଉଁଠି ପତାକା ଉତ୍ତୋଳନ କରିବେ: ଭୁବନେଶ୍ୱରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୬ରେ କିଏ କେଉଁ ସ୍ଥାନରେ ପତାକା ଉତ୍ତୋଳନ କରିବେ ସେ ନେଇ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ…

ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨୪।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମା ନିକଟବର୍ତ୍ତୀ ଜୈନଟ୍ରାଗ୍‌ରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜୈଶ-ଇ-ମହମ୍ମଦର ଜଣେ ସଦସ୍ୟ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଜଣକ ହେଲେ ଅବୁ ସୈଫୁଲା। ଏଥିରେ କେତେକ ଯବାନ ମଧ୍ୟ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଜୈଶ-ଇ-ମହମ୍ମଦ…

ଏଏପି ଅଫିସରେ ଏମ୍‌ବିଏ ଚାଏ ଓ୍ବାଲା, ମିଳୁଛି ୪ ପ୍ରକାରର ଚା’

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇପଡିଛି। ଏଏପି, କଂଗ୍ରେସ ଏବଂ ଭାଜପା କ୍ଷମତା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତିି। ଏସବୁ ଭିତରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ‘କାମ୍‌ କି ଚାଏ’ ଏବଂ ‘ଏକ ଚାଏ ଦିଲ୍ଲୀ କେ…

ଅନିଶ୍ଚିତ ଭବିଷ୍ୟତ

ବିଶ୍ୱର ଦଶମ ମହିଳା ଖେଳାଳିଭାବେ କ୍ୟାରିୟର ଗ୍ରାଣ୍ଡସ୍ଲାମ ହାସଲ କରିଥିବା ରୁଷିଆର ମାରିଆ ଶାରାପୋଭା ଏବେ ନିଜର ଭବିଷ୍ୟତ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଚଳିତ ଅଷ୍ଟ୍ରେଲିଆନ ଓପନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ସେ ଆତ୍ମବିଶ୍ୱାସ ହରାଇଛନ୍ତି। ଏକଦା…

ବ୍ଲାକ୍‌ କ୍ୟାପ୍‌ ଚ୍ୟାଲେଞ୍ଜ

ଏକ ସମ୍ପୂର୍ଣ୍ଣ ସିରିଜ ଖେଳିବା ପାଇଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରିଛି। ଭାରତ ଓ ନ୍ୟୁଜିଲାଣ୍ଡ ୫ଗୋଟି ଟି୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚରେ ପରସ୍ପରକୁ ଭେଟିବେ। ୨୪ ତାରିଖରେ ଅକ୍‌ଲାଣ୍ଡଠାରେ ପ୍ରଥମ ଟି୨୦…

ରାନୁ ଟ୍ରୋଲ୍‌ ହେବା ପରେ ହିମେଶ କହିଲେ ଯାହାର ସ୍ଥାନ ଯେଉଁଠି

ପଶ୍ଚିମବଙ୍ଗର ରାଣାଘାଟ ରେଲଓ୍ବେ ଷ୍ଟେଶନରେ ବସି ଲତା ମଙ୍ଗେସକରଙ୍କ କଣ୍ଠରେ ଗୀତ ଗାଇ ରାନୁ ମଣ୍ଡଳ ରାତାରାତି ସୁପରଷ୍ଟାର ପାଲଟି ଯାଇଥିଲେ। ସେତେବେଳେ ରାନୁଙ୍କ ଏକ ଭିଡିଓ ସୋସିିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଏହା ପରେ ବଲିଉଡ୍‌ର ଗୀତିକାର, ଗାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri