ବଜରଙ୍ଗ ଦଳର ନେତାଙ୍କୁ ହତ୍ୟା
ପାଟନା,୨୪।୧: ବିହାରର ବୈଶାଳୀସ୍ଥିତ ହାଜିପୁରରେ ଜଣେ ବଜରଙ୍ଗ ଦଳର ନେତାଙ୍କୁ ହତ୍ୟା କରାଯାଇଛି। ହାଜିପୁର ଏସଡିପିଓ ରାଘବ ଦୟାଲଙ୍କ ମୁତାବକ, ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ୩୬ ବର୍ଷୀୟ ନୀରଜ କୁମାରଙ୍କ ମୃତଦେହ ଏକ କୂଅରୁ ଉଦ୍ଧାର କରାଯାଇଛି। ନୀରଜ ଶରୀରରେ ଗୁଳି…
ଫଳ ଭେଣ୍ଡିଂ ଜୋନ୍ରେ ଅଗ୍ନିକାଣ୍ଡ: ଜଳିଗଲା ୧୭ ଦୋକାନ
ଭୁବନେଶ୍ବର,୨୪ା୧(ବ୍ୟୁରୋ):କଳ୍ପନା ଛକ ନିକଟ ମା’ ତାରିଣୀ ଭେଣ୍ଡିଂ ଜୋନରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟଛି। ଏଥିରେ ୧୭ରୁ ଊର୍ଦ୍ଧ୍ୱ ଫଳ ଦୋକାନ ପୋଡି ପାଉଁଶ ହୋଇଯାଇଛି। ଦୋକାନରେ ଥିବା ଫଳ ଓ ଅନ୍ୟ ସାମଗ୍ରୀ ଜଳି ଯାଇଛି। ସୂଚନାନୁଯାୟୀ,…
ବିଶ୍ୱକୁ ଭୟ ‘ସାର୍ସ’ ସଂକ୍ରମଣ
ଫୁସ୍ଫୁସରେ ଗୁରୁତର ପ୍ରଦାହକୁ ‘ସାର୍ସ’ (ସିଭିୟର ଆକ୍ୟୁଟ ରେସିପିରେଟୋରି ସିଣ୍ଡ୍ରୋମ୍ )କୁହାଯାଏ। ଭୂତାଣୁ ସଂକ୍ରମଣରୁ ଏହା ହୋଇଥାଏ। ଅଧିକ ଜ୍ୱର, କାଶ ଓ ମୁଣ୍ଡବିନ୍ଧା ହୁଏ। ବାନ୍ତି ଲାଗେ। ପ୍ରତିବର୍ଷ ଶୀତଦିନେ ଚାଇନା, କୋରିଆ ଓ ମଧ୍ୟପ୍ରାଚ୍ୟ ଦେଶରେ ଏହା ମହାମାରୀ…
ଜାତୀୟ ଶିଶୁକନ୍ୟା ଦିବସ: ସୁନିଶ୍ଚିତ କରାଯାଉ ବାଳିକାଙ୍କ ଅଧିକାର
ଭାରତରେ ମହିଳା ଓ ଝିଅମାନଙ୍କୁ ଦେବୀ ଓ ଲକ୍ଷ୍ମୀ ଭାବେ ବିବେଚନା କରାଯାଉଥିବା ବେଳେ ସେମାନେ ସମାଜରେ ଅସମାନତାର ଶିକାର ହେଉଛନ୍ତି। ଏହାକୁ ଦୂର କରି ଶିଶୁକନ୍ୟାମାନେ କିଭଳି ଏକ ସଶକ୍ତ,ସୁରକ୍ଷିତ ପରିବେଶ ପାଇପାରିବେ ସେଥିଲାଗି ପ୍ରତିବର୍ଷ ୨୪ ଜାନୁୟାରୀରେ ଜାତୀୟ…
ବନ୍ଧାପଡ଼ିଛି ଶୈଶବ
ଭୁବନେଶ୍ୱର,୨୪ା୧(ବ୍ୟୁରୋ):ଶିଶୁକନ୍ୟା ତଥା ଝିଅମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକାଧିକ ଯୋଜନା କରୁଛନ୍ତି। କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ‘ବିଜୁ କନ୍ୟାରତ୍ନ ଯୋଜନା’…
ଗର୍ଭବତୀଙ୍କୁ ଭିଜା ପ୍ରଦାନରେ ଆମେରିକାର କଟକଣା
ଓ୍ବାଶିଂଟନ,୨୪ା୧:‘ପ୍ରଜନନ ପର୍ଯ୍ୟଟନ’ ଉପରେ କଟକଣା ଲଗାଇବାକୁ ଯାଉଛନ୍ତି ଆମେରିକା ସରକାର। ଅନେକ ମହିଳା ପିଲା ଜନ୍ମ କରିବାକୁ ଆମେରିକା ଆସୁଛନ୍ତି, ଯେପରି ସେମାନଙ୍କ ପିଲା ସେଠାର ପାସ୍ପୋର୍ଟ ପାଇବାକୁ ଯୋଗ୍ୟ ହୋଇପାରିବ। ଏଭଳି ବ୍ୟବସ୍ଥା ବନ୍ଦ କରିବା ଲାଗି ଡୋନାଲ୍ଡ ଟ୍ରମ୍ପ୍…
ରାଜନୀତିରେ ରାଜ୍ ଠାକ୍ରେଙ୍କ ପୁଅ
ମୁମ୍ବାଇ,୨୪ା୧: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍) ମୁଖ୍ୟ ରାଜ୍ ଠାକ୍ରେ ଗୁୁରୁବାର ଦଳର ନୂଆ ପତାକା ଅନାବରଣ କରିଛନ୍ତି। ଏହାସହ ତାଙ୍କ ପୁଅ ଅମିତ ଠାକ୍ରେ(୨୭) ରାଜନୀତିିରେ ପାଦ ଥାପିଛନ୍ତି। ଗୋରେଗାଓଁରେ ଶିବସେନା ପ୍ରତିଷ୍ଠାତା ବାଲାସାହେବ୍ ଠାକ୍ରେଙ୍କ ୯୪ତମ ଜନ୍ମବାର୍ଷିକୀରେ ଏମ୍ଏନ୍ଏସ୍ର ମହାଅଧିବେଶନ…
ଆତ୍ମସମର୍ପଣ କଲେ ୬୪୪ ଉଗ୍ରପନ୍ଥୀ
ଗୁଆହାଟୀ,୨୪ା୧(ଆଇଏଏନ୍ଏସ୍):ଆସାମରେ ୮ଟି ବେଆଇନ ସଂଗଠନର ୬୪୪ ଜଣ ଉଗ୍ରପନ୍ଥୀ ଗୁରୁବାର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ଉଲ୍ଫା (ସ୍ବାଧୀନ), ଏନ୍ଡିଏଫ୍ବି, ଆର୍ଏନ୍ଏଲ୍ଏଫ୍, କେଏଲ୍ଓ, ସିପିଆଇ (ମାଓବାଦୀ), ଏନ୍ଏସ୍ଏଲ୍ଏ, ଏଡିଏଫ୍ ଏବଂ ଏନ୍ଏଲ୍ଏଫ୍ବିରୁ ଏତେସଂଖ୍ୟାରେ ଉଗ୍ରପନ୍ଥୀ ଆତ୍ମସମର୍ପଣ କରିବା ଏହା…
ଭଲ ବ୍ୟବହାର ପାଇଁ କୋହଳ ହେବନି ଫାଶୀଦଣ୍ଡାଦେଶ
ନୂଆଦିଲ୍ଲୀ,୨୪ା୧(ପି.ଟି.):ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀ ଯଦି ଦୋଷୀସାବ୍ୟସ୍ତ ହେବା ପରେ ଜେଲ୍ରେ ଭଲ ବ୍ୟବହାର ଦେଖାନ୍ତି, ତେବେ ସେମାନଙ୍କୁ ଦଣ୍ଡରୁ ମୁକ୍ତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଏପରି ହେଲେ ମୃତ୍ୟୁଦଣ୍ଡାଦେଶ ପାଇଥିବା କୌଣସି ଅପରାଧୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ…
ବେଜୋସ୍ଙ୍କ ଫୋନ୍ ହ୍ୟାକ୍ କରିଥିଲେ ଏମ୍ବିଏସ୍
ଡାଭୋସ୍,୨୪ା୧:୨୦୧୮ ଅକ୍ଟୋବରରେ ତୁର୍କୀସ୍ଥିତ ଇସ୍ତାନବୁଲ ଦୂତାବାସରେ ‘ଓ୍ବାଶିଂଟନ ପୋଷ୍ଟ’ ଖବରଦାତା ଜମାଲ କାଶୋଗୀଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ସୌଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲ୍ମାନଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଏହା ପରଠୁ ବିଦେଶୀ ପୁଞ୍ଜିନିବେଶ ବଢ଼ାଇ ସୌଦି ଆରବର…
‘ଆଞ୍ଚଳିକତାବାଦ ରାଜନୀତିରେ ବିଶ୍ୱାସ ନାହିଁ’
୨୦୧୯ ସାଧାରଣ ନିର୍ବାଚନ ପରେ ଭାଜପାରେ ଆରମ୍ଭ ହୋଇଥିବା ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ନିକଟରେ ଶେଷ ହୋଇଛି। କେନ୍ଦ୍ରରେ ଜଗତ୍ ପ୍ରକାଶ ନଡ୍ଡା ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଦାୟିତ୍ୱ ପାଇଛନ୍ତି। ଏପରିକି ଓଡିଶାରେ ସମୀର ମହାନ୍ତି ନୂଆ ସଭାପତି ହୋଇଛନ୍ତି। ୨୦୦୪ରୁ…
୮ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର
ଭୁବନେଶ୍ୱର,୨୪ା୧(ବ୍ୟୁରୋ):ରାଜଧାନୀରେ ପୁଣି ଲଜ୍ଜା। ଖଣ୍ଡଗିରି ଥାନା ଆଇଗଣିଆ ଅଞ୍ଚଳରେ ଥିବା ଏକ ବସ୍ତିରେ ଜଣେ ୮ବର୍ଷର ଶିଶୁ କନ୍ୟାଙ୍କୁ ଗଣବଳାକତ୍ାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଶିଶୁ କନ୍ୟାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ବଳାକତ୍ାର ମାମଲା…
Archives


