ପଏଣ୍ଟ ବାଣ୍ଟିଲେ ଚେଲସି-ଆର୍ସେନଲ
ଲଣ୍ଡନ,୨୨।୧- ଆର୍ସେନାଲ ଷ୍ଟାଇକର ହେକ୍ଟର ବେଲରିନଙ୍କ ଗୋଲଙ୍କ ଯୋଗୁ ଷ୍ଟାମଫର୍ଡ ବ୍ରିଜଠାରେ ଖେଳାଯାଇଥିବା ଚେଲସି ବିପକ୍ଷ ମ୍ୟାଚ୍କୁ ଆର୍ସେନଲ ୨-୨ ଗୋଲରେ ବରାବର ରଖିବାକୁ ସକ୍ଷମ ହୋଇଛି। ଫଳରେ ଟପ୍ ୪ରେ ସ୍ଥାନ ପାଇଥିବା ଚେଲସି ମ୍ୟାଚ୍ରୁ ମାତ୍ର ଏକ ପଏଣ୍ଟ…
ଜୟପୁରରେ ଭାଜପାର ସିଏଏକୁ ସମର୍ଥନ ରାଲି: ଯୋଗ ଦେଲେ ରୂପା ଗାଙ୍ଗୁଲୀ
ଜୟପୁର,୨୨।୧(ଡି.ଏନ୍.ଏ.): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ସଭା ଏମ୍ପି ରୂପା ଗାଙ୍ଗୁଲୀ ବୁଧବାର କୋରାପୁଟ ଜିଲା ଜୟପୁର ଯାତ୍ରା କରିଛନ୍ତି। ସେଠାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଲାଗି ଭାଜପା ପକ୍ଷରୁ ଆୟୋଜନ ହୋଇଥିବା ଶୋଭାଯାତ୍ରାରେ ସେ ଯୋଗ…
ଦାବି ପୂରଣ ନେଇ ଗୋଆଲଡ଼ିହି ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ରାଇସୁଆଁ,୨୨।୧(ଡି.ଏନ୍.ଏ.): ବିଭିନ୍ନ ସମସ୍ୟା ନେଇ କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋଆଲଡ଼ିହି ରେଲ୍ୱେ ସାଇଡିଂ ରାସ୍ତାକୁ ଶତାଧିକ ମହିଳା ପୁରୁଷ ବୁଧବାର ଅବରୋଧ କରିଛନ୍ତି। ରେଲ୍ୱେ ସାଇଡିଂ ନିର୍ମାଣ ଲାଗି ଭୂମି ଯୋଗାଇଥିବା ଗ୍ରାମବାସୀଙ୍କ ନିଯୁକ୍ତି, ବିଜୁଳି, ପାନୀୟ ଜଳ…
ଅଶ୍ୱ ଚାଳନା ଶିଖୁଛନ୍ତି ଏହି ଅଭିନେତା
ବିଗ ବଜେଟ ସିନେମା ‘ତଖ୍ତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଭିକ୍କି କୌଶଲ। ସେ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ଶୁଟିଂ ଭାରତରେ ଶେଷ କରିବା ପରେ ଫିଲ୍ମ ନିର୍ମାତା କରନ ଜୋହର ଏବେ ୟୁରୋପରେ…
ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର
ରାୟଗଡ଼ା ଅଫିସ,୨୨।୧: ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ଏକ ଦାବିପତ୍ର ବୁଧବାର ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସହରର କସ୍ତୁରୀ ନଗରସ୍ଥିତ ନାଗାବଳି ଶ୍ମଶାନ ଘାଟର ଉନ୍ନତୀକରଣ ପାଇଁ ରାୟଗଡ଼ା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସଚିଦା ନନ୍ଦଙ୍କୁ…
ଡରାଇ ଧମକାଇ ଲାଗୁ ହୋଇ ପାରିବନି ସିଏଏ: ଚନ୍ଦ୍ର ବୋଷ
କୋଲକାତା, ୨୨।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ପଶ୍ଚିମବଙ୍ଗ ଭାଜପା ଉପାଧ୍ୟକ୍ଷ ଚନ୍ଦ୍ର ବୋଷ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ପାର୍ଟି ଲାଇନ୍ ବାହାରକୁ ଯାଇ ମନ୍ତବ୍ୟ ଦେଇଛନ୍ତି। ଲୋକଙ୍କୁ ଡରାଇ ଧମକାଇ ସିଏଏ ଲାଗୁ କରାଯାଇ ପାରିବନି ବୋଲି ସେ…
ଗାଈକୁ ନେଇ ମହିଳା ଆଇଏଏସ୍, ଆଇପିଏସ୍ ଅଫିସରଙ୍କ ମଧ୍ୟରେ ଝଗଡା
ଗାନ୍ଧୀନଗର, ୨୨।୧: ଗୁଜରାଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କ ମଧ୍ୟରେ ଝଗଡା ଲାଗିଛି। ଝଗଡା ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଫିସକୁ ମାମଲାରେ ହସ୍ତକ୍ଷେପ କରିବାକୁ ପଡିଛି। ଏହି ଝଗଡା କୌଣସି ପ୍ରଶାସନିକ…
କଂଗ୍ରେସ ଜାରି କଲା ଷ୍ଟାର ପ୍ରଚାରକଙ୍କ ତାଲିକା
ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ ବୁଧବାର କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କ ନାମ ରହିଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ…
ଦାର୍ଜିଲିଂରେ ସିଏଏ-ଏନ୍ଆର୍ସି-ଏନ୍ପିଆର୍ ବିରୋଧରେ ରାଲି: ଯୋଗଦେଲେ ମମତା; ପିଲାଙ୍କୁ ବାଣ୍ଟିଲେ ପୋଷାକ
କୋଲକତା,୨୨।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦାର୍ଜିଲିଂରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା (ଏନ୍ଆର୍ସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍ପିଆର୍) ବିରୋଧରେ ରାଲି କରିଛନ୍ତି। କେନ୍ଦ୍ର ସରକାରଙ୍କ ଏସବୁ ଆଇନକୁ ଡରିବାର ଆବଶ୍ୟକତା ନାହିଁ। ରାଜ୍ୟ ସରକାର…
୫ବର୍ଷରେ ୧.୩୦କୋଟି ଟଙ୍କା ବୃଦ୍ଧି ପାଇଛି କେଜରିଓ୍ବାଲଙ୍କ ସମ୍ପତ୍ତି
ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୮ରେ ହେବାକୁ ଥିବା ବେଳେ ୧୧ରେ ଏହାର ଫଳାଫଳ ଆସିବ। ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ନୂଆଦିଲ୍ଲୀ ଆସନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନାମାଙ୍କନ ପତ୍ର ଦାଖଲ…
କୋହଲିଙ୍କ ଅପେକ୍ଷାରେ ରେକର୍ଡ
ଅକ୍ଲାଣ୍ଡ,୨୨।୧- ବହୁ ରେକର୍ଡର ଅଧିକାରୀ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଉ ଏକ ରେକର୍ଡ ଅପେକ୍ଷା କରିଛି। ଅନ୍ତର୍ଜାତୀୟ ଟି୨୦ ଇତିହାସରେ ସର୍ବାଧିକ ଥର ମ୍ୟାନ ଅଫ୍ ଦି ମ୍ୟାଚ୍ ଜିତିବାରେ କୋହଲି ମିଳିତ ଶୀର୍ଷରେ ଅଛନ୍ତି। କୋହଲି ୧୨ ଥର…
କନ୍ୟାକୁ କୋଳରେ ଧରି ଫେରା ନିଅନ୍ତି ବର…
ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାହ ନେଇ ରହିଛି ବହୁ ପରମ୍ପରା। ବିବାହ ପରେ କନ୍ୟା ବର ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥାନ୍ତି । ତେବେ ରାଜସ୍ଥାନରେ ବାସ କରୁଥିବା ଶ୍ରୀମାଲି ସମ୍ପ୍ରଦାୟରେ ଫେରା ସମୟରେ ବର କନ୍ୟାକୁ…
Archives


