Home Left

୬ ବର୍ଷରେ ଟେଲରଙ୍କ ପ୍ରଥମ ଟି୨୦ ଅର୍ଦ୍ଧଶତକ

ଅକ୍‌ଲାଣ୍ଡ,୨୪।୧- ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ବରିଷ୍ଠ ବ୍ୟାଟ୍ସମ୍ୟାନ ରସ ଟେଲର ୨୭ ବଲରେ ବିସ୍ଫୋରକ ୫୪ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ଅର୍ଦ୍ଧଶତକୀୟ ଇନିଂସରେ ସାମିଲ ଥିଲା ୩ ଲେଖାଏ ଚୌକା ଓ ଛକା। ଗତ ୬…

ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୨୪।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀମାନେ ପୁଣି କୋର୍ଟ ପହଞ୍ଚିଛନ୍ତି। ଏମାନଙ୍କ ପାଇଁ ଲଢୁଥିବା ଓକିଲ ଏପି ସିଂ ଶୁକ୍ରବାର ପୁଣିଥରେ ପଟିଆଲା ହାଉସ କୋର୍ଟ ପହଞ୍ଚିଥିବା ଜଣାପଡିଛି। ଏଥର ସେ ତିହାର ଜେଲ ପ୍ରଶାସନ ଉପରେ ଅଭିଯୋଗ ଆଣି ଆବେଦନ…

ଭାରତ ଆଗରେ ବିଶାଳ ବିଜୟଲକ୍ଷ୍ୟ

ଅକ୍‌ଲାଣ୍ଡ,୨୪।୧- ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୨୦୪ ରନ୍‌ର ବିଶାଳ ବିଜୟଲକ୍ଷ୍ୟ ଛିଡ଼ା କରିଛି। ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ କଲିନ ମୁନ୍‌ରୋଙ୍କ ଧୂଆଁଧାର ଆରମ୍ଭ ପରେ ଅଧିନାୟକ କେନ ଓ୍ବିଲିୟମସନ…

ଝିଣ୍ଟିକା ବୋଝେଇ ଟୋକେଇ ଧରି ବିଧାନସଭା ପହଞ୍ଚିଲେ ଭାଜପା ବିଧାୟକ

ଜୟପୁର,୨୪।୧: ରାଜସ୍ଥାନ ବିଧାନସଭାରେ ଶୁକ୍ରବାର ଏକ ଆଶ୍ଚର୍ଯ୍ୟକଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ବିହାରୀ ଲାଲ ନୋଖା ଶୁକ୍ରବାର ଏକ ଝିଣ୍ଟିକା ବେଝେଇ ଟୋକେଇ ଧରି ବିଧାନସଭା ଭିତରେ ପ୍ରବେଶ କରିଛନ୍ତି। ଏହାକୁ ଦେଖିବା ପରେ…

କେଉଁମାନଙ୍କୁ ହୋଇଥାଏ ବ୍ରେନ୍‌ ଷ୍ଟ୍ରୋକ୍‌ ଜାଣନ୍ତୁ

ମସ୍ତିଷ୍କରେ ହେଉଥିବା ଷ୍ଟ୍ରୋକ୍‌କୁ ବ୍ରେନ୍‌ ଷ୍ଟ୍ରୋକ୍‌ କୁହାଯାଏ। ଏଭଳି ପରିସ୍ଥିତିରେ ମସ୍ତିଷ୍କକୁ ରକ୍ତ ପହଞ୍ଚିବାରେ ସମସ୍ୟା ଦେଖା ଦେଇଥାଏ। ଯଦ୍ଦ୍ବାରା ମସ୍ତିଷ୍କର କୋଷିକା ନଷ୍ଟ ହୋଇ ଯାଇଥାଏ। ଷ୍ଟ୍ରୋକ୍‌ ସମୟରେ ଶରୀରର କୌଣସି ଅଙ୍ଗ କାମ କରି ନ ଥାଏ। ସ୍ବାସ୍ଥ୍ୟ…

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ଧାମନଗର,୨୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଜଗନ୍ନାଥ ଧାମନଗର ନିର୍ବାଚନ ମଣ୍ଡଳୀରୁ ୩…

ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତି: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୨୪।୧: ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ଅର୍ଜିକୁ ଏତଲା ଭାବେ ଗ୍ରହଣ କରି ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଯେ, ଓମ୍‌ଫେଡ୍‌ କଟକ ଜିଲା ଦୁଗ୍ଧ ସଂଘରେ ୧୩…

କଲେଜ ପରିଚାଳନା କମିଟିରୁ ରାଜନେତା ବାଦ୍‌ ପଡ଼ିବା ପ୍ରସଙ୍ଗ: ସୁଶାନ୍ତ କହିଲେ ‘ବିଧାୟକଙ୍କୁ ସଦସ୍ୟ ଭାବେ ରଖାଯାଉ’

ଭୁବନେଶ୍ୱର,୨୪।୧(ବ୍ୟୁରୋ): କଲେଜ ପରିଚାଳନା କମିଟିରୁ ରାଜନେତାଙ୍କୁ ବାଦ ଦିଆଯିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ। ଶୁକ୍ରବାର ତାଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ। ସେ କହିଛନ୍ତି, ବିଧାୟକମାନେ କମିଟିରେ ରହିବା କଥା। ଯେହେତୁ ବିଧାୟକ…

ବଦଳିପାରେ ଆଇପିଏଲ ମ୍ୟାଚ୍‌ ଟାଇମିଂ

ମୁମ୍ବାଇ,୨୪।୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଗଭର୍ନିଂ କାଉନ୍‌ସିଲ(ଜିସି)ବୈଠକ ନୂଆଦିଲ୍ଲୀଠାରେ ସୋମବାର ଅନୁଷ୍ଠିତ ହେବ। ଏହାର ମୁଖ୍ୟ ଏଜେଣ୍ଡା ହେଉଛି ଆଇପିଏଲ ମ୍ୟାଚ୍‌ ଟାଇମିଂ। ୨୦୨୦ ସଂସ୍କରଣର କାର୍ଯ୍ୟସୂଚୀ ପ୍ରକାଶ ପାଇବାକୁ ଥିବାବେଳେ ଗୁଆହାଟୀ ଷ୍ଟାଡିୟମରେ ଖେଳିବାକୁ ରାଜସ୍ଥାନ ରୟାଲ୍ସର ଅନୁରୋଧ…

ସିଏଏକୁ ସମର୍ଥନ କରୁଥିବା ହିନ୍ଦୁ ପରିବାରକୁ ପାଣି ବନ୍ଦ ଘଟଣା: ଟୁଇଟ କରିଥିବା ଏମ୍‌ପିଙ୍କ ନାଁରେ ମାମଲା ରୁଜୁ

ମଲ୍ଲାପୁରମ୍‌,୨୪।୧: କର୍ନାଟକର ଜଣେ ଭାଜପା ଏମ୍‌ପି ଶୋଭା କରାଣ୍ଡଲାଜେ କେରଳର ମଲ୍ଲାପୁରମ୍‌ରେ ନାଗରିକତ୍ୱ ସଂଶୋଧିତ ଆଇନ(ସିଏଏ)କୁ ସମର୍ଥନ କରୁଥିବା ହିନ୍ଦୁମାନଙ୍କୁ ପିଇବା ପାଣି ଯୋଗାଣ ବନ୍ଦ କରାଯାଉଛି ବୋଲି ଏକ ଟୁଇଟ୍‌ କରିଥିଲେ। ଧର୍ମ ଏବଂ ଜାତି ଆଧାରରେ ସାମ୍ପ୍ରଦାୟିକ ଭେଦଭାବକୁ…

ସାପକୁ ଭୟ ନ କରି ୩ କୁକୁର ଛୁଆଙ୍କୁ କୂଅରୁ ଉଦ୍ଧାର କଲେ ପୋଲିସ କର୍ମଚାରୀ

ଲକ୍ଷ୍ନୌ,୨୪।୧: ଉତ୍ତର ପ୍ରଦେଶର ଆମରୋହାରେ ୩ଟି କୁକୁର ଛୁଆଙ୍କୁ କୂଅରୁ ଉଦ୍ଧାର କରିଛି ପୋଲିସ। ଏବେ ସୋସିଆଲ ମିଡିଆରେ ୟୁପି ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ଆମରୋହାରେ ଏକ କୂଅରେ ୩ଟି କୁକୁର ଛୁଆ ପଡିଯିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ…

ଟେନିସରୁ ଓଜନିଆକିଙ୍କ ଅବସର

ମେଲବୋର୍ନ,୨୪।୧(ଏଏଫ୍‌ପି)- କାରୋଲିନା ଓଜନିଆକିଙ୍କ ଉଜ୍ଜ୍ୱଳମୟ ଟେନିସ କ୍ୟାରିୟର ଅଷ୍ଟ୍ରେଲିଆନ ଓପନରେ ଶେଷ ହୋଇଛି। ଶୁକ୍ରବାର ନିମ୍ନ ର଼୍ୟାଙ୍କଧାରୀ ଟୁନିସିଆ ଖେଳାଳି ଓନ୍ସ ଜାବେଙ୍କଠାରୁ ୭-୫, ୩-୬, ୭-୫ ସେଟ୍‌ରେ ପରାଜୟ ସହ ଓଜନିଆକି ଅନ୍ତର୍ଜାତୀୟ ଟେନିସରୁ ବିଦାୟ ନେଇଛନ୍ତି। ପୂର୍ବତନ ଶୀର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri