Home Left

‘ବିଗ୍‌ବସ୍‌-୧୩’ର ଏହି ତିନିଜଣ ପ୍ରତିଯୋଗୀଙ୍କୁ ପସନ୍ଦ କରୁଛନ୍ତି ଭୁବନେଶ୍ୱରୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍‌ବସ୍‌-୧୩’। ଶୋ’ ନିର୍ମାତା ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଡୋଜ୍‌ ଦେବାକୁ ଭଳିକିଭଳି ଉପାୟ ଆପଣାଉଛନ୍ତି। ନୂଆ ନୂଆ ଟୁଇଷ୍ଟ ଆଣ୍ଡ ଟର୍ନ ଯୋଗୁ ଶୋ’ ଟିଆର୍‌ପି ତାଲିକାର ଶୀର୍ଷରେ ରହିଆସୁଛି। ତେବେ ଯଦି ଶୋ’ର ଫର୍ମାଟ୍‌କୁ ଦେଖାଯାଏ,…

ବ୍ରଡ ଦଣ୍ଡିତ

ଜୋହାନ୍ସବର୍ଗ,୨୮।୧: ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ଦ୍ୱିତୀୟ ଇନିଂସବେଳେ ପ୍ରତିପକ୍ଷ ଅଧିନାୟକ ଫାପ ଡୁପ୍ଲେସିଙ୍କୁ ଖରାପ ଭାଷାରେ ଗାଳି କରିଥିଲେ, ଯାହା ସିଧା ପ୍ରସାରଣ…

ଏକତରଫା ପ୍ରେମକୁ ନେଇ ଯୁବକଙ୍କ ଉପରେ ଏସିଡ୍‌ ମାଡ଼ କଲେ ଯୁବତୀ

ଉନ୍ନାଓ,୨୮।୧: ପ୍ରତିଦିନ ରୋଡ ରୋମିଓଙ୍କ ଓ ଏସିଡ୍‌ ମାଡ଼ ଘଟଣା ସାମ୍ନାକୁ ଆସୁଛି। ହେଲେ ଉତ୍ତରପ୍ରଦେଶ ଉନ୍ନାଓରୁ ଏକ ବିଚଳିତ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଏକ ତରଫା ପ୍ରେମକୁ ନେଇ ଜଣେ ଯୁବତୀ ଜଣେ ଯୁବକଙ୍କ ଉପରେ ଏସିଡ୍‌…

ଖୁଦଖାଇ ନାଳ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର, କାଦୁଅରେ ଫସି ମୃତ୍ୟୁ ସନ୍ଦେହ

କାମାକ୍ଷାନଗର,୨୮।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ତୁରୁସିଙ୍ଗା ଖୁଦଖାଇ ନାଳ ନିକଟରୁ ମଙ୍ଗଳବାର ଏକ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। କାଦୁଅରେ ଫସି ଯାଇ ହାତୀ ଛୁଆଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହାତୀଟିର ବୟସ ପ୍ରାୟ ଏକ ମାସ…

କୋହଲିଙ୍କ ନୂଆ ନାଁ ଦେଲେ କଙ୍ଗନା

ନିଜ ଫିଲ୍ମ ଏବଂ କଡ଼ା ବୟାନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ନିଜ ଫିଲ୍ମ ‘ପଙ୍ଗା’ ପ୍ରମୋଶନ ଅବସରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କ ବିରାଟ କୋହଲିଙ୍କୁ ‘ପଙ୍ଗା କିଙ୍ଗ୍‌’ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି,…

ଆମ ଆଦମୀ ପାର୍ଟି ପାଇଁ ପ୍ରଚାର କଲେ ଦଦଲାନି

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ଯୋରସୋରରେ ଚାଲିଛି। ବିଭିନ୍ନ ଦଳ ପକ୍ଷରୁ ଷ୍ଟାର ପ୍ରଚାରକମାନେ ଭୋଟରଙ୍କୁ ଆକର୍ଷିତ କରିବାକୁ ଆଗେଇ ଆସୁଥିବା ବେଳେ ଏଥିରେ କେତେଜଣ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଦିଲ୍ଲୀର ଶାସକ…

ସାଇକ୍ଲିଷ୍ଟ ଆଲବେନଙ୍କୁ ସ୍ବର୍ଣ୍ଣ

ବର୍ଲିନ,୨୮।୧(ପି.ଟି.): ଭାରତୀୟ ସାଇକ୍ଲିିଷ୍ଟ ଇସୋ ଆଲବେନ ବର୍ଲିନ ଟୁର୍ନାମେଣ୍ଟର ପୁରୁଷ କେଇରିନ ଇଭେଣ୍ଟର ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୮ ବର୍ଷୀୟ ସାଇକ୍ଲିିଷ୍ଟ ପୋଡିୟର ଶୀର୍ଷସ୍ଥାନ ଅଧିକାର କରିବା ସହ ୨୦ କ୍ଲାସିଫିକେଶନ ପଏଣ୍ଟ ହାତେଇଛନ୍ତି। ୨୦୧୭ ବିଶ୍ୱ ଚାମ୍ପିୟନଶିପ…

ବାଂଲାଦେଶର ଏକ ଘରୋଇ ଦିନିକିଆ ମ୍ୟାଚ୍‌ରେ ୪୮ ଛକା, ୭୦ ଚୌକା

ଢାକା,୨୮।୧(ଏଏଫ୍‌ପି): ଦେଶର ଏକ ଦ୍ୱିତୀୟ ଶ୍ରେଣୀର ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ମୋଟ ୮୧୮ ରନ୍‌ ସ୍କୋର ହୋଇଛି। ମ୍ୟାଚ୍‌ରେ ଉଭୟ ଦଳ ୪୮ ଛକା ଓ ୭୦ ଚୌକା ମାରିଛନ୍ତି। ନର୍ଥ ବେଙ୍ଗଲ କ୍ରିକେଟ ଏକାଡେମୀ (୪୩୨/୪) ୪୬ ରନ୍‌ରେ…

ବିଶ୍ୱ ରେକର୍ଡ କଲେ ୭ହଜାର ଛାତ୍ର

ମଦୁରାଇ,୨୮।୧: ତାମିଲନାଡୁ ମଦୁରାଇର ସିଇଓଏ ବିଦ୍ୟାଳୟର ପ୍ରାୟ ୭ହଜାର ଛାତ୍ର ବିଶ୍ୱ ରେକର୍ଡ କରିଛନ୍ତି। ମଙ୍ଗଳବାର ଏହି ଛାତ୍ରମାନେ ଗଛର ଫେଣ୍ଟିଂ କରି ଏହି ବିଶ୍ୱ ରେକର୍ଡ କରିଛନ୍ତି। ଏହାକୁ ନେଇ ଶେଷଥର ପାଇଁ ନେଦଲାଣ୍ଡସର ଗୋଟିଏ ସ୍କୁଲର ପ୍ରାୟ ୨ହଜାର…

ଗିରଫ ହେଲେ ଶରଜିଲ

ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶରଜିଲ ଇମାମଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଓ ବିହାର ପୋଲିସର ମିଳିତ ଅଭିଯାନରେ ଜହାନାବାଦରୁ ଶରଜିଲଙ୍କୁ ମଙ୍ଗଳବାର ଦ୍ୱିପ୍ରହରରେ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କୁ ଗିରଫ…

୭.୫ କୋଟି ଟଙ୍କାରେ ଶୁଟିଂ ହେବ ସଲମାନ-ରଣଦୀପଙ୍କ ଫାଇଟ୍‌ ସିନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏବେ ଫିଲ୍ମକୁ ନେଇ କିଛି ନୂଆ ଅପଡେଟ୍ସ ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି ଏହାର କ୍ଲାଇମାକ୍ସ ହେଭି ଭିଏଫ୍‌ଏକ୍ସ ସହ…

ମାଙ୍କଡ଼ଙ୍କ ଦୌରାତ୍ମ୍ୟ: ଗାଁକୁ ବରଯାତ୍ରୀ ନେଇ ଆସିବାକୁ ଭୟ କରୁଛନ୍ତି ବରପକ୍ଷ

ପାଟନା,୨୮।୧: ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଯୋଗୁ ବିହାରର ଏକ ଗାଁରେ ବିବାହ ବୟସ ଗଡ଼ିଯାଉଥିଲେ ମଧ୍ୟ ଯୁବତୀମାନେ ବିବାହ କରିପାରୁ ନାହାଁନ୍ତି। ଗାଁକୁ ବରଯାତ୍ରୀ ନେଇ ଆସିବାକୁ ବରପକ୍ଷ ଭୟ କରୁଛନ୍ତି। ସ୍ଥାନୀୟ ଭୋଜପୁର ଜିଲା ରତନପୁର ଗାଁରେ ଏଭଳି ସମସ୍ୟା ଦେଖାଦେଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri