ବୟ ଫ୍ରେଣ୍ଡଙ୍କ ହାତ ରନ୍ଧାର ମଜା ନେଉଛନ୍ତି ସୁସ୍ମିତା

ମୁମ୍ବାଇ: ଫିଟନେସ୍‌ ପାଇଁ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁସ୍ମିତା ସେନ୍‌ ତାଙ୍କ ଲଭ୍‌ ଲାଇଫକୁ ନେଇ ମଧ୍ୟ ଅଛନ୍ତି ଚର୍ଚ୍ଚାରେ। ବୟଫ୍ରେଣ୍ଡ ରୋହମନ ସଲଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଇନଷ୍ଟାଗ୍ରାମ ଚାଟିଂରୁ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଓ ଭିଡିଓ ଏହାର ଗୋଟିଏ ଗୋଟିଏ ଉଦାହରଣ। ଏବେ କିନ୍ତୁ ଲକ୍‌ଡାଉନକୁ ନେଇ ବଳିଉଡ୍‌ର ସେଲିବ୍ରିଟିମାନେ କେବେ କେବେ ଘରେ ରୋଷେଇ କରିବାଠାରୁ ଆରମ୍ଭ କରି ସଫାସଫି କାମ କରୁଥିବା ଦେଖାଯାଇଛି। ହେଲେ ନାୟିକା ସୁସ୍ମିତାଙ୍କ କ୍ଷେତ୍ରରେ ଏହା ସାମାନ୍ୟ ଅଲଗା ନଜର ଆସିଛି। ଏବେ ଅଧିକାଂଶ ସମୟ ସେ ଅନ୍‌ଲାଇନରେ ରହୁଥିବା ବେଳେ ନିକଟରେ ସେ ଏକଥା ବି କହିଛନ୍ତି ତାଙ୍କୁ ରୋଷେଇ ଜଣାନାହିଁ। ହେଲେ ତାଙ୍କ ପୁରୁଷ ବନ୍ଧୁ ରୋହମନ ଭଲ ରୋଷେଇ ଜାଣନ୍ତି। ଏମିତିକି ରୋହମନ ସବୁଠାରୁ ଭଲ କଫି ତିଆରି କରିନ୍ତି ଓ ଅଣ୍ଡାରେ କିଛି ଆଇଟମ ମଧ୍ୟ ଜବରଦସ୍ତ ବନାନ୍ତି ବୋଲି ସୁସ୍ମିତା କହିଛନ୍ତି। ପୂର୍ବରୁ ମଧ୍ୟ ସୁସ୍ମିତା ଏକ ସାକ୍ଷାତ୍‌କାରରେ ଏହା କହିଥିଲେ। କେବଳ ସେ ତାଙ୍କ ଝିଅମାନଙ୍କ ପାଇଁ ବ୍ରେଡ ଓ ଓମଲେଟ କରିପାରନ୍ତି ବୋଲି କହିଥିଲେ। ଅବଶ୍ୟ ଏବେ ତାଙ୍କ ବଡ ଝିଅ ରିନି ମଧ୍ୟ ଏସବୁ ରୋଷେଇ ଶିଖିଗଲାଣି। କିନ୍ତୁ ସାନଝିଅକୁ ଏହା କରିବାକୁ ମଉକା ମିଳି ନାହିଁ ବୋଲି ସୁସ୍ମିତା କହିଛନ୍ତି। ମଉକା ମିଳିଲେ ସେ ବି ମୋଠାରୁ ଭଲ ରୋଷେଇ କରିପାରିବ ବୋଲି ସୁସ୍ମିତା କହିଛନ୍ତି। ଏବେ ସେ ଘରେ ବସି ବସି ବୟ ଫ୍ରେଣ୍ଡ ରୋହମନଙ୍କ ରୋଷେଇର ମଜା ନେଉଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପେରୁରେ ମିଳିଲା ନୂଆ ପ୍ରଜାତିର ଏଣ୍ଡୁଅ, ଉଚ୍ଚତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲିମା,୫।୧୦ (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍‌ ପର୍ବତମାଳାରେ ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ଏଣ୍ଡୁଅର ସନ୍ଧାନ ପାଇଛନ୍ତି। ସମୁଦ୍ର ପତନଠାରୁ ପ୍ରାୟ ୪,୮୦୦ ମିଟରରୁ ଅଧିକ ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?