ଆରମ୍ଭ ହେଲା ପଦୋନ୍ନତି ଅଦାଲତ
ଭୁବନେଶ୍ୱର,୨୯।୧ (ବ୍ୟୁରୋ):ପଦୋନ୍ନତି ପାଇବାକୁ ଆଶା ରଖିଥିବା କର୍ମଚାରୀମାନଙ୍କର ମଙ୍ଗଳବାର ଠାରୁ ପଦୋନ୍ନତି ଅଦାଲତରେ ଶୁଣାଣି ଆରମ୍ଭ ହୋଇଛି। ପୂର୍ବ ଘୋଷଣା ମୁତାବକ ୬ଟି ସ୍ଥାନରେ ଆବେଦନଗୁଡ଼ିକର ଶୁଣାଣି ହୋଇଥିଲା। ପ୍ରଥମ ଦିବସରେ ୪୦୨ ଆବଦେନର ଶୁଣାଣି କରାଯାଇଛି। ଏନେଇ ଆବଶ୍ୟକ ପଦକ୍ଷେପ…
୮ ଓଏଏସ୍ ଅଫିସରଙ୍କ ପଦୋନ୍ନତିକୁ ମୋହର
ଭୁବନେଶ୍ୱର, ୨୯।୧ (ବ୍ୟୁରୋ): ଆଇଏଏସ୍ ଅଫିସର ପାହ୍ୟାକୁ ପଦୋନ୍ନତି ଦେବାକୁ ରାଜ୍ୟ ସରକାର ୮ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ସେମାନେ ହେଲେ ମୁରଲୀଧର ବାରିକ, ସୁଶାନ୍ତ କୁମାର ବାରିକ, ଉମାକାନ୍ତ ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ଶୁଭେନ୍ଦୁ…
ନରହନ୍ତା ହାତୀକୁ ନେଇ ହଟହଟା
ଚଣ୍ଡିଖୋଲ/ ଚୌଦ୍ୱାର, ୨୯।୧ (ଡି.ଏନ୍.ଏ.) :ଯାଜପୁର ଜିଲାର କୋରେଇ, ସୁକିନ୍ଦା ଓ ଦାନଗଦୀ ଅଞ୍ଚଳରେ ପ୍ରାୟ ୨ସପ୍ତାହ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ହାତୀକୁ ନେଇ ବନ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି। ଉକ୍ତ ହାତୀକୁ ସୋମବାର ସନ୍ଧ୍ୟାରେ ଦାନଗଦୀ ବ୍ଲକ…
ବିକେଏମ୍ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା
ଭୁବନେଶ୍ୱର,୨୯।୧ (ବ୍ୟୁରୋ):ସିଏଏ, ଡିଏନ୍ଏ ଭିତ୍ତିକ ଏନ୍ଆର୍ସି, ଇଭିଏମ୍ ଓ ଏନ୍ଆର୍ପିକୁ ବିରୋଧ କରିଛି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍)। କେନ୍ଦ୍ର ସରକାରଙ୍କ ଏହିସବୁକୁ ହଟାଇବାକୁ ଦାବି କରି ମୋର୍ଚ୍ଚା ପକ୍ଷରୁ ବୁଧବାର ସକାଳ ୬ରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି।…
ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ବ୍ରୋକୋଲି
ବ୍ରୋକୋଲି ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ପ୍ରୋଟିନ୍, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍, ଆଇରନ୍, ଭିଟାମିନ-ଏମ, ସି ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବ୍ରୋକୋଲି ଖାଇବା ଦ୍ୱାରା ସ୍ତନ କର୍କଟ,…
୧ ରନ୍ ପାଇଁ ଦ୍ୱିଶତକରୁ ହୋଇଛନ୍ତି ବଞ୍ଚିତ ୫ କ୍ରିକେଟର
କ୍ରିକେଟରେ ଆଉଟ୍ ଏକ ଏଭଳି ଶବ୍ଦ, ଯାହା କୌଣସି ବ୍ୟାଟ୍ସମ୍ୟାନ୍ ଶୁଣିବାକୁ ଚାହିଁନଥାନ୍ତି । ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ୧ ରନ୍ କରି ଖାତା ଖୋଲିଲେ ଶତକ କିମ୍ବା ଦ୍ୱିଶତକ କରିବାର ଲକ୍ଷ୍ୟ ରଖିଥାନ୍ତି। କିନ୍ତୁ ଯଦି ୧୯୯ରେ ପହଞ୍ଚି ଦ୍ୱିଶତକ…
ଜେଲ୍ରେ ପୂରାଇଥିବା ଦୁଇ ଝିଅଙ୍କୁ କାଢ଼: ଲେଖାଶ୍ରୀ
ଭୁବନେଶ୍ୱର,୨୮।୧(ବ୍ୟୁରୋ): ଜାନୁୟାରୀ ୨୬ତାରିଖ ଦିନ ଦୁଇ ଆଦିବାସୀ ଝିଅ ଦମୟନ୍ତୀ ଓ ପାର୍ବତୀଙ୍କୁ ରାଜ୍ୟ ସରକାର ପୋଲିସ ଲଗାଇ ପରେଡ୍ ଗ୍ରାଉଣ୍ଡରୁ ଉଠାଇ ନେଇଛନ୍ତି। ସେମାନଙ୍କୁ ଗିରଫ କରିବା ସହିତ ଦୁଇଜଣଙ୍କ ବିରୋଧରେ ୩୦୭ ସମେତ ୯ଟି ଆପରାଧିକ ଦଫା ଲଗାଇବା…
ଓଡ଼ିଶା ପ୍ରଜ୍ଞାପନ ମେଢ଼ ପୁରସ୍କୃତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୮ା୧(ବ୍ୟୁରୋ)- ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଓଡ଼ିଶାକୁ ସଫଳତା ମିଳିଛି। ପରେଡ଼ରେ ସାରା ଦେଶରୁ ସାମିଲ୍ ହୋଇଥିବା ୨୨ ପ୍ରଜ୍ଞାପନ ମେଢ଼ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ହୋଇଛି। ମଙ୍ଗଳବାର ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ…
ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ
ବାରିପଦା ଅଫିସ,୨୮ା୧- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ଷ୍ଟେଶନ ବଜାର ଅଞ୍ଚଳରେ ସୋମବାର ରାତିରେ ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡ଼ିଛନ୍ତି। ଭୋଜି ଖାଇବା ପରେ ବାନ୍ତି ହେବାରୁ ବିଳମ୍ବିତ ରାତିରେ ସେମାନଙ୍କୁ ବାରିପଦା…
ପରିବହନ ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ ଅଫିସ,୨୮।୧: ହାଇକୋର୍ଟ ମଙ୍ଗଳବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାଗତ ଯୋଗ୍ୟତା ନେଇ ପଦ୍ମନାଭ ତଥ୍ୟ ବଦଳାଉଥିବା ଅଭିଯୋଗର ଶୁଣାଣି କରି ବୀରମହାରାଜପୁର ଥାନା ଆଇଆଇସିଙ୍କୁ ଏହାର ତଦନ୍ତ କରିବା ଲାଗି କୋର୍ଟ ନିର୍ଦ୍ଦେଶ…
ଖୁବ୍ଶୀଘ୍ର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍ର ୨ୟ କ୍ୟାମ୍ପସ୍: ମନ୍ତ୍ରୀ
ଭୁବନେଶ୍ୱର,୨୮।୧(ବ୍ୟୁରୋ): ଖୁବ୍ଶୀଘ୍ର କଟକସ୍ଥ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲର ୨ୟ କ୍ୟାମ୍ପସ୍ ନିର୍ମାଣ କରାଯିବ। ଏନେଇ ମଙ୍ଗଳବାର ଗଭର୍ନିଂ ବଡି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହସ୍ପିଟାଲକୁ ୪୨୫ ବେଡ୍ ବିଶିଷ୍ଟ କରାଯିବ। ନୂଆ ଆଇସିୟୁ…
ଅଟୋ ସହ ଧକ୍କା ହେବା ପରେ କୂଅରେ ପଡ଼ିଲା ବସ୍: ୧୧ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ନାସିକ୍,୨୮।୧: ମହାରାଷ୍ଟ୍ରର ନାସିକ୍ ଅନ୍ତର୍ଗତ ଦେଓଲା ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାଲାଗାଓଁରୁ କଲଓ୍ବାନ୍ ଯାଉଥିବା ଏକ ବସ୍ ଅଟୋ ସହ ଧକ୍କା ଖାଇ କୂଅ ଭିତରକୁ ପଶିଯାଇଛି। ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
Archives


