Home Left

ମାତ୍ର ୨୭ ମିନିଟ୍‌ ପାଇଁ ମହିଳାଙ୍କ ମୃତ୍ୟୁ, ପୁନର୍ଜୀବିତ ହୋଇ ଲେଖିଲେ କିଛି ରହସ୍ୟମୟ ଶବ୍ଦ

ଓ୍ବାଶିଂଟନ୍‌: ସାଧାରଣତଃ ମୃତ୍ୟୁ ଘଟିଲେ ଜଣେ ଚିରଦିନ ପାଇଁ ଦୁନିଆରୁ ବିଦାୟ ନେଇଥାଏ। ମାତ୍ର କିଛି କ୍ଷଣ ପାଇଁ କାହାର କେବେ ମୃତ୍ୟୁ ଘଟେ ବୋଲି ଶୁଣିଛନ୍ତି କି ! କିନ୍ତୁ ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଆମେରିକାରେ।…

ପ୍ରେମ ଆଗରେ ହାର ମାନିଲା କରୋନା ଭୁତାଣୁ: ପ୍ରେମିକଙ୍କୁ ବିବାହ ପାଇଁ ଭାରତରେ ପହଞ୍ଚିଲେ ଚାଇନା ଯୁବତୀ

ମନ୍ଦସୌର,୧।୨: କରୋନା ଭୁତାଣୁ ନେଇ ପୃଥିବୀ ସାରା ଆତଙ୍କ ଖେଳି ଯାଇଛି। ତେବେ ପ୍ରେମ ଆଗରେ ଏହି ଭୁତାଣୁ ହାର୍‌ ମାନିଛି। ଚାଇନାର ଜଣେ ଯୁବତୀ ନିଜ ପ୍ରେମିକଙ୍କୁ ବିବାହ କରିବା ଲାଗି ଆସି ଭାରତର ମଧ୍ୟପ୍ରଦେଶର ମନ୍ଦସୌରରେ ପହଞ୍ଚିଛନ୍ତି। ତାଙ୍କ…

ଘରକୁ ଫେରିଲେ ଶବାନା

ମୁମ୍ବାଇ: ଦୀର୍ଘ ୧୪ ଦିନ ହସ୍ପିଟାଲରେ ରହିବା ପରେ ଏବେ ଘରକୁ ଫେରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ। ଟୁଇଟ୍‌ କରି ନିଜେ ଶବାନା ଏହି ସୂଚନା ଦେଇଛନ୍ତି। ତାଙ୍କ ଆରୋଗ୍ୟ କାମନା କରିଥିବା ସମସ୍ତ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।…

ପ୍ରଧାନମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଯୋଗୀ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷର ବଜେଟ ପାଇଁ ସେ ଏହି ଶୁଭେଚ୍ଛା ଜଣାଇଛନ୍ତି। ଏହି ବଜେଟ ଉନ୍ନତି ମୂଳକ ଓ କୃଷକଙ୍କୁ ସୁହାଇବା…

ବଜାରକୁ ଆସିଲା ହାପୁସ ଆମ୍ବ, ଗୋଟିକର ଦାମ ୧୭୦ଟଙ୍କା

ମୁମ୍ବାଇ,୧।୨: କୋଙ୍କଣର ବିଶ୍ୱ ପ୍ରସିଦ୍ଧ ହାପୁସ ଆମ୍ବ ଏବେ ବଜାରକୁ ଆସିବା ଆରମ୍ଭ କରିଛି। ନିକଟରେ ଏହାର ଏକ ନିଲାମି କରାଯାଇଥିବା ସୂଚନା ମିଳିଛି। ଏହାର ୫ ଡଜନ ଆମ୍ବ ଥିବା ଏକ ପେଟିକୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା…

୧୦ ହଜାର ୫୫ ବର୍ଷରୁ ଅଧିକ ବୟସ୍କ ଲୋକ ଚାହୁଁଛନ୍ତି ଇଛା ମୃତ୍ୟୁ

ଆମଷ୍ଟରଡାମ,୧।୨: ନେଦରଲାଣ୍ଡର ବରିଷ୍ଠ ନାଗରିକ ଇଛା ମୃତ୍ୟୁ ଚାହୁଁଛନ୍ତି। ସେମାନଙ୍କର ବୟସ ୫୫ ବର୍ଷରୁ ଅଧିକ ରହିଛି। ଦେଶର ୧୦ ହଜାର ଶହେ ୫୬ ଲୋକ ଇଛାମୃତ୍ୟୁ ଆବେଦନ ସରକାରଙ୍କ ପାଖକୁ ପଠାଇଛନ୍ତି। ଦେଶରେ ଇଛାମୃତ୍ୟୁ ଚାହୁଁଥିବା ଏଭଳି ଲୋକଙ୍କ ସଂଖ୍ୟା…

ବଶଫାୟାର ରିଲିଫ ମ୍ୟାଚ୍‌ ଖେଳିବେ ଲାରା

ସିଡ୍‌ନୀ,୧।୨- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବ୍ରାଏନ ଲାରା ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ କ୍ଷୟକ୍ଷତି ଭରଣ ପାଇଁ ଚ୍ୟାରିଟି ମ୍ୟାଚ୍‌ରେ ଖେଳିବେ। ଷ୍ଟାଇଲିଶ ବାମହାତୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ସ୍ତରରେ ୧୩୧ ଟେଷ୍ଟ ଖେଳି ୫୨.୮୯ ଆଭରେଜରେ…

କରୋନାରୁ ବର୍ତ୍ତିବା ପାଇଁ ଭାରତକୁ ଏନ୍‌-୯୫ ମାସ୍କ ମାଗିଲା ଚାଇନା

ବେଜିଂ,୧।୨: ଚାଇନାରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏଥିଯୋଗୁ ଏବେ ପର୍ଯ୍ୟନ୍ତ ୨୫୯ ଜଣଙ୍କର ଜୀବନ ଗଲାଣି। ଏହି ରୋଗରେ ପ୍ରାୟ ୧୨ହଜାରରୁ ଊର୍ଦ୍ଧ୍ୱ ଚାଇନା ନାଗରିକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏପରିସ୍ଥିତିରେ ଏବେ ଚାଇନା ସମ୍ମୁଖରେ…

ଏମିତି ଦେଶ, ଯେଉଁଠି ମନ୍ତ୍ରୀ ଚାହିଁଲେ ମଦ ପିଇ ମଧ୍ୟ କରିପାରିବେ ବଜେଟ୍‌ ଉପସ୍ଥାପନ

ପ୍ରତ୍ୟେକ ଦେଶର ସରକାର ପ୍ରତିବର୍ଷ ବଜେଟ୍‌ ପ୍ରସ୍ତୁତ କରିଥାନ୍ତି। ମୁଖ୍ୟତଃ ବଜେଟ୍‌ ଉପସ୍ଥାପନ ବେଳେ ସରକାର ଦେଶର ଆୟ ବ୍ୟୟ ହିସାବ କରିଥାନ୍ତି। ଏହି ବଜେଟ୍‌କୁ ଅର୍ଥମନ୍ତ୍ରୀ ସ୍ଥିର ଆଉ ସୁସ୍ଥ ମସ୍ତିଷ୍କରେ ଉପସ୍ଥାପନ କରିଥାନ୍ତି। ମାତ୍ର ଏମିତି ଏକ ଦେଶ…

ହାପି ବାର୍ଥ ଡେ ବ୍ରହ୍ମାନନ୍ଦମ୍‌: ୧ ହଜାରରୁ ଅଧିକ ଫିଲ୍ମରେ କରିଛନ୍ତି କାମ, ଗିନିଜ୍‌ ରେକଡର୍‌ସରେ ନାମ ସାମିଲ

ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ହାସ୍ୟ କଳାକାର ବ୍ରହ୍ମାନନ୍ଦମ୍‌ଙ୍କ ଶନିବାର ହାପି ବାର୍ଥ ଡେ। ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ #Brahmanandam ଟ୍ରେଣ୍ଡ କରୁଥିବା ବେଳେ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ତରଫରୁ ତାଙ୍କୁ ଅଭିନନ୍ଦନର…

ସୁଦର୍ଶନପୁର ପୂର୍ବତନ ସରପଞ୍ଚଙ୍କ ପରଲୋକ

ବାସୁଦେବପୁର,୧।୨: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୁବନାନନ୍ଦ ମଲିକଙ୍କ ଶନିବାର ଭୋର ସମୟରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନାନନ୍ଦଙ୍କୁ ବାସୁଦେବପୁର ଚିକିତ୍ସାଳୟରେ ଭର୍ତ୍ତି…

ଜି-୨୦ ସମ୍ମିଳନୀ ପାଇଁ ବଜେଟରେ ଶହେ କୋଟିର ପ୍ରସ୍ତାବ

ନୂଆଦିଲ୍ଲୀ,୧।୨: କିଛିଦିନ ହେବ ଦେଶ ମହଙ୍ଗା ମାଡରେ ଭାଙ୍ଗି ପଡିଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଚଳିତ ବର୍ଷର ବଜେଟ ଉପରେ। କୃଷକ, ମଧ୍ୟବିତ୍ତ, ଟ୍ୟାକ୍ସ ପେୟର ସମସ୍ତଙ୍କ ନଜର ଶନିବାର ଉପସ୍ଥାପିତ ହେଉଥିବା ବଜେଟ ଉପରେ। ଶନିବାର ଅର୍ଥମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri