ଆଜିଠାରୁ ବଦଳିଲା ହ୍ବାଟ୍ସଆପ୍, ଜୀବନବୀମା, ଏଟିଏମ୍ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ…
୨୦୨୦ ଫେବୃୟାରୀ ପହିଲାରୁ ବଦଳିଛି ଅନେକ ନିୟମ। ଏଟିଏମ୍, ହ୍ବାଟ୍ସଆପ୍, ଜୀବନବୀମା, ଏଟିଏମ୍ ଏବଂ ଡାକଘର ସମ୍ପର୍କିତ ଅନେକ ନିୟମ ଶନିବାରଠାରୁ ବଦଳିଛି। ହ୍ବାଟ୍ସଆପ୍: ଫେବୃୟାରୀ ୧ରୁ ଲକ୍ଷାଧିକ ସ୍ମାର୍ଟଫୋନ୍ରେ ହ୍ବାଟ୍ସଆପ୍ କାମ କରିବ ନାହିଁ। କାରଣ କମ୍ପାନୀ ଏହାକୁ ବନ୍ଦ…
ନିର୍ଭୟା ମାମଲା: କୋର୍ଟରେ ଦାଖଲ ହେଲା ଷ୍ଟାଟସ ରିପୋର୍ଟ
ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଷ୍ଟାଟସ ରିପୋର୍ଟ ଶନିବାର ଜିହାର ଜେଲ ପ୍ରଶାସନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାର ଦୋଷୀ ବିନୟଙ୍କ କ୍ଷମା ଆବେଦନ ଖାରଜ ହୋଇଯିବା ଓ ଅକ୍ଷୟ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିବାକୁ ନେଇ…
ସୁପର ଓଭରରେ ଭାରତର ବିରଳ ବିଜୟ: କବିତା ଲେଖି ଦଳକୁ ଶୁଭେଚ୍ଛା ଜଣାଇଲେ ଅମିତାଭ
ବମ୍ବେ: ବିଗ୍ ବି ଅମିତାଭ ବଚ୍ଚନ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ଟିକିଏ ସମୟ ପାଇଲେ ସେ ଖେଳ ଦେଖିବାକୁ ଭଲପାଆନ୍ତି। ସେ ଭାରତୀୟ କ୍ରିକେଟ ଦଳର ପ୍ରତିଟି ମ୍ୟାଚ୍କୁ ଦେଖିଥା’ନ୍ତି। ମ୍ୟାଚ୍ ସମୟରେ ହେଉ ଅଥବା ପରେ, ନିଜ ମନ…
କପିଲଙ୍କ ଶୋ’ରେ ଅନିଲ, କହିଲେ ବିବାହକୁ ନେଇ କିଛି ମଜାଦାର କଥା
ବମ୍ବେ: ଫେବୃୟାରୀ ୭ରେ ରିଲିଜ୍ ହେବାକୁ ଯାଉଛି ‘ମଲଙ୍ଗ’। ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ଅଭିନେତାମାନେ ଏବେ ଏହାର ପ୍ରମୋଶନରେ ବ୍ୟସ୍ତ। ଇତ୍ୟବସରରେ କଳାକାରମାନେ ‘ଦ କପିଲ ଶର୍ମା’ ଶୋ’ରେ ପହଞ୍ଚିଥିଲେ, ଯାହାର ଏକ ପ୍ରମୋ ଭିଡିଓ ଏବେ…
ଯାତ୍ରା ଚାଲିଥିବା ବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପୋଲିସକୁ ଦୁର୍ବ୍ୟବହାର
ପଦ୍ମପୁର,୧।୨(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର କପିଳମୁନି ପଡ଼ିଆରେ ଶୁକ୍ରବାର ରାତିରେ ଯାତ୍ରା ଚାଲିଥିବା ବେଳେ କିଛି ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ରକରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏ ନେଇ ସ୍ଥାନୀୟ…
ଚଳିତ ଦଶନ୍ଧିର ସବୁଠାରୁ ଦେବାଳିଆ ବଜେଟ: ଅଖିଳେଶ
ନୂଆଦିଲ୍ଲୀ,୧।୨: ଦ୍ୱିତୀୟ ଥର ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଲୋକ ସଭାରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ଏବେ ଦେଖିବାକୁ ମିଳିଛି। ନିର୍ମଳା ସୀତାରାମନ କଶ୍ମୀର କବିତା ପଢି ଓ ମୋଦି ସରକାରଙ୍କ…
ଚିକେନ୍ ପରିବର୍ତ୍ତେ କାଉ ମାଂସରେ ବିରିୟାନି ବିକି ଗିରଫ ହେଲେ ଦୋକାନୀ
ଚେନ୍ନାଇ: ବଲିଉଡ୍ ଫିଲ୍ମ ‘ରନ୍’ରେ ଶୁଣିଥିବେ କାଉ ମାଂସରେ ବିରିୟାନି ହେବା କଥା। ମାତ୍ର ବାସ୍ତବରେ ଏପରି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ। ରାମେଶ୍ୱରମ୍ ରାସ୍ତାପାର୍ଶ୍ୱରେ ଥିବା ଏକ ହୋଟେଲରେ ବିରିୟାନିରେ ଚିକେନ୍ ପରିବର୍ତ୍ତେ କାଉ ମାଂସ ବିକ୍ରି କରାଯାଉଥିବା ଖାଦ୍ୟ…
କରୋନାଭାଇରସ: ଚାଲୁ ଚାଲୁ ଟଳି ପଡୁଛନ୍ତି ଲୋକେ
ବେଜିଂ,୧।୨: ସମଗ୍ର ଚାଇନା ଏବେ କରୋନାଭାଇରସ କବଳରେ। ଏବେସୁଦ୍ଧା ସେଠାରେ ପ୍ରାୟ ୨୫୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆକ୍ରାନ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏବେ ଶୁଣିବାକୁ ମିଳିଛି କି ଏଠାରେ ଏବେ…
କରୀନାଙ୍କ ଚାଟ୍ ଶୋ’ରେ ଖାସ୍ ଅତିଥି, ଯାହାଙ୍କ ଉପରୁ ଦର୍ଶକଙ୍କ ନଜର ହଟି ନ ଥିଲା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଏକ ରେଡିଓ ଶୋ’ର ହୋଷ୍ଟ କରୁଛନ୍ତି। ଯାହାର ନାମ ‘ଇସ୍କ’। କରୀନାଙ୍କ ଏହି ଶୋ’କୁ କେହି ନା କେହି ସେଲିବ୍ରିଟି ଆସିଥାନ୍ତି। ସେମାନଙ୍କୁ କରୀନା କିଛି ପ୍ରଶ୍ନ ପଚାରିଥାନ୍ତି। ଆଉ ସେଲିବ୍ରିଟିମାନେ ପ୍ରଶ୍ନର ଉତ୍ତର…
ଫେବୃୟାରୀ ୧୩ରେ ହଂକଂରେ ରିଲିଜ ହେବ ‘ଗୁଡ୍ ନ୍ୟୁଜ’
ମୁମ୍ବାଇ: ବଲିଉଡ୍ ମୁଭି ‘ଗୁଡ୍ ନ୍ୟୁଜ’ ଚଳିତ ମାସ ୧୩ ତାରିଖରେ ହଂକଂରେ ରିଲିଜ୍ ହେବାକୁ ଯାଉଛି। ୫୨ବର୍ଷୀୟ ଅଭିନେତା ତଥା ଏହି ଫିଲ୍ମର ଲିଡ୍ ରୋଲରେ ନଜର ଆସିଥିବା ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଏହା ଜଣାଇନ୍ତି।…
ଜୟପୁର ସହରରେ ସମ୍ପୂର୍ଣ୍ଣ ସିସି କ୍ୟାମେରା ସଂଯୋଗ
ଜୟପୁର,୧।୨(ଡି.ଏନ୍.ଏ): କୋରାପୁଟ ଜିଲାର ଜୟପୁର ସହରରେ ସମ୍ପୂର୍ଣ୍ଣ ସିସି କ୍ୟାମେରା ସଂଯୋଗ କରାଯାଇଛି। କୋରାପୁଟ ଏସ୍ପି ମୁକେଶ କୁମାର ଭମୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି…
ପୁଣି ସୁପର ଓଭରରେ ଶେଷ ହେଲା ମ୍ୟାଚ୍
କାନ୍ବେରା,୧ା୨- ନିକଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି୨୦ ସିରିଜ୍ର ଦୁଇ ମ୍ୟାଚ୍ର ଫଳାଫଳ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା। ଶନିବାର ପୁଣି ଏକ ମ୍ୟାଚ୍ର ବିଜେତା ସୁପର ଓଭରରେ ବାହାରିଛି। ତେବେ ଏଥର ମହିଳା କ୍ରିକେଟରେ ଏହି ଘଟଣା…
Archives


