Home Left

ଚକ୍‌ ଖଣ୍ଡକୁ ନୂଆ ଜୀବନ ଦେଉଛନ୍ତି ବଲରାଜ୍‌

ଆଜିକାଲିର ସମୟରେ ଧାନ, କାଠ, କାଗଜକୁ ଭଳିକି ଭଳି ରୂପ ନେଇ ନୂତନ କିଛି ସୃଷ୍ଟି କରୁଥିବା ଅନେକ ଆର୍ଟିଷ୍ଟ(କଳାକାର) ଦେଖିବାକୁ ମିଳେ। ହେଲେ ଚଣ୍ଡିଗଡ଼ର ଜଣେ ଶିକ୍ଷକ ଚକ୍‌ ଉପରେ କରୁଥିବା ନିଖୁଣ କଳାକୃତି ସମସ୍ତଙ୍କୁ ମୋହିତ କରୁଛି। ପାଞ୍ଚ…

ଘରୋଇ ଉପାୟରେ ତ୍ୱଚାରେ ଆସିବ ଚମକ

ସାଧାରଣତଃ ଗୋରା ଏବଂ କୋମଳ ତ୍ୱଚା ପାଇଁ ଲୋକେ ଡାକ୍ତରଙ୍କ ନିକଟକୁ ଯାଇ ଅନେକ ଅର୍ଥ ବ୍ୟୟ କରିଥାନ୍ତି। କିଛି ଦିନ ଗୋରା ଦେଖାଯିବା ପରେ ପୁଣି ମଳିନ ପଡ଼ିଯାଇଥାନ୍ତି। ମାତ୍ର ଘରୋଇ ଉପାୟରେ ମଧ୍ୟ ତ୍ୱଚାରେ ଚମକ ଆସିବ ବୋଲି…

‘ବିଗ୍‌ ବସ୍‌’ ପରେ ନିଜ ପାଇଁ ବର ଖୋଜିବେ ଶେହନାଜ!

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର ଚଳିତ ସିଜନ୍‌ରେ ଲୋକପ୍ରିୟ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବର କଟ୍ରିନା ଓରଫ ଶେହନାଜ ଗିଲ। ସେ ନିଜର ଚୁଲ୍‌ବୁଲି ସ୍ବଭାବକୁ ନେଇ ଦର୍ଶକଙ୍କ ମନ କିଣି ନେଇଛନ୍ତି। ଫଳରେ ଘର ବାହାରେ ଏବେ…

ଡାକ୍ତରଙ୍କ ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ବାରିପଦା ମେଡିକାଲ କଲେଜରେ ଉତ୍ତେଜନା, ଥାନାରେ ଅଭିଯୋଗ କଲେ ମହିଳାଙ୍କ ସ୍ବାମୀ

ବାରିପଦା ଅଫିସ,୧।୨- ଡାକ୍ତରଙ୍କ ଅବହେଳାରୁ ମୃତଶିଶୁ ଜନ୍ମ। ପ୍ରସବ ସ୍ବାଭାବିକ ହେବ କହି ଶେଷରେ ମୃତଶିଶୁ ଜନ୍ମ ଦେଇଥିଲେ ଗର୍ଭବତୀ। ଏଥିସହ ପ୍ରସବ କରାଇବାକୁ ସମ୍ପୃକ୍ତ ଚିକିତ୍ସକ ଓ କର୍ମଚାରୀ ଲାଞ୍ଚ ମାଗିଥିଲେ। ଏଭଳି ଏକ ସଙ୍ଗିନ୍‌ ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା…

ମଦଭାଟି ସ୍ଥାନାନ୍ତର ନେଇ କୃଷକ ନେତାଙ୍କ ଅନଶନ: ପାଣି ପିଆଇ ଅନଶନ ଭାଙ୍ଗିଲେ ଉପଜିଲାପାଳ

ବଡ଼ଗାଁ,୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖରେ ମଦଭାଟି ସ୍ଥାନାନ୍ତର ନେଇ ଗତ ୨୫ ତାରିଖରୁ କୃଷକ ନେତା ରବୀନ୍ଦ୍ର ପଟେଲ ଆମରଣ ଅନଶନରେ ବସିଥିଲେ। ଶନିବାର ପୂର୍ବାହ୍ନରେ ପଟେଲ ଅନଶନରୁ ଓହରିଛନ୍ତି। ମାର୍ଚ୍ଚ ମାସ ପରେ ମଦ ଭାଟି…

ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: ଲୋକ ସଭାରେ ଶନିବାର ଉପସ୍ଥାପନ ହୋଇଥିବା ବଜେଟ ଉପରେ ସମସ୍ତଙ୍କ ନଜର। ବିଶେଷ କରି କେଉଁ ଜିନିଷ ଶସ୍ତା ଓ କେଉଁ ଜିନିଷ ମହଙ୍ଗା ହୋଇଛି ତା’ ଉପରେ ରହିଛି ସାଧାରଣ ଜନତାଙ୍କ ନଜର। ମହଙ୍ଗା ତାଲିକାକୁ ଆସିଛି ଫର୍ଣ୍ଣିଚର,…

ବଜେଟ ଭାଷଣରେ ସର୍ବାଧିକ ଥର ‘ଟ୍ୟାକ୍ସ’ ଶବ୍ଦର ଉଚ୍ଚାରଣ କରିଛନ୍ତି ଅର୍ଥମନ୍ତ୍ରୀ: ‘ରୋଜଗାର’ ଶବ୍ଦ କହିଛନ୍ତି ମାତ୍ର ୭ଥର

ନୂଆଦିଲ୍ଲୀ,୧।୨: ଲମ୍ବା ଅବଧିର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଏଥର ରେକର୍ଡ କରିଛନ୍ତି। ଏଥର ସେ ୨ ଘଣ୍ଟା ୪୧ ମିନିଟର ଭାଷଣ ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ‘ଟ୍ୟାକ୍ସ’ ଶବ୍ଦର ଉଚ୍ଚାରଣ ସର୍ବାଧିକ ୧୩୨ଥର…

ଆଜିଠାରୁ ବଦଳିଲା ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ…

୨୦୨୦ ଫେବୃୟାରୀ ପହିଲାରୁ ବଦଳିଛି ଅନେକ ନିୟମ। ଏଟିଏମ୍‌, ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ଏବଂ ଡାକଘର ସମ୍ପର୍କିତ ଅନେକ ନିୟମ ଶନିବାରଠାରୁ ବଦଳିଛି। ହ୍ବାଟ୍ସଆପ୍‌: ଫେବୃୟାରୀ ୧ରୁ ଲକ୍ଷାଧିକ ସ୍ମାର୍ଟଫୋନ୍‌ରେ ହ୍ବାଟ୍ସଆପ୍‌ କାମ କରିବ ନାହିଁ। କାରଣ କମ୍ପାନୀ ଏହାକୁ ବନ୍ଦ…

ନିର୍ଭୟା ମାମଲା: କୋର୍ଟରେ ଦାଖଲ ହେଲା ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଷ୍ଟାଟସ ରିପୋର୍ଟ ଶନିବାର ଜିହାର ଜେଲ ପ୍ରଶାସନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାର ଦୋଷୀ ବିନୟଙ୍କ କ୍ଷମା ଆବେଦନ ଖାରଜ ହୋଇଯିବା ଓ ଅକ୍ଷୟ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିବାକୁ ନେଇ…

ସୁପର ଓଭରରେ ଭାରତର ବିରଳ ବିଜୟ: କବିତା ଲେଖି ଦଳକୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ଟିକିଏ ସମୟ ପାଇଲେ ସେ ଖେଳ ଦେଖିବାକୁ ଭଲପାଆନ୍ତି। ସେ ଭାରତୀୟ କ୍ରିକେଟ ଦଳର ପ୍ରତିଟି ମ୍ୟାଚ୍‌କୁ ଦେଖିଥା’ନ୍ତି। ମ୍ୟାଚ୍‌ ସମୟରେ ହେଉ ଅଥବା ପରେ, ନିଜ ମନ…

କପିଲଙ୍କ ଶୋ’ରେ ଅନିଲ, କହିଲେ ବିବାହକୁ ନେଇ କିଛି ମଜାଦାର କଥା

ବମ୍ବେ: ଫେବୃୟାରୀ ୭ରେ ରିଲିଜ୍‌ ହେବାକୁ ଯାଉଛି ‘ମଲଙ୍ଗ’। ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ଅଭିନେତାମାନେ ଏବେ ଏହାର ପ୍ରମୋଶନରେ ବ୍ୟସ୍ତ। ଇତ୍ୟବସରରେ କଳାକାରମାନେ ‘ଦ କପିଲ ଶର୍ମା’ ଶୋ’ରେ ପହଞ୍ଚିଥିଲେ, ଯାହାର ଏକ ପ୍ରମୋ ଭିଡିଓ ଏବେ…

ଯାତ୍ରା ଚାଲିଥିବା ବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପୋଲିସକୁ ଦୁର୍ବ୍ୟବହାର

ପଦ୍ମପୁର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର କପିଳମୁନି ପଡ଼ିଆରେ ଶୁକ୍ରବାର ରାତିରେ ଯାତ୍ରା ଚାଲିଥିବା ବେଳେ କିଛି ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ରକରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏ ନେଇ ସ୍ଥାନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri