Home Left

ପାଇକମାଳକୁ NAC ଘୋଷଣା ଦାବି ନେଇ ବିଜେଡିର ୧୨ ଘଣ୍ଟିଆ ବନ୍ଦ ପାଳନ

ପାଇକମାଳ,୧୦ା୯(ବଡ଼ ଶତପଥୀ): ପାଇକମାଳକୁ ଏନ୍‌ଏସି ଘୋଷଣା ଦାବି ନେଇ ବିଜେଡି ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି। ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବା ନେଇ ପାଇକମାଳ ଛକରେ ଅନୁଷ୍ଠିତ…

ଦେଶ ଛାଡ଼ି ପଳାଇଲେ ଓଲି! ନେପାଳରେ ଉଗ୍ରରୂପ ନେଲା ହିଂସା

କାଠମାଣ୍ଡୁ,୧୦।୯: ନେପାଳ ବର୍ତ୍ତମାନ ଏକ ବଡ଼ ରାଜନୈତିକ ଏବଂ ସାମାଜିକ ଅସ୍ଥିରତା ଦେଇ ଗତି କରୁଛି। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବଢ଼ୁଥିବା ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ହିଂସାତ୍ମକ ମୋଡ଼ ନେଇଛି। ପରିସ୍ଥିତି ଏତେ ଖରାପ…

ରାଖୀ ବାନ୍ଧିବି, ବିବାହ ବି କରିବି: ୨୦ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଘଟିଲା..

କାନପୁର,୧୦।୯: ଉତ୍ତର ପ୍ରଦେଶର କାନପୁରରେ ଜଣେ ଯୁବକଙ୍କ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଗୋଟିଏ କି ଦୁଇଟି ନୁହେଁ ବରଂ ୨୦ରୁ ଅଧିକ ଝିଅଙ୍କ ଜୀବନ ନଷ୍ଟ କରିଦେଇଛନ୍ତି। ଯୁବକ ଜଣକ ପ୍ରଥମେ ନାବାଳିକା…

ଫ୍ରାନ୍ସରେ ନେପାଳ ଭଳି ପରିସ୍ଥିତି, ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା

ପ୍ୟାରିସ,୧୦।୯: ଫ୍ରାନ୍ସରେ ବୁଧବାର ପ୍ୟାରିସ ଏବଂ ଅନ୍ୟାନ୍ୟ ଅନେକ ସ୍ଥାନରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ। ଦଙ୍ଗାକାରୀମାନେ ସାର୍ବଜନୀନ ସମ୍ପତ୍ତିରେ ନିଆଁ ଲଗାଇ ଦେଇଥିଲେ। ସହରଗୁଡ଼ିକରେ ପୋଡ଼ାଜଳା ଯୋଗୁ ଉତ୍ତେଜନା ବ୍ୟାପିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ…

ଜେଲରୁ ପଳାଇଲେ ୫୦୦ କଏଦୀ, ହାଇ ଆଲର୍ଟରେ ସେନା-ପୋଲିସ

କାଠମାଣ୍ଡୁ,୧୦।୯: ନେପାଳର ସଂସଦ ଭବନ, ରାଷ୍ଟ୍ରପତିଙ୍କ ବାସଭବନ, ସୁପ୍ରିମକୋର୍ଟ, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ନିଆଁରେ ଜଳୁଛି। ନେପାଳର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, କ୍ୟାବିନେଟ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି। ସେଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଏହି ସମୟରେ, ନେପାଳର ନବଲପାରାସିର ଜିଲା ଜେଲରୁ…

ବୋହୂଙ୍କୁ ‘ପୁରୁଷ’ କହିଦେଲେ ଶାଶୁ, ତା’ପରେ ପୁଅ ଯାହା କଲେ…

ଆଗ୍ରା,୧୦।୯: ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ବିବାହିତ ମହିଳା ତାଙ୍କ ସ୍ବାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ପାଇଁ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହାସହ ତାଙ୍କ ଶରୀରର ଅଙ୍ଗଗୁଡ଼ିକ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ଅଭିଯୋଗରେ ମାମଲା ରୁଜୁ…

ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ, ମାଡିବସିଲା ପୋଲିସ, ଆଉ ତା’ପରେ…

ଭୁବନେଶ୍ୱର,୧୦।୯: ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ। ମେସିନ ଦ୍ବାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍‌ ଓ ଏକ କେମିକାଲ ମିଶାଇ ବଜାରକୁ ଛାଡୁଥିଲେ। ଗତକାଲି ବିଳମ୍ବିତ ରାତିରେ କଟକ ଗୁରୁଡ଼ିଝାଟିଆ…

ମେଡିକାଲ, ବସଷ୍ଟାଣ୍ଡ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

କୋରାପୁଟ,୧୦ା୯(ଅମିତାଭ ବେହେରା): କୋରାପୁଟ ଗସ୍ତରେ ଅଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । କୋରାପୁଟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ କୋରାପୁଟ ସଚେତନ ନାଗରିକ ତରଫରୁ ବୁଧବାର ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଚେତନ ନାଗରିକ ତରଫରୁ କୁହାଯାଇଛି…

ଉପରାଷ୍ଟ୍ରପତିଙ୍କୁ ମିଳେ କେତେ ଦରମା, ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୦।୯: ଦେଶର ନୂତନ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ହୋଇଛନ୍ତି। ଏନଡିଏ ପ୍ରାର୍ଥୀ ରାଧାକୃଷ୍ଣନ ଇଣ୍ଡିଆ ଆଲାଏନ୍ସର ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି। ତାଙ୍କୁ ମୋଟା ଅଙ୍କର ଦରମା ସହିତ ଅନେକ ସୁବିଧା ମିଳିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶର ଉପରାଷ୍ଟ୍ରପତିଙ୍କୁ…

ଚାଲିଥିଲା କର୍ପୋରେଶନ ବୈଠକ: BMC ଅଫିସ ଆଗରେ ଧରଣାରେ ବସିଲେ କର୍ପୋରେଟର

ଭୁବନେଶ୍ୱର, ୧୦।୯: (BMC) ବିଏମ୍‌ସି ଅଫିସ ସମ୍ମୁଖରେ ୩୭ ନଂ ୱାର୍ଡ କର୍ପୋରେଟରଙ୍କ ଧାରଣା ଦେଇଛନ୍ତି। କର୍ପୋରେଟର ବନ୍ଦିତା ପାଲ BMC ଅଫିସ ଆଗରେ ଧାରଣାରେ ବସିଛନ୍ତି। କର୍ପୋରେଶନ ବୈଠକ ଚାଲିଥିବା ବେଳେ ଧାରଣାରେ କର୍ପୋରେଟରବସିଥିବା ସୂଚନା ମିଳିଛି। ୩ ବର୍ଷ…

ରାଜନୀତିରେ ହଇଚଇ: ବିସ୍ଫୋରକ ବୟାନଦେଲେ ଅମର

ଭୁବନେଶ୍ୱର,୧୦।୯: ନୂଆ ବିଜେଡି ଗଠନ ନେଇ ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ। ସେ କହିଛନ୍ତି, ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି। ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ନ ଚାଲିଲେ ନେତା ଓ କର୍ମୀ ଦୂରେଇ…

ପ୍ରେସ କନଫରେନ୍ସ ସମୟରେ ବେହୋସ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ଷ୍ଟକହୋମ,୧୦।୯: ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ମଙ୍ଗଳବାର ସ୍ବିଡେନର ସ୍ବାସ୍ଥ୍ୟମନ୍ତ୍ରୀ ଏଲିସାବେଟ ଲାନ ମଞ୍ଚ ଉପରେ ପଡ଼ିଗଲେ। ଏହି ଘଟଣା ଏତେ ଆଶ୍ଚର୍ଯ୍ୟଜନକ ଥିଲା ଯେ ସମଗ୍ର ହଲ ସ୍ତବ୍ଧ ହୋଇଗଲା। କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଭିଡିଓଟି ସୋସିଆଲ ମିଡିଆରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri