Home Left

ଗଞ୍ଜାମରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ

ଛତ୍ରପୁର,୫।୨(ଡି.ଏନ୍‌.ଏ.): ନ୍ୟାଶନାଲ ଡିଫେନ୍ସ ଏକାଡେମୀର ଭାରତ, ଉଗାଣ୍ଡା, ନେପାଳର ୧୪ ଜଣିଆ ପ୍ରତିନିଧି ଦଳ ବୁଧବାର ଗଞ୍ଜାମ ଜ଼ିଲା ଗସ୍ତରେ ଆସିଛନ୍ତି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଜିଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ, ବିପର୍ଯ୍ୟୟ ମୁକାବିଲା ପରିଚାଳନା ଉପରେ ପ୍ରତିନିଧି…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ପାଟଣାଗଡ଼ରେ ବନ୍ଦର ପ୍ରଭାବ

ପାଟଣାଗଡ଼,୫।୨(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପାଟଣାଗଡ଼ ଉପଖଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି। ବନ୍ଦରେ କୋଶଳ ସମନ୍ବୟ ସମିତି, ଜିଲା ଆଦିବାସୀ କଲ୍ୟାଣ ସଂଘ ସହିତ…

ଏବେ ମଧ୍ୟପ୍ରଦେଶ ଫେରିବନି ‘ସୁନ୍ଦରୀ’

ଭୁବନେଶ୍ୱର,୫।୨(ବ୍ୟୁରୋ): ସାତକୋଶିଆରୁ ବାଘୁଣୀ ‘ସୁନ୍ଦରୀ’ କାହ୍ନା ଅଭୟାରଣ୍ୟ ଫେରିଯିବା ନେଇ ବିଭିନ୍ନ ପ୍ରକ୍ରିୟା ଚାଲିଥିବା ବେଳେ ଏବେ ଏହା ବିଳମ୍ବ ହୋଇପାରେ। ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସ୍ଥାନାନ୍ତର…

ରାମମନ୍ଦିର ନିର୍ମାଣ ପାଇଁ ପାଟନାର ମହାବୀର ମନ୍ଦିର ନ୍ୟାସ ଦେବ ୧୦ କୋଟି

ନୂଆଦିଲ୍ଲୀ,୫।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଟନାର ମହାବୀର ମନ୍ଦିର ନ୍ୟାସ ପକ୍ଷରୁ ୧୦ କୋଟ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ରାମମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ୍‌ ଘୋଷଣା ପରେ ମହାବୀର ମନ୍ଦିର ନ୍ୟାସ ପକ୍ଷରୁ ଏଭଳି…

ଏହି ଦେଶରେ ୧୦ ବର୍ଷର ପିଲାଙ୍କ ପାଖରେ ରହିଛି ସ୍ମାର୍ଟଫୋନ

ଲଣ୍ଡନ: ବ୍ରିଟେନ୍‌ରେ ୧୦ ବର୍ଷରୁ ଅଧିକ ପିଲାଙ୍କ ପାଖରେ ୫୦% ସ୍ମାର୍ଟଫୋନ ରହିଛି। ସେହିପରି ୩/୪ ବର୍ଷର ପିଲାଙ୍କ ନିକଟରେ ଟ୍ୟାବ୍‌ଲେଟ୍‌ ରହିଛି। ମିଡିିଆ ରେଗୁଲେଟର ଅଫ୍‌କମ୍‌ ଅନୁଯାୟୀ, ପିଲାଙ୍କ ପ୍ରଥମ ପସନ୍ଦ ହେଲା ସ୍ମାର୍ଟଫୋନ୍‌। ଆଜିକାଲି ପିଲା ବିନା ଇଣ୍ଟରନେଟ୍‌ରେ…

ବିଜୟ ସହ ଭାରତର ଅଭିଯାନ ଶେଷ

ଅକ୍‌ଲାଣ୍ଡ,୫।୨- ଭାରତୀୟ ମହିଳା ହକି ଦଳ ବିଜୟ ସହ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରିଛି। ଦଳ ତା’ର ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ହରାଇ ଦେଇଛି। ବିଜୟୀ ଦଳ ପାଇଁ ନବନିତ କୌର ଡବଲ ଗୋଲ ଦେଇଥିବାବେଳେ ଶର୍ମିଲା ଗୋଟିଏ…

ଜୀବନର ଶେଷ ଇଚ୍ଛା ପୂରଣ କରନ୍ତି ଦମ୍ପତି

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଏମିତି କିଛି ଇଚ୍ଛା ଥାଏ, ଯାହା ପୂରଣ ହୋଇପାରେ ନାହିଁ। ଜୀବନର ଅନ୍ତିମ ପର୍ଯ୍ୟାୟରେ ଥିବାବେଳେ ବେଳେବେଳେ ମନରେ ଆସେ ମୁଁ ଏହି କାମଟି ପୂରଣ କରିପାରିଥାନ୍ତି କି? କିନ୍ତୁ ସେତେବେଳେ ଶରୀର ଏହା କରିବାକୁ…

ଭାସମାନ ହୋଟେଲ, ଗୋଟିଏ ରାତିରେ ଦେବାକୁ ପଡେ…

ସ୍ବିଡେନ୍‌ର ଉତ୍ତର ଭାଗ ଲ୍ୟାପଲାଣ୍ଡ୍‌ରେ ଲ୍ୟୁଲ ନଦୀରେ ତିଆରି ହୋଇଛି ଭାସମାନ ହୋଟେଲ ‘ଦ ଆର୍କେଟିକ୍‌ ବାଥ୍‌’। ଯାହା ଲୋକଙ୍କ ପାଇଁ ମଙ୍ଗଳବାରଠାରୁ ଖୋଲାଯାଇଛି। ଏଠାକୁ ଯିବା ପାଇଁ ହେଲେ ବୋଟ୍‌ ଏବଂ ଲୁହାରେ ତିଆରି ହୋଇଥିବା ରାସ୍ତା ଏକମାତ୍ର ମାଧ୍ୟମ।…

ମାଡାମ ତୁଷାଦରେ ପ୍ରଥମ ସାଉଥ୍‌ ଅଭିନେତ୍ରୀ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତ୍ରୀ ତଥା ସିଂଘମ ଫ୍ରେମ୍‌ କାଜଲ ଅଗ୍ରଓ୍ବାଲ ନିଜ ଅଭିନୟ ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ପ୍ରଂଶସକ ତାଙ୍କୁ ବେଶ୍‌ ପସନ୍ଦ କରିଥିବା ବେଳେ କେତେକ ସୁପରହିଟ୍‌ ଫିଲ୍ମ ଦେଇ ସେ ଦେଶରେ…

ଭଲ ହୋଇଛି ମୋ ମାତାପିତାଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଛି: ସାରା

ବଲିଉଡ୍‌ରେ ଏବେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି ସେ। ଏବେ ସାରା ନିଜ ଆଗାମୀ ଫିଲ୍ମ ‘ଲଭ୍‌ ଆଜକଲ୍‌-୨’ର ପ୍ରମୋଶନରେ ବ୍ୟସ୍ତ…

୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେଲେ ବିଦେଶୀ ପର୍ଯ୍ୟଟକ

ବାରାଣସୀ,୫।୨: ଉତ୍ତରପ୍ରଦେଶ ବାରାଣସୀରେ ଜଣେ ବିଦେଶୀ ପର୍ଯ୍ୟଟକ ୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେବା ପରେ ପାରାଚ୍ୟୁଟ୍‌ରେ ତଳକୁ ଡେଇଁଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ରାମନଗର ଅଞ୍ଚଳର ଓ୍ବାଜିଦ୍‌ପୁରରେ…

ଦିନଥିଲା ଗୁପ୍‌ଚୁପ ବିକୁଥିଲେ, ଆଜି ଭାରତକୁ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚାଇଲେ ଏହି ଖେଳାଳି

ପୋଚେଫଷ୍ଟ୍ରୁମ,୫।୧: ପୁଣି ବିଶ୍ୱକପରେ ପାକିସ୍ତାନକୁ ଧରାଶାୟୀ କରିଛି ଭାରତ। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଦୁଇ ଓପନର ଯଶସ୍ବୀ ଜଶୱାଲଙ୍କ ଶତକ ଓ ଦିବ୍ୟାଂଶ ସାକ୍ସେନାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୦ ଉଇକେଟରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri