ରାଜ୍ୟର ପ୍ରମୁଖ ବସ୍ଷ୍ଟାଣ୍ଡକୁ ବିମାନବନ୍ଦର ଭଳି ଉନ୍ନତ କରାଯିବ: ମନ୍ତ୍ରୀ
ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜ୍ୟର ସମସ୍ତ ବସ୍ଷ୍ଟାଣ୍ଡଗୁଡ଼ିକର ଉନ୍ନତୀକରଣ କରାଯିବ। ଏପରିକି ପ୍ରମୁଖ ବସ୍ଷ୍ଟାଣ୍ଡଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତ କରାଯିବ। ବସ୍ଷ୍ଟାଣ୍ଡରେ ଶପିଂମଲ ଓ ମଲ୍ଟି ପ୍ଲେକ୍ସ ମଧ୍ୟ ରହିବ। ଏ ନେଇ ବୁଧବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା…
ରାମମନ୍ଦିର ଟ୍ରଷ୍ଟରେ ରହିବେ ୧୫ ଟ୍ରଷ୍ଟି: ଶାହ
ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ରାମମନ୍ଦିର ଗଠନ ପାଇଁ କରାଯାଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟରେ ୧୫ ଜଣ ଟ୍ରଷ୍ଟି ରହିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ଟୁଇଟ୍ କରି ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଏସ୍ସି/ଏସ୍ଟି ଟ୍ରଷ୍ଟି…
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ପୁରୀ ଅଫିସ,୫।୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟି ବୈଠକ ବୁଧବାର ଆରମ୍ଭ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ବିଶେଷକରି ଶ୍ରୀମନ୍ଦିର ଐତିହ୍ୟ କରିଡର, ସୁପ୍ରିମକୋର୍ଟରେ ଦାୟର…
ପାକିସ୍ତାନର କଟା ଘା’ରେ ଚୂନ ଦେଲେ ସେହ୍ବାଗ
ନୂଆଦିଲ୍ଲୀ,୫।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପରେ ଗତଥରର ଚାମ୍ପିୟନ ଭାରତ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ଫାଇନାଲ ଟିକେଟ…
ଅତିରିକ୍ତ ତହସିଲଦାର, ଆର୍ଆଇଙ୍କୁ ଆକ୍ରମଣ ଘଟଣା: ରାଜସ୍ବ ଅମଲା, କ୍ଷେତ୍ର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ ଦ୍ୱିତୀୟ ଦିନରେ
ଭଣ୍ଡାରିପୋଖରୀ୫।୨(ଡି.ଏନ୍.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ(ଆର୍ଆଇ)ଙ୍କ କାର୍ଯ୍ୟାଳୟରେ ପଶି ଗତ ସୋମବାର ବାଲିମାଫିଆମାନେ ଗଣ୍ଡଗୋଳ କରିଥିଲେ। ସେମାନଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ବାଇଁ ଓ ରାଜସ୍ବ ନିରୀକ୍ଷକ ରାମନାରାୟଣ ସାମଲ ଆହତ…
ଏକାଥରକେ ପଦାର୍ପଣ କରିଥିବା ଦୁଇ ଭାରତୀୟ ଓପନର
ହାମିଲଟନ,୫।୨- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ପାଇଁ ଦୁଇ ପଦାର୍ପଣକାରୀ ଖେଳାଳି ପୃଥ୍ବୀ ଶ’ ଓ ମୟଙ୍କ ଅଗ୍ରଓ୍ବାଲ ଓପନିଂ କରିଥିଲେ। ତେବେ ଦୁଇ ବ୍ୟାଟ୍ସମ୍ୟାନ ପ୍ରଥମ ମ୍ୟାଚ୍ରେ ସେତେଟା ସଫଳ ହୋଇନାହାନ୍ତି। ଦୁହେଁ ପ୍ରଥମ ଉଇକେଟ ପାଇଁ…
କରୋନା ଭାଇରସ୍ର ଲକ୍ଷଣ ଏବଂ ପ୍ରତିକାର
ସାରା ବିଶ୍ୱକୁ ଏବେ ଘାରିଛି କରୋନା ଭାଇରସ୍ ଆତଙ୍କ। ଚାଇନାର ଉହାନ ସହରରୁ ବ୍ୟାପିଥିବା ଏହି ଭାଇରସ୍ ପ୍ରାୟ ୨୫ ଦେଶକୁ କବଳିତ କରିସାରିଲାଣି। କେବଳ ଚାଇନାରେ ବର୍ତ୍ତମାନ ସୁଦ୍ଧା ୪୨୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ହଜାର ୪୩୮ ଜଣ…
ଦିଲ୍ଲୀର ଜନତା ଏଥର କେବଳ ‘ଝାଡୁ’କୁ ହିଁ ଭୋଟ ଦେବେ: ସୁନୀତା କେଜରିଓ୍ବାଲ
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ତାଙ୍କ ପରିବାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ନୂଆଦିଲ୍ଲୀ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା କେଜରିଓ୍ବାଲଙ୍କ ସ୍ତ୍ରୀ ସୁନୀତା, ଝିଅ ହର୍ଷିତା ଏବଂ ପୁଅ…
ସୁନ୍ନୀ ଓ୍ବାକଫ୍ ବୋର୍ଡ ଗଠନ କରିବ ଇଣ୍ଡୋ ଇସ୍ଲାମିକ୍ କଲଚର ଟ୍ରଷ୍ଟ
ନୂଆଦିଲ୍ଲୀ,୫।୨: ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା ହୋଇଛି। ଏହାପରେ ସୁନ୍ନୀ ଓ୍ବାକଫ ବୋର୍ଡ ପକ୍ଷରୁ ବାବରୀ ମସଜିଦ୍ ନିର୍ମାଣ ପାଇଁ ଇଣ୍ଡୋ ଇସ୍ଲାମିକ୍ କଲଚର ଟ୍ରଷ୍ଟ ଗଠନ ନେଇ…
ପଶ୍ଚିମ ଓଡ଼ିଶା ବନ୍ଦ: ପଦ୍ମପୁରବାସୀଙ୍କ ସମର୍ଥନ
ପଦ୍ମପୁର/ବରଗଡ଼ ଅଫିସ,୫।୨(ଡି.ଏନ୍.ଏ.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ପଦ୍ମପୁରବାସୀ ମଧ୍ୟ ସମର୍ଥନ କରିଛନ୍ତିି। ଜିଲାର ଦୋକାନ, ବଜାର, ସରକାରୀ, ବେସରକାରୀ, ସ୍କୁଲ, କଲେଜ ସହିତ ଯାନବାହନ…
କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ସାକ୍ଷୀଗୋପାଳ,୫।୨(ଡି.ଏନ୍.ଏ.): ପ୍ରସିଦ୍ଧ ତନ୍ତ୍ର ପୀଠ ପୁରୀ ଜିଲା ସତ୍ୟବାଦୀ ଥାନା ବୀରଗୋବିନ୍ଦପୁର ଗ୍ରାମର ମା’ ଦକ୍ଷିଣକାଳୀ ପୀଠରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଗ୍ରୀଲ ତାଲାଭାଙ୍ଗି କେହି ଦୁର୍ବୃତ୍ତ ମନ୍ଦିରରେ କଳାକନା ବୁଲାଇ ମା’ଙ୍କ ସୁନା, ରୁପା ଅଳଙ୍କାର ସହ…
ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁ ଉପକାରୀ…
ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍ ରୋଗରେ ପୀଡ଼ିତ। ଏହି ରୋଗ ହେଲେ ରକ୍ତରେ ଶର୍କରା ଅଂଶ ବଢ଼ିଯାଇଥାଏ। ଶରୀରରେ ଇନ୍ସୁଲିନ ଠିକ୍ ଭାବେ କାମ କରି ନ ଥାଏ। ଡାଇବେଟିସ୍ ଥିଲେ ରୋଗୀ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ପ୍ରଭାବିତ ହୋଇଥାଏ। ତେଣୁ…
Archives


