Home Left

ରାଜନୈତିକ ଦଳର କର୍ମୀ ବୋଲି ପରିଚୟ ଦେଇ ତହସିଲଦାରଙ୍କୁ ହତ୍ୟା ଧମକ

ଖଡ଼ିଆଳ,୪।୭ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ନରସିଂହ ଗାଡ଼ବାଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଗାଡ଼ବା ଏ ନେଇ ଗୁରୁବାର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ…

୭ରେ ପ୍ରକାଶ ପାଇବ B.Ed, M.Ed ଉତ୍ତର: ପ୍ରତିଟି ପ୍ରଶ୍ନ ପାଇଁ ଦେବାକୁ ପଡ଼ିବ ୨୦୦ ଟଙ୍କା

ଭୁବନେଶ୍ୱର,୪।୭(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌ ଏବଂ ବି.ଏଚ୍‌.ଏଡ୍‌ ପ୍ରବେଶିକା ପରୀକ୍ଷା-୨୦୨୫ର ସାମୟିକ ଉତ୍ତର ପ୍ରକାଶନ ବା ଆନ୍‌ସାର୍‌ କି’ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ। ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ପକ୍ଷରୁ ପ୍ରଦାନ କରାଯାଇଥିବା ମାର୍କକୁ ନେଇ କେତେଜଣ…

ଜୀବନ ନୌକା

ପ୍ରତ୍ୟେକ ମଣିଷର ଜୀବନ ଏକ ନୌକା ସଦୃଶ। ଯାହାକୁ ନାଉରିଆ ନଦୀରୂପକ ସଂସାରରେ ତା’ର ଜିନିଷ ଓ ଆସବାବପତ୍ର ଲଦି ବାହିନେଇଥାଏ। ଲୌକିକ ମତରେ ଏହି ବୋହି ନେଉଥିବା ଆବାବାବପତ୍ରଗୁଡ଼ିକ କହିଲେ, ଜୀବନର ଚରିତ୍ର, ଶିକ୍ଷା, ସଂସ୍କାର, କର୍ତ୍ତବ୍ୟ, ଗୁଣ ଇତ୍ୟାଦିକୁ…

ଜନଗହଳିରେ ଶିଶୁଙ୍କ ସୁରକ୍ଷା

ରଥଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀ ବଡଦାଣ୍ଡ ତଥା ସଂଲଗ୍ନ ଅଞ୍ଚଳ ଲୋକାରଣ୍ୟ ହୋଇ ରହିଥାଏ। ଅନେକ ଭକ୍ତ ସେମାନଙ୍କ ପିଲାଛୁଆଙ୍କୁ ସାଙ୍ଗରେ ଧରି ଆସିଥାନ୍ତି। ଅଲକ୍ଷ୍ୟରେ ପିଲାମାନଙ୍କ ସୁରକ୍ଷା ଟିକେ ଢିଲା ହୋଇଯାଇଥାଏ। ଭିଡ ଭିତରେ କେତେବେଳେ ସେମାନଙ୍କ ହାତଛଡା କରିଦିଅନ୍ତି…

ଭବିଷ୍ୟତର ଇରାନ୍‌

ଦୁଇଟି ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଇସ୍ରାଏଲ ଓ ଆମେରିକା ବିରୋଧରେ ଇରାନ୍‌ର ୧୨ ଦିନିଆ ଯୁଦ୍ଧ ସବୁ ପକ୍ଷକୁ ବିଜୟୀ ଘୋଷଣା କରିବାକୁ ସୁଯୋଗ ଦେଇଛି। ଇସ୍‌ଲାମିକ ରିପବ୍ଲିକ (ଇରାନ୍‌) ପାଇଁ ବିଜୟ ଶୀଘ୍ର ହେଲା, କାରଣ ତାହାର ଶାସନ ଏଯାବତ…

ହାଇ ବ୍ଲଡ ପ୍ରେସର ହେଉ ବା ଡାଇବେଟିସ ସବୁକୁ ଦୂରେଇ ଦିଏ ଏହି ବୃକ୍ଷର ଔଷଧୀ ଗୁଣ

ଅର୍ଜୁନ ଗଛ ଏକ ମୂଲ୍ୟବାନ ଔଷଧୀୟ ଗଛ। ଏହା ସାଧାରଣତଃ ରାସ୍ତା କଡ଼ରେ, ଜଙ୍ଗଲରେ, ପାର୍କରେ ଏବଂ ଘର ଚାରିପାଖରେ ମିଳିଥାଏ। ଏହି ଗଛର ପ୍ରତ୍ୟେକ ଅଂଶର ଔଷଧୀୟ ଗୁଣ ଅଛି। ଏହି ଗଛର ଛାଲ, ପତ୍ର, ଫଳ ଏବଂ ମୂଳ…

ଭାଜପା ନେତା ଜଗନ୍ନାଥଙ୍କ ଗିରଫ ପରେ ଆନ୍ଦୋଳନରୁ ହଟିଲା OAS ସଂଘ

ଭୁବନେଶ୍ୱର,୩।୭: ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ଗୁରୁବାର ରାତିରେ ଡିସିପି କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୬କୁ…

ଧାରଣା ଦେଲେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ, ବାଣୀବିହାର ଛକରେ ଜାତୀୟ ରାଜପଥ ଅବରୋଧ

ଭୁବନେଶ୍ୱର,୩ା୭: ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ସମର୍ଥକମାନେ ଗୁରୁବାର ରାତିରେ ଭୁବନେଶ୍ୱରର ବାଣୀବିହାର ଛକରେ ଜାତୀୟ ରାଜପଥ ଅବରୋଧ କରି ଜୋରଦାର ପ୍ରତିବାଦ କରିଛନ୍ତି। ଏହି ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ…

ସ୍କୁଲ ଛାତରୁ ଗଳୁଛି ପାଣି, ବାରଣ୍ଡାରେ ପାଠପଢ଼ା

କେସିଙ୍ଗା,୩ା୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନ ବାଲସି ପଞ୍ଚାୟତର କୋକୋଡ଼ମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତରୁ ବର୍ଷା ପାଣି ଗଳୁଥିବାରୁ ଛାତ୍ରୀଛାତ୍ର ଗୁରୁବାର ସ୍କୁଲ ବାରଣ୍ଡାରେ ବସି ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଥିଲା। ୧୯୮୧ରେ…

ତହସିଲଦାରଙ୍କୁ ହତ୍ୟା ଧମକ

ଖଡ଼ିଆଳ,୩ା୭(ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ନରସିଂହ ଗାଡ଼ବାଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଗାଡ଼ବା ଏ ନେଇ ଗୁରୁବାର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ…

ରକ୍ତ ରଞ୍ଜିତ ହେଲା ରାସ୍ତା, ସବୁଆଡ଼େ ଶୁଭିଲା ଚିତ୍କାର, ରେସ୍ତୋରାଁ ବାହାରେ ଫୁଟିଲା ଗୁଳି, ୪ ମୃତ, ୧୪ ଆହତ

ସିକାଗୋ,୩।୭: ବୁଧବାର ରାତିରେ ଆମେରିକାର ସିକାଗୋରେ ଏକ ରେସ୍ତୋରାଁ ବାହାରେ ଗୁଳିଚାଳନା ଘଟଣା ସାମ୍ନାକୁ ଆସିଛି। ଏହି ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ପୋଲିସ ଅନୁଯାୟୀ, ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା…

ଭାରତର ବ୍ରହ୍ମୋସ ଆକ୍ରମଣରେ ହତବାକ ପାକିସ୍ତାନ ସେନା, ମାତ୍ର ୩୦ ସେକେଣ୍ଡ…

ନୂଆଦିଲ୍ଲୀ,୩।୭: ଭାରତର ‘ଅପରେସନ ସିନ୍ଦୁର’ ଅଧୀନରେ ବ୍ରହ୍ମୋସ କ୍ରୁଜ ମିସାଇଲ ଆକ୍ରମଣ ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଥିଲା। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କର ଜଣେ ବରିଷ୍ଠ ରାଜନେତା ତଥା ସ୍ୱତନ୍ତ୍ର ସହାୟକ ରାଣା ସାନାଉଲ୍ଲାହ ଏକ ସାମ୍ପ୍ରତିକ ସାକ୍ଷାତକାରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri