ଚାଇନାରେ ଥିବା ନେପାଳ ନାଗରିକଙ୍କୁ ଫେରାଇ ଆଣିବାକୁ ଗଲା ସ୍ବତନ୍ତ୍ର ବିମାନ
କାଠମାଣ୍ଡୁ,୧୬।୨: ଚାଇନାରେ କରୋନା ଭାଇରସର ଭାୟାବହତାକୁ ଦେଖି କେବଳ ଚାଇନା କାହିଁକି ବିଶ୍ୱବାସୀ ଭୟଭୀତ ହୋଇ ପଡିଛନ୍ତି। ଅଧିକାଂଶ ଦେଶ ସେମାନଙ୍କ ନାଗରିକଙ୍କୁ ଚାଇନାରୁ ଫେରାଇ ନେଇଥିବା ବେଳେ ଏବେ ନେପାଳ ତା’ର ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆଗେଇ ଆସିଛି।…
ଇମ୍ରାନଙ୍କ ପରାମର୍ଶଦାତା ନଇମ-ଉଲ୍-ହକ୍ଙ୍କ ପରଲୋକ
କରାଚି,୧୬।୨:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶଦାତା ତଥା ସ୍ବତନ୍ତ୍ର ସହାଯ୍ୟକାରୀ ନଇମ-ଉଲ୍-ହକ୍ଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ କ୍ୟାନସରରେ ପୀଡିତ ଥିବା ବେଳେ ଶନିବାର କରାଚିର ଆଗା ଖାନ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର…
୬୦୦ ବର୍ଷ ପୁରୁଣା ଦରଘାରେ ରହିଛି ଗାଈ ମଜାର
ଅଯୋଧ୍ୟା,୧୬।୨: ଦେଶରେ ମନ୍ଦିର -ମସଜିଦ୍ ନେଇ ବିବାଦ ଜାରି ରହିଛି। ତେବେ ଅଯୋଧ୍ୟାରେ ଏକ ୬୦୦ ବର୍ଷ ପୁରୁଣା ଦରଘାରେ ଏକ ଗାଈର ବଜାର ରହିଛି। ଏହା ସାମ୍ପ୍ରଦାୟିକ ସଦ୍ଭାବ ବାର୍ତ୍ତା ବହନ କରିଛି। ଦରଘାକୁ ସମସ୍ତ ଧର୍ମର ଲୋକେ ଆସିଥାନ୍ତି।…
ଶାଶୁଙ୍କ ଜନ୍ମଦିନ ପାଳିଲେ ବିଗ୍ ବି
ମୁମ୍ବାଇ: ଅମିତାଭ ବଚ୍ଚନ ସପରିବାର ଚାର୍ଟର ପ୍ଲେନ୍ରେ ଶନିବାର ଭୋପାଳ ଯାଇଥିଲେ। ବିଗ୍ ବିଙ୍କ ସହ ସ୍ତ୍ରୀ ଜୟା ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ନାତୁଣୀ ଆରାଧ୍ୟା ଏବଂ ଝିଅ ଶ୍ୱେତା ମଧ୍ୟ ଯାଇଥିଲେ। ଶନିବାର ବିଗ୍…
୫୦ ବର୍ଷ ଲିଭ୍ଇନ୍ରେ ରହିବା ପରେ ହେଲା ବିବାହ
ରାୟପୁର,୧୬।୨: ଛତିଶଗଡ଼ରେ ୫୦ ବର୍ଷ ଲିଭ୍ଇନ୍ରେ ରହିବା ପରେ ଜଣେ ୬୭ ବର୍ଷ ବୟସ୍କା ମହିଳା ୭୩ ବର୍ଷ ବୟସ୍କ ପୁରୁଷଙ୍କ ବିବାହ କରିଛନ୍ତି। ସ୍ଥାନୀୟ କବର୍ଧା ଜିଲାର ଖୈରଝିଟି କଳା ଗାଁରେ ବାସ କରୁଥିବା ସୁକାଲ ନିଷାଦ ଏବଂ ଗୌତରହିନଙ୍କ…
ଅଧାରୁ ପାଠ ଛାଡିଥିବା ଯୁବକ ଏବେ ତିଆରି କରୁଛନ୍ତି ଫାଇଟର ଜେଟ୍ର ପାର୍ଟସ୍
ହାଇଦ୍ରାବାଦ,୧୬।୨: କୁହାଯାଏ ପ୍ରତିଭା କେବେ ଲୁଚି ରହି ନ ଥାଏ। ହାଇଦ୍ରାବାଦର ରାକେଶ ଚୌପଦାରଙ୍କ ନିକଟରେ ଏବେ ଏହା ଦେଖିବାକୁ ମିଳିଛି। ହାଇସ୍କୁଲ ଅଧାରୁ ପାଠ ଛାଡିଥିବା ରାକେଶ ଏବେ ଫାଇଟର ଜେଟ୍ ଓ କ୍ଷେପଣାସ୍ତ୍ରର ବିଭିନ୍ନ ପାର୍ଟସ୍ ତିଆରି କରୁଥିବା…
ଏହି ୪ ଭାରତୀୟ ଖେଳାଳିଙ୍କ ପାଖରେ ରହିଛି ନିଜସ୍ବ ବିମାନ
ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ ଭାବେ ପରିଚିତ। ଅନ୍ୟ ଦେଶର କ୍ରିକେଟ ଖେଳାଳିଙ୍କ ତୁଳନାରେ ଭାରତୀୟ କ୍ରିକେଟରମାନେ ସବୁଠୁ ଅଧିକ ପାରିଶ୍ରମିକ ନେଇଥାନ୍ତି। ତେଣୁ ଭାରତୀୟ କ୍ରିକେଟରମାନେ ଧନୀ ହେବା ସ୍ବାଭାବିକ। ଭାରତରେ ଏମିତି ୪ କ୍ରିକେଟର ଅଛି…
ଜାପାନ ଜାହାଜରେ ବଢୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା
ଟୋକିଓ,୧୬।୨: ଜାପାନ ଉପକୂଳରେ ଅଲଗା ହୋଇ ଠିଆ ହୋଇଥିବା ଜାହାଜ ଡାଇମଣ୍ଡ ପ୍ରିନ୍ସେସ୍ରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ଏଥିରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୩୫୫ରେ ପହଞ୍ଚିଥିବା ସୂଚନା ମିଳିଛି। ରବିବାର ଜାପାନର…
ନିଜ ହାତରେ ନିଜ ପାଇଁ କବର ଖୋଳନ୍ତି କଏଦୀ
ପୋଙ୍ଗୟାଙ୍ଗ୍,୧୬।୨: ଉତ୍ତର କୋରିଆରେ ଏକ ଜେଲରେ କଏଦୀମାନେ ନିଜ ହାତରେ ନିଜର କବର ଖୋଳିଥାନ୍ତି। ଏହି ଜେଲରେ ନାନା ପ୍ରକାର କଏଦୀଙ୍କୁ ନିର୍ଯାତନା ଦିଆଯାଇଥାଏ। ବିଦେଶୀ କଏଦୀଙ୍କୁ ବେଶି ଦଣ୍ଡ ଦିଆଯାଏ। ଜେଲରେ କଏଦୀଙ୍କୁ କେବଳ ବସି ହେଉଥିବା ଅବା ଅଣ୍ଟା…
୬୨ ବର୍ଷରେ ପାଦ ଦେଲେ ଶୋମା ଆନନ୍ଦ: ଗୋଟିଏ ଭୁଲ ପାଇଁ ଅଭିନୟ ଜୀବନରେ ଆସିଥିଲା ଭଟ୍ଟା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶୋମା ଆନନ୍ଦ ରବିବାର ୬୨ ବର୍ଷରେ ପାଦ ଦେଇଛନ୍ତି। ୧୯୫୮ ଫେବୃୟାରୀ ୧୬ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ରେ ବାରୁଦ ଫିଲ୍ମରେ ସେ ଋଷି କପୁରଙ୍କ ଅପୋଜିଟ୍ରେ ଅଭିନୟ କରିଥିଲେ। ଋଷିଙ୍କ ଭଳି ବଡ଼ ଷ୍ଟାରଙ୍କ…
‘ସିଂଘମ ରିଟର୍ଣ୍ଣସ୍’ ଲେଖି କେଜରିଓ୍ବାଲଙ୍କ ଫଟୋସହ ପୋଷ୍ଟର ଦେଖାଇଲେ ପ୍ରଶଂସକ
ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ର ଭାବେ ଶପଥ ନେଇଛନ୍ତି। ଏହି ଅବସରରେ ଦିଲ୍ଲୀବାସୀଙ୍କ ଖୁସି କହିଲେ ନ ସରେ। କେହି କେହି କେଜରିଓ୍ବାଲଙ୍କୁ ‘ସିଂଘମ’ ବୋଲି ସମ୍ବୋଧନ କରିଥିବା…
ମୋଦିଙ୍କ ଗସ୍ତରେ କଳା ପତାକା
ବାରାଣାସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବାରାଣାସୀ ଗସ୍ତରେ ଆସିଛନ୍ତି। ମୋଦିଙ୍କ ଗସ୍ତ ସମୟରେ ଜଣେ ସମାଜବାଦୀ ପାର୍ଟି(ଏସ୍ପି) କର୍ମକର୍ତ୍ତା କଳା ପତାକା ପ୍ରଦର୍ଶନ କରିଛନ୍ତି। ଜଗମବାଡ଼ି ମଠରୁ ବିଏଚ୍ୟୁ ହେଲିପ୍ୟାଡ୍ ଆଡକୁ ଯାଉଥିବା ସମୟରେ ଏସ୍ପି କର୍ମକର୍ତ୍ତା ଜଣକ ବ୍ୟାରିକେଡ୍…
Archives


