ଗିର୍ଲିଗୁଡ଼ା-ମାଝିଗୁଡ଼ା ସେତୁ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ
ଡାବୁଗାଁ, ୧୬।୨(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ଅଧୀନ ଗିର୍ଲିଗୁଡ଼ା-ମାଝିଗୁଡ଼ା ଗ୍ରାମ ମଧ୍ୟରେ ଥିବା ଏକ ନାଳ ଉପରେ ପୋଲ ନିର୍ମାଣ ପାଇଁ ରବିବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏ ନେଇ ଡାବୁଗାଁ ବ୍ଲକ ଅଧୀନ ଘୋଡାଖୁଣ୍ଟା ପଞ୍ଚାୟତ…
ମଲାଇକା-ଅର୍ଜୁନଙ୍କ ପାଇଁ ସଲମାନଙ୍କ ସହ ଖରାପ ହେଲା ସମ୍ପର୍କ: ବୋନି!
ମୁମ୍ବାଇ: ବଲିଉଡ୍ ଭାଇଜାନ ସଲମାନ ଖାଁଙ୍କର ଅନ୍ୟମାନଙ୍କ ସହ ଥିବା ସମ୍ପର୍କ ବେଳେ ବେଳେ ଆସେ ଚର୍ଚ୍ଚାକୁ। ଏବେ ବୋନି କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶୁଣିବାକୁ ମିଳିଛି କି ସଲମାଙ୍କ ସହ ଏବେ ବୋନିଙ୍କର…
ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବ ଭାରତ
ନୂଆଦିଲ୍ଲୀ,୧୬।୨(ପି.ଟି.)- ଚଳିତବର୍ଷ ଭାରତ ତା’ର ବହୁ ପ୍ରତିକ୍ଷୀତ ଅଷ୍ଟ୍ରେଲିଆ ଗସ୍ତରେ ଏକ ଦିବାରାତ୍ର ଟେଷ୍ଟ ଖେଳିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ଯେକୌଣସି ଭେନ୍ୟୁରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ରାଜି ବୋଲି ଗତ ମାସରେ ଭାରତୀୟ ଅଧିନାୟକ ବିରାଟ କୋହଲି…
ଆମାଜନ ଫିଲ୍ମ ଫେୟାର ଆଓ୍ବାର୍ଡରେ ବାଜି ମାରିଲା ‘ଗଲି ବୟ’
ମୁମ୍ବାଇ: ୬୫ ତମ ଆମାଜନ ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୦ରେ ବାଜି ମାରିଛି ଜୋୟା ଅଖତରଙ୍କ ଫିଲ୍ମ ‘ଗଲି ବୟ’। ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କୁ ମଧ୍ୟ ମିଳିଛି ଲିଡିଙ୍ଗ ରୋଲ ପାଇଁ ଆମାଜନ ଫିଲ୍ମ ଫେୟାର…
ଚୋରି ପର୍ଦ୍ଦାଫାଶ: ୪ ଗିରଫ, ଟଙ୍କା,ଅଳଙ୍କାର ଜବତ
କେସିଙ୍ଗା,୧୬।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ୯ ନମ୍ବର ୱାର୍ଡର ମଧୁ ଠାକୁରଙ୍କ ଘରେ ଶୁକ୍ରବାର ରାତିରେ ଚୋରି ହୋଇଥିଲା। ଏ ନେଇ ଶନିବାର କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ରବିବାର…
ତେଲେଙ୍ଗାନା ଇଟାଭାଟିରୁ ୧୬ ଶ୍ରମିକଙ୍କ ସମେତ ୫ ଶିଶୁ ଉଦ୍ଧାର
ଭୁବନେଶ୍ୱର,୧୬।୨(ବ୍ୟୁରୋ): ଓଡ଼ିଶା ମୋ’ ପରିବାର ହସ୍ତକ୍ଷେପ ପରେ ତେଲେଙ୍ଗାନା ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲାର ୧୬ ଜଣ ଶ୍ରମିକ ଓ ସେମାନଙ୍କ ୫ଶିଶୁଙ୍କୁ ଉଦ୍ଧାର କରାଯାଇଛି। ବଲାଙ୍ଗୀର, ସୋନପୁର ଜିଲାର ଏହି ଶ୍ରମିକମାନେ ତେଲେଙ୍ଗାନାର ପେଡ଼ାପଲ୍ଲୀ ଜିଲା ବେଗମ୍ପେଟ ଗାଁରେ…
କୋଳକାତା ରାଜା ବଜାରରେ ଦୁଇ ମହଲା ଘରେ ଲାଗିଲା ନିଆଁ
କୋଲକାତା,୧୬।୨: ପଶ୍ଚିମବଙ୍ଗ ନାରକେଲଦାଙ୍ଗ ଅଞ୍ଚଳରେ ଥିବା ରାଜା ବଜାରରେ ଏକ ଦୁଇ ମହଲା ଘରେ ରବିବାର ଅପରାହ୍ନରେ ନିଆଁ ଲାଗିଯାଇଥିବା ଜଣାପଡିଛି। ଖବର ପାଇଁ ୧୨ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଥିବା ବେଳେ ଏପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି…
ବିସିସିଆଇ ସିଇଓ ଜୋହରିଙ୍କ ଇସ୍ତଫା
ନୂଆଦିଲ୍ଲୀ,୧୬।୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟକାରୀ ଅଫିସର ରାହୁଲ ଜୋହରି ଇସ୍ତଫା ପତ୍ର ଦେଇଛନ୍ତି। ମାତ୍ର ତାଙ୍କ ଇସ୍ତଫାକୁ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଏଣୁ ବିସିସିଆଇ କାର୍ଯ୍ୟ ଛାଡ଼ିବା ପାଇଁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ।…
କଳାହାଣ୍ଡିର ୪ ଚାଇନା ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର: ୩ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିଠି ଲେଖିଲା ଜିଲା ସ୍ବାସ୍ଥ୍ୟ ବିଭାଗ
ଭବାନୀପାଟଣା,୧୬।୨(ଡି.ଏନ୍.ଏ.): ଚାଇନାରେ ବ୍ୟାପିଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏ ନେଇ କଳାହାଣ୍ଡି ଜିଲାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ତେବେ ଏଠାରେ ଏଯାବତ୍ ଭାଇରସ ସଂକ୍ରମଣର କୌଣସି ସନ୍ଦେହ କିମ୍ବା ରୋଗ ଚିହ୍ନଟ ହୋଇ…
ମାଇନସ୍ ଡିଗ୍ରୀ ତାପମାତ୍ରାରେ ତପସ୍ୟା କଲେ ଯୋଗୀ
ନୂଆଦିଲ୍ଲୀ,୧୬।୨: କୁହାଯାଏ ତପସ୍ୟାର ଶକ୍ତି ଖୁବ୍ ଅଧିକ। ଏବେ ଭାଇରାଲ ହୋଇଥିବା ଏକ ଭିଡିଓ ଏହାର ସତ୍ୟତା ସମ୍ପର୍କରେ ସୂଚନା ଦେଉଛି ବୋଲି ଆଲୋଚନା ହେଉଛି। ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଜଣେ ଯୋଗୀ ବା ସାଧୁ ସ୍ବଳ୍ପ ବସ୍ତ୍ର ପରିଧାନ…
କମ୍ ଖର୍ଚ୍ଚରେ ଆପଣାନ୍ତୁ ଗ୍ଲାମର ଲୁକ୍
ଅଧିକାଂଶ ଲୋକ ସୁନ୍ଦର ଦେଖାଯିବା ପାଇଁ ପାଣି ପରି ପଇସା ଖର୍ଚ୍ଚ କରିଥାନ୍ତି। କିନ୍ତୁ ନିଜ ବଜେଟ ଭିତରେ ଖର୍ଚ୍ଚ ନ କଲେ ଆର୍ଥିକ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଥାଏ। ତେଣୁ ଅଳ୍ପ ଖର୍ଚ୍ଚରେ କେମିତି ଗ୍ଲାମର ଲୁକ୍ ଆସିବ ଜାଣନ୍ତୁ…
ମାଟି ତଳୁ ମିଳିଲା ୬୦୩୩ ମଣିଷ କଙ୍କାଳ ଓ ହଜାର ହଜାର ଗୁଳି
ଗିଟେଗା,୧୬।୨: ପୂର୍ବ ଆଫ୍ରିକାରେ ଥିବା ବୁରୁଣ୍ଡିରୁ ଖନନ ସମୟରେ ମାଟି ତଳୁ ୬୦୩୩ ମଣିଷ କଙ୍କାଳ ମିଳିଛି। ଏହା ସହିତ ହଜାର ହଜାର ଗୁଳି ମଧ୍ୟ ଉଦ୍ଧାର ହୋଇଛି। ଏତେ ସଂଖ୍ୟକ ଲୋକଙ୍କ ମାରି ଏଠାରେ ପୋତି ଦିଆଯାଇଥିବା କୁହାଯାଉଛି। କରୁସି…
Archives


