ମେଲାନିଆଙ୍କ କାର୍ଯ୍ୟକ୍ରମରୁ କେଜରିଓ୍ବାଲଙ୍କ ନାଁ ହଟାଇବାକୁ ନେଇ ଥରୁର କହିଲେ ଘୃଣ୍ୟ ରାଜନୀତି
ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ ସମୟରେ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ହାପିସେନ୍ କ୍ଲାସ କାର୍ଯ୍ୟକ୍ରମରେ ଯୋଗଦେବ। ହେଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ଏହି…
ପିଏସ୍ଏଲ୍ରେ ମୋବାଇଲ ବିବାଦ
କରାଚୀ,୨୨ା୨- ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଆଇସିସି ସ୍ବୀକୃତିପ୍ରାପ୍ତ ଟି୨୦ ଲିଗ୍। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାର ଦୈନନ୍ଦିନ କାର୍ଯ୍ୟରେ ମୁଣ୍ଡ ଖେଳାଇବାକୁ ଚାହୁଁନାହିଁ। ଶୁକ୍ରବାର ରାତିରେ ପିଏସ୍ଏଲ୍ କ୍ଲବ କରାଚୀ କିଙ୍ଗ୍ସର ଜଣେ ଅଫିସିଆଲ ଡଗଆଉଟ୍ରେ ମୋବାଇଲ…
ନିର୍ଭୟା ମାମଲାର ଦୋଷୀ ବିନୟଙ୍କୁ ଲାଗିଲା ଆଉ ଏକ ଝଟ୍କା
ନୂଆଦିଲ୍ଲୀ,୨୨।୨: ଦିର୍ଘ ୭ ବର୍ଷ ଅର୍ଥାତ୍ ୨୦୧୨ ମସିହାର ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କୁ ଲାଗିଛି ଆଉ ଏକ ଝଟ୍କା। ବିନୟ କାନ୍ଥରେ ମୁଣ୍ଡ ବାଡେଇ ଆହତ ହେବା ଓ ସେ ମାନସିକ ରୂପରେ ଅସୁସ୍ଥ ଦର୍ଶାଇ…
ସ୍ବାମୀଙ୍କ ସହ ପରକୀୟା ପ୍ରୀତି ସନ୍ଦେହ: ମହିଳାଙ୍କ ତଣ୍ଟି ଚିପି ହତ୍ୟା କଲେ ସ୍ତ୍ରୀ
କେନ୍ଦୁଝର,୨୨।୨(ସ୍ବ.ପ୍ର.): କେନ୍ଦୁଝର ବାରିଆ ଥାନା ଅନ୍ତର୍ଗତ ଭୂଇଁପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିରୁ ଜଣେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡିଛି। ମୃତ ମହିଳା ହେଲେ ବାରଡ଼ିପଶୀର ରେବତୀ ମୁଣ୍ଡା। ଏହି ଘଟଣାରେ…
ରାସ୍ତା ଜାମ୍ : ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରୁନାହାନ୍ତି ମାଟ୍ରିକ୍ ଛାତ୍ରୀଛାତ୍ର
ଆନନ୍ଦପୁର,୨୨।୨(ସ୍ବ.ପ୍ର.): ମାଟ୍ରିକ୍ ପରୀକ୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲାପାଳ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ିଗୁଡିକର ଯାତାୟାତକୁ ଭୋର ୫ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଥିଲେ। ମାତ୍ର ଏହି ପ୍ରତିବନ୍ଧକ କେବଳ ନାମକୁମାତ୍ର କାଗଜପତ୍ରରେ ସୀମିତ ହୋଇ ରହିଯାଇଛି। ଅନ୍ୟପକ୍ଷରେ…
ଗଞ୍ଜାମ ଜିଲାପାଳଙ୍କ ନିଆରା ପଦକ୍ଷେପ: ତାରାତାରିଣୀଙ୍କ ଚୈତ୍ର ଯାତ୍ରାରେ ମା’ଙ୍କୁ ମାଗଣା ଦର୍ଶନ କରିବେ ଭକ୍ତ
ପୁରୁଷୋତ୍ତମପୁର,୨୨।୨(ଡି.ଏନ୍.ଏ.): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମାର୍ଚ୍ଚ ୧୦ ତାରିଖଠାରୁ ଆରମ୍ଭ ହେବ। ଶନିବାର ଯାତ୍ରାର ସୁପରିଚାଳନା ଲାଗି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମା’ଙ୍କ ପୀଠକୁ ଯାଇ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା…
ପୁରୀରୁ ନକଲି ମାଟ୍ରିକ୍ ପରୀକ୍ଷାର୍ଥୀ ଗିରଫ
ପୁରୀ ଅଫିସ,୨୨।୨: ପୁରୀ ଜିଲା ସଦର ଥାନା ବାସୁଦେବପୁରର କନକ ଦୁର୍ଗା ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଶନିବାର ସଦର ପୋଲିସ ଗିରଫ କରିଛି। ଗିରଫ ନକଲି ପରୀକ୍ଷାର୍ଥୀ ହେଉଛନ୍ତି ସୌମ୍ୟ ରଞ୍ଜନ ମହାନ୍ତି। ସେ…
ଟ୍ରମ୍ପଙ୍କୁ ୬ଶହ ଗ୍ରାମ ଓଜନର ଚାନ୍ଦିରେ ତିଆରି ଚାବି ଉପହାର ଦେବେ ଆଗ୍ରା ମେୟର
ମଥୁରା,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଗ୍ରାର ମେୟର ନବୀନ ଜୈନ ତାଙ୍କୁ ଆଗ୍ରା ସହରର ଏକ ଚାବି ଉପହାର ଦେବେ ବୋଲି ଜଣାପଡିଛି। ଏହା ଚାନ୍ଦିରେ…
ଟ୍ରମ୍ପଙ୍କ ଗସ୍ତକୁ ନେଇ ରାମ ଗୋପାଳ ବର୍ମାଙ୍କ ଟୁଇଟ୍ ହେଉଛି ଭାଇରାଲ
ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀଙ୍କ ସହ ଆସନ୍ତା ୨୪-୨୫ ତାରିଖରେ ଭାରତ ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳିଛି। ତେବେ ବଲିଉଡ୍ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏମିତି ଏକ ଟୁଇଟ୍…
ଦାଦା ସାହେବ ଫାଲ୍କେ ଆଓ୍ବାର୍ଡ: ହ୍ରିତିକ୍ ଶ୍ରେଷ୍ଠ ଅଭିନେତା
ମୁମ୍ବାଇ: ୨୦୨୦ ପାଇଁ ଦାଦା ସାହେବ ଫାଲ୍କେ ଆଓ୍ବାର୍ଡ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅଭିନେତ୍ରୀ ଅଭିନେତା ଅଂଶଗ୍ରହଣ କରିଥିଲେ। ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ ଫିଲ୍ମ ‘ସୁପର -୩୦’ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏହି ଫିଲ୍ମରେ…
ଝିଅଙ୍କୁ କପି ଦେବାକୁ ଯାଇ ସ୍କୁଲ ପାଚେରିରୁ ଖସିପଡ଼ିଲେ ବାପା, ନାକ ଫାଟିଲା
ପରଜଙ୍ଗ,୨୨।୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ଗଡ଼ପଳାଶୁଣି ହାଇସ୍କୁଲରେ ଶନିବାର ମାଟ୍ରିକ୍ ପରୀକ୍ଷା ଚାଲିଥିଲା। ଏହି ସମୟରେ କପି ଦେବାକୁ ଯାଇଥିବା ଜଣେ ବ୍ୟକ୍ତି ସ୍କୁଲ ପାଚେରିରୁ ଖସି ପଡ଼ି ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ…
ପରୀକ୍ଷା କେନ୍ଦ୍ରରେ କପି: ଖବର ସଂଗ୍ରହ ବେଳେ ଖବରଦାତାଙ୍କୁ ଆକ୍ରମଣ
ପାଟଣାଗଡ଼,୨୨।୨(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମନାଇପାଦ ହାଇସ୍କୁଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରୀକ୍ଷା କେନ୍ଦ୍ରରେ କପି ଚାଲିଥିବା ବେଳେ ଲଳିତ ମଲ୍ଲିକ ନାମକ ଜଣେ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ତାଙ୍କୁ…
Archives


