ଟ୍ରମ୍ପଙ୍କ ସହ ମୋଦିଙ୍କ ଆଗ୍ରା ଗସ୍ତକୁ ନେଇ ଏବେବି ଲାଗି ରହିଛି ସନ୍ଦେହ
ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ ସମୟରେ ତାଜମହଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରା ଗସ୍ତ କରିବେ କି ନା ତାକୁ…
ରୋଷେଇ ଘରେ ଥିବା ଏହି ଜିନିଷ ହୋଇଥାଏ କ୍ୟାନ୍ସରର କାରଣ
ବର୍ତ୍ତମାନ ସମୟରେ କ୍ୟାନ୍ସର ଏକ ସାଂଘାତିକ ରୋଗ। ଅଧିକାଂଶ ଲୋକଙ୍କ ମୃତ୍ୟୁ କ୍ୟାନ୍ସର ଦ୍ୱାରା ହୋଇଥାଏ। ତେଣୁ ଏହି ରୋଗରୁ ଦୂରେଇ ରହିବା ପାଇଁ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ,…
ଆଇସ୍ ଏଜ୍ ସମୟର ୪୬ ହଜାର ବର୍ଷ ତଳର ପକ୍ଷୀ ଅବଶେଷର ମିଳିଲା ସନ୍ଧାନ
ସାଇବେରିଆ,୨୨।୨: ସମ୍ପ୍ରତି ସାଇବେରିଆରୁ ଆଇସ୍ ଏଜ୍ ସମୟର ପକ୍ଷୀ ଅବଶେଷର ସନ୍ଧାନ ମିଳିଛି। ଏହା ୪୬ ହଜାର ବର୍ଷ ତଳର ବୋଲି ଗବେଷକ କହିଛନ୍ତି। ଏହା ଏକ ହୋର୍ଣ୍ଡ ଲାର୍କ ପକ୍ଷୀର ଅବଶେଷ ବୋଲି କୁହାଯାଉଛି। ଏନେଇ କମ୍ୟୁନିକେଶନ ବାୟୋଲୋଜି ପତ୍ରିକାରେ…
ମୋଦି-ଟ୍ରମ୍ପ୍ଙ୍କ ସମ୍ମୁଖରେ ‘ଜୟ-ଜୟ କାରା’ ଗାନ କରିବେ କୈଳାଶ
ଅହମଦାବାଦ୍,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଫେବୃୟାରୀ ୨୪ରେ ମୋଟେରା ଷ୍ଟାଡିୟମ୍ରେ ନମସ୍ତେ ଟ୍ରମ୍ପ୍ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିବେ। ଦୁଇ ନେତାଙ୍କ ଉପସ୍ଥିତିରେ ଗାୟକ କୈଳାଶ ଖୈର ‘ ଜୟ ଜୟ…
ନିର୍ମାଣାଧୀନ ବ୍ରିଜ୍ କଡ଼ରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଆରମ୍ଭ
ଢେଙ୍କାନାଳ ଅଫିସ,୨୨।୨: ଢେଙ୍କାନାଳ ଜିଲା ସଦର ଥାନା ସପ୍ତଶଯ୍ୟା – ଶଙ୍କରପୁର ରାସ୍ତାର ଏକ ନିର୍ମାଣାଧୀନ ବ୍ରିଜ୍ କଡ଼ରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ଗୋବିନ୍ଦପୁର ଫାଣ୍ଡି ତାଳବରୋକାଟେ ଗ୍ରାମର ପ୍ରହଲ୍ଲାଦ ବେହେରା। ସକାଳୁ…
ରହସ୍ୟମୟ ପଥର ହାଣ୍ଡି
ଭେଣ୍ଟିଆନେ,୨୨।୨: ପୃଥିବୀରେ ଏଭଳି ବହୁ ରହସ୍ୟ ରହିଛି ଯାହାର ସତ୍ୟ ଉନ୍ମୋଚନ କରିବାକୁ ବୈଜ୍ଞାନିକ ମଧ୍ୟ ଅସମର୍ଥ ରହିଛନ୍ତି। ଏଭଳି ଏକ ରହସ୍ୟ ଲାଓସ୍ରେ ରହିଛି। ଏଠାରେ ‘ପ୍ଲେନ୍ ଅଫ୍ ଜାର୍’ ବା ଜାର୍ ସମତଳ ଭୂମିରେ ହଜାର ହଜାର ପଥର…
ମେଲାନିଆଙ୍କ ହାପିନେସ୍ କ୍ଲାସରେ ଯୋଗଦେବେ ନାହିଁ କେଜରିଓ୍ବାଲ-ସିସୋଡିଆ
ନୂଆଦିଲ୍ଲୀ,୨୨।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଶି ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ମେଲାନିଆ ରାଜଧାନୀ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଆୟୋଜିତ ‘ହାପିନେସ୍ କ୍ଲାସ’ରେ ଯୋଗ ଦେବାର କାର୍ଯ୍ୟକ୍ରମ…
ସେଲିବ୍ରେଶନ ମୁଡ୍ରେ ‘କୁଲି ନଂ-୧’ ବରୁଣ
ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ସାରା ଅଲି ଖାନ୍ଙ୍କ ଅପ୍କମିଂ ଫିଲ୍ମ ‘କୁଲି ନଂ-୧’ର ଶୁଟିଂ ଶେଷ ହୋଇଯାଇଛି। ଏହାପରେ ଏକଦମ୍ ସେଲିବ୍ରେଶନ ମୁଡ୍ରେ ଅଛନ୍ତି ଫିଲ୍ମର ପୂରା ଟିମ୍। ନିଶ୍ଚିତ ଭାବେ ଏକ ହିଟ୍ କମେଡି ଫିଲ୍ମର ରିମେକ୍ କରିବା…
ଓ୍ବେଲିଂଟନ ଟେଷ୍ଟ: ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଆଗୁଆ
ଓ୍ବେଲିଂଟନ,୨୨।୨- ସ୍ଥାନୀୟ ବସିନ ରିଜର୍ଭ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଅଗ୍ରଣୀ ହାସଲ କରିଛି। ଭାରତୀୟ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୫/୧୨୨)ରୁ ବ୍ୟାଟିଂ ଆରମ୍ଭ କରି ବଳକା ୫ ଉଇକେଟରେ ୪୩ ରନ୍…
ନିର୍ଭୟା ମାମଲା: ନୂଆ ଓକିଲଙ୍କୁ ଭେଟିବାକୁ ମନାକଲେ ପବନ
ନୂଆଦିଲ୍ଲୀ,୨୨।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା ନିଜ ଆଇନ ପରାମର୍ଶଦାତା ରବି କାଜିଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ପୁର୍ବରୁ ଏହି ମାମଲାରେ ପବନଙ୍କ ପାଇଁ ଲଢୁଥିବା ଓକିଲ ଏପି ସିଂ ଏହା ଛାଡିଦେବା ପରେ ଏବେ କୋର୍ଟ…
ଜାତି-ଧର୍ମର ସ୍ତମ୍ଭ ପୂରଣ ନ କରିବାରୁ ସ୍କୁଲରେ ହୋଇ ପାରିଲାନି ନାମଲେଖା
ଥିରୁଭାନନ୍ଥପୁରମ,୨୨।୨: କେରଳର ଏକ ସରକାରୀ ସ୍କୁଲରେ ଜଣେ ଛାତ୍ରଙ୍କ ଅଭିଭାବକ ଫର୍ମରେ ଜାତି-ଧର୍ମର ସ୍ତମ୍ଭ ପୂରଣ ନ କରି ଥିବାରୁ ପିଲାଟିର ନାମ ଲେଖିବାକୁ ମନା କରିଦେଲେ ସ୍କୁଲ କର୍ତ୍ତୁପକ୍ଷ। ଏମିତି ଏକ ଖବର ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏହି…
ଟେଲରଙ୍କୁ ଉପହାର ସ୍ବରୂପ ୧୦୦ ଓ୍ବାଇନ ବୋତଲ
ଓ୍ବେଲିଂଟନ,୨୨।୨- ଏଠାରେ ଚାଲିଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ପାଇଁ କ୍ୟାରିୟରର ୧୦୦ତମ ଟେଷ୍ଟ। ବିଶ୍ୱର ପ୍ରଥମ ଖେଳାଳି ଭାବେ ସେ କ୍ରିକେଟର ସମସ୍ତ ଫର୍ମାଟରେ ୧୦୦ ମ୍ୟାଚ୍ ଖେଳିଛନ୍ତି। ଏହି ଅବସରରେ ନ୍ୟୁଜିଲାଣ୍ଡ…
Archives


