ଦିଲ୍ଲୀ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ଗମ୍ଭୀର
ନୂଆଦିଲ୍ଲୀ,୨୫।୨: ପୂର୍ବ ଦିଲ୍ଲୀର ଭାଜପା ଏମ୍ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀ ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀ ହିଂସାକୁ ନେଇ ଯେଉଁମାନେ ଉତ୍ତେଜିତ ବୟାନ ଦେଇଛନ୍ତି ଓ ଏହି ଘଟଣାର ଉତ୍ତରଦାୟୀ ରହିଥିବା ବ୍ୟକ୍ତିଙ୍କ ଉପରେ ତୁରନ୍ତ…
ଗସ୍ତ ଥିଲା ଟ୍ରମ୍ପଙ୍କର କିନ୍ତୁ ଦୃଷ୍ଟି ଆକର୍ଷଣ କଲେ ଇଭାଙ୍କା!
ନୂଆଦିଲ୍ଲୀ,୨୫।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପରିବାର ୨ ଦିନିଆ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ତାଙ୍କ ସହ ଥିଲେ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ। ଏହି ସମୟରେ ଟ୍ରମ୍ପ…
ଉତ୍ତର-ପୂର୍ବ ଦିଲ୍ଲୀରେ ୩୫ କମ୍ପାନୀ ପାରାମିଲିଟାରୀ ଯବାନ ମୁତୟନ
ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମିବାରେ ନା ଧରୁନି। ଏହାକୁ ଦୃଷ୍ଟିରେ ରଖି ଏଠାରେ ୩୫ କମ୍ପାନୀ ପାରାମିଲିଟାରୀ ଯବାନଙ୍କୁ ମୁତୟନ କରାଯାଇଛି। ଏହା ସହିତ ସ୍ପେସାଲ ସେଲ୍, କ୍ରାଇମ୍ ବ୍ରାଞ୍ଚ୍ ଏବଂ ଆର୍ଥିକ…
ମେଲାନିଆଙ୍କ ଜୀବନଶୈଳୀ : ୩ ଲକ୍ଷ ଟଙ୍କାର ମେକ୍ ଅପ୍; ଦେଢ଼କୋଟିର ଡ୍ରେସ୍
ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସ୍ତ୍ରୀ ମେଲାନିଆଙ୍କ ଜୀବନଶୈଳୀ ଅତି ବିଳାସପୂର୍ଣ୍ଣ। ପ୍ରତିଦିନ ତାଙ୍କର ମେକ୍ଅପ୍ରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିପାଇଁ ସେ ମେକ୍ଅପ୍ ଆର୍ଟିଷ୍ଟ୍ଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ସେ ଦେଢ଼କୋଟି ଟଙ୍କାର ଡ୍ରେସ୍ ପିନ୍ଧିଥାନ୍ତି।…
ପ୍ରାକୃତିକ ଉପାୟରେ କେଶ କଳା କରିବାକୁ ଚାହୁଁଥିଲେ
କେଶ ଧଳା ହେବା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ବର୍ତ୍ତମାନ ଏହି ସମସ୍ୟା ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କଠାରେ ମଧ୍ୟ ଦେଖାଯାଉଛି। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ବଜାରରେ ମିଳୁଥିବା ଅନେକ ରାସାୟନିକ ପଦାର୍ଥ ବ୍ୟବହାର…
ଫୁଲବାଣୀରେ ପ୍ରବଳ ବର୍ଷା: ଗଛପଡ଼ି ରାସ୍ତା ଅବରୋଧ, ଛିଡିଲା ବିଦ୍ୟୁତ୍ ତାର
ଫୁଲବାଣୀ ଅଫିସ,୨୫।୨: କନ୍ଧମାଳ ଜିଲାରେ ମଙ୍ଗଳବାରରୁ ବର୍ଷା, ପବନ ଲାଗି ରହିଛି। ଏହାର ପ୍ରଭାବରେ ଫୁଲବାଣୀ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ ତାର ଛିଡିଛି। ଫଳରେ ସହରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି।…
ଏହି ଭାରତୀୟ ଯୁବକଙ୍କୁ ଟ୍ରମ୍ପ କାହିଁକି ଦେଲେ ସ୍ବତନ୍ତ୍ର ଉପହାର
ଆଗ୍ରା,୨୫।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହଧର୍ମଣୀ ମେଲାନିଆ ଟ୍ରମ୍ପଙ୍କ ସମେତ ଝିଅ ଜ୍ୱାଇଁ ପ୍ରଥମ ଥର ଭାରତକୁ ଆସିଛନ୍ତି। ସୋମବାର ଟ୍ରମ୍ପ ଓ ମେଲାନିଆ ଆଗ୍ରାରେ ଥିବା ତାଜମହଲକୁ ପରିଦର୍ଶନ କରିଥିଲେ। ସେହି ସମୟରେ ଟ୍ରମ୍ପ ଜଣେ ଭାରତୀୟ ଯୁବକଙ୍କୁ…
ଗୋଟିଏ ସେକେଣ୍ଡରେ ଲାଗିଥିବା ନିଆଁ ଲିଭିବାକୁ ଲାଗୁଛି ବର୍ଷ ବର୍ଷ: ରାହତ ଇନ୍ଦୋରି
ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ଆରମ୍ଭ କରାଯାଇଥିବା ବିରୋଧ ପ୍ରଦର୍ଶନ ଏବେ ହିଂସାର ରୂପ ନେଲାଣି। ମଙ୍ଗଳବାର ସୁଦ୍ଧା ଏହି ହିଂସାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ଏଥିରେ ଶତାଧିକ ଲୋକ ଆହତ ହୋଇଛନ୍ତି।…
ହସି-ହସି ପଢ଼ିବା ଶିଖିଲେ ମେଲାନିଆ
ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସ୍ତ୍ରୀ ମେଲାନିଆ ଦିଲ୍ଲୀର ନାନକପୁରା ସ୍ଥିତି ମଙ୍ଗଳବାର ସର୍ବୋଦୟ କୋ-ଏଡ୍ ସିନିଅର ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ହୋଇଥିବା ହ୍ୟାପିନେସ୍ କ୍ଳାସ୍ରେ ଯୋଗଦେଇଛନ୍ତି। ହସି ହସି ଖେଳକୁଦ ମାଧ୍ୟମରେ କିପରି ପାଠପଢ଼ା କରାଯାଇପାରେ ତାହା ମେଲାନିଆ…
ବିରୋଧ ପ୍ରଦର୍ଶନର ଆବଶ୍ୟକତା ନାହିଁ, ଆମ ସରକାର ମାତ୍ର ୨ ମାସର: ଅଜିତ
ମୁମ୍ବାଇ,୨୫।୨: ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାର ଏବେ ବିଭିନ୍ନ ବିଷୟକୁ ନେଇ କାମ କରିବା ଆରମ୍ଭ କରିଛି। ତେଣୁ ଏହି ସରକାରକୁ ବିରୋଧ ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ ବୋଲି ମଙ୍ଗଳବାର ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି।…
ପ୍ରତିଦିନ ଖାଆନ୍ତୁ ୨ଟି ଭିଜା ଅଖରୋଟ
ଫାଇବର, ଭିଟାମିନ୍ ଓ ମିନେରାଲ୍ସରେ ଭରପୁର ଥିବା ଅଖରୋଟ କେବଳ ମସ୍ତିଷ୍କ ଓ ସ୍ମୃତି ଶକ୍ତି ପାଇଁ ଲାଭଦାୟକ ନୁହେଁ ବରଂ ସୁସ୍ଥ ଶରୀର ପାଇଁ ମଧ୍ୟ ଉତ୍ତମ ହୋଇଥାଏ। କାରଣ ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ, ଫସ୍ଫରସ୍, କପର,…
ଟ୍ରମ୍ପ୍ କଲେ ବୃକ୍ଷ ଚାରା ରୋପଣ: ଯତ୍ନ ନେବେ ରାଜଘାଟ ସମାଧି କମିଟି
ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ମେଲାନିଆ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ବୃକ୍ଷଚାରା ରୋପଣ କରିଛନ୍ତି। ଏହାର ଯତ୍ନନେବାର ଦାୟିତ୍ୱ ରାଜଘାଟ ସମାଧି କମିଟି ଉପରେ ନ୍ୟସ୍ତ କରାଯାଇଛି। କମିଟିରେ ଜଣେ ସଚିବଙ୍କ ସମେତ ପ୍ରାୟ ୨୦…
Archives


