Home Left

ଓଡ଼ିଶାର ୨୪ ଜିଲାରେ ମହାପ୍ରଭୁଙ୍କ ସମ୍ପତ୍ତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କର ଓଡ଼ିିଶାର ୨୪ଟି ଜିଲାରେ ୬୦,୪୨୬.୯୪୩ ଏକର ଜମି ରହିଥିବା ଚିହ୍ନଟ କରାଯାଇଛି। ସେଥିରୁ ଏ ପର୍ଯ୍ୟନ୍ତ ୩୪,୮୦୩.୦୧୩ ଏକର ପରିମିତ ଜମିର ଚୂଡାନ୍ତ ସ୍ବତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପ୍ରାପ୍ତ ହୋଇଛି। ବିନା କାଗଜାତରେ…

ଆଇଏଫ୍‌ଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ଭାରତୀୟ ବନ ସେବା(ଆଇଏଫ୍‌ଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍‌ ଅଧିକାରୀ ସୁରେଶ ପନ୍ଥଙ୍କୁ ପିସିସିଏଫ୍‌ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ସୁରେଶ ବ୍ରହ୍ମପୁର…

ମାର୍ଚ୍ଚ ୨୬ରେ ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ନିର୍ବାଚନ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟ ସଭାର ୫୫ ଆସନ ଆସନ୍ତା ଏପ୍ରିଲରେ ଖାଲି ହେବାକୁ ଯାଉଛି। ଏହି ସବୁ ଆସନ ୧୭ଟି ରାଜ୍ୟର ହୋଇଥିବାବେଳେ ଏଥିରୁ ଓଡ଼ିଶାର ୪ଟି ରହିଛି। ଏହି ୫୫ ଆସନରେ ଆସନ୍ତା ମାର୍ଚ୍ଚ ୨୬ରେ ନିର୍ବାଚନ ହେବ ବୋଲି ଭାରତର…

ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ସ୍ତ୍ରୀ ଉଷାଶ୍ରୀଙ୍କୁ ହତ୍ୟା ପରେ ୩ଶହ ଖଣ୍ଡ କରି କାଟିଥିଲେ ଅବସରପ୍ରାପ୍ତ ସେନା ଡାକ୍ତର ତଥା ଲ୍ୟୁଟନାଣ୍ଟ କଲୋନେଲ ସୋମନାଥ ପରିଡ଼ା। ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆର୍‌ସି ଭିଲେଜରେ ଘଟିଥିବା ଏହି ବହୁ ଚର୍ଚ୍ଚିତ ହତ୍ୟା ମାମଲାର ରାୟ ମଙ୍ଗଳବାର…

ପ୍ରତିରୋପଣ ହେଲା ଶୁଆ ଡେଣାର ପର

ବ୍ରିସ୍‌ବେନ,୨୬।୨: ଆଧୁନିକ ଚିକିତ୍ସା ବିଜ୍ଞାନ ସହାୟତାରେ ମଣିଷର ଅଙ୍ଗ ପ୍ରତିରୋପଣ ହୋଇପାରୁଛି। ତେବେ ଅଷ୍ଟ୍ରେଲିଆରେ ଏକ ଶୁଆ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିଛି। ୧୨ ସପ୍ତାହର ଛୋଟ ଶୁଆ ବେଇ-ବେଇ କାଳେ ଉଡ଼ିଯିବ ସେଥିପାଇଁ ତା ମାଲିକ ଡେଣାର ପର କାଟି…

ହୋସ୍‌ନି ମୁବାରକ୍‌ଙ୍କ ପରଲୋକ

କାଇରୋ, ୨୬ା୨(ପି.ଟି.): ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ହୋସ୍‌ନି ମୁବାରକ୍‌ଙ୍କ ମଙ୍ଗଳବାର କାଇରୋ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୩୦ ବର୍ଷ ଶାସନ କରିବା ସହ ମଧ୍ୟପ୍ରାଚ୍ୟରେ ସେ ନିଜକୁ ଜଣେ ଦକ୍ଷ ଏକଛତ୍ରବାଦୀ ଶାସକ…

ଦିଲ୍ଲୀ ସର୍ବାଧିକ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ, ୨୬ା୨(ପି.ଟି.): ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ସହର ଭାବେ ପରିଗଣିତ ହୋଇଛି। ଓ୍ବାଲର୍‌ଡ ଏୟାର୍‌ କ୍ୱାଲିଟି ରିପୋର୍ଟ-୨୦୧୯ ରିପୋର୍ଟ ଅନୁଯାୟୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ୩୦ ସହର ମଧ୍ୟରେ ଭାରତର ୨୧ ସହର ରହିଛି। ଗାଜିଆବାଦ୍‌…

୪ ସ୍ଥାନରେ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୨: ବିକ୍ଷୋଭ ପରେ ଗୁଳିକାଣ୍ଡ ତା’ ପରେ ସଂଘର୍ଷ। ସଂଘର୍ଷ ପୁଣି କମ୍‌ ନୁହେଁ, ତେର ଜଣଙ୍କ ଜୀବନ ଗଲାଣି। ଦିଲ୍ଲୀରେ ସିଏଏ ବିରୋଧୀ ସଂଘର୍ଷ ଦଙ୍ଗାର ରୂପ ନେବା ପରେ ସ୍ଥିତି ଅଣାୟତ୍ତ ହୋଇଛି। ସ୍ଥିତି ସ୍ବାଭାବିକ କରିବା ପାଇଁ…

ଉଠିଲା ସିଏଏ, କଶ୍ମୀର ଓ ଆତଙ୍କବାଦ ପ୍ରସଙ୍ଗ

ନୂଆଦିଲ୍ଲୀ, ୨୬ା୨(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଖବରଦାତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅନେକ କଥା କହିଥିଲେ। ଭାରତ ସହ ଧାର୍ମିକ ସ୍ବାଧୀନତା, ବାଣିଜି୍ୟକ ଚୁକ୍ତି, ସିଏଏ ଓ କଶ୍ମୀର ପ୍ରସଙ୍ଗ ଆଦି ଏଥିରେ ସ୍ଥାନ ପାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ…

ଟ୍ରମ୍ପ୍‌ଙ୍କ ଦୁଇଦିନିିଆ ଭାରତ ଗସ୍ତ ଶେଷ

ନୂଆଦିଲ୍ଲୀ, ୨୬ା୨(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ ଶେଷ ହୋଇଛି। ଦ୍ୱିତୀୟ ଦିନରେ ସେ ଭାରତ ସହ ବାଣିଜି୍ୟକ ଆଲୋଚନା, ପ୍ରତିରକ୍ଷା ଚୁକ୍ତି କରିବା ସହ ତିନିଥର ମିଡିଆକୁ ସମ୍ବୋଧନ କରିଥିଲେ। ପ୍ରତିରକ୍ଷା ସହଯୋଗ କ୍ରମେ ଭାରତକୁ…

ଆମେରିକାରେ ଅଧିକ ନିବେଶ କର: ଟ୍ରମ୍ପ

ନୂଆଦିଲ୍ଲୀ, ୨୬-୨: ଆମେରିକାରେ ଭାରତୀୟ ବାଣିଜ୍ୟ ଗୋଷ୍ଠୀ ଅଧିକ ନିବେଶ କରୁ ବୋଲି ଏଠାରେ ଶିଳ୍ପ ଜଗତକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଆହ୍ବାନ ଜଣାଇଛନ୍ତି। ଶିଳ୍ପଗୁଡିକ ଲାଗି ନିୟମ ସରଳୀକରଣ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ସେଠାରେ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ବିତ…

ଡେଭିସ୍‌ କପ୍‌ ଦଳରେ ସ୍ଥାନ ବଜାୟ ରଖିଲେ ପେସ୍‌

ନୂଆଦିଲ୍ଲୀ, ୨୫ା୨ (ପି.ଟି.)-କ୍ରୋଏସିଆ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ ପାଇଁ ଭାରତୀୟ ଟେନିସ ଦଳ ଘୋଷଣା କରାଯାଇଛି। ସର୍ବଭାରତୀୟ ଟେବୁଲ ଟେନିସ ଆସୋସିଏଶନ (ଆଇଟା) ସିଲେକ୍ସନ କମିଟି ୫ଜଣିଆ ପ୍ଲେଇଂ ସ୍କ୍ବାର୍ଡରେ ଭେଟେରାନ ଲିଆଣ୍ଡର ପେସ୍‌ଙ୍କୁ ସ୍ଥାନ ଦେଇଛି। ଡିଭିଜ ଶରନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri