୨୮ବର୍ଷ ପରେ ପ୍ରଥମ ଥର ବୁଲେଟପ୍ରୁଫ୍ ଟେଣ୍ଟରେ ବିରାଜମାନ ହେବେ ରାମଲଲା
ଅଯୋଧ୍ୟା,୨୫।୨: ଅଯୋଧ୍ୟାରେ ୨୮ବର୍ଷ ପରେ ପ୍ରଥମ ଥର ଏକ ଅସ୍ଥାୟୀ ଟେଣ୍ଟ ତଳେ ରହିବେ ରାମଲଲା। ରାମଲଲାଙ୍କ ମୂର୍ତ୍ତିକୁ ଏକ ବୁଲେଟପ୍ରୁଫ୍ର ଫାଇଭର ଷ୍ଟ୍ରକଚର୍ ଭିତରେ ରଖାଯିବ ବୋଲି ଜଣାପଡ଼ିଛି। ଏଥିରେ ଏକ ସ୍ବଚ୍ଛ ଗ୍ଲାସ୍ ଲାଗିବ ଯାହାଦ୍ୱାରା ଶ୍ରଦ୍ଧାଳୁ ବାରାକ୍…
କୋମଳମତି ଶିଶୁଙ୍କଠାରୁ ଉପହାର ଗ୍ରହଣ କଲେ ମେଲାନିଆ
ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ କୋ-ଏଡ ସିନିଅର ସେକେଣ୍ଡାରୀ ସ୍କୁଲ ଯାଇଥିଲେ। ସେଠାରେ ସେ ପିଲାମାନଙ୍କ ସହ ହାପିନେସ୍ କ୍ଲାସରେ ଯୋଗ ଦେଇଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ସହ…
ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଶ୍ରୀଦେବୀଙ୍କୁ ମିଳିଥିଲା ‘ଲାଡ୍ଲା’
ବଲିଉଡ୍ର ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀ। ୧୯୯୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବିଶ୍ୱତ୍ମା’ରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।୧୯୭୪ ଫେବୃଆରୀ ୨୫ରେ ଜନ୍ମଗ୍ରହଣ କରିଥିବା ଦିବ୍ୟାଙ୍କର ଆଜି ହେଉଛି ଜନ୍ମଦିନ। ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲାଡ୍ଲା’ରେ ପ୍ରଥମେ…
ଦିଲ୍ଲୀ ହିଂସା: କେନ୍ଦ୍ର ସରକାରଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ ରାଜ୍ୟ; କହିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ଦେଖାଦେଇଥିବା ହିଂସା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବୈଠକରେ ଯୋଗଦେଇଛନ୍ତି। ବୈଠକ ଶେଷ ପରେ କେଜରିଓ୍ବାଲ କରିଛନ୍ତି ଯେ,…
ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ପରଷା ଯିବ ସ୍ପେଶାଲ ଡାଲ ରାଇସିନା
ନୂଆଦିଲ୍ଲୀ,୨୫।୨: ଆମେରିକାର ରାଷ୍ଟ୍ରପତି ପରିବାର ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ତାଙ୍କୁ ରାତ୍ର ଭୋଜନରେ ଆପ୍ୟାୟିତ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତୀୟ ଖାଦ୍ୟ ପରଷା ଯିବାର…
ଅଦିନିଆ ବର୍ଷା: ଚାଷୀ ଆତଙ୍କିତ
ସରଣ୍ଡା,୨୫।୨(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡାରେ ମଙ୍ଗଳବାର ସକାଳୁ ବର୍ଷା ଲାଗି ରହିଛି। ସୋମବାର ମଧ୍ୟ ଦିନତମାମ ବର୍ଷା ଲାଗି ରହିଥିବା ଯୋଗୁ ସାଧାରଣ ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି। ଅଦିନିଆ ବର୍ଷା ଲାଗି ବିଲାତି ବାଇଗଣ, ଫୁଲକୋବି, ପୋଟଳ,…
ଭୀମଟାଙ୍ଗର ଫେକର ଗେଟ୍ ସମ୍ମୁଖରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା
କାଳିଆପାଣି,୨୫।୨(ଡି.ଏନ୍.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଭୀମଟାଙ୍ଗର ଫେକର ଗେଟ୍ ସମ୍ମୁଖରେ ମଙ୍ଗଳବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଧାରଣାରେ ବସିଛନ୍ତି। କାଳିଆପାଣି ଖଣି ଅଞ୍ଚଳରେ ଟାଟା ଷ୍ଟିଲ ପରିସରରେ ରହିଥିବା ଇଂଲିଶ ମିଡିୟମ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ…
ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ଦର୍ଶାଇ ଜଣଙ୍କୁ ହତ୍ୟା
ଚିତ୍ରକୋଣ୍ଡା,୨୫।୨(ଡି.ଏନ୍.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ। ପୋଲିସ ଇନଫର୍ମର ଦର୍ଶାଇ ଚିତ୍ରକୋଣ୍ଡା ବ୍ଲକ ଯୋଡ଼ାମ୍ବ ଗ୍ରାମ ନିକଟବର୍ତ୍ତୀ ଖଜୁରିଗୁଡ଼ା ଜଙ୍ଗଲର ବିହନଗୁଡ଼ା ଛକ ନିକଟରେ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସେ…
ବିଦ୍ୟୁତ୍ ସର୍ଟଶର୍କିଟ୍ରୁ ଅଗ୍ନିକାଣ୍ଡ: ୫ ପରିବାରଙ୍କ ୭ ଘର ଜଳିଗଲା
କୃଷ୍ଣପ୍ରସାଦ, ୨୫।୨(ଡି.ଏନ୍.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବାଲିନାସୀ ଗାଁରେ ମଙ୍ଗଳବାର ଭୋରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ପରିବାରଙ୍କ ୭ଟି ଘର ଜଳାଯାଇଛି। ସୁଦର୍ଶନ ବେହେରା, ସୁମନ ବେହେରା, ରାଜକୁମାରୀ ବେହେରା, ବିନୋଦିନୀ ବେହେରା ଏବଂ ଅନୀଳ ବେହେରାଙ୍କ ଘର…
ଶିଶୁଙ୍କ ଭଳି ମୁହଁ ଥିବା ରୋବୋ: ସ୍ପର୍ଶ, ଯନ୍ତ୍ରଣା କରିପାରିବ ଅନୁଭବ
ଟୋକିଓ,୨୫।୨: ଜାପାନରେ ବୈଜ୍ଞାନିକ ଛୋଟ ଶିଶୁଙ୍କ ମୁହଁ ଥିବା ରୋବୋ ତିଆରି କରିଛନ୍ତି। ଏହି ରୋବୋ ସ୍ପର୍ଶ ଏବଂ ଯନ୍ତ୍ରଣା ଅନୁଭବ କରିପାରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହାକୁ ଏଫେଟ୍ଟୋ ଭାବେ ନାମିତ କରାଯାଇଛି। ଏହି ରୋବୋକୁ ପ୍ରଥମେ ୨୦୧୧ରେ…
ତାମିଲ ଫିଲ୍ମ ‘କ୍ୟାଥୀ’ର ହିନ୍ଦୀ ରିମେକ୍: କାର୍ତ୍ତି ଓ୍ବାଲେ ଚରିତ୍ରରେ ନଜର ଆସିବେ ଅଜୟ!
ବଲିଉଡ୍ରେ ସାଉଥ୍ ସିନେମାର ହିନ୍ଦୀ ରିମେକ୍ କିଛି ନୂଆ କଥା ନୁହେଁ। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ବେଳେ ଏଥିରେ ବଲିଉଡ୍ର ବଡ଼ ବଡ଼ କଳାକାରମାନେ କାମ କରୁଛନ୍ତି। ତେବେ ଗତ କିଛିଦିନ ହେବ ତାମିଲ ସୁପରହିଟ୍…
ଖୁବ୍ଶୀଘ୍ର ପରଦାକୁ ଆସିବ ସୌରଭଙ୍କ ବାୟୋପିକ୍
ଗତ କିଛିବର୍ଷ ହେବ ବଲିଉଡ୍ରେ ଖେଳାଳିଙ୍କ ବାୟୋପିକ୍ ନିର୍ମାଣ ହେବାର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ଏମ୍.ଏସ୍. ଧୋନୀଙ୍କ ବାୟୋପିକ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏହାଛଡ଼ା ଦଙ୍ଗଲ, ମୈରୀ କମ୍, ଭାଗ୍ ମିଲ୍ଖା ଭାଗ, ସୁରମା,…
Archives


