Home Left

କରୋନା ସନ୍ଦେହ: ପରୀକ୍ଷା ପରେ ବାହାରିଲା ସ୍ବାଇନ ଫ୍ଲୁ

ମାଲକାନଗିରି,୧୪।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମନ୍‌୍‌ଭି-୪୧ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସ୍ବାଇନ ଫ୍ଲୁ ହୋଇଛି। ସେ ହେଲେ ପରିମଲ ବିଶ୍ୱାସ। ପ୍ରକାଶ ଯେ, ପରିମଲ କିଛିଦିନ ତଳେ କୋଲକାତାରେ ଇସ୍କନ କନ୍‌ଫରେନ୍ସରେ ଯୋଗଦେଇ ଘରକୁ ଫେରିଥିଲେ। ଏହା ପରେ…

ଲୋକି ଫର୍ଗୁସନଙ୍କୁ ହୋଇ ନାହିଁ କରୋନା

ମେଲବୋର୍ନ,୧୪।୩- ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ କରୋନା ଭାଇରସରେ ଆକ୍ରାନ୍ତ ନୁହଁନ୍ତ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକଆ ମ୍ୟାଚ୍‌ ପରେ ସେ ତଣ୍ଟି ଦରଜ ହେଉଥିବା ମେଡିକାଲ ଟିମ୍‌କୁ ଜଣାଇଥିଲେ। ଏଥିଯୋଗୁ ତାଙ୍କୁ ୨୪ ଘଣ୍ଟା ପାଇଁ ଦଳୀୟ ହୋଟେଲରେ ଅଲଗା…

ଗାଧୋଇବାକୁ ଯାଇ ଋଷିକୁଲ୍ୟାରେ ଯୁବକଙ୍କ ଜୀବନଗଲା

ପୁରୁଷୋତ୍ତମପୁର,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ଦେଇଯାଇଥିବା ଋଷିକୁଲ୍ୟା ନଦୀରେ ବୁଡି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଷୋତ୍ତମପୁର ବଜାର ସାହିର ବନମାଳୀ ବେହେରା( ୪୧)। ସୂଚନାଯୋଗ୍ୟ, ବନମାଳୀ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ।…

ପୁରୀରେ ନାବାଳିକା କରୋନା ସନ୍ଦିଗ୍ଧ

ପୁରୀ ଅଫିସ,୧୪।୩: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପୁରୀରେ ଜଣେ ବିଦେଶୀ ନାବାଳିକା ଶନିବାର କରୋନା ସନ୍ଦିଗ୍ଧଭାବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଯୁରୋପର ଲିଥୁଆନିଆରୁ ପୁରୀ ବୁଲିବାକୁ ଆସିଥିବା ଏହି ନାବାଳିକା…

ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ହକି ପ୍ରୋ ଲିଗ୍‌ ସ୍ଥଗିତ

ଲୌସାନେ,୧୪।୩(ପି.ଟି.)- ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶନିବାର ଚଳିତ ପ୍ରୋ ଲିଗ୍‌କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ କରିଛି। ବିଭିନ୍ନ ଦେଶରୁ ମିଳିଥିବା ସୂଚନା ଓ ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ (ଡବ୍ଲଏଚ୍‌ଓ), ବିଭିନ୍ନ ଦେଶର ସରକାର ଓ ସ୍ଥାନୀୟ ଆୟୋଜକ କମିଟିର…

ଦିନ ଦ୍ୱିପ୍ରହରରେ ସୁନା ଦୋକାନରୁ ଲୁଟ୍‌: ଗ୍ରାହକ ଅଳଙ୍କାର ଦେଖିବା ବେଳେ ଝାମ୍ପିନେଲେ ଦୁର୍ବୃତ୍ତ

ଧାମନଗର,୧୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବଡବଜାରରେ ଥିବା ଏକ ଗହଣା ଦୋକାନରୁ ଶନିବାର ମଧ୍ୟାହ୍ନରେ ଲୁଟ୍‌ ହୋଇଛି । ଦୋକାନୀ ଜଣେ ଗ୍ରାହକଙ୍କୁ ସୁନା ଅଳଙ୍କାର ଦେଖାଉଥିବା ବେଳେ ୨ ଦୁର୍ବୃତ୍ତ ଦୋକାନ ଭିତରକୁ ପଶି ଆସିଥିଲେ। ଗ୍ରାହକ ଦେଖୁଥିବା ମଙ୍ଗଳସୂତ୍ର,…

ପ୍ରତିଶୋଧ ନେବାକୁ ସ୍ବାମୀଙ୍କୁ ଦ୍ୱିତୀୟଥର ବିବାହ କଲେ ମହିଳା ଜଜ୍‌: ୧୦ ବର୍ଷ ଜେଲ୍‌ ସହ ୧.୨୫ କୋଟି ଜରିମାନା

ପ୍ୟାରିସ୍‌: ସାଧାରଣତଃ ଗୃହସ୍ଥ ଜୀବନ ବିତାଇବା ସହ ପରିବାର ବୃଦ୍ଧି ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ମହିଳା ପୁରୁଷ। କିନ୍ତୁ ଜଣେ ମହିଳା ପୂର୍ବ ସ୍ବାମୀଙ୍କ ପ୍ରତିଶୋଧ ନେବାକୁ ତାଙ୍କୁ ପୁନର୍ବାର ବିବାହ କରିଛନ୍ତି। ଏପରି ଅଜବ ଘଟଣା ଦେଖିବାକୁ…

ମୃତଦେହରୁ ସଂକ୍ରମଣ ହେବନାହିଁ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ସଂକ୍ରମଣର ଭୟ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭୀତ କରି ରଖିଛି। ଭାରତରେ ୮୫ ଜଣ କରୋନା ସଂକ୍ରମଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏବେ ମୃତଦେହରୁ ଏହି…

ଆମିରଙ୍କ ପାଇଁ କାନ୍ଦିବାକୁ ପଡ଼ିଥିଲା ଦିବ୍ୟାଙ୍କୁ

ବଲିଉଡ୍‌ରେ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଆମିର ଖାଁ ସୁନ୍ଦର ଅଭିନୟ ଏବଂ ଫିଲ୍ମ ଚୟନ କ୍ଷମତା ପାଇଁ ଅନ୍ୟ କଳାକାରଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ବହୁତ ପ୍ରାକ୍ଟିକାଲ। ତେବେ ଏହି ମିଷ୍ଟର ପରଫେକ୍ଟଙ୍କ ପାଇଁ ଦିବଙ୍ଗତ…

କରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦର୍ଶକଙ୍କ ନିମନ୍ତେ ବନ୍ଦ ରହିବ ‘କଳାଭୂମି’

ଭୁବନେଶ୍ୱର, ୧୪।୩(ବ୍ୟୁରୋ): ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତତନ୍ତ ବିଭାଗ ଅନ୍ତର୍ଗତ ‘କଳାଭୂମି’-ହସ୍ତଶିଳ୍ପ ସଂଗ୍ରହାଳୟକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ…

ଜେଲ୍‌ରେ ଫୁଟବଲ ଟୁର୍ନାମେଣ୍ଟ ଖେଳିବେ ରୋନାଲ୍ଡିନୋ

କ୍ଲୋରିଣ୍ଡା,୧୪।୩- ପୂର୍ବତନ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ୍‌ ପାସ୍‌ପୋର୍ଟ ବ୍ୟବହାର କରି ଏବେ ପାରାଗୁଏର ଏକ ଜେଲ୍‌ରେ ଅଛନ୍ତି। ଏହି ଘଟଣା ସମ୍ପର୍କରେ ପ୍ରାୟତଃ ଫୁଟବଲ ପ୍ରଶଂସକଙ୍କୁ ଜଣା ଥିବ। ତାଙ୍କ ଜାଜ୍ୱଲ୍ୟମାନ କ୍ୟାରିୟରରେ ଆଉ ଏକ ଟ୍ରଫି ସାମିଲ ହୋଇପାରେ।…

ଫଟୋ ଶୁଟ୍‌ କରି ଟ୍ରୋଲ ହେଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଟ୍ୟାଲେଣ୍ଟେଡ ନାୟିକା ଦୀପିକା ପାଦୁକୋନ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। ନିକଟରେ ସେ ଏକ ବୋଲ୍ଡ ଫଟୋ ଶୁଟ୍‌ କରିଥିବାରୁ ଟ୍ରୋଲ୍‌ ହୋଇଥିବା କୁହାଯାଉଛି। ବିବାହ ପରେ ଏହି ନାୟିକା ବୋଲ୍ଡ ସିନ୍‌ ଠାରୁ ଦୂରେଇ ରହୁଥିଲେ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri