କରୋନା ପାଇଁ ଖୋଲିଲା ସ୍ବତନ୍ତ୍ର ୱାର୍ଡ଼
ବାରିପଦା ଅଫିସ,୧୪ା୩: କରୋନା ଭାଇରସ୍ ଯେଭଳି ନ ବ୍ୟାପିବ ସେଥିଲାଗି ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି । ଏହି ରୋଗ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବାରୁ ଏ ଦିଗରେ ସଚେତନା ସୃଷ୍ଟି ଲାଗି ,ଠାକାର ପ୍ରଶାସନ ତତ୍ପର ହୋଇ ଉଠିଛି। ଏହି…
ଶାନ୍ତି ଚୁକ୍ତିକୁ ପୁଣି ବେଖାତିର: ଆଫଗାନ୍ ସେନା ଉପରେ ତାଲିବାନୀ ଆକ୍ରମଣ
ନୂଆଦିଲ୍ଲୀ,୧୪।୩(ପି.ଟି.): ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଆକ୍ରମଣ କରାଯାଇଛି। ଆଫଗାନ୍ ସେନାକୁ ଟାର୍ଗେଟ କରି ତାଲିବାନ ପକ୍ଷରୁ ୧୦ ରାଜ୍ୟରେ ଏହି ଆକ୍ରମଣ ହୋଇଛି। ଗତ ମାସରେ ଆଫଗାନିସ୍ତାନରେ ହିଂସାକାଣ୍ଡ ରୋକିବା ଲାଗି ତାଲିବାନ ସହ…
କୋଭିଡ୍-୧୯ ବିଜ୍ଞାପିତ ବିପତ୍ତି ଘୋଷିତ: ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା
ନୂଆଦିଲ୍ଲୀ,୧୪।୩(ପି.ଟି.): ବିଶ୍ୱର ୧୪୫ ଦେଶରେ ଏବେ କରୋନା ତାଣ୍ଡବ ଦେଖିବାକୁ ମିଳିଛି। ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫,୪୩୬ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି। ଚାଇନା ପରେ ଇଟାଲୀ ଓ ଇରାନ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।…
ଗଣ୍ଠି ଯନ୍ତ୍ରଣା ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ମେଥି ଶାଗ
ପ୍ରାୟ ସମସ୍ତଙ୍କୁ ଶାଗ ଖାଇବା ପସନ୍ଦ। ଅନେକ ଉପାଦେୟ ଗୁଣରେ ଭରପୂର ଥାଏ ଶାଗ। କେଶ ସମସ୍ୟାରୁ ନାନାଦି ରୋଗ ପାଇଁ ଶାଗ ଖାଇବା ଲାଭଦାୟକ। ତେବେ ମେଥି ଶାଗ ଖାଇବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ମେଥି ଶାଗ ଓ…
ଓ୍ବେବ୍ ସିରିଜ୍ ‘ଇଭିଲ ଆଇ’ରେ ଏକାଠି ନଜର ଆସିବେ ପ୍ରିୟଙ୍କା-ନିକ୍
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍ ଗାୟକ ତଥା ଅଭିନେତା ସ୍ବାମୀ ନିକ୍ ଜୋନାସଙ୍କ ଯୋଡ଼ି ବିଶ୍ୱର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ। ଏହି ଯୋଡ଼ି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏକ ଓ୍ବେବ୍ ସିରିଜ୍କୁ ନେଇ ଏହି ଯୋଡ଼ି…
ରୋନାଲ୍ଡିନୋଙ୍କୁ ଜେଲରୁ ବାହାର କରିବା ପାଇଁ ମେସି ଖର୍ଚ୍ଚ କଲେ ୨୯ କୋଟି ଟଙ୍କା
ବାର୍ସିଲୋନା,୧୪।୩- କାସିନୋ ମାଲିକଙ୍କ ଆମନ୍ତ୍ରଣରେ ପୂର୍ବତନ ବ୍ରାଜିଲ ଓ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ ପାସପୋର୍ଟ ସହ ପାରାଗୁଏ ଗସ୍ତ କରିଥିଲେ। ୨୦୦୨ ଫିଫା ବିଶ୍ୱକପ୍ ଚାମ୍ପିୟନ ଦଳର ସଦସ୍ୟଙ୍କୁ ସେଠାରେ ପୋଲିସ ଗିରଫ କରି ଜେଲକୁ ପଠାଇଛି। ତାଙ୍କୁ ସାହାଯ୍ୟ…
ସିଂହ ଧରିବା ଲାଗି ନାକେଦମ ହେଲା ପୋଲିସ, ହେଲେ ଧରାପଡ଼ିଲା କୁକୁର
ଚାରିଆଡେ ଚର୍ଚ୍ଚା ହୋଇଗଲା ସହରରେ ସିଂହ ବୁଲୁଛି। ପୋଲିସ ବି ଧରିବା ଲାଗି ସଜାଗ ହୋଇଗଲା। ହେଲେ ଯାଞ୍ଚ ପରେ ଜଣାପଡ଼ିଲା ପଶୁଟି ସିଂହ ନୁହେଁ ବରଂ ଏକ କୁକୁର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ପେନର ମୋଲିନା ଡେ…
ଶାହାରୁଖ୍ଙ୍କୁ ସାନିଟାଇଜର ଦେଇ କରୋନା ସଚେତନତା ବାର୍ତ୍ତା ଦେଲେ କାଜଲ
କରୋନା ଭାଇରସ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ଘୋଷିତ କରାଯାଇଛି। ଏହାକୁ ନେଇ ଭାରତରେ ମଧ୍ୟ ଆତଙ୍କ ଖେଳିଯାଇଛି। ଏ ନେଇ ସରକାର ଲୋକଙ୍କୁ ସଚେତନ କରୁଥିବାବେଳେ ବଲିଉଡ୍ କଳାକାର ମଧ୍ୟ ନିଜ ପ୍ରଶଂସକଙ୍କୁ ନିରାପଦରେ ରହିବାକୁ ଅନୁରୋଧ କରୁଛନ୍ତି।…
ଡିନର୍ ଲାଗି ଏକାଠି ପହଞ୍ଚିଲେ ବିକ୍କି-କଟ୍ରିନା
ବମ୍ବେ: ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ଏପରି କିଛି ଲୋକକଥା ବଲିଉଡ୍ ଅଭିନେତା ବିକ୍କି କୌଶଲ- ଅଭିନେତ୍ରୀ କଟ୍ରିନା କୈଫଙ୍କ ସମ୍ପର୍କ ପାଇଁ ପ୍ରଯୁଜ୍ୟ ବୋଲି କୁହାଯାଉଛି। ଏହା ପଛରେ କାରଣ ବି ରହିଛି। ସେଇଟି ହେଲା ଉଭୟଙ୍କ ଡେଟିଂର…
ଘରୋଇ ମ୍ୟାଚ୍କୁ ସ୍ଥଗିତ କଲା ବିସିସିଆଇ
ମୁମ୍ବାଇ,୧୪।୩(ପି.ଟି.)- ଚଳିତ ଘରୋଇ ସିଜିନର ବଳକା ମ୍ୟାଚ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ସ୍ଥଗିତ ରଖିଛି। ଏଥିରେ ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର ଓ ଅବଶିଷ୍ଟ ଭାରତୀୟ ଦଳ ମଧ୍ୟରେ ହେବାକୁ ଥିବା ଇରାନୀ କପ୍ ମଧ୍ୟ ରହିଛି।…
କରୋନା ବ୍ୟାପିବା ନେଇ ସୋସିଆଲ ମିଡିଆ ଗୁଜବରୁ ରୁହନ୍ତୁ ସତର୍କ
ପ୍ରାଣଘାତକ କରୋନାକୁ ନେଇ ଚାରିଆଡେ ଭୟର ମାହୋଲ। ଏପରିସ୍ଥଳେ ସୋସିଆଲ ମିଡିଆରେ ଭଳିକି ଭଳି ତଥ୍ୟ ଘୂରିବୁଲୁଛି। ଯେପରି କରୋନା ହେଲେ ମୃତ୍ୟୁ ହେବା ସୁନିଶ୍ଚିତ ବୋଲି କେହି କହୁଥିବା ବେଳେ ମାଉଥ୍ ଓ୍ବାଶ୍ର ବ୍ୟବହାର ଦ୍ୱାରା ଏହି ଭୂତାଣୁକୁ ମାରିହେବ…
ପୂଜା ନ କଲେ ଏକମାତ୍ର ପୁତ୍ର ସନ୍ତାନର ଅନିଷ୍ଟ ହେବା ନେଇ ଗୁଜବ: ଶନିମନ୍ଦିରରେ ପ୍ରବଳ ଭିଡ଼
କେନ୍ଦୁଝର,୧୪।୩(ସ୍ବ.ପ୍ର.): ପୂଜା ନ କଲେ ଏକମାତ୍ର ପୁତ୍ରସନ୍ତାନର ଅନିଷ୍ଟ ହେବ ବୋଲି ଗୁଜବ ପ୍ରଚାର ପରେ ପୁରୁଣା ସହର ସିଦ୍ଧମଠସ୍ଥିତ ଶନି ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗୋଟିଏ ପୁଅ ଥିବା ମହିଳାମାନେ ଏହି ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି…
Archives


