ତାରାତାରିଣୀ ଚୈତ୍ର ଯାତ୍ରାରେ କଟକଣା: ମୁଣ୍ଡନ, କଲ୍ୟାଣମଣ୍ଡପ, ବସସେବା ବନ୍ଦ
ଛତ୍ରପୁର,୧୫।୩(ଡି.ଏନ୍.ଏ.): କରୋନା ପରିପ୍ରେକ୍ଷୀରେ ଗଞ୍ଜାମର ଆରାଧ୍ୟ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ମୁଣ୍ଡନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିସହ ପାହାଡ଼ ଉପରକୁ ବସ୍ ସେବା ପ୍ରତ୍ୟାହାର ହୋଇଛି। ସେଠାରେ ଥିବା କଲ୍ୟାଣ ମଣ୍ଡପ…
ଜଙ୍ଗଲ କାଟି ସଫା କରିବା ସମୟରେ ଜେସିବ ଜବତ: ଜଣେ ଗିରଫ
ଡାବୁଗାଁ,୧୫।୩(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳର ମଇଦଲପୁର ସେକ୍ସନ ଅଧୀନ ବାର୍ଲି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚାଷଜମି କରିବା ଉଦ୍ଦେଶ୍ୟରେ ଏକ ଜେସିବି ଦ୍ୱାରା ଜଙ୍ଗଲ କାଟି ସଫା କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସୂଚନାଯୋଗ୍ୟ, ନବରଙ୍ଗପୁର…
ପାକିସ୍ତାନ ସୈନ୍ୟବାହିନୀରେ ୮ ଅଧିକାରୀଙ୍କୁ କରୋନା: ଡ୍ୟୁଟି କରିବାକୁ ଅମଙ୍ଗ ସୈନ୍ୟ
ଇସଲାମାବାଦ,୧୫।୩: ପାକିସ୍ତାନ ସୈନ୍ୟବାହିନୀରେ ଏବେ ସଙ୍କଟ ଦେଖାଦେଇଥିବା କୁହାଯାଉଛି। ଡ୍ୟୁଟି କରିବାକୁ ସୈନ୍ୟମାନେ ପଛଘୁଞ୍ଚା ଦେବାକୁ ଲାଗିଛନ୍ତି। କୁହାଯାଉଛି ପାକିସ୍ତାନ ସୈନ୍ୟବାହିନୀରେ ୮ ଅଧିକାରୀଙ୍କୁ କରୋନା ସଂକ୍ରମଣ ହୋଇଛି। ତେଣୁ ସୈନ୍ୟମାନେ ସଂକ୍ରମଣ ଭୟରେ ଡ୍ୟୁଟି କରିବାକୁ ଅମଙ୍ଗ ହେଉଛନ୍ତି। ସୂଚନାଯୋଗ୍ୟ,…
କରୋନାକୁ ଡରିଲେଣି ପ୍ରେମୀଯୁଗଳ
କଥାରେ ଅଛି ‘ପ୍ୟାର୍ କିୟା ତୋ ଡର୍ନା କ୍ୟା’। ମାତ୍ର କରୋନା ଭାଇରସ୍ ଏପରି ଏକ ମହାମାରୀ ଯାହାକୁ ପ୍ରେମୀଯୁଗଳ ବି ଡରିଲେଣି। ଏହି ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହା ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ପ୍ରଭାବିତ…
ଆଇଏସ୍ଏଲ୍ ଅଧିକ ପେସାଦାର ହୋଇଛି: ହାବାସ
ମାରଗାଓ,୧୫।୩(ପି.ଟି.): ଏଟିକେ ଏଫ୍ସି ତୃତୀୟଥର ପାଇଁ ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ୍) ଟାଇଟଲ ଜିତି ରେକର୍ଡ କରିଛି। ଦଳର ସଫଳତାରେ ବେଶ୍ ଖୁସି ହୋଇଛନ୍ତି ହେଡ୍ କୋଚ୍ ଆଣ୍ଟୋନିଓ ହାବାସ। ସେ ମଧ୍ୟ ଭାରତର ଏହି ଶ୍ରେଷ୍ଠ ଫୁଟବଲ ଲିଗ୍କୁ ବେଶ୍…
କରୋନା ସଚେତନତା: ନଖ କାମୁଡ଼ାରୁ ଦୂରେଇ ରହିବା ଆବଶ୍ୟକ
ନୂଆଦିଲ୍ଲୀ,୧୫।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଚେତନତା ବାର୍ତ୍ତା ଜାରି କରାଯାଇଛି। ଏଥିରୁ ଦୂରେଇ ରହିବା ପାଇଁ ପରିଷ୍କାର ପରିଛନ୍ନତା ଏବଂ ସ୍ବଚ୍ଛତା ଜରୁରୀ। ନିୟମିତ ବ୍ୟବଧାନରେ ହାତ ଧୋଇବା ଆବଶ୍ୟକ। ଏହା ସହିତ ମୁହଁ…
ବାହାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ: ଦେବାକୁ ପଡ଼ିବ ଜରିମାନା !
ଅହମଦାବାଦ, ୧୫।୩: କରୋନା ସଂକ୍ରମଣ ନେଇ ଗୁଜରାଟ ସରକାରଙ୍କ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାରେ ଛେପ ପକାଇବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାରଣ କରାଯାଇଛି। ବାହାରେ ଛେପ ପକାଇବାକୁ ଦଣ୍ଡନୀୟ ଅପରାଧ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି।…
ବଲିଉଡ୍ ଫିଲ୍ମରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ମୁଖ୍ୟ କ୍ରିଷ୍ଣା ରେଡ୍ଡୀ
କଟକ ଅଫିସ,୧୫।୩: ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ କ୍ରିଷ୍ଣା ରେଡ୍ଡୀଙ୍କୁ ମିଳିଛି ବଲିଉଡ୍ ଟିକେଟ୍। ଏକ ରିୟଲିଟି ସୋ’ରେ ଭାଗ ନେବା ସହ ନିଜ ନୃତ୍ୟ ମାଧ୍ୟମରେ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ବ୍ରହ୍ମପୁର ଅଞ୍ଚଳର କ୍ରିଷ୍ଣା ଏବେ ଅଭିନୟ ମାଧ୍ୟମରେ…
ତାପମାତ୍ରା ବଢ଼ିଲେ କ’ଣ କମିଯିବ କରୋନା? ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ
କରୋନା ଭାଇରସ୍ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହା ଏମିତି ଏକ ମହାମାରୀ ଏହାର କୌଣସି ଟୀକା ବା ଔଷଧୀୟ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ। ଏପରିସ୍ଥଳେ ସୋସିଆଲ ମିଡିଆ ସହିତ କିଛି ସ୍ଥାନରେ ଚର୍ଚ୍ଚା ହେଉଛି କି…
ଉଜ୍ଜ୍ୱଳ ତ୍ୱଚା, କୋଷ୍ଠକାଠିନ୍ୟ ସମସ୍ୟା ଲାଗି ବରକୋଳି
ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ଏହାକୁ ନେଇ ବର୍ତ୍ତମାନର ଯୁବପିଢ଼ି ବେଶ୍ ଚିନ୍ତିତ ଏବଂ ଯତ୍ନବାନ ମଧ୍ୟ। ଏଥିଲାଗି ଅନେକେ ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ଅନେକ ସମୟରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଜର…
ସଚେତନତାକୁ ଗୁରୁତ୍ୱ ଦେଲେ ରେଳ କର୍ତ୍ତୃପକ୍ଷ:ଟ୍ରେନ୍ରେ ଯାତ୍ରୀଙ୍କୁ କମ୍ବଳ ମନା
ଭୁବନେଶ୍ୱର,୧୫।୩ (ବ୍ୟୁରୋ): ବିଭିନ୍ନ ରେଳ ଷ୍ଟେଶନ ଦେଇ ବାହାର ରାଜ୍ୟରୁ ଲୋକେ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। ହେଲେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଏଯାଏ କୌଣସି ବି ରେଳ ଷ୍ଟେଶନରେ ସ୍କ୍ରିନିଂ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ନାହିଁ। ଏପରିସ୍ଥଳେ ଶନିବାର…
କରୋନାକୁ ନେଇ କୋକୁଆ ଭୟ: ପର୍ଯ୍ୟଟନସ୍ଥଳୀ, ପାର୍କ ଖାଁ ଖାଁ;ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ
ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଘାତକ କରୋନା ଭୂତାଣୁ ସଂକ୍ରମଣରେ ଭାରତର ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ସରକାରୀ ସ୍ତରରେ ତତ୍ପରତା ଆହୁରି ବଢ଼ିଯାଇଛି। ଓଡ଼ିଶାରେ ଏଯାଏ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ନ ଥିଲେ ମଧ୍ୟ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି…
Archives


