୧୦ ହଜାର କୋଠରି ବିଶିଷ୍ଟ ଏହି ହୋଟେଲରେ ଏବେ ପର୍ଯ୍ୟନ୍ତ କେହି ରହି ନାହାନ୍ତି
ଜର୍ମାନୀର ବାଲ୍ଟିକ ସାଗରର ରୁଗେନ ଆଇଲ୍ୟାଣ୍ଡରେ ଏମିତି ଏକ ହୋଟେଲ ରହିଛି ଯେଉଁଠି ପ୍ରାୟ ୮୦ ବର୍ଷ ହେବ କେହି ଅତିଥି ରହି ନାହାନ୍ତି ବୋଲି କୁହାଯାଏ। ଏହି ହୋଟେଲରେ ପ୍ରାୟ ୧୦ ହଜାର କୋଠରି ରହିଛି। ଏହାର ନିର୍ମାଣ ୧୯୩୬-୧୯୩୯…
କରୋନା ମୁକାବିଲା ଲାଗି ପ୍ରସ୍ତୁତି ବୈଠକ : ପ୍ରତି ପଞ୍ଚାୟତରେ ଖୋଲିବ ଆଇସୋଲେଶନ କେନ୍ଦ୍ର
ରାଇକିଆ,୧୬।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହଠାରେ ସୋମବାର କରୋନା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳ ଲୋକେ ସଚେତନ ରହିବା ସହ ବାହାର ରାଜ୍ୟ ବିଶେଷକରି କେରଳ ଓ ତାମିଲନାଡୁରୁ ଆସୁଥିବା ଲୋକଙ୍କ ଉପରେ ନଜର…
ଏମ୍କେସିଜିରେ ପୁଣି ଜଣେ କରୋନା ସନ୍ଦିଗ୍ଧ
ବ୍ରହ୍ମପୁର ଅଫିସ,୧୬।୩: କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ରାଜ୍ୟ ସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ନେଇ ସଚେତନତା ଜାରି ରଖିଛନ୍ତି। ସମସ୍ତ ସ୍କୁଲ ଓ କଲେଜର ପରୀକ୍ଷା ସ୍ଥଗିତ ରଖାଯାଇଛି। ତେବେ ଗଞ୍ଜାମ ଜିଲା ଏମ୍କେସିଜି ମେଡିକାଲରେ ଗତ…
ନିଜର ଅନୁଭୂତି ବଖାଣିଲେ କରୋନାକୁ ହରାଇଥିବା ଦିଲ୍ଲୀର ପ୍ରଥମ ରୋଗୀ
ନୂଆଦିଲ୍ଲୀ,୧୬।୩: କରୋନା ଭାଇରସ୍କୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଭାରତରେ ଏପର୍ଯ୍ୟନ୍ତ ୧୧୬ଟି ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇସାରିଛି। ଦେଶର ଅଧିକାଂଶ ରାଜ୍ୟରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ, ସିନେମା ହଲ୍, ମଲ୍…
ସତର୍କତା ପରେ ବି ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୯୪ରେ
ଇସ୍ଲାମାବାଦ,୧୬।୩: ପାକିସ୍ତାନରେ ସୋମବାର ୪୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ରେ ପହଞ୍ଚିଥିବା କୁହାଯାଉଛି। ରବିବାର ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୫୩ ଥିବା ବେଳେ ଏଥିରେ ଏତେ ପରିମାଣରେ ବୃଦ୍ଧି…
୧୯ ବର୍ଷ ପରେ ଆୟୁଷ୍ମାନ ଖୋଲିଲେ ପ୍ରେମ ପେଡ଼ି
ମୁମ୍ବାଇ: ବଲିଉଡ୍ର ସବୁଠୁ କ୍ୟୁଟ୍ ଯୋଡ଼ି ଭାବେ ଆୟୁଷ୍ମାନ ଖୁରାନା ଏବଂ ତାହିରା କାଶ୍ୟପଙ୍କୁ ବିବେଚନା କରାଯାଏ। ଉଭୟେ ୨୦୦୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆୟୁଷ୍ମାନ ଖୁରାନା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ପ୍ରେମ ପେଡ଼ି…
ପିଏସଏଲରୁ ଓହରିଲେ ଲିନ
ଲାହୋର,୧୬।୩- ଲାହୋର କ୍ୱାଲାଣ୍ଡର୍ସ ଦଳକୁ ସେମିଫାଇନାଲରେ ପହଞ୍ଚାଇଥିବା ଅଷ୍ଟ୍ରେଲିଆନ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ କ୍ରିସ ଲିନ ପିଏସ୍ଏଲରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ ଯୋଗୁ ସେ ସୋମବାର ଅଷ୍ଟ୍ରେଲିଆ ଫେରିଯିବେ। ତେବେ ସମାନ କାରଣରୁ ବହୁ ବିଦେଶୀ ଖେଳାଳି ପିଏସ୍ଏଲ…
କରୋନା ଭୟରେ ଖୋଳ ଭିତରେ ପଶି ବୁଲୁଛନ୍ତି ଏହି ବ୍ୟକ୍ତି: ଭିଡିଓ ଭାଇରାଲ
କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଏବେ ପ୍ରାୟ ୧୪୫ ଦେଶକୁ ବ୍ୟାପି ସାରିଲାଣି। ଏବେ ଇଟାଲିରେ ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏପରିସ୍ଥଳେ ରୋମରୁ ଆସିଥିବା ଏକ…
ପୁରୀ ବେଳାଭୂମି ଖାଲିକଲା ପୋଲିସ
ପୁରୀ ଅଫିସ,୧୬।୩: ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ପୁରୀ ବେଳାଭୂମିକୁ ଖାଲିକରିଛି ପୋଲିସ। ବେଳାଭୂମିକୁ ନ ଯାଇ ପର୍ଯ୍ୟଟକମାନଙ୍କୁ ହୋଟେଲ ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବେଳାଭୂମିରେ ଥିବା…
ଦିଲ୍ଲୀରେ ଏକାଠି ହୋଇପାରିବେ ନାହିଁ ୫୦ରୁ ଊର୍ଦ୍ଧ୍ୱ ଜନତା
ନୂଆଦିଲ୍ଲୀ,୧୬।୩: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସବୁ ଜିଲା ଅଧିକାରୀଙ୍କର ଏକ ବୈଠକ ଡାକିଥିଲେ। ଏହି ବୈଠକରେ କେଜରିଓ୍ବାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଏଣିକି କୌଣସି…
ବାଣୀବିହାର ହଷ୍ଟେଲ ବନ୍ଦ: ୨୪ ଘଣ୍ଟା ଭିତରେ ହଷ୍ଟେଲ ଛାଡିବାକୁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୬।୩(ବ୍ୟୁରୋ): କରୋନା ସତର୍କତା ପାଇଁ ପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିବା ବେଳେ ସୋମବାର ଭୁବନେଶ୍ୱର ବାଣୀବିହାର ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ହଷ୍ଟେଲ ଛାଡିବାକୁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ…
ପ୍ଲଙ୍କେଟ ଶିଲ୍ଡ ଟୁର୍ନାମେଣ୍ଟ ବାତିଲ, ଓ୍ବେଲିଂଟନ ଚାମ୍ପିୟନ
ଅକ୍ଲାଣ୍ଡ,୧୬।୩- କରୋନା ଭାଇରସର ଭୟବହତା ଯୋଗୁ ବହୁ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ହୋଇସାରିଛି। ଏହି ଧାରାରେ ଯୋଡ଼ି ହୋଇଛି ନ୍ୟୁଜିଲାଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟ ଟୁର୍ନାମେଣ୍ଟ ପ୍ଲଙ୍କେଟ ଶିଲ୍ଡ। ଇଭେଣ୍ଟର ଅନ୍ତିମ ଦୁଇ ରାଉଣ୍ଡ ମ୍ୟାଚ ବାତିଲ…
Archives


