Home Left

ଏଣିକି ମଦ ଦୋକାନରେ ଧାଡ଼ି: ଗ୍ରାହକଙ୍କୁ ଦେବା ପୂର୍ବରୁ ସାନିଟାଇଜ୍‌ ହେବ ବୋତଲ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବିଶ୍ୱର ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି କରୋନା। ଏହି ଭୂତାଣୁ ସଂକ୍ରମଣର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବିଶେଷକରି ଭିଡ ସ୍ଥାନରେ କରୋନା ସଂକ୍ରମଣର ଭୟ ରହୁଥିବାରୁ ଶପିଂ ମଲ୍‌ଠାରୁ ଆରମ୍ଭ…

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ୫୦ ପ୍ରତିଶତ କର୍ମଚାରୀ ଘରେ ବସି କରିବେ ଅଫିସ କାମ

ନୂଆଦିଲ୍ଲୀ,୧୯।୩: କରୋନା ଭାଇରସର ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ବି ଓ ସି ଗ୍ରୁପର ୫୦ ପ୍ରତିଶତ ସରକାରୀ କର୍ମଚାରୀ ନିତିଦିନ କାର୍ଯ୍ୟାଳୟ ଆସିବେ ବୋଲି କହିଛନ୍ତି। ବାକି ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ ବୋଲି କେନ୍ଦ୍ର…

ଲ୍ୟାପ୍‌ଟପ୍‌ ବ୍ୟାଗ୍‌ରେ ଧଳା ଜହର କାରବାର: ୨.୭୦ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ଇଞ୍ଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଧଳା ଜହର କାରବାରରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ର। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ବାଲେଶ୍ୱର ଜିଲା ମିତ୍ରପୁର ଅଞ୍ଚଳରେ ଚଢ଼ାଉ କରି ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ…

ସୁପରହିଟ୍‌ ଫିଲ୍ମରେ କାମ ନ କରି ପଶ୍ଚାତ୍ତାପ କରୁଛନ୍ତି ଏହି କଳାକାର

ବଲିଉଡ୍‌ର ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ଏବଂ ‘ଦିଲ୍‌ ତୋ ପାଗଲ ହୈ’ ପାଇଁ ନିର୍ମାତାଙ୍କର ପ୍ରଥମ ପସନ୍ଦ ଥିଲେ ଜୁହି ଚାଓ୍ବଲା। ମାତ୍ର ସେ ଏହି ଦୁଇଟିଯାକ ଫିଲ୍ମ ରିଜେକ୍ଟ କରିଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ଆଜି ପର୍ଯ୍ୟନ୍ତ…

ସଲମାନଙ୍କ ବ୍ରେସ୍‌ଲେଟ୍‌ର ଆକାଉଣ୍ଟ ଖୋଲାଗଲେ ମୋଠାରୁ ଅଧିକ ଫଲୋଅର୍ସ ହେବେ: ଟାଇଗର

ବଲିଉଡର ଲାୟନ (ସିଂହ) ହେଉଛନ୍ତି ସଲମାନ୍‌ ଖାନ୍‌। ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ଙ୍କ ବ୍ରେସ୍‌ଲେଟ୍‌ର ଏକ ଆକାଉଣ୍ଟ ଖୋଲାଗଲେ ତାହାର ଅନେକ ଫଲୋଅର୍ସ ହେବେ। ନିକଟରେ ଏକ ସାକ୍ଷାତ୍‌କାରରେ ଏପରି କହିଛନ୍ତି ଟାଇଗର୍‌ ଶ୍ରଫ୍‌। ପ୍ରକୃତ କଥାଟା ହେଲା ଟାଇଗର ହେଉଛନ୍ତି ସଲମାନ୍‌ଙ୍କ ଜଣେ…

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯: ଭେଣ୍ଟିଲେଟରରେ ୨

ମୁମ୍ବାଇ,୧୯।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୪୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସେ କହିଛନ୍ତି।…

କରୋନା ଭାଇରସ୍‌ର ସାମ୍ନା କରୁଛନ୍ତି ଏହି ଡାକ୍ତର, ଫଟୋ ଶେୟାର କରି ଭାବୁକ ହେଲେ ଝିଅ

ବେଜିଂ: ଚାଇନାର ଉହାନ ସହରରୁ ପ୍ରଥମେ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ବର୍ତ୍ତମାନ ବିଶ୍ୱର ଅର୍ଦ୍ଧାଧିକ ଦେଶରେ କାୟା ବିସ୍ତାର କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ଭାଇରସ୍‌ ଦ୍ୱାରା ଦେଢ଼ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୦୦୦ରୁ…

ନିର୍ଭୟା ମାମଲା: କୋର୍ଟ ବାହାରେ ବେହୋସ୍‌ ହେଲେ ଦୋଷୀଙ୍କ ପତ୍ନୀ

ନୂଆଦିଲ୍ଲୀ,୧୯।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଗୁରୁବାର ଦୋଷୀ ପବନଙ୍କ କ୍ୟୁରେଟିଭ ପିଟିଶନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହୋଇଯାଇଛି। ଅନ୍ୟପଟେ ଗୁରୁବାର ପଟିଆଲା ହାଉସ…

ପରୀକ୍ଷା ସ୍ଥଗିତ ରଖିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ କହିଲା ୟୁଜିସି

ନୂଆଦିଲ୍ଲୀ,୧୯।୩ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ୟୁଜିସି ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ସମସ୍ତ ବିଶ୍ୱବିଦ୍ୟାଳୟକୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ୟୁଜିସି କହିଛି। ମାର୍ଚ୍ଚ ୩୧ ପରେ…

କରୋନା ଭାଇରସ୍‌କୁ ଦୂରେଇ ଦେବ ସୂର୍ଯ୍ୟରଶ୍ମି: ଅଶ୍ୱିନୀ ଚୌବେ

ନୂଆଦିଲ୍ଲୀ,୧୯।୩: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବିଶ୍ୱବ୍ୟାପୀ ଏଥିରେ ୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେଲାଣି। ଏହାସହ ୨ଲକ୍ଷରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। କରୋନାର ଚିକିତ୍ସା ପାଇଁ କୌଣସି ଔଷଧ…

କରୋନା ଭାଇରସ୍‌ ଯୋଗୁ ପୋଲାଣ୍ଡ ସୀମା ବନ୍ଦ

ଓ୍ବାରସା,୧୮।୩: ସାରା ବିଶ୍ୱରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ବିଭିନ୍ନ ଦେଶରେ କେତେକ କଟକଣା ଜାରି କରାଯାଇଥିବା ବେଳେ ଏବେ ସରକାର ସୀମାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାରି ଭିତରେ…

ଡବାବାଲା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯୋଗାଇବେନି ଡବା: ହାଜିଅଲ୍ଲୀ ଦରଘା ବନ୍ଦ

ମୁମ୍ବାଇ,୧୯।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଡବାବାଲା ସଂଘ ପକ୍ଷରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡବା ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସହରରେ ପ୍ରତିଦିନ ଶହଶହ ଡବାବାଲା ହଜାର ହଜାର ଲୋକଙ୍କ ପାଖରେ ଖାଦ୍ୟ ଡବା ପହଞ୍ଚାଇଥାନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri