କରୋନା ଭୟ ସତ୍ତ୍ୱେ ଭେଙ୍କଟେଶ୍ୱର ମନ୍ଦିରରେ ହେଲା ବିବାହ
ହାଇଦ୍ରାବାଦ,୨୧।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ କୌଣସି ସ୍ଥାନରେ ଲୋକେ ଏକାଠି ହେବାକୁ ସରକାର ବାରଣ କରିଛନ୍ତି। ଏହି ସମୟରେ ବିବାହ, ଜନ୍ମଦିନ ଭଳି ଉତ୍ସବ ପାଳନ ନ କରିବାକୁ ଅନୁରୋଧ କରାଯାଇଛି। ହେଲେ ପୂର୍ବରୁ…
ସତ ହେଲା ବାଇବେଲର କାହାଣୀ
ତେଲଆଭିଭ୍: ବାଇବେଲରେ ଥିବା ଏକ କାହାଣୀ ଅନୁସାରେ ଏବେ ପ୍ରତ୍ନତତ୍ତ୍ୱବିଦମାନେ ଏଭଳି ଏକ ସ୍ଥାନ ସମ୍ପର୍କରେ ସୂଚନା ପାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁସ୍ତକରେ ଥିବା ଏକ ଗପ ଅନୁସାରେ ଏଭଳି ଏକ ସ୍ଥାନ ଥିଲା ଯାହା ସ୍ବତନ୍ତ୍ରଭାବେ…
ସୁରକ୍ଷା ଉପକରଣ ଯୋଗାଇ ନ ଦେଲେ ଧର୍ମଘଟ କରିବେ ଡାକ୍ତର
ଇସ୍ଲାମାବାଦ,୨୧।୩: କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପିସାରିଲାଣି। ପାକିସ୍ତାନରେ ମଧ୍ୟ ଏହା ତା’ର ଉପସ୍ଥିତି ଜାହିର କରିସାରିଛି। ଏବେ କୋଭିଡ-୧୯ ବା କରୋନା ଭାଇରସ ସଂକ୍ରମଣରେ ପାକିସ୍ତାନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲାଣି ୪୯୫ରେ। ଏପରି…
କରୋନା କଟକଣା: ଯୋଡ଼ାରେ ଅଡ୍-ଇଭିନ୍ ଲାଗୁ
ଯୋଡ଼ା,୨୧ା୩ (ଡି.ଏନ୍.ଏ.): କରୋନା ସଚେତନତା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଅଡ୍-ଇଭିନ୍ ଫର୍ମୁଲା ସମଗ୍ର ଜିଲାରେ ଜାରି କରାଯାଇଛି। ଯୋଡା ପୌରପାଳିକାରେ ଏହାର ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳିଛି । ଶନିବାର ସକାଳୁ ଜନସାଧାରଣ ଏ ବାବଦରେ ଅଜ୍ଞ…
୨.୧୧% ସୁଧ ହାରରେ ଟଙ୍କା ଫେରିଲା, ବାକି କୁଆଡ଼େ ଗଲା
ଭୁବନେଶ୍ୱର,୨୧ା୩(ବ୍ୟୁରୋ): ରାଜ୍ୟ ସରକାର କିଛି ଅଧିକା ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନ ରଖି ୟେସ୍ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କରେ ରଖିଥିଲେ। ଘରୋଇ ବ୍ୟାଙ୍କରେ ଟଙ୍କା ରଖିବା ସମୟରେ ୮ ପ୍ରତିଶତ ସୁଧ ମିଳିବ ବୋଲି…
‘ଜନତା କର୍ଫ୍ୟୁ’କରୋନା କବଳରୁ ଦେଶ ଓ ରାଜ୍ୟକୁ ସୁରକ୍ଷିତ ରଖିବ
ଭୁବନେଶ୍ୱର,୨୧ା୩(ବ୍ୟୁରୋ): ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ବିଶ୍ୱ ମହାମାରୀଭାବେ ଘୋଷଣା କରାଯାଇଥିବା ବେଳେ ରାଷ୍ଟ୍ରୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ଏହି ମହାମାରୀର ମୁକାବିଲା…
ରାଜ୍ୟ ସଭାରେ ଏକାଧିକ ଦାବି ଉଠାଇଲେ ସସ୍ମିତ
ଭୁବନେଶ୍ୱର,୨୧ା୩(ବ୍ୟୁରୋ): ବ୍ରହ୍ମପୁର ରାଜ୍ୟର ଏକ ପ୍ରମୁଖ ସହର। ହେଲେ ଏଠାରେ ଆକାଶମାର୍ଗରେ ଯୋଗାଯୋଗ ବ୍ୟବସ୍ଥା ନାହିଁ। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଉତ୍ତର ପ୍ରଦେଶର ଆଲ୍ଲାହାବାଦ(ପ୍ରୟାଗରାଜ) ପରି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ଏକ ବିମାନବନ୍ଦର ନିର୍ମାଣ କରାଯାଉ। କେନ୍ଦ୍ର ପକ୍ଷରୁ ଉଡାନ…
ମୁଖ୍ୟମନ୍ତ୍ରୀ ଦୌଡ଼ରେ ତୋମର, ଶିବରାଜ, ନରୋତ୍ତମ
ଭୋପାଳ,୨୧।୩: ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିଯିବା ପରେ ଏବେ ସେଠାରେ ସରକାର ଗଠନକୁ ନେଇ ଲାଗି ରହିଛି ରାଜନୈତିକ ଆଲୋଚନା। ଭାରତୀୟ ଜନତା ପାର୍ଟି(ଭାଜପା)ସରକାର ଗଠନ କରିବାକୁ ନେଇ ପାଗ ଭିଡୁଥିବା ଆଲୋଚନା ହେଉଛି। ଅନୁମାନ କରାଯାଉଛି ଶନିବାର ଭାଜପା ଏହା…
ବନ୍ଦ ହେଲା ରାଜ୍ୟର ସମସ୍ତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର
ଭୁବନେଶ୍ୱର,୨୧ା୩(ବ୍ୟୁରୋ): କୋଭିଡ୍-୧୯ ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଏବଂ ପୋଲିସ ପକ୍ଷରୁ ବିିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଥିଲା କିନ୍ତୁ ରାଜ୍ୟରେ ଥିବା ପୋଲିସ ପ୍ରଶିକ୍ଷଣ ଶିବିରଗୁଡ଼ିକ ଖୋଲା ରହିଥିଲା। ପ୍ରଶିକ୍ଷଣ ଶିବିରଗୁଡିକରେ ଏକା ସାଙ୍ଗରେ ୩୦୦ରୁ ୫୦୦ ଅନ୍ତେବାସୀ…
କଂଗ୍ରେସ ଭାଇଙ୍କ ପରଲୋକ
ଠାକୁରମୁଣ୍ଡା, ୨୧ା୩(ଡି.ଏନ.ଏ): ମୟୂରଭଞ୍ଜର ଭୂମିପୁତ୍ର ସେବକ କଂଗ୍ରେସ ଭାଇଙ୍କର ଶୁକ୍ରବାର ପରଲୋକ ଘଟିଛି। ଶ୍ୱାସ ରୋଗରେ ପୀଡ଼ିତ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମଧ୍ୟାହ୍ନ ୧୨.୩୦ ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ…
କରୋନାକୁ ନାହିଁ ଡର: ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା କଲେ ବିବାହ
ଲଣ୍ଡନ,୨୧।୩: ସାରା ଦୁନିଆ କରୋନା ଆତଙ୍କରେ ଆତଙ୍କିତ ହୋଇପଡ଼ିଛି। ତେବେ ଏହାକୁ ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା ପାଓ୍ବ।ର ଅବାସ୍ ନ ଡରି ୭୦ ବର୍ଷ ବୟସ୍କା ପ୍ରେମିକା ଜୁର୍ ଜହିର୍ଙ୍କୁ ଲଣ୍ଡନର ଏକ କୋର୍ଟରେ ବିବାହ ବନ୍ଧନରେ…
ମହାପ୍ରଭୁଙ୍କ ଦର୍ଶନ ନ ପାଇ ଫେରିଲେ ଭକ୍ତ
ପୁରୀ ଅଫିସ, ୨୧ା୩: ଖଁ। ଖଁ। ବଡ଼ଦାଣ୍ଡ, ଶୂନ୍ଶାନ୍ ବେଳାଭୂମି। ପ୍ରତ୍ୟେକ ଦିନ ଭକ୍ତ, ପର୍ଯ୍ୟଟକଙ୍କ ଗହଳିରେ ଫାଟି ପଡୁଥିବା ବଡ଼ଦାଣ୍ଡ ଶୁକ୍ରବାର ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଥିଲା। କଁ। ଭଁ। ଲୋକେ ଯା’ ଆସ କରୁଥିବାବେଳେ ଗାଡ଼ିମୋଟର ସଂଖ୍ୟା ବି ବହୁତ…
Archives


