Home Left

୪୮ ଘଣ୍ଟାରେ ନିର୍ଦ୍ଧାରିତ ସ୍ଥାନରେ ରିପୋର୍ଟ କରିବେ ବଦଳି ସରକାରୀ କର୍ମଚାରୀ, ନଚେତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ମଙ୍ଗଳବାର ମଧ୍ୟରାତ୍ରରୁ ସାରା ଓଡ଼ିଶା ଲକ୍‌ଡାଉନ୍‌ କରିବାକୁ ଘୋଷଣା କରାଯାଇଛି। ୨୯ ମାର୍ଚ୍ଚ ରାତି ୧୨ ଯାଏ ସମସ୍ତ ଜିଲାରେ ଏହା ଜାରି ରହିବ। ଏହି ଅବସରରେ ରାଜ୍ୟ ପୋଲିସ, ବିଦ୍ୟୁତ୍‌ ବିଭାଗର ସମସ୍ତ କର୍ମଚାରୀମାନେ ନିରବିଚ୍ଛିନ୍ନ ଭାବେ କାମ…

ସ୍ବାସ୍ଥ୍ୟକର୍ମୀଙ୍କୁ ପାସ୍‌ ଅନାବଶ୍ୟକ: ପରିଚୟପତ୍ର ଦେଖାଇ ହସ୍ପିଟାଲ ଯାଇପାରିବେ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି କରାଯାଇଥିବା ଲକ୍‌ଡାଉନ୍‌ ସମୟରେ ଗାଡ଼ିମୋଟର ଯାତାୟାତ ଉପରେ କଟକଣା ଲଗାଯାଇଛି। ନିହାତି ଯିବାର ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ପାସ୍‌ ଦିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ହେଲେ ଏହି ପାସ୍‌ ପାଇଁ…

ଅଭିନବ ଉପାୟରେ ସଚେତନ କଲେ ଏସ୍‌ଡିପିଓ

ଦାରିଙ୍ଗବାଡ଼ି,୨୪।୩(ଡି.ଏନ.ଏ.)- କରୋନା ଭୂତାଣରୁ ରକ୍ଷା ପାଇଁ ଜିଲାରେ ୧୪୪ ଧାରା ବଳବତ୍ତର ରହିଥିବା ବେଳେ ମଙ୍ଗଳବାରଠାରୁ ଜିଲା ଲକ୍‌ଡାଉନ ଘୋଷଣା କରାଯାଇଛି। ସମସ୍ତେ ଘରେ ରହିବା ଏବଂ ପଦାକୁ ନ ବାହାରିବା ନେଇ ପୋଲିସ ପକ୍ଷରୁ ସଚେତନ କରାଯାଇଛି। ଏଥିସହ ନିୟମ…

ସମର ଫ୍ୟାଶନ

ଧୀରେ ଧୀରେ ଖରା ବଢ଼ିବାରେ ଲାଗିଛି। ଗରମ ଆଉ ଝାଳରେ କ’ଣ ପିନ୍ଧିଲେ ଆରାମ ଲାଗିବ ତାକୁ ନେଇ ସମସ୍ତଙ୍କ ଚିନ୍ତା। ହେଲେ ଆପଣ ଚାହିଁଲେ ଏମିତି କିଛି ଗେଟ୍‌ଅପ୍‌ ବାଛିପାରିବେ ଯାହାକି ଆପଣଙ୍କୁ କମ୍ଫର୍ଟ ସହ ଫ୍ୟାଶନେବଲ ଲୁକ୍‌ ମଧ୍ୟ…

ବେଲଗାମ ହେଉଛି କରୋନା: ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୯୦୦ରୁ ଊର୍ଦ୍ଧ୍ୱ, ପାସେଞ୍ଜର ଟ୍ରେନ୍‌ ବାତିଲ୍‌

ଇସ୍‌ଲାମାବାଦ,୨୪।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ବେଲଗାମ ହେଉଥିବା କରୋନା ଭାଇରସ୍‌ ଭାରତର ପଡୋଶୀ ଦେଶ ପାକିସ୍ତାନରେ ନିଜର ପ୍ରକୋପ ଜାରି ରଖିଛି। ମଙ୍ଗଳବାର ସୁଦ୍ଧା ପାକିସ୍ତାନରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା…

ଲକଡାଉନକୁ ନ ମାନି ବିବାହ ପାର୍ଟିରେ ଏକତ୍ରିତ: ୩ ଗିରଫ

କଣ୍ଟାପଡା,୨୪।୩(ଡି.ଏନ୍‌.ଏ.)- କରୋନା ପାଇଁ ସାରା ଓଡ଼ିଶା ଲକଡାଉନ ହୋଇଥିବାବେଳେ ଏହାକୁ ନ ମାନି ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅଭିଯୋଗରେ କଟକସଦର ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଥାନାସ୍ଥିତ କାଜିପାଟଣା ଗ୍ରାମର ଇମରାନ ଖାଁ(୨୦), ଇରଫାନ…

କରୋନାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ମୁମ୍ବାଇ,୨୪।୩: ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନି। ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ସେଠାରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୧୦୬ ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।…

ଖାଉଟି ବଣ୍ଟନକେନ୍ଦ୍ରକୁ ଆସିବେନି ହିତାଧିକାରୀ: ଘରେ ପହଞ୍ଚିବ ଭତ୍ତା, ଗହମ, ଚାଉଳ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାମାଜିକ ନିରାପତ୍ତା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ଭତ୍ତା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଖାଦ୍ୟଶଷ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ।…

କରୋନା ଭୟ: ଗୃହପାଳିତ ପ୍ରାଣୀଙ୍କୁ ଘରୁ ବାହାର ନ କରିଦେବାକୁ ଅନୁରୋଧ କଲେ ଅନୁଷ୍କା

ମୁମ୍ବାଇ: କରୋନା ଭାଇରସର ସଂକ୍ରମଣ ଧୀରେ ଧୀରେ ବ୍ୟାପିବାରେ ଲାଗିଥିବା ବେଳେ ଏବେ ଦେଶରେ ଏହା ୫ଶହ ଅତିକ୍ରମ କରିଛି। ସେହିପରି କରୋନାରେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିବା ବେଳେ ସେମାନଙ୍କ…

ଅନିଶ୍ଚିତକାଳ ପାଇଁ ମଣିପୁରରେ କର୍ଫ୍ୟୁ

ଇମ୍ଫାଲ,୨୪।୩: ମଣିପୁରରେ ଜଣେ ମହିଳା କରୋନା ଭାଇରସ୍‌ରେ ସଂକ୍ରମିତ ହେବା ପରେ ମଙ୍ଗଳବାର ସେଠାରେ ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ରାଜ୍ୟ ସରକାର କରୋନା ସହ ମୁକାବିଲା ଏବଂ ସୁରକ୍ଷା ଦୃଷ୍ଟିରୁ ଆଗୁଆ ରାଜ୍ୟରେ କର୍ଫ୍ୟୁ ଜାରି କରିଥିବା ଜଣାପଡ଼ିଛି।…

କରୋନା ପ୍ରଭାବ: ରାଜ୍ୟର ସମସ୍ତ ଆହାର କେନ୍ଦ୍ର, ପାର୍କ ବନ୍ଦ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ରକୁ ମାର୍ଚ୍ଚ ୨୯ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ହସ୍ପିଟାଲ ପରିସର କିମ୍ବା ଏହା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଖୋଲା ରହିବ।…

ପଞ୍ଜାବ ସରକାରଙ୍କ ଚିନ୍ତା ବଢ଼ାଇଲେ ୯୦ହଜାର ବିଦେଶ ଫେରନ୍ତା

ଚଣ୍ଡିଗଡ଼,୨୪।୩: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ସାରା ଦେଶ ବିଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ସମସ୍ତ ରାଜ୍ୟଗୁଡ଼ିକରେ ଲକ୍‌ଡାଉନ୍‌ ବ୍ୟବସ୍ଥା କରାଯାଇଛି। ପୂର୍ବରୁ କରୋନା ଯୋଗୁ ପଞ୍ଜାବରେ ୨୨ଟି ଜିଲାରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri